ସ୍ୱାମୀର ଖରାପ ସମୟ ଆସିବା ପୂର୍ବରୁ ସ୍ତ୍ରୀ କରିଥାଏ ଏହି ପାଞ୍ଚଟି ଖରାପ କାମ , ଜାଣି ରଖନ୍ତୁ

ସ୍ତ୍ରୀ ମାନଙ୍କର କିଛି ଏପରି କାମ ଥାଏ ଯାହା କରିବା ଦ୍ୱାରା ସ୍ୱାମୀର ଭାଗ୍ୟ ଦୁର୍ଭାଗ୍ୟର ପରିଣତ ହୋଇଯାଏ । ଏହାଦ୍ବାରା ମନୁଷ୍ୟ କୋଟିପତିରୁ ରୋଡ଼ପତି ମଧ୍ୟ ହୋଇଯାଇ ପାରେ । ଘରର ସୌଭଗ୍ୟ ଏବଂ ସ୍ୱାମୀର ସୌଭଗ୍ୟ ମଧ୍ୟ ସ୍ତ୍ରୀ ଉପରେ ନିର୍ଭର କରିଥାଏ । କିନ୍ତୁ କିଛି ମହିଳାଙ୍କ ଏପରି ଖରାପ କାମ କାରଣରୁ ଘର ଉପରକୁ ସମସ୍ୟା ଆସିଥାଏ । ଯାହାଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇଥାନ୍ତି । ଶାସ୍ତ୍ରରେ ମଧ୍ୟ ମହିଳା ମାନଙ୍କର କିଛି ଏପରି ସ୍ଵଭାବ ବିଷୟରେ କୁହାଯାଇଛି ଯାହାଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ଦୁର୍ଭାଗ୍ୟ ଆସିଥାଏ । ଯେଉଁ କାମ ଗୁଡ଼ିକ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

୧ . ଖାଇବା ସମୟରେ ଗୋଡ଼ ହଲାଇବା :-

ଯେଉଁ ଘରର ମହିଳା ମାନେ ଖାଇବା ସମୟରେ ଗୋଡ଼ ହଲାଇଥାନ୍ତି ସେହି ଘରକୁ ଦୁର୍ଭାଗ୍ୟ ଆସିଥାଏ । ମାତା ଲକ୍ଷ୍ମୀ ରୁସ୍ଟ ହୋଇଥାନ୍ତି । ଏହାଦ୍ବାରା ଘରର ମୁରବୀଙ୍କ ଚାକିରୀ ମଧ୍ୟ ଯାଇପାରେ । ତେଣୁ ମହିଳା ମାନେ ଖାଇବା ସମୟରେ ଏହି ଭୁଲ କରିବା ଉଚିତ ନୁହେଁ ।

୨ . ଝାଡୁରେ ପାଦ ବଜାଇବା :-

ଯେଉଁ ଘରର ମହିଳା ମାନେ ଝାଡୁକୁ ଗୋଇଠା ମାରନ୍ତି ସେହି ଘରେ ମଧ୍ୟ ଦାରିଦ୍ର୍ୟତା ଆସିଥାଏ । ସେହି ଘରେ କେବେବି ଲକ୍ଷ୍ମୀଙ୍କ ବାସ ହୁଏ ନାହିଁ । ସେହି ଘରେ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଦାରିଦ୍ର୍ୟତା ବଜାୟ ରହେ । ଏପରି କୁହାଯାଏ ଯେ ଝାଡୁରେ ମାତା ଲକ୍ଷ୍ମୀ ବାସ କରନ୍ତି ।

୩ . ରାତିରେ ଅଇଁଠା ବାସନ ଛାଡ଼ି ଶୋଇବା :-

ଯେଉଁ ଘରେ ମହିଳା ଅଇଁଠା ବାସନ ଛାଡ଼ି ଶୋଇ ଯାଆନ୍ତି ସେହି ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହା ଦାରିଦ୍ର୍ୟତାର କାରଣ ହୋଇଥାଏ । ତେଣୁ ବାସନକୁ ଖାଇ ସାରିବା ପରେ ତୁରନ୍ତ ଧୋଇଦେବା ଉଚିତ ।

୪ . ଗୋଡ଼ରେ କବାଟ ଖୋଲିବା :-

ଗୋଡ଼ ଦ୍ୱାରା ଯେଉଁ ଘରର ମହିଳା କବାଟ ଖୋଲନ୍ତି କିମ୍ବା ବନ୍ଦ କରନ୍ତି ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

୫ . ଯଦି ଘରର ମହିଳା ଘରର ଦ୍ୱାରରେ ବସି ଭୋଜନ କରନ୍ତି ତେବେ ଏହାଦ୍ବାରା ମଧ୍ୟ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ ।

୬ . ଯେଉଁ ଘରର ମହିଳା ରାତିରେ କିମ୍ବା ସନ୍ଧ୍ୟାରେ ଭୋଜନ କରନ୍ତି ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ସେହି ଘରକୁ ଦାରିଦ୍ର୍ୟତା ଆସିଥାଏ । ତେଣୁ ଏହି ଅଭ୍ୟାସକୁ ଛାଡ଼ି ଦିଅନ୍ତୁ । ଏହାବ୍ୟତୀତ ବୃହସ୍ପତି ବାରରେ ପୋଛା ମାରିବା ଉଚିତ ନୁହେଁ । ବୃହସ୍ପତି ଦୁର୍ବଳ ହେଲେ ଘରକୁ ବିନାଶକାରୀ ଶକ୍ତି ପ୍ରବେଶ କରିଥାଏ ।

୭ . ଯେଉଁ ଘରର ମହିଳାଙ୍କୁ ଅଧିକ ବିଳମ୍ବ ପର୍ଯ୍ୟନ୍ତ ଶୋଇବାର ଅଭ୍ୟାସ ରହିଥାଏ ସେମାନେ ଘର ଏବଂ ପରିବାର ପାଇଁ ଅଶୁଭ ହୋଇ ପାରନ୍ତି । ସେହି ସ୍ତ୍ରୀ ନିଜ ସ୍ୱାମୀ ପାଇଁ ଅସଫଳତାର କାରଣ ହୋଇଥାଏ । ପରିବାରରେ ମୃତ୍ୟୁ ମଧ୍ୟ ହୋଇପାରେ ।

୮ . ମହିଳା ଜୋରରେ ଗାଳି କରିବା କିମ୍ବା ଚିତ୍କାର କରି କଥା କହିବା ଉଚିତ ନୁହେଁ । ଯେଉଁ ଘରର ମହିଳା ଝଗଡ଼ା କରିଥାନ୍ତି କିମ୍ବା ଚିତ୍କାର କରି କଥା ହୋଇଥାନ୍ତି ସେହି ଘରର ଅସଫଳତା କେବେ ପିଛା ଛାଡ଼ି ନଥାଏ । ଏପରି ମହିଳା ଯୁଆଡ଼େ ଯାଆନ୍ତି ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

୯ . ଯେଉଁ ଘରର ମହିଳା ସକାଳୁ ଉଠି ଘର ଅଗଣା ସଫା କରନ୍ତି ନାହିଁ ସେହି ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ଘରର ମହିଳା ସକାଳୁ ଉଠି ତୁରନ୍ତ ସଫା କରିବା ଉଚିତ ଏବଂ ପୂଜାପାଠ କରିବା ଉଚିତ ।

୧୦ . ଜଣେ ବିବାହିତ ମହିଳାଙ୍କୁ ନିଜର କାନଫୁଲ , ଚୁଡ଼ି ଏବଂ ଷୋହଳ ଶୃଙ୍ଗାର ମଧ୍ୟରୁ କୌଣସି ଗୋଟିଏବି ବାହାର କରି ରଖିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ସ୍ୱାମୀଙ୍କ ମୃତ୍ୟୁ ହୋଇପାରେ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ଘରୁ ଚାଲି ଯାଆନ୍ତି ।

Leave a Reply

Your email address will not be published. Required fields are marked *