ଭଗବାନ କୃଷ୍ଣ କହିଛନ୍ତି କି କଳିଯୁଗରେ ଗରିବୀ ଆସିବାର 8ଟି ସଂକେତ, କଳିଯୁଗରେ ଏହି ଜିନିଷ ଘରେ ରଖିବା ଉଚିତ ନୁହେଁ |

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କଳିଯୁଗରେ ଭୟାନକ ସଂକେତ ବିଷୟରେ କହିଛନ୍ତି ଯାହା ଏହା ସୂଚାଇଥାଏ ଯେ ଆପଣଙ୍କ ଘରକୁ ସଙ୍କଟ ଆସିବାକୁ ଯାଉଛି | ଘୋର କଳି କାଳରେ ଘରେ ଏହି ଜିନିଷ କେବେ ବି ରଖିବା ଉଚିତ ନୁହେଁ | ଏହି ସବୁକୁ ରଖିବା କାରଣରୁ ଆପଣଙ୍କ ଘରେ ସବୁ କିଛି ଓଲଟା ହୋଇଯାଏ | ଘଋକୁ ଆସିଯାଏ ବିପଦ | ବନ୍ଧୁଗଣ ଆମ ଜୀବନରେ ଛୋଟ ଛୋଟ କଥା ମଧ୍ୟ ଆମ ପାଇଁ ବହୁତ ମହତ୍ୱପୁର୍ଣ ହୋଇଥାନ୍ତି | କେବେ କେବେ ଆମେ ଏହି ଛୋଟ ଛୋଟ କଥାକୁ ଅଣଦେଖା କରିଦେଇଥାଉ ଏବଂ ସେହି କାରଣରୁ ଆମ ଘରେ ଅଶାନ୍ତି, ଅଶୋନ୍ତସ୍ ଦେଖିବାକୁ ମିଳିଥାଏ |

କଥା କଥାରେ ଘରେ ଝଗଡା ହୁଏ ଏବଂ ଅଳ୍ପ କିଛି କଥାରେ ମଧ୍ୟ ସମସ୍ତେ ରାଗିଯାଆନ୍ତି ଏବଂ ଏତିକି ନୁହେଁ ଏହା ସହ କେବେ କେବେ ଅକାଳ ମୃତ୍ୟୁ ମଧ୍ୟ ହୋଇଯାଏ ଏହି ଛୋଟ ଛୋଟ କଥାକୁ ନେଇକି | ଏହା ସହ ଘରେ ସବୁବେଳେ ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ, ଏବଂ ଯେତେବି ପଇସା ରୋଜଗାର କରିଲେ ମଧ୍ୟ ସବୁ ଖର୍ଚ୍ଚ ହୋଇଯାଏ | ଯଦି ଆପଣଙ୍କ ସହ ମଧ୍ୟ ଏମିତି ହେଉଥାଏ ତେବେ ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ | ଏହି 5ଟି ଭୁଲ କେବେ ବି ନିଜ ଘରେ ହେବାକୁ ଦେବନି କାରଣ ଏହି ଭୁଲ କରିବା ଉଚିତ ନୁହେଁ, କାରଣ ଏହା ହିଁ ବରବାଦୀର ମୁଖ୍ୟ କାରଣ ହୋଇଥାନ୍ତି | ଚାଲନ୍ତୁ ଜାଣିବା ଏହି ବିଷୟରେ :

ବନ୍ଧୁଗଣ ପ୍ରଥମତଃ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣ ନିଜର ରୋଷେଇ ଘରେ 1-2ରୁ ଅଧିକ ଛୁରୀ ରଖିବା ଉଚିତ ନୁହେଁ | ଏହା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ ଘରେ ସବୁଦିନ କିଛି ନା କିଛି ଅଶୁଭ ହଉଥାଏ | ଆପଣ ନିଜେ ରୋଷେଇ ଘରେ ଜମା ବି 1-2ଟି ଛୁରୀ ବ୍ୟତୀତ ଅନ୍ୟ ଛୁରୀ ରଖିବା ଜମା ବି ଶୁଭ ହୋଇନଥାଏ | ଏବଂ ଏମିତି କଲେ ଘରେ ନକାରାତ୍ମକ ଶକ୍ତି ଆସିଥାଏ | ଏବଂ ଆପଣଙ୍କୁ ସକାଳୁ ସକାଳୁ ଚାଖୁ ଦେଖିବା ଉଚିତ ନୁହେଁ କାରଣ ସକାଳୁ ଉଠି ଚାଖୁ ଦେଖିବା କାରଣରୁ ଆପଣଙ୍କ ଉପରେ ଆପଣଙ୍କ ସମ୍ପୂର୍ଣ ଦିନ ଉପରେ ଏହାର ନକାରାତ୍ମକ ଶକ୍ତି ପକାଇଥାଏ |

ଦ୍ୱିତୀୟତଃ କଣ୍ଟା ଜାତୀୟ ଗଛ ଏହି ସବୁ ଗଛକୁ ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଇଛି | ଏହା କାରଣରୁ ଘରେ ଅକାଳ ମୃତ୍ୟୁ ହେବାର ଆଶଙ୍କା ବଢିଯାଇଥାଏ | କଣ୍ଟା ଜାତୀୟ ଗଛକୁ ସବୁଠୁ ବେଶୀ ଅଶୁଭ ବୋଲି ମଧ୍ୟ ବିବେଚନା କରାଯାଇଛି | ଏଥିରୁ ଘରେ ଅଶାନ୍ତି ଆସିଥାଏ,ପରିବାର ମଧ୍ୟ ଭାଙ୍ଗି ଅଲଗା ହୋଇଯାଆନ୍ତି | ଭୂତ, ପ୍ରେତ ମନେ ଆପଣଙ୍କ ଘରକୁ ନିଜ ଗୃହ ବାନେଇଦେଇଥାନ୍ତି | ଏବଂ ସବୁବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ କାରଣ କଣ୍ଟାକୁ ପ୍ରେମର ପ୍ରତୀକ ବୋଲି ବିବେଚନା କରାଯାଏ ନାହିଁ |

ତୃତୀୟତଃ ବନ୍ଧୁଗଣ ଯଦି ଆପଣ ମାସିକଧର୍ମ ସମୟରେ କୋୖଣସି ଗଛରେ ପାଣି ଦିଅନ୍ତି ତେବେ ଏହି କାରଣରୁ ଘରେ ଗରିବୀର ବାସ ହୋଇଯାଏ | ଖାସ କରି ତୁଳସୀ ଗଛରେ ଭୁଲରେ ମାସିକଧର୍ମ ସମୟରେ ପାଣି ଦେବା ଉଚିତ ନୁହେଁ |

ଚଥୁର୍ଥତଃ କଥା ବନ୍ଧୁଗଣ ଯଦି ଆପଣଙ୍କ ଘରେ ଭଙ୍ଗା ଭାଙ୍ଗି ହୋଇଯାଇଥିବା ଇଟା, ପଥର କିମ୍ଭା ଭଙ୍ଗା ଖଟ ପଡିଛି ତେବେ ଏହା ବହୁତ ଅଶୁଭ ବୋଲି ବିବେଚନା କରାଯାଏ | ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ପାଇଁ ଘରେ ଝଗଡା ବଢିଥାଏ | ଏବଂ ଘରେ ଥିବା ଭଙ୍ଗା ଭାଙ୍ଗି ବାସନ କିମ୍ଭା କାଚର ଖଣ୍ଡ କିମ୍ଭା ଭାଙ୍ଗିଯାଇଥିବା ଆଇନା ଘରେ ରଖିବା ଜମା ବି ଉଚିତ ନୁହେଁ | ଯଦି ଆପଣ ଏହି ଛୋଟ ଛୋଟ କଥାର ଧ୍ୟାନ ଦେବେ ତେବେ ଆପଣଙ୍କ ଘଋକୁ କେବେ ବି ଗରିବୀ ଆସିବ ନାହିଁ |

ପଞ୍ଚମତଃ ଆପଣଙ୍କ ଘରେ ଥିବା ବୁଢିଆଣୀ ଜାଲ ହିଁ ଏହା ସୂଚେଇଦିଏ ଯେ ଆପଣଙ୍କ ଘରେ ମାତା ଲଷ୍ମୀଙ୍କ ବାସ ନାହିଁ ବୋଲି | ମାତା ଲଷ୍ମୀ ମଧ୍ୟ ଆପଣଙ୍କ ଉପରେ ରୁଷ୍ଟ ହୋଇଯାଇଛନ୍ତି | ବୁଢିଆଣୀ ଜାଲ ଅସୁବିଧାକୁ ଆକର୍ଷିତ କରାଇଥାଏ | ଏହା ସହ ଧ୍ୟାନ ରଖିବେ କି ଆପଣଙ୍କ ଘରେ ଯଦି ମେହେନ୍ଦି ଗଛ ଅଛି ତେବେ ଏହାକୁ ଆପଣ ଜଲ୍ଦି ଘରୁ ନେଇ ବାହାରେ ଲଗାଇଦିଅନ୍ତୁ | ଏବଂ ଏହା ସହ ଅମୃତଭଣ୍ଡା ଗଛ ମଧ୍ୟ ଘରେ ଲଗେଇବା ଉଚିତ ହୋଇନଥାଏ | ଯଦି ଆପଣଙ୍କ ଘରେ କୋୖଣସି ବାସ୍ନା ଫୁଲ ଵାଲା ଗଛ ଅଛି ତେବେ ଏହା କୁ ମଧ୍ୟ ନେଇ ବାହାରେ ଲଗାଇଦିଅନ୍ତୁ କାରଣ ଏହାକୁ ମଧ୍ୟ ଅଶୁଭ ବୋଲି କୁହାଯାଏ |

ଷଷ୍ଠ କଥା ବନ୍ଧୁଗଣ ଘରେ ଥିବା ଅଇଁଠା ବାସନ ପୁରା ଘର ଲୋକଙ୍କୁ ଅଭିଶାପ ଦେଇଥାନ୍ତି | ଏବଂ ଏହି ଅଭିଶାପ ପାଇଁ ପୁରା ଘର ଧୀରେ ଧୀରେ କାଙ୍ଗାଳ ହୋଇଯାଏ | ଏଥିସହ ଅକାଳ ମୃତ୍ୟୁର ଆଶଙ୍କା ମଧ୍ୟ ବଢ଼ି ଯାଇଥାଏ |

ସପ୍ତମତଃ ବନ୍ଧୁଗଣ ସ୍ୱାମୀ-ସ୍ତ୍ରୀଙ୍କ ରୁମ୍ କୁ କୋୖଣସି ବି ବାହାର ପୁରୁଷ ତଥା ଘରର ମଧ୍ୟ ପୁରୁଷ ମନେ ଅଧିକ ଯିବା ଆସିବା କରିବା ଶୁଭ ହୋଇନଥାଏ | ଏମିତି କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ବଢିଥାଏ | ସେମାନଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥାଏ | ଏବଂ ଏହା ଆଗକୁ ଯାଇ ବହୁତ ବଡ଼ ବିପଦ ସୃଷ୍ଟି କରେଇଥାଏ |

ଅଷ୍ଟମତଃ ବନ୍ଧୁଗଣ ସନ୍ଧ୍ୟା ସମୟରେ କେବେ ବି ଶୋଇବା ଉଚିତ ହୋଇନଥାଏ | ଏବଂ ସୂର୍ଯ୍ୟାସ୍ତ ସମୟରେ ଘରୁ କୋୖଣସି ବି ଧଳା ଜିନିଷ କାହାରିକୁ ବି ଦାନରେ ଦେବା ଉଚିତ ହୋଇନଥାଏ ଏମିତି କରିବା ଦ୍ୱାରା ମାତା ଲଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି | ଏବଂ ଏମିତି କରିବା ଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ଲାଗିରହିଥାଏ |

Leave a Reply

Your email address will not be published. Required fields are marked *