ଝିଟିପିଟି ଭୂମି ଉପରେ ପଡିବା ଏବଂ ଶରୀରର କେଉଁ ଅଙ୍ଗରେ ପଡ଼ିବା ଦ୍ଵାରା କଣ ସଂକେତ ମିଳିଥାଏ?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଧନ କିପରି ଆସିଥାଏ ଏବଂ ଧନ ବ୍ୟୟ କିପରି ହୋଇଥାଏ। ଏହିସବୁ ବିଷୟରେ ଝିଟିପିଟି ସଂକେତ ଦେଇଥାଏ। ଜ୍ୟୋତିଷ ଶାସ୍ତ୍ରରେ …

ଝିଟିପିଟି ଭୂମି ଉପରେ ପଡିବା ଏବଂ ଶରୀରର କେଉଁ ଅଙ୍ଗରେ ପଡ଼ିବା ଦ୍ଵାରା କଣ ସଂକେତ ମିଳିଥାଏ? Read More

ଅଧିକ ଧନ ଅର୍ଜନ କରିବାକୁ ଚାହୁଁଥିଲେ କାହାକୁ ବି କୁହନ୍ତୁ ନାହିଁ ନିଜର ଏହି ଗୋଟିଏ ରହସ୍ୟ !

ଏଭଳି କୁହାଯାଏ ଯେ ଯେଉଁ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ନେଇ ଚାଲିଥାଏ ତାକୁ କେବେବି ଜୀବନରେ କୌଣସି ସମସ୍ୟା ହୁଏନାହିଁ । ଆଚାର୍ଯ୍ୟ ଚାଣକ୍ୟ ଜଣେ କୁଶଳୀ ଅର୍ଥଶାସ୍ତ୍ରୀ ଥିଲେ । ଧର୍ମ , ସଂସ୍କୃତି , ନ୍ୟାୟ ଏବଂ …

ଅଧିକ ଧନ ଅର୍ଜନ କରିବାକୁ ଚାହୁଁଥିଲେ କାହାକୁ ବି କୁହନ୍ତୁ ନାହିଁ ନିଜର ଏହି ଗୋଟିଏ ରହସ୍ୟ ! Read More

ଘରର ଏହି ସ୍ଥାନରେ ରଖି ଦିଅନ୍ତୁ ଚାବି । ଭାଗ୍ୟର ତାଲା ଖୋକିବାକୁ ହେବନି ବିଳମ୍ବ ।

ବାସ୍ତୁ ଶାସ୍ତ୍ରରେ ତାଲା ଚାବିକୁ ନେଇ ଛୋଟ ଛୋଟ ନିୟମ ବିଷୟରେ କୁହାଯାଇଛି । ଯେଉଁଭଳି ଭାବରେ ପ୍ରତ୍ୟେକ ଚାବି ଏକ ତାଲାକୁ ଖୋଲିଥାଏ , ସେହିଭଳି ଭାଗ୍ୟର ତାଲାକୁ ଖୋଲିବା ପାଇଁ ମଧ୍ୟ ଚାବି ଆବଶ୍ୟକ । ତେବେ ଚାଲନ୍ତୁ …

ଘରର ଏହି ସ୍ଥାନରେ ରଖି ଦିଅନ୍ତୁ ଚାବି । ଭାଗ୍ୟର ତାଲା ଖୋକିବାକୁ ହେବନି ବିଳମ୍ବ । Read More

କେବେ ହେବ କଳିଯୁଗର ଶେଷ। ?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ରାମଚରିତ ମାନସରେ ଲେଖା ହୋଇଛି କି କେବେ ଧର୍ମର ସ୍ଥାୟୀ ନଷ୍ଟ ହୋଇ ଯିବ, ସେତେବେଳେ କଳିଯୁଗର ସମାପ୍ତି ହୋଇଯିବ। କଳିଯୁଗରେ ଆଧ୍ୟାତ୍ମିକ ପ୍ରତି ଲୋକଙ୍କର ଦୃଷ୍ଟି ହଟି …

କେବେ ହେବ କଳିଯୁଗର ଶେଷ। ? Read More

ମୃତ୍ୟୁ ପରେ ନର୍କରେ ମିଳିଥାଏ ଏହି ୨୮ ପ୍ରକାରର ଦଣ୍ଡ,ଜାଣନ୍ତୁ ସବୁକିଛି …….

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସ୍ବର୍ଗ ଓ ନର୍କ ବିଷୟରେ ଆପଣ ମାନେ ସମସ୍ତେ ଜାଣି ଥିବେ। ସ୍ୱର୍ଗରେ ଦେବୀ ଓ ଦେବତା ମାନେ ରହିଥାନ୍ତି ଏବଂ ଯେଉଁ ମନୁଷ୍ୟ ଭଲ କର୍ମ କରିଥାଏ, …

ମୃତ୍ୟୁ ପରେ ନର୍କରେ ମିଳିଥାଏ ଏହି ୨୮ ପ୍ରକାରର ଦଣ୍ଡ,ଜାଣନ୍ତୁ ସବୁକିଛି ……. Read More

ଘର ବନେଇବା ବା ଘର କିଣିବା ସମୟରେ କରନ୍ତୁ ନାହିଁ ଏହି ଭୁଲ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ଅଧିକ ଗୁରୁତ୍ବ ଦିଆ ଯାଉଛି। ଘର ପ୍ରସ୍ତୁତ କରିବା ବା ଘର କିଣିବା ସମୟରେ ଆପଣ ବାସ୍ତୁ …

ଘର ବନେଇବା ବା ଘର କିଣିବା ସମୟରେ କରନ୍ତୁ ନାହିଁ ଏହି ଭୁଲ। Read More

ସକାଳେ ପୂଜା କରିବା ପାଇଁ ସଠିକ ସମୟ କେତେବେଳେ ?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ଧର୍ମ ଗ୍ରନ୍ଥରେ ଓ ଅନେକ ପୁରାଣରେ ମଧ୍ୟ କୁହାଯାଇଛି କି, ସକାଳୁ ସୂର୍ଯ୍ୟୋଦୟ ହେବା ପୂର୍ବରୁ ବିଛଣା ଛାଡ଼ିବା ଆବଶ୍ୟକ। ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଲୋକେ …

ସକାଳେ ପୂଜା କରିବା ପାଇଁ ସଠିକ ସମୟ କେତେବେଳେ ? Read More

ଶ୍ରାବଣ ମାସରେ ଶିବଲିଙ୍ଗରେ ନିଶ୍ଚିତ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ମିଳିବ ଚମତ୍କାର ଲାଭ ଏବଂ ଦୂର ହେବ କାଳସର୍ପ ଦୋଷ ।

ଶ୍ରାବଣ ମାସଟି ମହାଦେବଙ୍କର ଅତି ପ୍ରିୟ ହୋଇଥାଏ ବୋଲି କୁହାଯାଏ । ଏହି ମାସରେ ମହାଦେବ ନିଜ ଭକ୍ତ ଉପରେ କେବଳ ଏକ ଲୋଟା ଜଳ ଦ୍ୱାରା ମଧ୍ୟ ସନ୍ତୁଷ୍ଟ ହୋଇ ଯାଆନ୍ତି । କିନ୍ତୁ ଏହି ଶ୍ରାବଣ ମାସରେ କିଛି …

ଶ୍ରାବଣ ମାସରେ ଶିବଲିଙ୍ଗରେ ନିଶ୍ଚିତ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ମିଳିବ ଚମତ୍କାର ଲାଭ ଏବଂ ଦୂର ହେବ କାଳସର୍ପ ଦୋଷ । Read More

ଏହିସବୁ ମାସରେ ଜନ୍ମିତ ପିଲା ହୋଇଥାନ୍ତି ଭାଗ୍ୟଶାଳୀ । ନିଶ୍ଚୟ ଜାଣି ରଖନ୍ତୁ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମର ସମୟ ବ୍ୟକ୍ତିର ଜୀବନ ଉପରେ ଖୁବ ଅଧିକ ପ୍ରଭାବ ପକାଇଥାଏ । କିନ୍ତୁ ମନୁଷ୍ୟର ଭାଗ୍ୟ କିଛି ପୂର୍ବ ଜନ୍ମର ଏବଂ ଏହି ଜନ୍ମର କର୍ମ ଉପରେ ନିର୍ଭର କରିଥାଏ । ଶାସ୍ତ୍ର ଅନୁଯାୟୀ ଯେଉଁ …

ଏହିସବୁ ମାସରେ ଜନ୍ମିତ ପିଲା ହୋଇଥାନ୍ତି ଭାଗ୍ୟଶାଳୀ । ନିଶ୍ଚୟ ଜାଣି ରଖନ୍ତୁ । Read More