ଯେଉଁ ଲୋକମାନଙ୍କ ହାତରେ ପଇସା ରହେ ନାହିଁ,ସେମାନେ ନିଶ୍ଚିନ୍ତ ପଢନ୍ତୁ ଏହି ଆର୍ଟିକିଲ |

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସକାଳୁ ଏହି ଗୋଟିଏ ଜିନିଷ ଖାଇବା ଦ୍ୱାରା ଆପଣଙ୍କ ଜୀବନରେ ଧନ, ଐଶଯ୍ୟ ସବୁ କିଛି ପ୍ରାପ୍ତି ହୋଇଥାଏ | ତେବେ ଭଗବାନ କୃଷ୍ଣ ମନୁଷ୍ୟ ଜାତି ପାଇଁ ଜଣେ ମାର୍ଗଦର୍ଶକ ପରି କାମ କରନ୍ତି | ତେବେ ତାଙ୍କର କୁହାଯାଇଥିବା କଥା ସବୁ ମନୁଷ୍ୟ ଜୀବନ ରେ ଅନେକ ପ୍ରଳପ୍ରଦ ହୋଇଥାଏ | ତେଵେ ଚାଲନ୍ତୁ ଜାଣିବା ଏହିପରି କଣ ଖାଇବା ଦ୍ୱାରା ପାଖରେ ଧନ ର କୋୖଣସି ଅଭାବ ରହିବ ନାହିଁ |

ତେବେ ଆଗକୁ ବଢିବା ପୂର୍ବରୁ ଭଗବାନ କୃଷ୍ଣ କହିଥିବା ଆଉ ଏକା ଶ୍ଳୋକ କୁ ମନେ ରଖିବା ଉଚିତ ତେଵେ କୃଷ୍ଣ କହୁଛନ୍ତି କେବଳ ଭଗବାନଙ୍କ ନାମ ଜପିଲେ ସବୁକିଛି ମିଳିଯାଏ ନାହିଁ ଏଥିପାଇଁ ନିଜକୁ କାମ କରିବାକୁ ପଡିଥାଏ |ତେଵେ ସକାଳୁ ଉଠି ଧୂପ ଦୀପ ଦେଇ ଭଗବାନଙ୍କୁ ପୂଜିବା ଦ୍ଵାରା ସକାରାତ୍ମକ ଉର୍ଜା ମନରେ ଏବଂ ଘରେ ଭରିଯାଇଥାଏ | ତେବେ ଆସନ୍ତୁ ଆପଣଙ୍କୁ କହିବା ଯେ ଭଗବାନ କୃଷ୍ଣ କଣ କହିଛନ୍ତି ?

ଭଗବାନ କୃଷ୍ଣ କହିଛନ୍ତି ମନୁଷ୍ୟକୁ ବ୍ରହ୍ମମୁହୂର୍ତ ରେ ଉଠିବା ଉଚିତ, ଏହି ସମୟରେ ଉଠିବ ଦ୍ୱାରା ଶରୀରରେ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ | ତେବେ କାମ ମଧ୍ୟ ଧନ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତି ହେବାର ଏହାକୁ ଏକ ଉପାୟ ବୋଲି କୁହାଯାଏ | ତେବେ ସକାଳୁ ଉଠି ମାଟି ମା କୁ ମୁଣ୍ଡିଆ ମରିବା ଉଚିତ କାରଣ ଆମେ ମନୁଷ୍ୟ ମାଟିରୁ ହିଁ ତିଆରି ହୋଇଛୁ ସକାଳୁ ଉଠି ମାଟି ମା କୁ ମୁଣ୍ଡିଆ ମାରିବା ଦ୍ଵାରା ଜୀବନ ରେ ଅନେକ ଅସୁବିଧା ଦୂର ହୋଇଯାଇଥାଏ | ଭଗବାନ ଶ୍ରୀକୃଷ୍ଣ କହିଛନ୍ତି

ସକାଳୁ ଉଠି ସ୍ନାନ ସାରି ଭଗବାନଙ୍କ ସରଣାପନ୍ନ ହେବ ଉତ୍ତମ ହୋଇଥାଏ, ଗଙ୍ଗା ଜଳ ରେ ଭଗବାନ ଙ୍କୁ ଅଭିଷେକ୍ଷ କରିବା ଦରକାର କାରଣ ଏହି ଜଳ କୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଏ କାରଣ କୁହାଯାଏ କି ଦେବତା ମାନେ ଏହି ନଦୀରେ ସ୍ନାନ କରିଥିଲେ ସେଇପାଇଁ ଏହାକୁ ଅତ୍ୟନ୍ତ ପବିତ୍ର ଜଳ ବୋଲ ବିଶ୍ୱାସ କରାଯାଏ | ତେଵେ ସୂର୍ଯ୍ୟ ନଆସିବ ପୂର୍ବରୁ ବିଛଣା ଛାଡ଼ିବା ଲୋକ ସଫଳ ହୋଇଥାଏ,ତାଙ୍କ ପାଖରେ କେବେ ବି ଲକ୍ଷ୍ମୀ ଙ୍କ କମି ହୋଇନଥାଏ | ଏବଂ ସ୍ନାନ କରିବା ସମୟରେ ଜଳ ରେ ଗଙ୍ଗାଜାଲା ମିଶେଇ ସ୍ନାନ କରନ୍ତୁ ଜୀବନ ବଦଳିଯିବ ଆସିଯିବ ଧନ ରତ୍ନ

ଭଗବାନ କୃଷ୍ଣ କହିଛନ୍ତି ଯଦି ଆପଣଙ୍କର ଶନି ଦୋଷ ଅଛି, ଅସୁବିଧା ପରେ ଆସୁବିଧା ହେଉଛି ତେଵେ ଏହି ସରଳ ଏବଂ ସହଜ ଉପାୟ କରନ୍ତୁ ସବୁ କଉଛି ଆପଣଙ୍କୁ ହାତ ମୁଠାରେ ମିଳିଯିବ | ତେବେ ସକାଳେ ଉଠି ସ୍ନାନ କରି ସାରିବା ପରେ ଆପଣ ଗଙ୍ଗା ଜଳ ଛିଞ୍ଚିଦିଅନ୍ତୁ | ଆପଣଙ୍କ ପୋଷାକ ରେ ମଧ୍ୟ ଏବଂ ଘର ସାରା ଛିଞ୍ଚି ଦିଅନ୍ତୁ ଘରେ ଯାହା ନକରାତ୍ମକ ଉର୍ଜା ଥିବା ଚାଲିଯିବ | ମହାଲକ୍ଷ୍ମୀ ଗଙ୍ଗା ଜଳ ଘରେ ଛିଞ୍ଚିବା ଦ୍ଵାରା ଆସିଥାନ୍ତି, ସମସ୍ତ ଅସୁବିଧା ରୋଗ ବ୍ୟାଧି ଚାଲିଯାଇଥାଏ |

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଗଙ୍ଗା ଜଳର ମହତ୍ୱ ରହିଛି ଏହିଁ ଜଳ ଅତ୍ୟନ୍ତ ପୂର୍ଣ୍ଣ ଏବଂ ପବିତ୍ର ହୋଇଥାଏ | ଆପଣ ଯେଉ ବି ମନ୍ଦିର କୁ ଯାଆନ୍ତୁ ଅବା ଭଗବାନ ଙ୍କୁ ପୂଜା କରନ୍ତୁ ଟିକିଏ ଗଙ୍ଗ ଜଳ ରେ ସୁଦ୍ଧ କରିଦିଅନ୍ତୁ | ଏହା ପରେ ଆପଣଙ୍କ ମନ ର କଥା ଭଗବାନଙ୍କୁ ଜଣାନ୍ତୁ ସବୁକିଛି ଭଗବାନ ଆପଣଙ୍କ ଘରେ ଭରିଦେବେ | ଲୋକଙ୍କୁ ଶେଷ ସମୟରେ ରେ ଗଙ୍ଗା ଜଳ ଦେଲେ ସେହି ବ୍ୟକ୍ତି ମୋକ୍ଷ ପାଇଯାଏ ମାରିବା ପରେ ସିଧା ସ୍ୱର୍ଗ ଲୋକ କୁ ଯାଇଥାଏ | ତେଵେ ଏହିପରି ଗଙ୍ଗାଜଳର ଅନେକ ମହିମା ରହିଛି..

ଶନାତନ ଧର୍ମ ରେ ଲବଙ୍ଗକୁ ବହୁତ ପବିତ୍ର ବୋଲି ବିଶ୍ୱାସ କରାଯାଏ ତେଵେ ଏହାକୁ ଶୋଇବା ସମୟରେ ଆପଣଙ୍କ ତକିଆ ତଳେ ରଖିବା ସୁଅନ୍ତୁ | ଏବଂ ସକାଳେ ଉଠିଲା ପରେ ଏହାକୁ ପାଣି ମିଶେଇ ଖାଇଦିଅନ୍ତୁ | ଏହା କରିବା ଦ୍ୱାରା ଅନେକ ଫଳ ମିଳିଥାଏ | ଲବଙ୍ଗ କୁ ତନ୍ତ୍ର ମନ୍ତ୍ର ପାଇଁ ମଧ୍ୟ ବ୍ୟବହାର କରାଯାଏ | ଏହା ବହୁତ ଶୁଭ ହୋଇଥାଏ ତେବେ ଏହି ଜିନିଷ ଅତ୍ୟନ୍ତ ଭଲ ହୋଇଥାଏ | ତେଵେ ଚାଲନ୍ତୁ ଏବେ ଜାଣିବା ସେ କେଉଁ ଜିନିଷ ଯାହାକୁ ଖାଇବା ଦ୍ୱାରା ସବୁ କିଛି ମିଳିଯାଇଥାଏ | ଏବଂ ପାଖରେ ଲକ୍ଷ୍ମୀଙ୍କର ଅଭାବ ହୋଇନଥାଏ

ତେବେ ଆପଣ ଠାକୁର ପୂଜିଲା ସମୟରେ ଫୁଲ ତ ନିଶ୍ଚିନ୍ତ ଦେଉଥିବେ,ଯେବେ ବି କୌଣସି କାର୍ଯ୍ୟ ରେ ବାହାରିବେ ଭଗବାନ ଙ୍କୁ ଦେଇଥିବା ଫୁଲରୁ ପାଖୁଡା ଛିଡି ଖାଇଦିଅନ୍ତୁ ଆଶୀର୍ବାଦ ଭାଭି ଦେଖିବେ ସବୁ ସଫଳ ହେବ | ବନ୍ଧୁଗଣ ସକାଳୁ ଶୁଭ କାମ ରେ ବାହାରିବ ସମୟରେ ଚାଉଳର ଦୁଇ ତିନିଟି ଦାନ ଖାଇ ନିଅନ୍ତୁ ଶୁଭ ହୋଇଥାଏ | ଘରୁ ବାହାରିବ ସମୟରେ କୌଣସି ଶୁଭ କାର୍ଯ୍ୟ ରେ ଗଲା ସମୟରେ ମିଠା ନିଶ୍ଚିନ୍ତ ଖାଆନ୍ତୁ ଏବଂ ଦହି ଚିନି ମଧ୍ୟ ଖାଆନ୍ତୁ ଶୁଭ ହୋଇଥାଏ | ତେଵେ ସ୍ନାନ ସାରି ମଥା ରେ ଚନ୍ଦନ ଲଗେଇବା ଅତ୍ୟନ୍ତ ଶୁଭ ହୋଇଥାଏ ଅନେକ କାମ ର ସୁଫଳ ମିଳିଥାଏ | ତେଵେ ସଦା ସର୍ବଦା ଚନ୍ଦନ ଲଗେଇବା ଉଚିତ |

Leave a Reply

Your email address will not be published. Required fields are marked *