ପାନ ମସଲା ପାଇଁ ପାଗଳ ହେଲେ ଲକ୍ଷାଧିକ ଟଙ୍କା ପାଉଥିବା ଚାକିରିଆ ବାବୁ,ଚୋ-ରି କରି ଏବେ ପୋ-ଲି-ସ ହାବୁଡ଼ରେ :-

ଆପଣ ମାନେ ନିଶ୍ଚିନ୍ତ ଅଜବ ଗଜବ ଚୋ-ରି ଘ-ଟ-ଣା ବିଷୟରେ ଶୁଣିଥିବେ,ଆଜି ବି ଆମେ ଆପଣଙ୍କ ପାଇଁ ଏକ ଅଜବ ଚୋ-ରି ମା-ମ-ଲା ଆଣିଛୁ ଯେଉଁଥିରେ,କିପରି ଜଣେ ଚାକିରୀଆ ଲୋକ ପାନ ମସଲା ଚୋ-ରି କରୁଛନ୍ତି।

ଏହି ଘ-ଟ-ଣା ଟି ରାଉଲକେଲା ସ୍ଥିତ ଟ୍ରାଫିକ ଗେଟର ପାନ ଦୋକାନର। ଯେଉଁଠାରେ ଏହି ଚାକିରିଆ ବାବୁ ପାନ ମସଲା ପାଇଁ ଅନ୍ଧ ହୋଇ ପାନ ମସଲା ଚୋ-ରି କରିଥିଲେ। ଏହି ଚାକିରିଆ ବାବୁ ରାଉଳକେଲାର ଇସ୍ପାତ କାରଖାନାରେ ସହକାରୀ ଯନ୍ତ୍ରୀ ଭାବରେ କାମ କରୁଥିଲେ ଏବଂ ତାଙ୍କ ନାମ ଆଶିଷ କେଡ଼ିଆ କିନ୍ତୁ ଚାକିରୀ କରିଥିବା ସତ୍ୱେ ସେ ଚୋରି କରିବାକୁ ପଛାଇ ନଥିଲେ,ତାଙ୍କର ଏହା ପ୍ରଥମ ଚୋ-ରି ନଥିଲା

ସେ ଆଗରୁ ମଧ୍ୟ ବହୁତ ଥର ଚୋ-ରି କରିଥିଲେ କିନ୍ତୁ ତାଙ୍କୁ କେହି ଧରି ପାରି ନଥିଲେ। କିନ୍ତୁ ଏଥରକ କେହି ଜଣେ ଚୋ-ରୀ କରୁଥିବାର ଏକ ଭିଡ଼ିଓ କରିଦେଇଥିଲେ ଏବଂ ଚୋ-ର ଚାକିରିଆ ବାବୁ ଏହା ଜାଣି ପାରିନଥିଲେ। ଲୋକ ଭିଡ଼ିଓ ଦେଖିବା ପରେ ସବୁ ଜଣିପାରିଥିଲେ ଏବଂ ଚାକିରିଆ ବାବୁଙ୍କ ଉପରେ ଲୋକମାନେ ତି-କ୍ତ ହୋଇଯାଇଥିଲେ।

ଚାକିରିଆ ବାବୁପୂର୍ବରୁ କରିଥିବା ଚୋ-ରିର ଟଙ୍କା ଦେଇଥିଲେ ଏବଂ ଏହି ଚୋ-ରିର ଟଙ୍କା ମଧ୍ୟ ଦେଇଥିଲେ। ଏହି ଦୋକାନର ମାଲିକ ଜୟରାମ ନାୟକ ଏବଂ ସାରଥୀ ବାରିକ । ତାଙ୍କ ଦୋକାନକୁ ସହ ସହ ଲୋକ ଆସନ୍ତି କିନ୍ତୁ ଏହି ଦୁଇ ଦୋକାନୀକୁ ଚକମା ଦେଇସେ ଅନେକ ଥର ଚୋ-ରି କରିଥିଲେ। କିନ୍ତୁ ଗୁରୁବାର ଦିନ ତାଙ୍କର ଏହି ଚୋ-ରି ଖେଳ ଧରା ପଡିଯାଇଥିଲା ଏବଂ ତାଙ୍କୁ ସ୍ଥାନୀୟ ଲୋକ ଘେରିଯାଇଥିଲେ ଏବଂ ପୋ-ଲି-ସ କୁ ଡାକିଥିଲେ। ପୋ-ଲି-ସ ଆସିବା ପରେ ତାଙ୍କ ବି-ରୋ-ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *