ସ୍ତ୍ରୀଲୋକଙ୍କର ଏହି 5ଟି ଭଲ କାମ ସ୍ୱାମୀଙ୍କୁ ବିନା ପରିଶ୍ରମରେ ହିଁ ବନେଇଦେଇଥାଏ ଜଲ୍ଦି କାରୋଡ଼ପତି |

ସ୍ୱାମୀଙ୍କର ଭଲ ସମୟ ଆସିବା ପୂର୍ଵରୁ ସ୍ତ୍ରୀ ମାନେ କରିଥାନ୍ତି ଏହି 5ଟି କାମ | ଯେଉଁ କାରଣରୁ ସ୍ୱାମୀ ବହୁତ ଜଲ୍ଦି ମାଲାମାଲ ହୋଇଯାନ୍ତି | ସ୍ୱାମୀଙ୍କ ବ୍ୟବସାୟରେ ଉନ୍ନତି ହୁଏ ଏବଂ ତାଙ୍କୁ ସଫଳ ହେବାରୁ କେହି ବି ରୋକିପାରନ୍ତି ନାହିଁ | ନାରୀ ଚାହିଁଲେ ଗୋଟେ ପୁରୁଷକୁ ବର୍ବାଦ କରିଦେଇପାରେ ଆଉ ନାରୀ ଚାହିଁଲେ ହିଁ ଜଣେ ପୁରୁଷକୁ କାଙ୍ଗାଳରୁ କୋଟିପତି ମଧ୍ୟ ବନେଇଦେଇପାରେ | ଏବଂ ଯେଉଁ ଘରେ ଏମିତିକା ମହିଳା ଥାନ୍ତି ସେହି ଘରେ ମାତା ଲଷ୍ମୀ ନିଜେ ବାସ କରନ୍ତି | ଏବଂ ଧନ ସମ୍ପଦ ମାଡିଆସିଥାଏ|

ଯେଉଁ ମହିଳା ସକାଳୁ ଜଲ୍ଦି ଉଠେ :- ଯେଉଁ ମହିଳା ସକାଳୁ ଜଲ୍ଦି ଉଠେ | ଘର ସଫା ରକ୍ଷେ ଏହା ସହ ଘରର ଦିୟିତ୍ୱ ନିଏ ସେହି ମହିଳା ଦେବତାଙ୍କ କୃପା ପାଇଥାନ୍ତି | ଏବଂ ଏହିଭଳି ସ୍ତ୍ରୀଙ୍କ ସ୍ୱାମୀ ଯେଉଁ ବି କାର୍ଯ କରନ୍ତି ସଫଳତା ନିଶ୍ଚୟ ପାଇଥାନ୍ତି |

ଈଶ୍ୱରଙ୍କ ପ୍ରତି ରୁଚି ରଖିଥିବା ମହିଳା:- ଯେଉଁ ମହିଳା ମାନେ ଭଗବାନଙ୍କ ପ୍ରତି ରୁଚି ରଖିଥାନ୍ତି | ଯେଉଁ ନାରୀ ଭଗବାନଙ୍କ ପୂଜା ପୂରା ଶ୍ରଦ୍ଧା ଏବଂ ଭକ୍ତିର ସହ କରିଥାଏ | ଯେଉଁ ନହିଁଲା ନିଷ୍ଟାର ଶହ ଭଗବାନଙ୍କ ପ୍ରତି ଆସ୍ଥା ରଖିଥାଏ | ସେହି ଭଳି ମହିଳାଙ୍କ ସ୍ୱାମୀମାନେ ସର୍ବଦା ସୁଖ ଏବଂ ଶାନ୍ତିରେ ରହିବା ଶହ ଅନେକ ପ୍ରକାରର ସଫଳତା ମଧ୍ୟ ପାଇଥାଏ |

ବଡ଼ ଲୋକଙ୍କ ସଂମାନ କରୁଥିବା ମହିଳା :- ଯେଉଁ ମହିଳା ମାନେ ନିଜ ପରିବାରର ବଡ଼ ଲୋକ ତଥା ଅନ୍ୟ ଗୁରୁଜନ ମାନଙ୍କୁ ଶ୍ରଦ୍ଧା କରନ୍ତି ସଂମ୍ମାନ କରନ୍ତି | ଏବଂ ତାଙ୍କର ଯତ୍ନ ନିଅନ୍ତି ସେହି ଭଳି ମହିଳାଙ୍କ ସ୍ୱାମୀ ମାନଙ୍କ ଉପରେ ସଦାସର୍ବଦା ଗୁରୁଜନଙ୍କ ଆଶ୍ରିବାଦ ରହିବା ସହ ସମସ୍ତ ଦେବା ଦେବୀଙ୍କର କୃପା ମଧ୍ୟ ରହିଥାଏ | ଏବଂ ଏହିଭଳି ସ୍ତ୍ରୀଙ୍କ ସ୍ୱାମୀ ମାନେ ସର୍ବଦା ଉନ୍ନତିର ପଥରେ ଚଳନ୍ତି |

ଯେଉଁ ମହିଳା ସକାଳୁ ନିଜ ସ୍ୱାମିଙ୍କ ପାଦ ଚିପନ୍ତି :- ଯେଉଁ ମହିଳା ମାନେ ଅଚାନକ ସକାଳୁ ନିଜ ସ୍ୱାମୀଙ୍କ ପାଦ ଚିପନ୍ତି | ଏମିତି କୁହାଯାଏ ଯେ ସ୍ୱାମିଙ୍କ ପାଦ ରୁ ପେଣ୍ଡା ଯାଏ ଶନି ଦେବଙ୍କର ବାସ ହୋଇଥାଏ | ଏବଂ ସ୍ତ୍ରୀଙ୍କର ଆଙ୍ଗୁଠି ଠାରୁ ଗଣ୍ଠି ପର୍ଯ୍ୟନ୍ତ ଶୁକ୍ର ଦେବଙ୍କ ବାସ ହୋଇଥାଏ | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ଶନିଙ୍କ ଉପରେ ଶୁକ୍ରର ପ୍ରଭାବ ପଡିଥାଏ ଧନର ଆଗମନ ହୋଇଥାଏ | ତେଣୁ ଏମିତି ସ୍ତ୍ରୀଙ୍କ ସ୍ୱାମୀ ମାନେ ସବୁବେଳେ ସଫଳତା ହାସଲ କରିଥାନ୍ତି |

ଯେଉଁ ମହିଳା ମାନେ ନିଜ ଇଚ୍ଛାକୁ ସୀମିତ ରଖନ୍ତି :- କୁହାଯାଏ ଯେ ଯେଉଁ ମହିଳା ମାନେ ନିଜ ଇଚ୍ଛାକୁ ସୀମିତ ରଖିପାରିଥାନ୍ତି | ଯେଉଁ ମହିଳା ମାନେ ନିଜ ଇଚ୍ଛା ଆଗରୁ ନିଜ ପରିବାର ଲୋକଙ୍କ ଇଚ୍ଛାକୁ ସଂମ୍ମାନ ଦେଇଥାନ୍ତି | ସେହି ଭଳି ସ୍ତ୍ରୀଙ୍କ ସ୍ୱାମୀମାନେ ବହୁତ ଜଲ୍ଦି ଧନୀ ହୋଇଥାନ୍ତି ଏବଂ ମାତା ଲଷ୍ମୀ ତାଙ୍କ ଘରେ ଆସି ବାସ କରନ୍ତି |

Leave a Reply

Your email address will not be published. Required fields are marked *