ସ୍ତ୍ରୀର ଏହି ଗୋଟେ ଜିନିଷ ସ୍ପର୍ଶ କରିବା ଦ୍ୱାରା କିମ୍ବା ଦବେଇବା ଦ୍ୱାରା ପୁରୁଷ ସବୁଠାରୁ ଜଲ୍ଦି ଧନି ହୋଇଯାଏ !

ବନ୍ଧୁଗଣ ଖାସ କରି ଲୁଚିକି ସ୍ତ୍ରୀର ଏହି ଗୋଟେ ଜିନିଷକୁ ଛୁଇଁବା ଦ୍ୱାରା ଦୁନିଆ ଯାକର ସବୁ ଖୁସୀ ପ୍ରାପ୍ତ ହୋଇଯାଇଥାଏ | ସଫଳତା ବହୁତ ଜଲ୍ଦି ମିଳିଯାଇଥାଏ | ବନ୍ଧୁଗଣ ହିନ୍ଦୁଧର୍ମରେ ମହିଳା ମାନଙ୍କୁ ପୂଜନୀୟ ଭାବେ ବିବେଚନା କରାଯାଏ | ଅଧିକାଂଶ ଲୋକ ନାରୀଙ୍କ ମହିମା ଏବଂ ଶକ୍ତିକୁ ଅଣଦେଖା କରିଥାନ୍ତି | କିନ୍ତୁ ସେମାନେ ଏହା ଭୁଲିଯାଇଥାନ୍ତି ଯେ ସ୍ତ୍ରୀ ମାନଙ୍କର ତୁଳନା ଦେବୀ ଦୁର୍ଗାଙ୍କ ସହ କରାଯାଇଛି ବୋଲି | ଏହା ଦ୍ୱାରା ଗୋଟେ କଥା ତ ସ୍ପଷ୍ଟ ହେଉଛି କି ଯେଉଁ ମାନେ ସ୍ତ୍ରୀଙ୍କର ଅବହେଳା କରନ୍ତି ସେମାନେ କେବେ ବି ଖୁସୀରେ ରୁହନ୍ତି ନାହିଁ |

ଏମିତିରେ ତ ସବୁ ସ୍ତ୍ରୀଙ୍କୁ ସଂମ୍ମାନ ଜଣେଇବା ଉଚିତ | କିନ୍ତୁ ରାମଚରିତ୍ର ମାନସରେ ସେଥିରେ ଏମିତି କିଛି କଥା କୁହାଯାଇଛି ଯେ କେମିତି ଜଣେ ପୁରୁଷ ସ୍ତ୍ରୀକୁ ଅପମାନ ଦେଇ ନିଜ ଦରିଦ୍ରତାକୁ ନିଜେ ହିଁ ଡାକିଆଣିଥାଏ | ନିଜ ସର୍ବନାଶ ନିଜେ ହିଁ କରିଥାଏ | ହେଲେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ ନାରୀର ସଂମ୍ମାନ କରିବା ଦ୍ୱାରା ନାରୀର ଏହି ଗୋଟେ ଜିନିଷକୁ ଛୁଇଁବା ଦ୍ୱାରା ବ୍ୟକ୍ତିର ସମସ୍ତ ଦୁଃଖ ଦୂର ହୋଇଯାଇଥାଏ | ସବୁ ପାପରୁ ସେ ମୁକ୍ତି ପାଇଯାଇଥାଏ | ଏବଂ ସଫଳତା ମିଳିଥାଏ |

ବନ୍ଧୁଗଣ କୁହାଯାଏ ଯେ ସ୍ତ୍ରୀର ଚରଣରେ ସକାରାତ୍ମକ ଉର୍ଜାର ବାସ ରହିଥାଏ | ଏମିତିରେ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କୁ ସଫଳତା ମିଳୁ ତେବେ ଯଦି ଆପଣଙ୍କ ଘରେ କେହି ବୟସ୍କ ମହିଳା ଅଛନ୍ତି ତାଙ୍କ ପାଦ ଛୁଇଁ ତାଙ୍କର ଆଶ୍ରିବାଦ ନିଅନ୍ତୁ | ଏବଂ ତାଙ୍କର ସେବା କରନ୍ତୁ | ଏମିତି କରିବା ଦ୍ୱାରା ବ୍ୟକ୍ତିର ସବୁ ପାପ ଧୀରେ ଧୀରେ ପୁଣ୍ୟରେ ପରିଣତ ହୋଇଯାଏ | ଏବଂ ବହୁତ ଜଲ୍ଦି ସଫଳତା ମିଳିଥାଏ |

ଦ୍ୱିତୀୟତଃ ଶାସ୍ତ୍ରରେ ଏହା କୁହାଯାଇଛି ଯେ ଝିଅଙ୍କର ସେବା କରିବା ପୁଣ୍ୟରେ ଥିଲେ ମିଳିଥାଏ | ସମସ୍ତଙ୍କ ଭାଗ୍ୟରେ ଏହା ନଥାଏ ଯେ ସେ ଝିଅର ଯତ୍ନ ନେଇପାରିବେ | ଝିଅମାନେ ସଂସାର ବଢେଇବାରେ ସାହାଯ୍ୟ କରିଥାଏ | ଶାସ୍ତ୍ର ଅନୁଯାୟୀ ଝିଅ ମାନଙ୍କୁ ଲଷ୍ମୀଙ୍କର ରୂପ ବୋଲି କୁହାଯାଇଛି | ଶ୍ରୀକୃଷ୍ଣ କୁହନ୍ତି ଯେ ଯେଉଁ ଘରେ ଝିଅ ନଥାନ୍ତି ସେହିଘରର ଲୋକ ପାପି ହୋଇଥାନ୍ତି | ଯେଉଁ ଘରେ ଝିଅ ଜନ୍ମ ହୋଇଥାନ୍ତି ସେହି ଘରେ ମାତା ଲଷ୍ମୀଙ୍କର ଆଶ୍ରିବାଦ ରହିଥାଏ | ଯେଉଁମାନେ ମାନେ ନିଜ ଝିଅଙ୍କ ଯତ୍ନ ନେଇଥାନ୍ତି ତାଙ୍କ ଉପରେ ସବୁ ଦେବା ଦେବୀଙ୍କର ଆଶ୍ରିବାଦ ସର୍ବଦା ରହିଥାଏ |

Leave a Reply

Your email address will not be published. Required fields are marked *