କୁହାଯାଏ କି ମନୁଷ୍ୟର ବେସିକ ନେଚର ନିଜ ପିଲାଦିନରୁ ହିଁ ନିର୍ଧାରିତ ହୋଇଯାଇଥାଏ | ଯେମିତି କୌଣସି ବ୍ୟକ୍ତି ବଡ ହୋଇକି କେତେ ରାଗୀ, ଚଞ୍ଚଳ, ଦୁଷ୍ଟ,ମଜାକିଆ, ବୁଦ୍ଧିମାନ, ମୂର୍ଖ, ସଚୋଟ, ବେଇମାନି ଇତ୍ୟାଦି ହେବ ତାହାର ଅନ୍ଦାଜା ତାହାର ପିଲାଦିନରୁ ହିଁ ଲଗାଯାଇ ପାରେ | ପତ୍ନୀଙ୍କୁ ନେଇକି ମଧ୍ୟ କିଛି ଅଭ୍ୟାସ ପିଲାଦିନ ରୁ ହିଁ ନିର୍ଧାରିତ ହୋଇଯାଇ ଥାଏ | ସେଥିରେ କିଛି ଏମିତି ଖରାପ ଅଭ୍ୟାସ ହୋଇଥାଏ ଯାହା ସେମାନଙ୍କ ବେସିକ ନେଚର ହୋଇଥାଏ | ଏହାପରେ ମା ବାପା କିମ୍ବା କେହି ବି ବଦଳେଇ ପାରନ୍ତି ନାହିଁ |
ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହି ଅଭ୍ୟାସ କଥା ନିଜ ଚାଣକ୍ୟ ନୀତି ରେ କହିଛନ୍ତି | ସେ ସ୍ତ୍ରୀ ମାନଙ୍କର ଏହିପରି କିଛି ଅଭ୍ୟାସ ବିଷୟରେ କହିଛନ୍ତି ଯାହା ସର୍ବଦା ଗୋଟିଏ ପ୍ରକାରର ରହିଥାଏ | ତାକୁ ସେ ସାରା ଜୀବନ ରେ ସୁଧାରି ପାରନ୍ତି ନାହିଁ | ସ୍ତ୍ରୀ ମାନଙ୍କର ଏହି ସ୍ଵଭାବ ପିଲା ଦିନ ରୁ ନିର୍ଧାରିତ ହୋଇଯାଇ ଥାଏ | ତେବେ ଆସନ୍ତୁ ଜାଣିବା କି ଏହି ଖରାପ ଅଭ୍ୟାସ କଣ କଣ ଅଟେ |
1. ମିଛ କହି ନିଜ ମୁଣ୍ଡରୁ ଦୋଷ ହଟେଇବା
ଆଚାର୍ଯ୍ୟ ଚାଣକ୍ୟ ଅନୁଯାୟୀ ସ୍ତ୍ରୀ ପ୍ରତ୍ୟେକ କଥା ରେ ମିଛ କହିବାରେ ମାହିର ହୋଇଥାଏ | ତାଙ୍କର ଏହି ବଦଗୁଣ ପିଲାଦିନୁ ହିଁ ରହିଥାଏ | ସେ ନିଜ ଆବଶ୍ୟକତା ଅନୁଯାୟୀ ମିଛ କୁହନ୍ତି | କେବେ ନିଜକୁ ବଂଚେଇବା ପାଇଁ ତ କେବେ ନିଜ କାମ ଆଦାୟ କରିବା ପାଇଁ ତାଙ୍କ ମୁହଁ ରୁ ମିଛ ବାହାରି ଆସିଥାଏ | ଯଦିଓ କେବେ କେବେ ଏହି ମିଛ ଅନ୍ୟଙ୍କ ଭଲ ପାଇଁ ମଧ୍ୟ ହୋଇଥାଏ | ତେବେ କିଛି ସ୍ୱାର୍ଥ ପାଇଁ ହୋଇଥାଏ |

2. ନବୁଝି ନଶୁଝି ବାହାଦୁରୀ ଦେଖେଇବା
ଆଚାର୍ଯ୍ୟ ଚାଣକ୍ୟ ଅନୁଯାୟୀ ସ୍ତ୍ରୀ ବହୁତ ସାହସୀ ହୋଇଥାନ୍ତି | କିନ୍ତୁ ଅନେକ ଥର ତାଙ୍କର ଏହି ବାହାଦୁରୀ ତାଙ୍କୁ ଅସୁବିଧା ରେ ମଧ୍ୟ ପକେଇ ଦିଏ | ସେ ନିଜ ସାହାସ ଦେଖେଇବା ପୂର୍ବରୁ ତାହାର ପରିଣାମ ର ଆକଳନ କରିପାରେ ନାହିଁ | ଏହି ଚକ୍କର ରେ ଅନେକ ଥର ତାଙ୍କୁ ଅସୁବିଧାରେ ପକେଇଦିଏ | ସେଥିପାଇଁ ବିନା ଭାବି ଚିନ୍ତି ସାହାସ ଦେଖେଇବା ସ୍ତ୍ରୀ ମାନଙ୍କ ଠୁ ଦୂରରେ ରହିବା ଦରକାର,ନହେଲେ ସେ ଆପଣଂକୁ ମଧ୍ୟ ଅସୁବିଧା ରେ ପକେଇ ପାରନ୍ତି |
3.ସର୍ବଦା ନିଜ ସ୍ୱାର୍ଥ ଦେଖିବା
ଚାଣକ୍ୟ ନୀତି ଅନୁସାରେ ମହିଳାମାନେ ନିଜ ସ୍ୱାର୍ଥ କୁ ସର୍ବଦା ପ୍ରାଥମିକତା ଦେଇଥାନ୍ତି | ସେ ଅନ୍ୟଙ୍କ ଅନୁସାରେ କମ ଚାଲି ଥାଆନ୍ତି |ସେ ଆପଣଙ୍କୁ କଥା ରେ ଫସେଇ ଥାନ୍ତା | ନିଜ ଫାଇଦା ପାଇଁ କାହାର ବି ବ୍ୟବହାର କରିନିଅନ୍ତି କିମ୍ଵା ତାଙ୍କୁ ଛାଡି ଦିଅନ୍ତି | ସେ ଧୋକା ଦେବା ରେ ମାହିର ଅଟନ୍ତି | ଯଦିଓ ସବୁ ସ୍ତ୍ରୀ ଏହିପରି ନୁହନ୍ତି |

4. ମୁର୍ଖତା ଭରା କାମ କରିବା
ଚାଣକ୍ୟ ନୀତି ଅନୁଯାୟୀ ମହିଳାମାନେ ପ୍ରାୟତ ଏପରି କାର୍ଯ୍ୟ କରନ୍ତି ଯାହାର କୌଣସି ଲଜିକ ନଥାଏ | ଏହା ପରେ ସେ ଏପରି କାର୍ଯ୍ୟ କରିବା ପରେ ଅନୁତାପ କରନ୍ତି | ଏହି ମହିଳାମାନେ ଅନ୍ୟ ଲୋକଙ୍କ କଥା ରେ ଆସି ଯାନ୍ତି | ସେ ନିଜ ଦିମାଗ ସହିତ ଭାବନ୍ତି ନାହିଁ | ଯେକେହି ସେମାନଙ୍କର ମାଇଣ୍ଡ ପରିବର୍ତ୍ତନ କରିପାରିବେ | ସେମାନେ ଅନ୍ୟମାନଙ୍କର ନକଲ ମଧ୍ୟ କରନ୍ତି |
5.ପଇସାର ଲୋଭ
ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁଯାୟୀ ପ୍ରତ୍ୟେକ ମହିଳା ଟଙ୍କା ପାଇଁ ଲୋଭୀ ଅଟନ୍ତି। ସେମାନେ ଯେତେ ସମ୍ଭବ ଟଙ୍କା ଚାହାଁନ୍ତି | ବେଳେବେଳେ ସେ ଏହି ଅର୍ଥର ଇଚ୍ଛାରେ ସମସ୍ତ ସୀମା ଅତିକ୍ରମ କରନ୍ତି | ଅନ୍ୟମାନଙ୍କ ପାଇଁ କ୍ଷତି କରନ୍ତି | ଅର୍ଥର ଲୋଭରେ ସେ ଭୁଲ ପଥରେ ଚାଲିଯାଆନ୍ତି | ସେମାନେ ଠିକ୍ ଏବଂ ଭୁଲ୍ ବୁଝି ପାରନ୍ତି ନାହିଁ |
