ଆଜିର ରାଶିଫଳ : ୩୦ ମାର୍ଚ୍ଚ ୨୦୨୨, ବୁଧବାର : ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ରହିବ ଶୁଭ, ଏହି ରାଶିର ଲୋକମାନେ ସତର୍କ ରୁହନ୍ତୁ ।

ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ 12ଟି ରାଶି ରହିଛି ଏବଂ ଆଜି ଆମେ ସେହି 12 ଟି ରାଶି ବିଷୟରେ ଜାଣିବା। ସମସ୍ତଙ୍କ ଜୀବନରେ ଏହି ରାଶିର ପ୍ରଭାବ ଉଭୟ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହି ରାଶି ଅନୁଯାୟୀ ଆମେ ଲୋକଙ୍କ ଜୀବନ ସହ ଜଡିତ ସମସ୍ତ ଘଟଣାକୁ ଦେଖିପାରୁ। ଆପଣ ସଠିକ୍ କିମ୍ବା ଭୁଲ ପ୍ରଭାବ ବିଷୟରେ ଏଥିରୁ ଜାଣିପାରିବେ। ଏହି ବାରଟି ରାଶି ପାଇଁ ଆଜିର ଦିନଟି କିପରି ହେବ? କିଏ ସୁଖ ପାଇବ ଏବଂ କେଉଁ ଲୋକ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ତୁମର ରାଶି ଅନୁଯାୟୀ ଜାଣନ୍ତୁ ତୁମର ରାଶିଫଳ କଣ କହୁଛି ।

ମେଷ ରାଶି –

ଏହି ରାଶିର ଲୋକଙ୍କ ଆତ୍ମବିଶ୍ବାସ ସର୍ବଦା ସୁଦୃଢ ରହିବ। ଅନେକ ସମସ୍ୟାକୁ ସାମ୍ନା କରି ଆପଣ ସଫଳତା ଅର୍ଜନ କରିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। କାହା ସହିତ ବାର୍ତ୍ତାଳାପ କରିବା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ଲୋକେ ଏହି ସମୟରେ ପରସ୍ପର ସହିତ ଉତ୍ତମ ସଂପର୍କ ରଖିବେ। ଜୀବନସାଥୀଙ୍କୁ କୌଣସି ଉପହାର ଦିଅନ୍ତୁ, ଦେଖିବେ ଆପଣଙ୍କ ସଂପର୍କ ସୁଦୃଢ଼ ରହିବ। ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି, ତାହେଲେ ଭଲଭାବରେ ବିଚାର କରି ନିଅନ୍ତୁ। ପତିପତ୍ନୀ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ।

ବୃଷ ରାଶି :-

ଆପଣ ଆର୍ଥିକ କ୍ଷେତ୍ରରେ ସୁଦୃଢ ରହିବେ। ଆପଣଙ୍କୁ ନିଜ ପାର୍ଟନର ଓ ପରିବାର ସହିତ ଉଚିତ ସମୟ ଅତିବାହିତ କରିବା ଉଚିତ। ଆପଣଙ୍କୁ ନିଜ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ।ଏହି ରାଶିର ମହିଳା ମାନଙ୍କୁ ସୁଖଦ ସମାଚାର ମିଳିପାରେ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଲୋକେ ଆପଣଙ୍କ ଉପଦେଶକୁ ମାନିବେ।ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ପ୍ରେମ ମାମଲାରେ ସଫଳତା ମିଳିବ। ବୈବାହିକ ଜୀବନ ସୁଖମୟ ରହିବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ

ମିଥୁନ ରାଶି :-

ଆଜିର ଦିନରେ ଆପଣ ଭାବାନାତ୍ମକ ରହି ପାରନ୍ତି।କାରବାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି।ଆପଣ ଶାରୀରିକ ଓ ମାନସିକ ରୂପରେ ସୁଦୃଢ ରହିବେ। ଘରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ରହିବ।ପରିବାରରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇପାରେ।ଆପଣଙ୍କ ପ୍ରେମୀ ଆପଣଙ୍କର କୌଣସି ଭୁଲ କାର୍ଯ୍ୟକୁ କ୍ଷମା କରି ଦେବେ। ବ୍ୟବସାୟରେ ଅଧିକ ଲାଭବାନ ହୋଇ ପାରନ୍ତି। ପ୍ରେମୀ ଯୁଗଳଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ। କାର୍ଯ୍ୟକ୍ଷେତ୍ରରୁ ବାହାରି ପ୍ରଥମେ ନିଜ ପାର୍ଟନରଙ୍କୁ ସମୟ ଦିଅନ୍ତୁ।

କର୍କଟ ରାଶି :-

ଆଜି ଆପଣଙ୍କୁ ଅନେକ କ୍ଷେତ୍ରରୁ ଲାଭ ପ୍ରାପ୍ତ ହେବ।ଅଧିକ ଉପାର୍ଜନ ପାଇଁ ନୂତନ ସାଧନ ପ୍ରାପ୍ତ ହୋଇପାରେ। ମାନସିକ ରୂପରେ ଆପଣ ଅସୁସ୍ଥ ହୋଇ ପାରନ୍ତି।ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସେଥିରେ ସଫଳତା ଅର୍ଜନ କରିବେ।ଆପଣ ନିଜ ଜୀବନରେ ସବୁ ସମସ୍ୟାକୁ ଅଣଦେଖା କରି ଆଗକୁ ବଢନ୍ତୁ। ଆପଣଙ୍କୁ ମସଲା ଯୁକ୍ତ ଖାଦ୍ୟ ସେବନ କରିବାରୁ ବଞ୍ଚିତ ହେବା ଉଚିତ। ନିଜ ପାର୍ଟନରଙ୍କ ସହିତ ଉଚିତ ସମୟ ଅତିବାହିତ କରନ୍ତୁ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

ସିଂହ ରାଶି :-

ଆପଣଙ୍କର ଉଦାର ସ୍ଵଭାବ ଅନେକ ଲୋକଙ୍କୁ ପ୍ରଭାବିତ କରିବ।ଘରର ଆର୍ଥିକ ପରିସ୍ଥିତିରେ ସମସ୍ୟା ସୃଷ୍ଟି ହୋଇ ପାରେ।କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟରୁ ଆପଣଙ୍କୁ ସଫଳତା ପ୍ରାପ୍ତ ହୋଇପାରେ। ଆପଣଙ୍କୁ ବାହନ ଚଳାଚଳ କରିବା ସମୟରେ ସାବଧାନ ରହିବା ଆବଶ୍ୟକ। ନୂଆ ବିବାହିତ ଦମ୍ପତ୍ତି କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଆପଣଙ୍କର ପାର୍ଟନରଙ୍କ ସହିତ ବିବାଦ ହୋଇପାରେ। ଯଦି କାହାକୁ ପ୍ରେମ କରୁଛନ୍ତି, ତାହେଲେ ପ୍ରେମ ସ୍ବୀକାର ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି।

କନ୍ୟା ରାଶି :-

ଆଜି ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବ୍ୟାପାର ଓ ବ୍ୟବସାୟରେ ସଠିକ ନିଷ୍ପତ୍ତି ନିଅନ୍ତୁ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ। ଜୀବନସାଥୀଙ୍କ ସହିତ ସାମାନ୍ୟ କଥାରେ ମତଭେଦ ହୋଇପାରେ। ଆପଣଙ୍କର ଅଧିକ ଉତ୍ସାହ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ।ବାର୍ତ୍ତାଳାପ ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜ ପାର୍ଟନରଙ୍କ ସହିତ ବାର୍ତ୍ତାଳାପ ସମୟରେ ବିବାଦ କରନ୍ତୁ ନାହିଁ।ନଚେତ ସମସ୍ୟା ବଢିପାରେ।

ତୁଳା ରାଶି :-

ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବା ଉଚିତ। ଉଧାର ଦେଇଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିପାରେ। ପରିବାରରେ ଦାୟିତ୍ୱ ବୃଦ୍ଧି ହୋଇପାରେ। ମାନସିକ ରୂପରେ ଆପଣ ଚିନ୍ତିତ ରହି ପାରନ୍ତି। ଏକତରଫା ପ୍ରେମ ଆପଣଙ୍କୁ ନିରାଶ କରିପାରେ। ବିବାହିତ ଲୋକେ ନିଜ ପାର୍ଟନରଙ୍କ ସହିତ ବହୁତ ସମୟ ଅତିବାହିତ କରିବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଆପଣ ନିଜର ଚିନ୍ତା ଦୂର କରିବା ପାଇଁ କୌଣସି ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ସ୍ନେହ ଓ ପ୍ରେମ ବୃଦ୍ଧି ହେବ।

ବିଛା ରାଶି :-

ଆଜି ଆପଣଙ୍କର କୌଣସି ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କୌଣସି ଜରୁରୀ କାର୍ଯ୍ୟ ଆପଣ ପୂରଣ କରିବା ପାଇଁ ବିଚାର କରିବେ। ଏହି ରାଶିର ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଅଫିସରେ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିପାରେ। ଏହାସହିତ ଆପଣଙ୍କୁ ପଦୋନ୍ନତୀ ମିଳିବାର ଯୋଗ ରହିଛି। ଆପଣଙ୍କର ଭୌତିକ ଓ ସୁଖ ସୁବିଧାରେ ବୃଦ୍ଧି ହେବ। ପତି ଓ ପତ୍ନୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି ଏବଂ ଏମାନଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ରହିବ।

ଧନୁ ରାଶି :-

ଆଜି ଆପଣ ସବୁ କାର୍ଯ୍ୟ ଦୃଢ଼ ଆତ୍ମବିଶ୍ବାସର ସହିତ କରିବେ। ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। ସମ୍ପର୍କୀୟଙ୍କ ସହିତ ଆପଣଙ୍କର ଘନିଷ୍ଠ ସଂପର୍କ ହୋଇପାରେ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କୁ ଭଲ ଭାବରେ ବିଚାର କରିବା ଉଚିତ। ଆପଣ କଳା ଓ ସଙ୍ଗୀତ ପ୍ରତି ରୁଚି ରଖିବେ। ପତି ଓ ପତ୍ନୀଙ୍କ ମଧ୍ୟରେ କୌଣସି କଥାରେ ବିବାଦ ହୋଇପାରେ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅନୁକୂଳ ରହିଛି।

ମକର ରାଶି :-

ଆପଣ ମାନସିକ ଓ ଶାରିରୀକ ରୂପରେ ସୁସ୍ଥ ରହିବେ। ପିତାମାତାଙ୍କ ସହଯୋଗରେ ଆପଣ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ। ଅସହାୟ ଲୋକଙ୍କୁ ଆପଣ ସାହାଯ୍ୟ କରନ୍ତୁ। ଜୀବନସାଥୀଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ।କାହା ସହିତ କଥାବାର୍ତ୍ତା କରିବା ସମୟରେ ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।ପ୍ରେମୀ ଯୁଗଳଙ୍କୁ ପ୍ରେମ ବିବାହ କରିବା ପାଇଁ ଅନୁକୂଳ ସମୟ ରହିଛି। ପତି ଓ ପତ୍ନୀଙ୍କ ମଧ୍ୟରେ ସାମାନ୍ୟ ମତଭେଦ ହୋଇପାରେ।

କୁମ୍ଭ ରାଶି :-

ଆଜି ଆପଣ ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ।ବିଦ୍ୟାର୍ଥୀ ମାନଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ।ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ାରେ ସମ୍ପୂର୍ଣ୍ଣ ସହଯୋଗ କରିବେ।ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ରହିବ।ରାଜନୀତି ସହିତ ଜଡିତ ଲୋକଙ୍କୁ ଉତ୍ତମ ଅବସର ପ୍ରାପ୍ତ ହେବ। ଆପଣ ନିଜ ପାର୍ଟନରଙ୍କ ସହିତ ବିବାଦ କରିବାରୁ ବଞ୍ଚିତ ହୁଅନ୍ତୁ।କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।ଅବିବାହିତ ଲୋକଙ୍କ ପାଇଁ ବିବାହର ଯୋଗ ରହିଛି।

ମୀନ ରାଶି :-

ଆଜି ଆପଣଙ୍କର ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ସ୍ତ୍ରୀଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ପାରିବାରିକ ଜୀବନରେ ସୁଖଶାନ୍ତି ବିରାଜମାନ କରିବ।ଅଧିକ କାର୍ଯ୍ୟ ଯୋଗୁଁ ଆପଣ ବ୍ୟସ୍ତ ରହିବେ।ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ ହଇରାଣ କରୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ଏମାନଙ୍କୁ ଅଣଦେଖା କରନ୍ତୁ।କିନ୍ତୁ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ।ଆପଣଙ୍କୁ ନିଜ ଜୀବନରେ ଅନେକ କିଛି ଶିଖିବାକୁ ମିଳିବ।ଆର୍ଥିକ ରୂପରେ ଲାଭବାନ ହେବେ ଏବଂ ଖର୍ଚ୍ଚରେ ନିୟନ୍ତ୍ରଣ ଆସିବ।ଆପଣଙ୍କର ସମସ୍ୟା ମନସ୍କାମନା ପୂର୍ଣ୍ଣ ହେବ।ପ୍ରେମୀ ଯୁଗଳଙ୍କ ଜୀବନରେ ଥିବା ସବୁ ବାଧା ବିଘ୍ନ ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *