ଭଗବାନଙ୍କ ନାମ ନେଇ କେବଳ ଗୋଟିର ନମ୍ବର ବାଛନ୍ତୁ । ଦେଖିବେ ଆପଣଙ୍କୁ ମିଳିବ ଖୁସି ଖବର ।

ଦୁନିଆରେ ଏମିତି କେହିବି ଲୋକ ନାହାଁନ୍ତି ଯାହା ଜୀବନରେ ଦୁଃଖ ନାହିଁ । ସମସ୍ତଙ୍କୁ ଭଗବାନ କିଛିନା କିଛି ଦୁଃଖ ନିଶ୍ଚୟ ଦେଇଥାନ୍ତି । କିନ୍ତୁ ଆଜି ଆମେ ଅଙ୍କ ଶାସ୍ତ୍ର ଅନୁଯାୟୀ ଦୁଇଟି ସଂଖ୍ୟା ମଧ୍ୟରୁ ଗୋଟିଏ ଆପଣ ବାଛିଲେ ସେହି ଅନୁଯାୟୀ ଆପଣଙ୍କ ଭାଗ୍ୟ ଭବିଷ୍ୟତ କିପରି ହେବ ଏବଂ ସମସ୍ୟା ଥିଲେ ତାହାକୁ କିଭଳି ବର୍ତ୍ତିବେ ତାହାର ଉପାୟ ମଧ୍ୟ କହିବୁ । ଯଦି ଆପଣ ” ୧ ” ଏବଂ ” ୨ ” ମଧ୍ୟରୁ ” ୧ ” ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ଦୀର୍ଘ ଦିନ ଧରି ରହି ଆସିଥିବା ସମସ୍ୟା ଦୂର ହେବାକୁ ଯାଉଛି । ଏହାବ୍ୟତୀତ ଆପଣଙ୍କ କରଜର ବହୁତ ଜଲଦି ସମାଧାନ ହେବାକୁ ଯାଉଛି । ଆପଣ ଏଥର କୌଣସିବି କାର୍ଯ୍ୟ କରିବେ ତାହା ବର୍ତ୍ତମାନ ନିହାତି ସଫଳ ହେବାକୁ ଯାଉଛି ।

କିଛି କାର୍ଯ୍ୟ ବିଳମ୍ବ ହୋଇପାରେ ମାତ୍ର ସବୁ କାର୍ଯ୍ୟରେ ସଫଳତା ମିଳିବ । ପୂର୍ବରୁ ଗ୍ରହ ଦୋଷ କାରଣରୁ ଯେଉଁ ସମସ୍ୟା ଥିଲା କିମ୍ବା କୌଣସି ଶାରୀରିକ ସମସ୍ୟା ମଧ୍ୟ ବର୍ତ୍ତମାନ ଦୂର ହୋଇଯିବ । କିଛି ସମୟରେ ଆପଣଙ୍କ ଜୀବନରେ ବଡ଼ ସମସ୍ୟା ଦେଖା ଦେଇଛି ଯାହାର ନିରାକରଣ ଆପଣ କରାଇ ନେବା ଉଚିତ । ଏକ ଛୋଟ ଉପାୟ ଅନୁଯାୟୀ ଧଳା ରଙ୍ଗର ମୁଙ୍ଗା ଏବଂ ବୈଦରୁଚକୁ ଏକ ରୂପା ମୁଦ୍ରାରେ ପୁରାଇ ଧାରଣ କରନ୍ତୁ । ଯାହା ଆପଣଙ୍କ ସମସ୍ୟାକୁ ଦୂର କରିବ ଏବଂ ଅନେକ ସୁଖ ସମୃଦ୍ଧି ମଧ୍ୟ ଆଣିବ । ସନ୍ତାନ ବାବଦରେ ଆପଣ କୌଣସି ଶୁଭ ଖବର ପାଇବାକୁ ଯାଉଛନ୍ତି । ମନରେ ନୂଆ ଭାବନା ସୃଷ୍ଟି ହେବ । ଯାହା ପାଇଁ ପୂର୍ବରୁ କିଛି ଆସତ୍ତି ଆଣିଥିଲେ ତାହାକୁ ଦୂରେଇ ଦିଅନ୍ତୁ କାରଣ ସେହିଁ ଆପଣଙ୍କ ଦୁଃଖର କାରଣ ହେବେ ।

କାହାକୁ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ । କାରଣ ସମସ୍ତେ କିଛି ନା କିଛି ସ୍ୱାର୍ଥ ରଖିଥାନ୍ତି । ସର୍ବଦା ନିଜ ଉପରେ ଏବଂ ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତୁ । ଆପଣ ସାତ୍ଵିକ ରହିଲେ ଆପଣଙ୍କର କେବେ କିଛି କ୍ଷତି ହେବ ନାହିଁ ବରଂ ଲାଭ ହେବ । ଏହାଦ୍ବାରା ସବୁବେଳେ ଭଗବାନଙ୍କର ଆଶୀର୍ବାଦ ମଧ୍ୟ ରହିବ । ଯଦି ଆପଣ ” ୨ ” ନମ୍ବରକୁ ବାଛିଛନ୍ତି ତେବେ ଆପଣ ନାନା ବ୍ୟସ୍ତତାରେ ପଡ଼ି ଛଟପଟ ହେଉଛନ୍ତି । କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ । ଆପଣାର ଲୋକ ଦୂରେଇ ଯାଉଛନ୍ତି । ଆପଣଙ୍କ ପାଖରେ ବର୍ତ୍ତମାନ ଆର୍ଥିକ ଚିନ୍ତା ସବୁଠାରୁ ଅଧିକ ଦେଖା ଦେଉଛି । ଆୟ ଠାରୁ ବ୍ୟୟ ସବୁଠାରୁ ଅଧିକ ହେଉଛି । ତେବେ ଜାଣି ରଖନ୍ତୁ ଯେ ଆପଣଙ୍କର ମନ୍ଦ ଦୋଷା ପଡ଼ିଥିଲା ।

କିନ୍ତୁ ଈଶ୍ଵରଙ୍କ କୃପାରୁ ଆପଣଙ୍କର ସେତେ ଅସୁବିଧା ହୋଇନାହିଁ । ଆପଣ କିଛି ଭଲ କର୍ମ କରିଛନ୍ତି ଯାହାର ଶୁଭ ଫଳ ଆପଣଙ୍କୁ ବର୍ତ୍ତମାନ ପ୍ରାପ୍ତ ହେଉଛି । ଆପଣ କୌଣସି କ୍ଷେତ୍ରରେ ସମ୍ମାନିତ ହେବାକୁ ଯାଉଛନ୍ତି । ଆପଣ ଯଦି କୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅଛନ୍ତି ତେବେ ସେଥିରେ ନିହାତି ସଫଳ ହେବେ । ଧନ ଜନିତ ସମସ୍ୟା ରହିବ ନାହିଁ । ନୂତନ ଆୟର ଦିଗ ଆପଣଙ୍କ ପାଇଁ ଖୋଲିଯିବ । ସନ୍ତାନକୁ ନେଇ ଆପଣ କଷ୍ଟ ଭୋଗିବେ । ଆପଣଙ୍କ ମନରେ ଧର୍ମ ଭାବ ଜାଗ୍ରତ ହେବ । ପୂର୍ବରୁ ଥିବା କୌଣସି ପେଟ ସମ୍ବନ୍ଧୀୟ ସମସ୍ୟା ବର୍ତ୍ତମାନ ଶେଷ ହୋଇଯିବ ଏବଂ ଆପଣ ସୁସ୍ଥ ହୋଇଯିବେ । ଆପଣଙ୍କୁ କିଛି ଗୁପ୍ତ ଧନ ମିଳିବାକୁ ଯାଉଛି । ଆପଣଙ୍କ ଦାନ ଅତ୍ୟନ୍ତ ଶୁଭ ରହିବ । ଏହାଦ୍ବାରା ଆପଣଙ୍କ ଜୀବନ ଭଲ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *