ମରିଯିବେ କିନ୍ତୁ ଏହି 2 ଜିନିଷର ଦାନ କେବେ କରିବେ ନାହିଁ ଦରିଦ୍ରତା ଏବଂ ଗରିବୀ ପଛରେ ପଡ଼ିଯାଏ |

ବନ୍ଧୁଗଣ ଘରେ ହେଉଥିବା ଛୋଟ ଛୋଟ ଘଟଣା ରେ ଅନେକ ସଂକେତ ଲୁଚି ରହିଥାଏ,ଏହି ସଂକେତ କୁ ଯଦି ବୁଝିଯାନ୍ତି ତେବେ ଆସୁଥିବା ସମସ୍ୟା ରୁ ବଂଚିପାରିବେ | ଜ୍ୟୋତିଷ ଅନୁସାରେ ଯେତେବେଳେ ଘରେ ଦରିଦ୍ରତା ଆସିବାର ସମ୍ଭାବନା ବଢିଥାଏ ତେବେ ସେତବେଳେ ଘରେ ଛୋଟ ଛୋଟ ଘଟଣା ଇଶାରା କରିଥାଏ | ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟ ରେ ବାସ୍ତୁ ଶାସ୍ତ୍ର ର ବହୁତ ଅଦ୍ଭୁତ ଏବଂ ଅନୋଖା ବିଚାର ବିଷୟ ରେ କହିବାକୁ ଯାଉଛୁ |

ବନ୍ଧୁଗଣ ଘରେ ବଡ ଲୋକ ସର୍ବଦା କିଛି ନା କିଛି ଶିଖେଇଛନ୍ତି | ଯାହା ଫଳ ରେ ଭବିଷ୍ୟତ ରେ ଆମର କିଛି ଅସୁବିଧା ହୋଇନଥାଏ | ଆମ ସମାଜ ରେ ସଂସ୍କାର ର ବହୁତ ମହତ୍ୱ ରହିଛି ଯାହା ଦ୍ୱାରା କେବଳ ଆପଣଙ୍କ ଶୁଭ ହୋଇନଥାଏ ଉନ୍ନତି ମଧ୍ୟ ହୋଇଥାଏ | ଶାସ୍ତ୍ର ରେ ମଧ୍ୟ ଏହିପରି କିଛି କଥା ବିଷୟରେ କୁହାଯାଇଛି ଯାହା ଆପଣଙ୍କ ଦିନ ଶୁଭ କରିଦିଏ | ଆଜି ଆମେ ଏହି ପରି କିଛି କଥା ବିଷୟରେ କହିବୁ ଯାହା ଦ୍ୱାରା ଆପଣଙ୍କ ମାନ ସମ୍ମାନ ବଢିବା ସହ ଧନ ଲାଭ ମଧ୍ୟ ହେବାର ସମ୍ଭାବନା ବଢ଼ିଯିବ | ତେବେ ଆସନ୍ତୁ ଜାଣିବା..

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଦୁର୍ଭାଗ୍ୟ ଦୂର କରିବା ବିଷୟରେ, ଶିବ ମହାପୂରାଣ ରେ ଉଲ୍ଲେଖ ଥିବା ଏହି ଦୁଇଟି ଜିନିଷ କୁ ଦାନ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ | କେବେ କେବେ ମଣିଷ ଏମିତି ସମସ୍ୟା ରେ ଫସିଯାଇଥାଏ କି ନା ସେ କାହାକୁ କହିପାରେ ନା ନିଜେ ତାହାର ସଠିକ ସମାଧାନ ବାହାର କରିପାରେ | ତେବେ ବନ୍ଧୁଗଣ ମହାଦେବ ଙ୍କ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ |

ଶିବ ଲିଙ୍ଗ ପାଖ ରେ ବସି ଆପଣ ଆପଣଙ୍କ ମନୋସ୍କାମନା ବିଷୟରେ କହିପାରିବେ, ତେବେ ସବୁଠୁ ବଡ କଥା ହେଉଛି ବିଶ୍ୱାସ| ଯଦି ଆପଣ ଶିବ ଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ଶିବ ମହାପୁରାଣ ଉପରେ ବିଶ୍ୱାସ କରନ୍ତି ତେବେ ନିଶ୍ଚିନ୍ତ ରୂପରେ ମନ କଥା କହିବ ଦ୍ୱାରା ଆପଣଙ୍କ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ | ଆଜି ଆମେ ସେହି ଶିବ ମହାପୂରଣ ରେ ବର୍ଣିତ ବିଶେଷ ଦାନ ବିଷୟରେ କହିବୁ ଯାହା ଦ୍ୱାରା ଆପଣଙ୍କ ଦୁଃଖ କଷ୍ଟ ଏବଂ ଦୁର୍ଭାଗ୍ୟ ଦୂର ହୋଇଯିବ |

1. ଲୁଣ – ଲୁଣ ଦାନ କରିବା ଦ୍ୱାରା ଯଦି ବ୍ୟକ୍ତି କୌଣସି ପ୍ରତ୍ୟକ୍ଷ କିମ୍ବା ଅପ୍ରତ୍ୟକ୍ଷ ଭାବରେ କୌଣସି ଅସୁବିଧାରେ ଗତି କରୁଥାଏ ତେବେ ତାହା ଦୂର ହୋଇଥାଏ | ଯଦି ଆପଣ ଲୁଣ ସୋମବାର ଦିନ ଦାନ କରନ୍ତି ତେବେ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଏବଂ ଦୁର୍ଭାଗ୍ୟ ଦୂର ହୋଇଥାଏ | ତେବେ ବନ୍ଧୁଗଣ ଲୁଣ ଦାନ କରିବା ସମୟ ରେ ଗୋଟିଏ କଥା ଅବଶ୍ୟ ଧ୍ୟାନ ରଖନ୍ତୁ କେବେ ବି କାହାକୁ ହାତ କୁ ହାତ ଲୁଣ ଦିଅନ୍ତୁ ନାହିଁ | ଏହା ଦ୍ଵାରା ଆପଣଙ୍କ ଦୁର୍ଭାଗ୍ୟ ଦୂର ହୋଇଥାଏ |

2. ଗୁଡ – ଗୁଡ ଦାନ କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ | ତାହା ଯେକୌଣସି ସମ୍ପର୍କ ହେଉ ନା କାହଁକି, ତେବେ ଯଦି ଆପଣଙ୍କର ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ଅଟେ | ଏବଂ ସେଥିରେ ଝଗଡା ଯୋଗୁ ସମ୍ପର୍କ ଭାଙ୍ଗିବା ପରିସ୍ଥିତି ରେ ଅଛି ତେବେ ମଧ୍ୟ ଆପଣଙ୍କ ସମ୍ପର୍କ ଦୃଢ ହୋଇଯିବ | ସୋମବାର ଦିନ ମହାଦେବ ଙ୍କୁ ଗୁଡ଼ ଭୋଗ ଲଗେଇବା ଦ୍ୱାରା ସମ୍ପର୍କ ରେ ମଧୁରତା ଆସିଥାଏ | ତେବେ ବନ୍ଧୁଗଣ ଗୁଡ଼ ଏବଂ ରୁଟି ଗାଈ କୁ ଖାଇବାକୁ ଦେବା ଦ୍ୱାରା ମଧ୍ୟ ଦୁର୍ଭାଗ୍ୟ ଦୂର ହୁଏ ଏବଂ ଧନ ବୃଦ୍ଧି ହୁଏ ସମ୍ପର୍କ ମଧୁର ହୁଏ |

3. ତିଲ – କେବେ କେବେ କିଛି ବହୁତ ବୁଦ୍ଧିମାନ ହେବା ପରେ ମଧ୍ୟ ତାଙ୍କ ଆତ୍ମବିଶ୍ୱାସ ସାଥ ଦେଇନଥାଏ | ଏମିତି ରେ ଅନେକ ପିଲା ଅଛନ୍ତି ଯିଏ ବହୁତ ଭଲ ପାଠ ପଢ଼ନ୍ତି କିନ୍ତୁ ଇଣ୍ଟରଭ୍ୟୁ ରେ ନିଜ ଆତ୍ମବିଶ୍ୱାସ ତାଙ୍କ ସାଥ ଦେଇନଥାଏ | ତେବେ ଏମିତି ସ୍ଥିତି ରେ ଆପଣ ସୋମବାର ଦିନ ତିଲ ଦାନ କରନ୍ତୁ, ଆପଣ କଳା କିମ୍ବା ଧଳା ତିଲ ମଧ୍ୟ ଦାନ କରିପାରିବେ କିନ୍ତୁ କଳା ତିଳ ଶନିବାର ଦିନ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ | ଏହାର ଦାନ କରିବା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ଆପଣଙ୍କ ସାଥ ଦେବ ଏବଂ ଦୁର୍ଭାଗ୍ୟ ଦୂର ହେବ |

