ଦୁନିଆର ସବୁଠାରୁ ଦୁ-ର୍ଦ୍ଦା-ନ୍ତ ମୋବାଇଲ୍ ନମ୍ବର,ଯାହାକୁ ମିଳିଲା,ତାର ହୋଇଗଲା ମୁ-ତ୍ୟୁ ; ବର୍ତ୍ତମାନ ନେବାକୁ ଭ-ୟ କରୁଛନ୍ତି ଲୋକ ।

ଆପଣ ଏହି ପୃଥିବୀର ବହୁତ ସାରା ଭ-ୟାନକ ଜାଗା ବିଷୟରେ ଶୁଣିଥିବେ । ଦୁନିଆରେ ଏମିତି ଅନେକ ଜାଗା ଅଛି,ଯାହାର ନାଁ ଶୁଣିବା ମାତ୍ରେ ହିଁ ଲୋକ ଥରିବାକୁ ଲାଗନ୍ତି,କିନ୍ତୁ କଣ ଆପଣ କେବେ ଭ-ୟାନକ ଫୋନ ନମ୍ବର ବିଷୟରେ ଶୁଣିଛନ୍ତି । ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ଦୁ-ର୍ଦ୍ଦା-ନ୍ତ ଏବଂ ଭୂ-ତ ଫୋନ ନମ୍ବର ବିଷୟରେ କହିବାକୁ ଯାଉଛୁ । ଏହା ବିଷୟରେ ଜାଣି ଆପଣଙ୍କ ଆତ୍ମ ଥରିଉଠିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଯେକୌଣସି ବ୍ୟକ୍ତି ବି ଏହି ଫୋନ ନମ୍ବର ନେଲେ,ତାଙ୍କର ମୁ-ତ୍ୟୁ ହୋଇଗଲା

ଦୁନିଆର ସବୁଠୁ ଭୂ-ତ ଫୋନ ନମ୍ବର :-

ଇଣ୍ଡିଆନ ଏକ୍ସପ୍ରେସର ରି-ପୋ-ର୍ଟ ଅନୁଯାୟୀ,ଏହା ହେଉଛି ଦୁନିଆର ଏମିତି ଏକ ଦୁ-ର୍ଦ୍ଦା-ନ୍ତ ନମ୍ବର,ଯେକୌଣସି ବ୍ୟକ୍ତି ଏହାକୁ ନେଲେ ତାଙ୍କ ଘର ଯାଏଁ ମ-ର-ଣ ପହଂଚିଗଲା । ଗତ ୨୦ବର୍ଷ ରୁ ଏହା ଚାଲିଆସୁଛି । ଏହି ଭୂତ ମୋବାଇଲ ନମ୍ବରକୁ ନେଇ ସୋସିଆଲ ମିଡ଼ିଆରେ ଜୋର ଶୋର ରେ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫୋନକୁ ତିନି ଜଣ ଅ-ଡ଼ର କରିଥିଲେ,ତିନିଜଣଙ୍କର ବହୁତ କଷ୍ଟଜନକ ମୁ-ତ୍ୟୁ ହୋଇଛି । ତିନିଜଣଙ୍କ ସହ ଏମିତି ଖରାପ ଘ-ଟ-ଣା ଘଟିଲା,ଯାହା ବିଷୟରେ ଜାଣି ଲୋକମାନଙ୍କ ଆତ୍ମ ଥରି ଉଠିଲା ।

ଏହି ଫୋନ୍ ନମ୍ବର ବୁଲ୍ଗେରିଆର । ଏହି ଫୋନ ନମ୍ବରକୁ ସର୍ବପ୍ରଥମେ ମୋବିଟେଲ୍ କମ୍ପାନୀର ସିଇଓ ନେଇଥିଲେ । ତାଙ୍କ ନାମ ଭ୍ଲାଦମିର୍ ଗେସ୍ନୋଭ୍ । ସେ ୦୮୮୮୮୮୮୮୮୮ ଫୋନ ନମ୍ବର ତାଙ୍କ ନିଜ ପାଇଁ ଜାରି କରିଥିଲେ । ୨୦୦୦ ମସିହାରେ ସେ ଏହି ଫୋନ ନମ୍ବର ଜାରି କରିଥିଲେ । ଏହାର ପର ବର୍ଷ ଭ୍ଲାଦମିର୍ ଙ୍କ ମୁ-ତ୍ୟୁ କ୍ୟାନ୍ସର କାରଣରୁ ହୋଇଗଲା । କୁହାଯାଉଛି କି କ୍ୟାନ୍ସର କାରଣରୁ ମୁ-ତ୍ୟୁ ହେଇଥିବାର ଗୁଜବ ବିସ୍ତାର କରାଯାଇ ଥିଲା,ତେବେ ମୁ-ତ୍ୟୁର ଅସଲି କାରଣ ଫୋନ ନମ୍ବର ଥିଲା ।

ତିନୋଟି ମୃ-ତ୍ୟୁ ଆ-ତ-ଙ୍କ ସୃଷ୍ଟି କଲା :-

ବୁଲ୍ଗେରିଆର କିଛି ମିଡ଼ିଆ ସଂସ୍ଥାଗୁଡିକ ଖବର ରେ କହିଥିଲେ କି ଏହି ଫୋନ ନମ୍ବର ହିଁ ତାଙ୍କ ଜୀବନର ଶ-ତ୍ରୁ ହେଲା । ଏହା ପରେ ଡିମେଟ୍ରୋଭ ନାମକ ଜଣେ କୁଖ୍ୟାତ ଡ୍ର-ଗ୍ ଡିଲର ଏହି ନମ୍ବର ବ୍ୟବହାର କରିବା ଆରମ୍ଭ କଲେ । ଏହି ନମ୍ବର ନେବାର କିଛି ସମୟ ପରେ ଡିମେଟ୍ରୋଭଙ୍କ ହ-ତ୍ୟା ହୋଇ ଯାଇଥିଲା ।

ଡିମେଟ୍ରୋଭଙ୍କୁ ଜଣେ ରଶିଆନ ମା-ଫି-ଆ ମା-ରି ଦେଇଇଥିଲେ ।ଏହା ପରେ ବୁଲ୍ଗେରିଆର ଜଣେ ବ୍ୟବସାୟୀ ଏହି ନମ୍ବର ନେଇଥିଲେ । ଏହା ପରେ ତାଙ୍କୁ ମଧ୍ୟ ୨୦୦୫ ମସିହାରେ ହ-ତ୍ୟା କରାଯାଇଥିଲା । ସେ ଏକ କୋକିନ୍ ଟ୍ରୋଫିକିଙ୍ଗ ଅପରେଶନ ଚଳାଉଥିଲେ । ୨୦୦୫ ମସିହାରେ ତିନିଜନଙ୍କ ମୃ-ତ୍ୟୁ ପରେ ଏହି ନମ୍ବରକୁ ସବୁଦିନ ପାଇଁ ସ୍ଥଗିତ କରିଦିଆଗଲା ।

Leave a Reply

Your email address will not be published. Required fields are marked *