ଆସନ୍ତା ମାସର ସବୁଠାରୁ ଧନୀ ରାଶି, ଏବଂ ଏହି ରାଶିର ଜାତକଙ୍କୁ ରହିବାକୁ ହେବ ସାବଧାନ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ରାଶି ଚକ୍ରରେ ୧୨ ଗୋଟି ରାଶି ରହିଛି ଓ ୧୨ ଗୋଟି ରାଶିର ରାଶି ଫଳ ଗ୍ରହ ମାନଙ୍କ ପରିଚାଳନାରୁ ନିର୍ଦ୍ଧାରିତ ହୋଇଥାଏ। ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କର ଉପରେ ପଡିଥାଏ। ପ୍ରତ୍ୟକ ବ୍ୟକ୍ତିର କୁଣ୍ଡଳୀ ବା ଜାତକ ଏହି ରାଶି ମାନଙ୍କର ସହିତ ଜ-ଡି-ତ ରହିଥାଏ। ଏହି ଗ୍ରହ ମାନଙ୍କର ଚଳନ କିଛି ରାଶି ମାନଙ୍କର ଉପରେ ଶୁଭ ପ୍ରଭାବ ପକାଇଥାଏ ତ କିଛି ରାଶି ମାନଙ୍କର ଉପରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ। ପ୍ରତ୍ୟକ ଦିନ ଗ୍ରହରେ କିଛି ନାଁ କିଛି ପରିବର୍ତ୍ତନ ଘଟୁଛି। ସେହିପରି ୪ଟି ରାଶି ଉପରେ ଆଜି ଠାରୁ ଗ୍ରହ ମାନଙ୍କର କୁପ୍ରଭାବ ପଡ଼ିବାକୁ ଯାଉଛି। ଏହି ୪ ଗୋଟି ରାଶିର ଲୋକମାନଙ୍କୁ ସାବଧାନତାର ସହିତ ରହିବାକୁ ପଡିବ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କର ବିଷୟରେ। ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ଯେଉଁ ରାଶି ମାନଙ୍କର ଉପରେ ଆଗାମୀ ଦିନ ମାନଙ୍କରେ ଅ-ଘଟ-ଣ ମାଡି ଆସୁଛି।

ମିଥୁନ ରାଶି:-

ଲୋକପ୍ରିୟତା ହ୍ରାସ ପାଇବ। ନିଜର ଆସ୍ଥା ହରାଇବେ। ଅର୍ଥଭାବ ଅନୁଭବ କରିପାରନ୍ତି। ଆକସ୍ମିକ କୌଣସି କଳହରେ ପଡିପାରନ୍ତି। ଆର୍ଥିକ କ୍ଷ-ତି ସହିବେ। ପାଇଥିବା ଦ୍ରବ୍ୟ ହରାଇ ବସିବେ। କୌଣସି ଏକ ବଡ଼ ଧରଣର ଯୋଜନାରେ ପରିବର୍ତ୍ତନ କରିବେ। ପରିବାରରେ ଜଞ୍ଜାଳ ବଢିବ ଓ ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ।କୌଣସି ଆତ୍ମୀୟ ମାନଙ୍କର ଦ୍ୱାରା ଅସୁବିଧାରେ ପଡିପାରନ୍ତି। ଆପଣଙ୍କର ପାଇଁ ପ୍ରତିକାର ହେଉଛି ଗାଈକୁ ସବୁଜ ଘାସ ବା ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

Google

କର୍କଟ ରାଶି:-

ଆପଣ ମାନଙ୍କର ମାନସିକ ଅଶାନ୍ତି ବଢ଼ିପାରେ। ଦୂର ବନ୍ଧୁ ମାନଙ୍କର ଦ୍ୱାରା ଅପମାନିତ ହୋଇପାରନ୍ତି। ଅଯଥା କାର୍ଯ୍ୟରେ ଟଙ୍କା ବିନିଯୋଗ କରିପାରନ୍ତି। କୌଣସି ଜାଗାରୁ ଅ-ପମା-ନିତ ହୋଇପାରନ୍ତି। ଅପରଚିତ ପରିସ୍ଥିତିରେ ପଡିଯିବେ। ଶାରୀରିକ କଷ୍ଟ ଭୋଗିବେ। ଆପଣଙ୍କର ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ। ଆପଣଙ୍କର ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ ଅନ୍ନ ବା କିଛି ସାହାର୍ଯ୍ୟ କରନ୍ତୁ।

ମୀନ ରାଶି:-

ଅର୍ଥ ଅଭାବର ଆଭାସ ମିଳିବ। ନିଜର ପରିବେଶରେ ପରିବର୍ତ୍ତନ ହେବ। ମାନ ସମ୍ମାନରେ ହାନି ଘଟିବ। ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ। ପରିବାରରେ ବି-ଶୃ-ଙ୍ଖ-ଳା ଦେଖା ଦେଇପାରେ। ଉପରିସ୍ଥ କତୃପକ୍ଷଙ୍କ ଚାପ ବଢିଯିବ। ଆଳସ୍ୟ ଅନୁଭବ କରିବେ। ହଠାତ ଦୁ-ର୍ଘଟ-ଣାଗ୍ର-ସ୍ତ ହୋଇପାରନ୍ତି। ତେଣୁ ସର୍ବଦା ସାବଧାନ ରୁହନ୍ତୁ। ମାନସିକ ଉଦବେଗ ବଢିଯିବ। କାର୍ଯ୍ୟରେ ଅବନତି ଘଟିବ। ଆପଣଙ୍କର ପାଇଁ ପ୍ରତିକାର ହେଉଛି ପ୍ରତ୍ୟକ ମଙ୍ଗଳବାର ଦିନ ହନୁମାନ ଚାଳିସାର ପାଠ କରନ୍ତୁ ଏବଂ ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ମୁଣ୍ଡିଆ ମାରନ୍ତୁ।

Google

ବିଛା ରାଶି:-

ଭ-ୟଭୀ-ତ ମଧ୍ୟରେ ସମୟ ଅତିବାହିତ ହେବ। ବହୁତ ଦିନର ଅନୁସନ୍ଧାନରେ ବିଫଳ ହେବେ। ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ। ମାନସିକ ଚାପ ବଢ଼ିପାରେ। ବ୍ୟସ୍ତତା ଭିତରେ ସମୟ କଟିପାରେ। ଗୃହରେ କ୍ଳେଶ ଦେଖାଦେଇପାରେ। ଅଭାବ ଅନାଟନରେ ଦିନ କଟିପାରେ। ବିଶ୍ୱା-ସଘା-ତକତାର ଶି-କା-ର ହୋଇପାରନ୍ତି। ନିଜର ଦେହ ଉପରେ କଷ୍ଟ ରହିଛି। ସତର୍କ ରୁହନ୍ତୁ। ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଆପଣଙ୍କର ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ। ବା ବସ୍ତ୍ର ଦାନ କରନ୍ତୁ।

ତେବେ ବନ୍ଧୁଗଣ ଏହା ଥିଲା ସେହି ୪ ଗୋଟି ରାଶି। ଯେଉଁ ରାଶିମାନଙ୍କର ଭାଗ୍ୟ ଆଗାମୀ ଦିନ ଗୁଡିକରେ ବହୁତ ଖରାପ ରହିଛି। ତେଣୁ ଆପଣମାନେ ସର୍ବଦା ସ-ତ-ର୍କ ରୁହନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *