ବାସ ଅଳ୍ପ ଧନିଆ ରଖିଦିଅନ୍ତୁ ଏହି ସ୍ଥାନରେ, କେବେ ବି ହେବ ନାହିଁ ଆପଣଙ୍କୁ ଧନର କମି, ମାତା ଲକ୍ଷ୍ମୀ ନିଶ୍ଚିତ ଆସିବେ!

ଧନିଆର ଉପାୟ ତ ସମସ୍ତେ କରିଥାନ୍ତି ଏବଂ ଏହି ଧନିଆ ହିଁ ଆପଣଙ୍କୁ କୋଟି ପତି କରେଇଦେଇପାରେ | ଏବଂ ଏହି ଧନିଆ ଆପଣଙ୍କ ଜୀବନର ସବୁ ସମସ୍ୟାକୁ ମଧ୍ୟ ଦୂର କରିଦେଇଥାଏ | ଯଦି ଆପଣଙ୍କ ବ୍ୟବସାୟ ଭଲ ଚାଲୁନାହିଁ ତାହାଲେ ମଧ୍ୟ ଏହି ଧନିଆର ଉପାୟ ଦ୍ୱାରା ଆପଣଙ୍କ ବ୍ୟବସାୟରେ ଅଗ୍ରଗତି କରାଇଥାଏ | ଆଜି ଆମେ ଆପଣଙ୍କୁ ଧନିଆର ଛୋଟ ଉପାୟ କହିବୁ ଯେଉଁ ଉପାୟରେ ଆପଣ ନିଜର ଆର୍ଥିକ ସ୍ଥିତିକୁ ପରିବର୍ତନ କରିପାରିବେ |

ବନ୍ଧୁଗଣ ଆପଣ ମନେ ତ ନିଜର ପ୍ରତିଦିନ ଖାଦ୍ୟରେ ଧନିଆ ନିଶ୍ଚିତ ଭାବେ ଖାଉଥିବେ | ଏବଂ ସମସ୍ତଙ୍କ ଘରେ ଧନିଆ ସବୁବେଳେ ଥାଏ | କାରଣ ଧନିଆ ମାତା ଲଷ୍ମୀଙ୍କୁ ଆକର୍ଷିତ କରାଇଥାଏ | ଯଦି ଆପଣ ଧନିଆରେ ଏକ ଛୋଟ ଉପାୟ କରନ୍ତି ତେବେ ଆପଣ ଜୀବନର ସବୁ ସୁଖକୁ ପ୍ରାପ୍ତ କରିପାରିବେ | ଧନିଆ ଖାଇବାର ସ୍ୱାଦ ମଧ୍ୟ ବଢ଼ାଇଥାଏ ଏବଂ ଏହା ସହ ସେ ଜୀବନକୁ ମଧ୍ୟ ସୁନ୍ଦର ବନାଇଥାଏ | ଜୀବନର ସବୁ ସମସ୍ୟାକୁ ଦୂର କରିବା ପାଇଁ ଧନିଆର ଏହି ଗୋଟେ ଛୋଟ ଉପାୟ କରନ୍ତୁ | ଯଦି ଆପଣ ଅର୍ଥ ଜନିତ ସମସ୍ୟାରେ ଜଡିତ ଅଛନ୍ତି ତେବେ ଆପଣ କୋୖଣସି ବି ଗୋଟେ ଶୁଭ ଦିନ ଅର୍ଥାତ ମଙ୍ଗଳ ବାର ହଉ କିମ୍ଭା ଗୁରୁବାର ହେଉ କିମ୍ଭା ଶୁକ୍ରବାର ହେଉ ସେହିଦିନ ଆପଣ ଗୋଟେ ଛୋଟ ଉପାୟ କରନ୍ତୁ |

ଆପଣଙ୍କ ଘରେ ତ ମାଟି ପତ୍ର ନିଶ୍ଚିତ ଭାବେ ଥିବ | ଯଦି ମାଟି ପତ୍ର ନାହିଁ ତେବେ ଆପଣଙ୍କ ଘରେ ଦୀପ ତ ନିଶ୍ଚିତ ଥିବ ସେହିଥିରେ କିଛି ଧନିଆ ରଖିଦିଅନ୍ତୁ | ଏବଂ ଏହିଥିରେ ଗୋଟେ କଏନ୍ ରଖନ୍ତୁ ଏବଂ ସେହିଥିରେ ପାଣି ଭରି ଏକ ଲାଲ କପଡାରେ ଗୁରାଇ | ତାହାକୁ ଆପଣଙ୍କ ଘରର ଉତ୍ତର-ପୂର୍ବ ଦିଗରେ ରଖିଦିଅନ୍ତୁ | ଏବଂ 2ଦିନ ପରେ ସେହି ଲାଲ କପଡାକୁ ବାହାର କରି ସେଇ ଧନିଆକୁ ନେଇ ନିଜ ଘରର ମାଟିରେ କିମ୍ଭା ଘରେ ଥିବା ଫୁଲ ଦାନୀର ମାଟିରେ ପୋତିଦିଆନ୍ତୁ | ଏବଂ ଯେଉଁ କଏନ୍ ଅଛି ତାହାକୁ ସେହି ଲାଲ କପଡାରେ ବନ୍ଦୀ ନିଜ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ | ଏବଂ ଯେଉଁ ମାଟି ପତ୍ର ଅଛି ତାକୁ ଫିଙ୍ଗନ୍ତୁ ନାହିଁ | ପୁନର୍ବାର ସେହି ମାଟି ପତ୍ରରେ ହିଁ ସେହି ପ୍ରୟୋଗ କରିବେ |

ଜୀବନରେ କେବେ କେବେ ଆମକୁ ଏମିତି ଲାଗେ ଯେ ଆମେ ଆମର ସବୁ କିଛି ହଜେଇ ଦେଉଛେ ଏବଂ ଆମକୁ ସେଇ ଜିନିଷ ଆଉ କେବେ ବି ମିଳିବନି | କେବେ କେବେ ନିଜ ପ୍ରେମ, କେବେ କେବେ ପୁଣୀ ନିଜ ଲୋକ ମାନଙ୍କୁ ହିଁ ହଜେଇ ଦେଇଥାଉ | ଯଦି ଆପଣ ଏହି ସମସ୍ୟାରୁ ବାହାରକୁ ବାହାରିବାକୁ ଚାହୁଁଛନ୍ତି ତେବେ ଆପଣ ଧନିଆର ବାସ ଏଇ ଗୋଟେ ଛୋଟ ଉପାୟ କରିନିଅନ୍ତୁ | ଏବଂ ଏହି ଉପାୟକୁ ଆପଣ କୋୖଣସି ବି ଦିନ କରିପାରିବେ | ଆପଣ ଗୋଟେ ଲାଲ କପଡାରେ ଅଳ୍ପ କିଛି ଧନିଆ ବାନ୍ଧି ହନୁମାନଙ୍କ ଚରଣରେ ରଖିଦିଅନ୍ତୁ | ଏବଂ ଭଗବାନଙ୍କୁ ପ୍ରାଥନା କରନ୍ତୁ ଏବଂ ଆପଣଙ୍କର ହଜିଯାଇଥିବା ପ୍ରେମ, ସଂମାନ, ପ୍ରତିଷ୍ଠା ମାଗନ୍ତୁ | ଏବେ ଭଗବାନ ହନୁମାନ ଆପଣଙ୍କର ସମସ୍ତ ଇଛା ପୁର୍ଣ କରିବେ |

କେବେ କେବେ ଏମିତି ହୋଇଥାଏ କି ଆମ ପାଖରୁ କେହି କିଛି ପଇସା ଉଦ୍ଧାର ନେଇଥାନ୍ତି କିନ୍ତୁ ଫେରନ୍ତି ନାହିଁ | ନେଲା ବେଳେ ତ ବହୁତ ଭଲ କଥା କହିଥାନ୍ତି ହେଲେ ଦେବା ବେଳକୁ ଦେଖା ହିଁ ଦିଅନ୍ତି ନାହିଁ | ଏମିତି ସମୟରେ ଆପଣ କୋୖଣସି ବି ଶନିବାର ଦିନ ଗୋଟେ ଛୋଟ ଉପାୟ କରନ୍ତୁ | ଆପଣ ଗୋଟେ ଧଳ କାଗଜ ନିଅନ୍ତୁ ଏବଂ ସେହି କାଗଜରେ କିଛି ଧନିଆ ରଖନ୍ତୁ | ଏବଂ ସେହି କାଗଜରେ କଳା ପେନ କିମ୍ଭା କଳା କାଜଲରେ ସେହି ବ୍ୟକ୍ତିର ନାମ ଲେଖିଦିଅନ୍ତୁ ଯେଉଁ ବ୍ୟକ୍ତି ଆପଣଙ୍କ ଠାରୁ ପଇସା ନେଇଛନ୍ତି | ଏବଂ ଏହା ପରେ ସେହି କାଗଜକୁ ଜାଳି ଦିଅନ୍ତୁ ସେହି ଧନିଆ ସହ | ଧ୍ୟାନ ଦେବେ ଏମିତି କିଛି ଜାଗାରେ ଜଳାନ୍ତୁ ଯେଉଁଠି ଆପଣଙ୍କୁ ଅଟକେଇବାକୁ କେହିବି ନଥିବେ | ଏମିତି କରିବା ଦ୍ୱାରା ଆପଣଙ୍କ ପଇସା ଆପଣଙ୍କ ପାଖକୁ ବହୁତ ଶୀଘ୍ର ଆସିଯିବ |

ଆପଣମାନେ ତ ସମସ୍ତେ ନିଶ୍ଚିତ ଭାବେ ଜାଣିଥିବେ ଯେ ଓସ୍ତ ଗଛରେ ମାତା ଲଷ୍ମୀଙ୍କ ସହ ସମସ୍ତ ଦେବା ଦେବୀଙ୍କର ନିବାସ ସ୍ଥଳ ହୋଉଥାଏ | ଆପଣ କୋୖଣସି ବି ଦିନ ଓସ୍ତ ଗଛ ମୂଳେ କିଛି ଶୁଖିଲା ଧନିଆକୁ କିଛି ମାଟି ଖୋଳି ପୋତିଦିଆନ୍ତୁ ଏବଂ ସେହି ଗଛ ମୂଳରେ କିଛି ଜଳ ଅର୍ପଣ କରିଦିଅନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଉପରେ ସମସ୍ତେ ଦେବା ଦେବୀଙ୍କ ଆଶ୍ରିବାଦ ରହିବା ସହିତ ଆପଣଙ୍କ ଉପରୁ ଶନି ଦେବଙ୍କ କୋପ କମିଯିବ | ଏବେ ଆପଣଙ୍କ ବ୍ୟବସାୟ ଅଗ୍ରଗତି କରିବ | ଏବଂ ଆପଣ ଚାହୁଁଥିବା ସବୁ ଇଛା ଆସ୍ତେ ଆସ୍ତେ ପୁରା ହବ | ଏବଂ ଆପଣ ଏହି ଉପାୟ ସକାଳୁ କରିବେ ଯେମିତି ଆପଣଙ୍କୁ କେହିବି ଅଟକାଇବେ ନାହିଁ |

କେବେ କେବେ ଏମିତି ହୋଇଥାଏ କି ଆପଣଙ୍କୁ କେବେ ବି ପଇସା ଅଣ୍ଟେ ନାହିଁ | ଏମିତି ସମସ୍ୟାକୁ ଦୂରେଇବା ପାଇଁ ଆପଣ କୋୖଣସି ବି ଏକ ଗୁରୁବାର ଦିନ କିଛି ଶୁଖିଲା ଧନିଆ ନିଅନ୍ତୁ ଏବଂ ସେହି ଧନିଆକୁ ମାତା ଲଷ୍ମୀଙ୍କ ଚରଣରେ ଅର୍ପଣ କରନ୍ତୁ | ଏବଂ ଏହା ପରେ ସେହି ଧନିଆକୁ ନେଇ ଆପଣ ନିଜ ଧନ ରଖୁଥିବା ସ୍ଥାନରେ ରଖନ୍ତୁ | ଦେଖିବେ ଆପଣଙ୍କ ଘରେ କେବେ ବି ଧନର କୋୖଣସି ସମସ୍ୟା ହେବ ନାହିଁ | ଏବଂ ଆପଣ ସବୁବେଳେ ମାତା ଲଷ୍ମୀଙ୍କ କୃପା ହାସଲ କରିବେ |

Leave a Reply

Your email address will not be published. Required fields are marked *