4. ଘିଅ – ଘିଅ ଦାନ କରିବା ଦ୍ୱାରା ରୋଗ ରୁ ମୁକ୍ତି ମିଳିଥାଏ, ଯଦି କୌଣସି ପିଲା କୁ ଥଣ୍ଡା, ଜର କିମ୍ବା ବହୁତ ସମସ୍ୟା ରେ ସମ୍ମୁଖୀନ ହେଉଛି | ତେବେ ସେହି ପିଲାର ହାତ ରେ ଘିଅ ଛୁଆଇଁ ଦେଇ ଦାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ହୋଇଯାଇଥାଏ | ଗାଈ ଘିଅ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ | ମହାଦେବ ଙ୍କୁ ଘିଅ ଚଢାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ତେଣୁ ସୋମବାର ଦିନ ମହାଦେବ ଙ୍କୁ ପଞ୍ଚାମୃତ ରେ ଘିଅ ଅବଶ୍ୟ ଅର୍ପଣ କରନ୍ତୁ |

5. ଅନ୍ନ – ଅନେକ ସମୟ ରେ ବ୍ରାହ୍ମଣ ଙ୍କୁ ଭୋଜନ କରିବାକୁ ଗୁଣି ଜ୍ଞାନୀ ମାନେ ପରାମର୍ଶ ଦେଇଥାନ୍ତି | ତେବେ ସୋମବାର ଦିନ ଅନ୍ନ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ | ଏହା ଦ୍ୱାରା ମା ଅର୍ଣ୍ଣପୂର୍ଣ୍ଣା ପ୍ରସନ୍ନ ହୋଇଥାନ୍ତି, ମା ଅର୍ଣ୍ଣପୂର୍ଣ ମହାଦେବ ଙ୍କ ପ୍ରିୟ ହୋଇଥାନ୍ତି ତେଣୁ ମା ପ୍ରସନ୍ନ ହେଲେ ମହାଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଦୁର୍ଭାଗ୍ୟ ଦୂର କରିଥାନ୍ତି | ଏହିପରି କରିବା ଦ୍ୱାରା ଆପଣଙ୍କ ଭଣ୍ଡାର ରେ କେବେ ବି ଅନ୍ନ ଏବଂ ଧନ ର ଅଭାବ ହେବ ନାହିଁ | ଏହି ଉପାୟ ସୋମବାର କରିବା ଅତ୍ୟନ୍ତ ଶୁଭ |

6.ବସ୍ତ୍ର – ବସ୍ତ୍ର ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ, ଯେମିତିକି ବର୍ତ୍ତମାନ ଶୀତ ଦିନ ଚାଲିଛି ତେବେ ଏହି ସମୟ ରେ କମ୍ବଳ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ | ବସ୍ତ୍ର ଦାନ କରିବା ଦ୍ୱାରା ବ୍ୟକ୍ତି ର ବୟସ ବଢିଥାଏ, ଯଦି କୌଣସି ବ୍ୟକ୍ତି ରୋଗଗ୍ରସ୍ତ ଅଛି କିମ୍ବା ଶରୀର ଅସୁସ୍ଥ ରହିଛି ତେବେ ସୋମବାର ଦିନ ବସ୍ତ୍ର ଦାନ କରନ୍ତୁ | ସେହି ବ୍ୟକ୍ତିର ହାତ ସ୍ପର୍ଶ କରି ବସ୍ତ୍ର ଦାନ କରନ୍ତୁ ଯଦି ସେ ଯାଇକି ଦାନ କରିବା ସ୍ଥିତି ରେ ଅଛନ୍ତି ତେବେ ନିଯେ ହିଁ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *