ଶ୍ରୀକୃଷ୍ଣ କହିଛନ୍ତି ଘରେ ପ୍ରେତ ଆତ୍ମା ଥିବାର ମିଳିଥାଏ 7 ସଂକେତ | ଗରୁଡ଼ ପୁରାଣ ବାସ୍ତୁ ଟିପ୍ସ..

ବନ୍ଧୁଗଣ ଆପଣ ନିଶ୍ଚିନ୍ତ ଜାଣିଥିବେ କି ସମସ୍ୟା କେବେ କାହାକୁ କିଛି ପଚାରିକି ଆସିନଥାଏ, ବେଳେ ବେଳେ ନକାରାତ୍ମକତା ଘରେ ଏତେ ବଢିଯାଏ ଯେ ଭିନ୍ନ ଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ | କେବେ କେବେ ପିଲାର ଦେହ ଖରାପ ହୁଏ ତ କେବେ ପୁଣି ଘରର ଉନ୍ନତି ରୋକି ହୋଇଯାଏ ଆଉ ଏମିତି ମଧ୍ୟ କେବେ କେବେ ପରିସ୍ଥିତି ଆସେ କି ଘରର ମୁଖିଆ ଙ୍କ ଚାକିରି ହିଁ ଚାଲିଯାଏ |

ଏମିତି ହେବାର କାରଣ ଭୁତ ପ୍ରେମ ମଧ୍ୟ ହୋଇପାରନ୍ତି, ଯେମିତି କି ପତ୍ନୀ ପତି ଙ୍କ ମଧ୍ୟ ରେ ଝଗଡା ହେବା | ଅଚାନକ ଘରେ କାହାର ମୂର୍ତ୍ୟୁ ହୋଇଯିବ କିମ୍ବା ଅଘଟଣ ଘଟିବା ଏବଂ ଶତ୍ରୁ ମଧ୍ୟ ବଢ଼ିଯିବା ଏହିସବୁ ହୋଇଥାଏ | କିନ୍ତୁ ଗରୁଡ଼ ପୂରଣ ଅନୁସାରେ ଜୀବନ ରେ ଭଲ ଖରାପ ଉଭୟ ରହିଥାଏ କିନ୍ତୁ ଖରାପ ସମୟ ଯଦି ଆପଣଙ୍କ ଉପରେ ପ୍ରଭାବ ପକାଏ ତ ବହୁତ ସମସ୍ୟା ଆସିଥାଏ |

ବନ୍ଧୁଗଣ ଗରୁଡ଼ ପୁରାଣ ଅନୁସାରେ ଅଇଁଠା ଥାଳି କିମ୍ବା ଅଇଁଠା ଗ୍ଲାସ ରେ କାହାକୁ ପାଣି ଦେବା କିମ୍ବା ପିଇବା ଉଚିତ ନୁହେଁ | କାରଣ ଏହା ଦ୍ୱାରା ନକାରାତ୍ମକତା ବଢିଯାଇଥାଏ| ଶରୀର ଅସୁସ୍ଥ ହୋଇଥାଏ ଏବଂ ରାହୁ ଦୋଷ ଉତ୍ପନ ହୋଇଯାଇଥାଏ | ଯେଉ ପାଇଁ ଆମେ ଯେଉଁ କାର୍ଯ୍ୟ କଲେ ମଧ୍ୟ ତାହା ସଫଳ ହୁଏ ନାହିଁ | ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ତେଣୁ ସର୍ବଦା ଅଇଁଠା ଥାଳି କିମ୍ବା ବାସନା ଧୋଇକି ଖାଦ୍ୟ ଖାଇବା ଉଚିତ ହୋଇଥାଏ |

ଅନେକ ସମୟ ରେ ଘରେ ସମସ୍ତ ଜିନିଷ ଏଣେ ତେଣେ ପଡିଥାଏ ଏହା ଶୁଭ ସଂକେତ ନୁହେଁ | ଅଚାନକ ଲାଇଟ ଜଳିବା କିମ୍ବା ଲିଭିବା ଭଲ ନୁହେଁ, ରାତି ସମୟ ରେ କୋଇଲି ଗୀତ ଗାଇବା ମଧ୍ୟ ଶୁଭ ହୋଇନାଥଏ ଏହା ଦ୍ୱାରା ଜଣା ପଡେ କି ଆପଣଙ୍କ ଘରେ କୌଣସି ଖରାପ ଶକ୍ତି ବାସ କରୁଛି | ଏହି ସଙ୍କଟ ରୁ ବଂଚିବା ପାଇଁ ଘରେ ହନୁମାନ ଚାଳିସା ପାଠ କରନ୍ତୁ ଏହା ଦ୍ୱାରା ସବୁ ଅଶୁଭ ଦୂର ହୋଇଥାଏ |

ବନ୍ଧୁଗଣ ଘରେ ବାରମ୍ବାର କ୍ଷୀର ଉତୁରିବା, କିମ୍ବା ଘରେ କାଚ ଜିନିଷ ତଳେ ପଡି ଭାଙ୍ଗିଯିବା ଏବଂ କାହାର ଦୁର୍ଘଟଣା ହେବା, ଘରେ ଲମ୍ବା ସମୟ ପର୍ଯ୍ୟନ୍ତ ଦେହ ଅସୁସ୍ଥ ରହିବ | ଯେତେ ସଫା କଲେ ମଧ୍ୟ ଘରେ ଖରାପ ଗନ୍ଧ ଆସିବା, ତେଲ ହାତରୁ ଖସିପଡିବା ରାତି ରେ ଭୟନକ କିମ୍ବା ଖରାପ ସ୍ବପ୍ନ ଆସିବା ବି ଶୁଭ ବୋଲି ବିଶ୍ୱାସ କରାଯାଏ ନାହିଁ |

ଏହି ସଂକେତ ଘରେ ମିଳିଲେ ଆପଣ ଜାଣିଯିବେ କି ଆପଣଙ୍କ ଘରେ କୌଣସି ଖରାପ ଶକ୍ତି ବାସ କରୁଛି| ପେଟ ପୁରିବା ପରେ ଭୋକ କରିବା, କାନ୍ଥ ରେ ବାରମ୍ବାର ଚି଼ହ୍ନ ହେବା ମହିଳା ଙ୍କ ବିନା କାରଣ ରେ ରାଗ ଆସିବା ଏହି ସବୁ କାରଣ ଜଣେଇଥାଏ କି ଆପଣଙ୍କ ଘରେ କୌଣସି ଖରାପ ଶକ୍ତି ରହୁଛି |

ଘରେ ବୁଢିଆଣୀ ଜାଲ ହେବା,କିଏ ଥିବାର ଅନୁଭବ ହେବା କାଚ ଭାଙ୍ଗିଯିବା,ଧନ ଆସିବା ଏବଂ ଚାଲିଯିବା | କରଜ ବଢ଼ିଯିବା ଏବଂ କେବେ ସୁଝି ନହେବା ଏହି ସବୁ କାରଣ ଦ୍ୱାରା ଜଣାପଡେ ଯେ ଆପଣଙ୍କ ଘରେ କୌଣସି ଖରାପ ଶକ୍ତି ର ନକାରାତ୍ମକ ପ୍ରଭାବ ରହିଛି | ଅଧିକାଂଶ ଲୋକ ରାତି ରେ ପରିସ୍ରା କରିବାକୁ ବାହାରକୁ ଯାଇଥାନ୍ତି କିନ୍ତୁ 3ଟାରୁ 4 ଟା ଯାଏଁ ବାହାରକୁ ଯାଇ ପରିସ୍ରା କରିବା ଉଚିତ ନୁହେଁ |

କାରଣ ଏହି ସମୟ ରେ ନକାରାତ୍ମକ ଶକ୍ତି ର ପ୍ରଭାବ ସବୁଠାରୁ ଅଧିକ ରହିଥାଏ, ଏହି ସମୟ ରେ ତନ୍ତ୍ର କ୍ରିୟା ମଧ୍ୟ କରାଯାଇଥାଏ | ତେଣୁ ଏମିତି ଏଣେ ତେଣେ ପରିସ୍ରା କରିବା ଦ୍ୱାରା କୁ ଶକ୍ତି ଆପଣଙ୍କ ଉପରେ ପ୍ରଭାବ ପକାଇ ପରେ ତେବେ ଏହିଁ ସମୟ ରେ ବାହାରକୁ ଯାନ୍ତୁ ନାହିଁ | ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ | କୁପ୍ରଭାବ ଆପଣଙ୍କ ଜୀବନ ରେ ଘେରି ରହିଥାଏ |

ସୂର୍ଯ୍ୟଅସ୍ତ ପରେ କପଡା ଧୋଇବା ଉଚିତ ନୁହେଁ, ଏହିପରି କରୁଥିବା ବ୍ୟକ୍ତି ଈଶ୍ୱରଙ୍କ କୃପାରୁ ବଂଚିତ ହୋଇଥାଏ | ଶାସ୍ତ୍ର ରେ ଏହାକୁ ଅଶୁଭ ବୋଲି କୁହାଯାଇଛି | ସୂର୍ଯ୍ୟାସ୍ତ ପରେ କାହାକୁ କିଛି ଦେବା ଉଚିତ ନୁହେଁ, ସୂର୍ଯ୍ୟସ୍ତ ପରେ ଶାରୀରିକ ସମ୍ପର୍କ ରଖିବା ଅଶୁଭ ହୋଇଥାଏ | ସୂର୍ଯ୍ୟାସ୍ତ ପରେ ପୂଜା କରିବା ଉଚିତ ହୋଇଥାଏ ଏହା ଦ୍ୱାରା ନକାରାତ୍ମକ ଉର୍ଜାଏ ଦୂର ହୋଇଥାଏ | ଅନ୍ୟାଙ୍କ ଚପଲ କିମ୍ବା ଡ୍ରେସ କେବେ ବି ପିନ୍ଧିବା ଉଚିତ ନୁହେଁ ଏହା ଦ୍ୱାରା କୁଣ୍ଡଳୀ ଦୋଷ ଉତ୍ପନ ହୋଇଯାଇଥାଏ |

ଏହା ଦ୍ୱାରା ଶନି ଙ୍କ ମହା କୋପ ପଡିଥାଏ, ତେବେ ବନ୍ଧୁଗଣ ଅନ୍ୟଙ୍କ ନଜର ନିଜ ଘରେ ଉତ୍ତରାନ୍ତୁ ନାହିଁ, ଅନ୍ୟ ଙ୍କ ନଖ ନିଜ ଘରେ କାଟନ୍ତୁ ନାହିଁ | ଏହା ଅଶୁଭ ହୋଇଥାଏ ଏହା ଦ୍ୱାରା ଭୁତ ପ୍ରେମ ଆସିବାର ଆଶଙ୍କା ରହିଥାଏ | ଘରେ ବୁଢିଆଣୀ ଜାଲ ହେବା ଅଶୁଭ ହୋଇଥାଏ, ସନ୍ଧ୍ୟା ସମୟ ରେ ମହିଳା ମୁଣ୍ଡ ସଫା କରିବା ଉଚିତ ନୁହେଁ, ରାତିରେ ଆଇନା ଦେଖିବା ଅଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *