ଆଜିର ରାଶିଫଳ : ୨୭ ଜାନୁଆରୀ ୨୦୨୧, ବୁଧବାର: ଏହି ରାଶିର ଲୋକେ ଖର୍ଚ୍ଚକୁ ନିୟନ୍ତ୍ରିତ କରି ପାରିବେ , ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ  ମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି:-

ଆଜିର ଦିନ ଭଲ ରହିବ। ବନ୍ଧୁ ଏବଂ ପରିଜନଙ୍କର ଆପଣଙ୍କୁ କୌଣସି କାମରେ ସାହାର୍ଯ୍ୟ ମିଳିବ। ଅଫିସରେ ସତର୍କ ରହି କାମ କରନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।ଅନାବଶ୍ୟକ ଖର୍ଚ୍ଚର ହ୍ରାସ ହେବ। ନୂତନ ସମ୍ପର୍କ ସ୍ଥାପନ ହେବ। ପରିବାରରେ ଶାନ୍ତିପୂର୍ଣ ପରିବେଶ ରହିବ। ଆପଣ ନିଜ କାମରେ ସମ୍ପୂର୍ଣ ଧ୍ୟାନ ଦେବେ। ବିବାହିତ ଜୀବନରେ ମଧୁରତା ଏବଂ ପ୍ରେମ ବନିରହିବ।

ବୃଷ ରାଶି:-

ଆଜି ଖୁସି ଖବର ମିଳିପାରେ। ଚ୍ୟାଲେଞ୍ଜର ସାମ୍ନା ମଧ୍ୟ କରିବେ। ଆଜି ସମସ୍ତ ଲୋକେ ଆପଣଙ୍କର ଅନୁକୂଳ ରହିବେ। ବଡ଼ ମାନଙ୍କର ଆଶୀର୍ବାଦ ନିଅନ୍ତୁ। କାରବାରରେ ଆପଣଙ୍କୁ ହଠାତ ଲାଭ ମିଳିବ। ଆପଣ ଚିନ୍ତା କରିଥିବା କାର୍ଯ୍ୟ ଶେଷ ହେବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ରି-କ୍ସ ନିଅନ୍ତୁ ନାହିଁ।

ମିଥୁନ ରାଶି:-

ବି-ରୋଧୀ ପକ୍ଷ ଆଜି ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବେ। ପୁରୁଣା ସାଙ୍ଗଙ୍କୁ ସାକ୍ଷାତ କରିବାର ଅବସର ମିଳିବ। ଅନାବଶ୍ୟକ ଖର୍ଚ୍ଚର କମି ହେବ। କୋର୍ଟରେ ଦୀର୍ଘ ମାମଲା ଆଗକୁ ବଢ଼ିବ। କ୍ୟାରିୟର ମାମଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ସମସ୍ୟା ହୋଇପାରେ। ବୃଦ୍ଧ ମାନଙ୍କର ସ୍ବାସ୍ଥ୍ୟରେ ଉଥାନ ପ-ତନ ଆସିପାରେ। ଆଜିର ଦିନ ଭଲ ରହିବ। ବ୍ୟବସାୟୀଙ୍କ ସ୍ଥିତି ସାମାନ୍ୟ ରହିବ।

Google

କର୍କଟ ରାଶି:-

ଆଜି ବନ୍ଧୁ ସମ୍ପର୍କୀୟମାନେ ଘରକୁ ଆସିବାର ସମ୍ଭାବନା ଅଛି। ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ। ଆଜି ମହିଳା ମାନଙ୍କୁ ଉପହାର ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରେମୀ ମାନଙ୍କ ମଧ୍ୟରେ ରମାନ୍ସ ବଢ଼ିବ। କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଏପରି ସ୍ଥିତିରେ କାହା ସହିତ କଥା ହେବା ଠାରୁ ଦୂରେଇ ରୁହନ୍ତୁ। ବିନିଯୋଗରେ ସଫଳତା ମିଳିପାରେ। ସମସ୍ତ କାର୍ଯ୍ୟ ଶେଷ ହେବ। ଯୁବକ ମାନଙ୍କୁ ସଫଳତା ମିଳିବ।

ସିଂହ ରାଶି:-

କାରବାର ଉପରେ ଧ୍ୟାନ ଦେବା ଆବଶ୍ୟକ। ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ। ନୂତନ ଯୋଜନା ପ୍ରସ୍ତୁତ ହୋଇପାରେ। ଆର୍ଥିକ ସ୍ଥିତିର ପରିବର୍ତନ ହେବ। ସମ୍ପର୍କୀୟଙ୍କ ପାଖରୁ ଖୁସି ଖବର ମିଳିପାରେ। ଜୀବନସାଥୀଙ୍କ ପ୍ରତି ପ୍ରେମ ବଢ଼ିବ। ଜୀବନରେ ମଧୁରତା ରହିବ। ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ମିଳିବ। ଆପଣଙ୍କର ସ୍ବାସ୍ଥ୍ୟ କିଛି ଖରାପ ହୋଇପାରେ କିନ୍ତୁ ବିଶେଷଜ୍ଞଙ୍କ ଚିକିତ୍ସକଙ୍କୁ ସାକ୍ଷାତ କରି ପରାମର୍ଶ ନେବା ଜରୁରୀ।

କନ୍ୟା ରାଶି:-

ଅଫିସରେ ଲୋକେ ଆପଣଙ୍କ ଉପରେ ଖୁସି ରହିବେ। ଟଙ୍କା କାରବାର କରିବା ସମୟରେ ସତର୍କ ରୁହନ୍ତୁ। ପାରିବାରିକ ସମ୍ପର୍କରେ ମତଭେଦ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ। ଛାତ୍ର ମାନଙ୍କ ପାଇଁ ଆଜିର ଦିନ ଭଲ ରହିବ। ଯୁବକ ମାନଙ୍କୁ ଚାକିରି ମିଳିବାର ସଂକେତ ଅଛି।

ତୁଳା ରାଶି:-

ଛାତ୍ର ମାନଙ୍କ ପାଇଁ ସାକାରାତ୍ମକ ପରିଣାମ ଭୋଳି ଦିନ ରହିବ। ଆଜି ଆପଣ ନିଜର ସମ୍ପୂର୍ଣ ଦାୟିତ୍ୱ ପୁରଣ କରିପାରିବେ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ଆଜିର ଦିନ ଭଲ ରହିବ। ଆପଣଙ୍କର ପ୍ରାୟ ସମସ୍ତ କାର୍ଯ୍ୟ ଶେଷ ହେବ। ଧନ ଲାଭର ଯୋଗ ଅଛି।

ବିଛା ରାଶି:-

ବିବାହିତ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଖର୍ଚ୍ଚ କମ ହେବା ଦ୍ବାରା ଏବଂ ଆର୍ଥିକ ସ୍ଥିତିର ପରିବର୍ତନ ହେବା ଯୋଗୁ ଆପଣ ଖୁସି ରହିବେ। ଅନେକ ଦିନରୁ ଚାଲିଥିବା ଚାପ ଦୂର ହେବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବାହାରର ଖାଇବା ପିଇବାକୁ ନେଇ ସାବଧାନ ରୁହନ୍ତୁ। ଆଜି ସୁଖଦ ପରିବେଶ ରହିବ। ଆଜି ଆପଣଙ୍କ ପାଇଁ ସମସ୍ତ କାର୍ଯ୍ୟ କରିବା ଲାଗି ଅନୁକୂଳ ଦିନ ଅଟେ। କିଛି ଲୋକ ଆପଣଙ୍କ ଠାରୁ ପରାମର୍ଶ ନେଇପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ଧନୁ ରାଶି:-

ଆଜିର ଦିନ ଆପଣଙ୍କର ଚିନ୍ତା ଦୂର ହେବ। ବ୍ୟବସାୟୀ ମାନଙ୍କୁ ସଂଯମ ଏବଂ ଧର୍ଯ୍ୟରେ କାମ ନେବାକୁ ହେବ। ଅଫିସରେ ଆଜି ଆପଣଙ୍କୁ ନୂତନ ଦାୟିତ୍ୱ ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ଲୋକଙ୍କୁ ସାହାର୍ଯ୍ୟ କରିପାରିବେ। ପରିବାର ଲୋକଙ୍କର ପରାମର୍ଶରେ କାମ କରନ୍ତୁ। ସ୍ବାସ୍ଥ୍ୟକୁ ନେଇ ଅବହେଳା କରନ୍ତୁ ନାହିଁ। ସାମାଜିକ ଜୀବନରେ ଆପଣଙ୍କର ପ୍ରଶଂସା ହେବ। ବୃଦ୍ଧ ମାନଙ୍କର ଯତ୍ନ ନିଅନ୍ତୁ।

Google

ମକର ରାଶି:-

ସାଙ୍ଗମାନଙ୍କ ସହିତ ଦିନ ବ୍ୟତିତ କରିପାରିବେ। ଶୁଭ ସୁଚନା ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି। ଧନର ସ୍ଥିତି ଭଲ ରହିବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ କୌଣସି ଯାତ୍ରାକୁ ଯାଇପାରନ୍ତି। ନୂତନ ଲୋକଙ୍କ ସହିତ ସାକ୍ଷାତ ହେବ। ଆଜି ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ। ପାରିବାରିକ ଜୀବନ ସାମାନ୍ୟ ରହିବ। ଆପଣଙ୍କର ଦୀର୍ଘ ମାମଲା ଉପରେ ଧ୍ୟାନ ଦିଅନ୍ତୁ। ପ୍ରେମୀ ମାନଙ୍କ ପାଇଁ ଆଜିର ଦିନ ଖୁସି ପୂର୍ଣ ରହିବ।

କୁମ୍ଭ ରାଶି:-

ଚାକିରି କରୁଥିବା ଲୋକଙ୍କୁ ପଦନ୍ନତି ମିଳିପାରେ। ବ୍ୟବସାୟୀ ମାନଙ୍କୁ ନୂତନ କାର୍ଯ୍ୟରେ ସଫଳତା ମିଳିପାରିବ। ଆପଣଙ୍କର ଦିନଚଯ୍ୟାର ଉନ୍ନତି ଆଣିବାକୁ ଚେଷ୍ଟା କରିବା ଆରମ୍ଭ କରନ୍ତୁ। ଆଜିର ଦିନ ଭଲ ରହିବ। ପାରିବାରିକ ସମ୍ପର୍କରେ ମତଭେଦର ସମାଧାନ ହେବ। ନୂତନ କାମ ମିଳିବ। ପ୍ରେମ ସମ୍ପର୍କ ହୋଇପାରେ। ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ। ଆଜି ଛାତ୍ରମାନଙ୍କ ପାଇଁ ଭଲ ଦିନ ରହିବ।

ମୀନ ରାଶି:-

ଖର୍ଚ୍ଚର କମି ଆସିବ। ନୂତନ ସମ୍ବୋଦ୍ଧ ହେବ। ପରିବାରରେ ଶାନ୍ତିପୂର୍ଣ ପରିବେଶ ରହିବ। ଆଜିର ଦିନ ଭଲ ରହିବ। ଆପଣ ନିଜ କାମ ଉପରେ ପୁରା ମନ ଲଗାଇବେ। ବିବାହିତ ଜୀବନରେ ମଧୁରତା ଏବଂ ପ୍ରେମ ରହିବ। ବନ୍ଧୁ ଏବଂ ସମ୍ପର୍କୀୟଙ୍କର ଆପଣଙ୍କର କୌଣସି କାମରେ ସାହାର୍ଯ୍ୟ କରିବେ। କାର୍ଯ୍ୟ କ୍ଷେତ୍ରରେ ସତର୍କ ରହି କାମ କରନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *