ଜାନୁଆରୀ ୧୫ ମକର ସଂକ୍ରାନ୍ତିରେ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ଗୋଟିଏ ମାସ ଭିତରେ ହୋଇଯିବେ କୋଟିପତି ।

ଜାନୁଆରୀ ୧୫ , ମକର ସଂକ୍ରାନ୍ତି ୨୦୨୪ ରେ ଯଦି ଆପଣ କିଛି ଖାସ କାର୍ଯ୍ୟ କରି ଦିଅନ୍ତି ଏବଂ ଗାଈକୁ କିଛି ଖାସ ଜିନିଷ ଖୁଆଇ ଦିଅନ୍ତି ତେବେ ତତ୍କାଳ ଆପଣଙ୍କ ଦାରିଦ୍ର୍ୟତା ଦୂର ହୋଇଯିବ । ସନାତନ ଧର୍ମରେ ଗାଈକୁ ମାତାଙ୍କ ସହିତ ତୁଳନା କରାଯାଇଛି । ସନାତନ ଧର୍ମ ଅନୁଯାୟୀ ଘରେ ଗାଈ ରଖି ପାଳନ କରିବା ଅତ୍ୟନ୍ତ ଉତ୍ତମ ହୋଇଥାଏ । କିନ୍ତୁ ଯଦି ଆପଣଙ୍କର ସାମ୍ୟର୍ଥ ନାହିଁ ତେବେ ଘରକୁ ଗାଈ ଆଣି ଅପମାନିତ କରନ୍ତୁ ନାହିଁ ବରଂ ଅନ୍ୟ କାହାରି ଗାଈକୁ କିଛି ଖାଦ୍ୟ ଖୁଆଇ ଦିଅନ୍ତୁ କିମ୍ବା ଗୋଶାଳାରେ ଗୋମାତାଙ୍କ ନିମିତ୍ତ ଦାନ କରି ଦିଅନ୍ତୁ । ଗୋମାତାଙ୍କ ମଧ୍ୟରେ ତେତିଶ କୋଟି ଦେବଦେବୀଙ୍କ ବାସ ହୋଇଥାଏ । ଗାଈକୁ ପ୍ରତ୍ୟେକ ଦିନ ରୋଟି ଖାଇଲେ ଜନ୍ମ ଜନ୍ମର ଦାରିଦ୍ର୍ୟତା ଦୂର ହେବା ସହିତ ସବୁ ଦେବଦେବୀ ଏବଂ ପିତୃ ପୁରୁଷ ମଧ୍ୟ ପ୍ରସନ୍ନ ହୁଅନ୍ତି ।

କିନ୍ତୁ ଗାଈକୁ କିଛି ଜିନିଷ ଯେମିତିକି ବଳକା ଖାଦ୍ୟ , ପଚା ସଢ଼ା ଖାଦ୍ୟ , କ୍ଷୀର କିମ୍ବା ଖୀରରେ ତିଆରି କୌଣସି ଜିନିଷ ଆଦି ଜିନିଷ ଖାଇବାକୁ ଦେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଗୋମାତାଙ୍କର ଅପମାନ ହୋଇଥାଏ ଏବଂ ଘରେ ନାନା ପ୍ରକାରର ସମସ୍ୟା ଉପୁଜିଥାଏ । ଗାଈକୁ ଅଶ୍ୱତ୍ଥ ପତ୍ର ଖୁଆଉ ଥିଲେ ତାହାକୁ ନିଜେ ଛିଡ଼ାଇ ଖୁଆନ୍ତୁ ନାହିଁ ।

କୌଣସି ଭୂଭାଗରେ ଘର ବନାଇବାକୁ ଚାହୁଁଥିଲେ ସେହି ସ୍ଥାନକୁ ପ୍ରଥମେ ପବିତ୍ର କରିବା ପାଇଁ ୧୦ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ଗାଈ ବାଛୁରୀକୁ ଏକାଠି ବାନ୍ଧି ଦିଅନ୍ତୁ । କୌଣସି ସ୍ଥାନକୁ ଯିବା ସମୟରେ ହଠାତ ଗୋମାତା ରାସ୍ତା ରୋକ କଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଆପଣ ଯେଉଁ କାମରେ ଯାଉଥିବେ ସେହି କାର୍ଯ୍ୟ ନିଶ୍ଚୟ ସଫଳ ହେବ ।

ଗାଈ ଏବଂ ବାଛୁରୀର ଦର୍ଶନ ଏକାଠି ହେଲେ ତାହା ଅତ୍ୟନ୍ତ ଶୁଭ ଅଟେ । ଗାଈ ପାଖରେ ରଖିଲେ କୌଣସି କାଶ , ଥଣ୍ଡା ହୁଏନାହିଁ । ଗୋମାତାଙ୍କ ଠାରୁ ମିଳୁଥିବା ପଞ୍ଚଗବ୍ୟ ଏକାଧିକ ରୋଗର ନିରାକରଣ କରିପାରେ । ଗୋମାତାଙ୍କ ସେବା କରିବା ଉଚିତ କିନ୍ତୁ ତାହା ସମ୍ଭବ ନଥିଲେ ଅତିକମରେ ପ୍ରତ୍ୟେକ ଦିନ ଗୋମତାଙ୍କୁ ସବୁଜ ଚାରା ଏବଂ ରୋଟି ଖୁଆଇ ଦିଅନ୍ତୁ । ନଚେତ ଆପଣ ପ୍ରତ୍ୟେକ ମାସ ଟଙ୍କା କୌଣସି ଗୋଶାଳା କିମ୍ବା ଦରିଦ୍ର୍ୟ ଲୋକଙ୍କୁ ଭୋଜନ କରାଇ ପାରିବେ । ଅନେକ ସମୟରେ ଲୋକେ ଗୋମାତାଙ୍କୁ ଅଇଁଠା ହୋଇଥିବା ଖାଦ୍ୟ ଖାଇବାକୁ ଦିଅନ୍ତି । କିନ୍ତୁ ରାମାୟଣ କାଳରୁ ହିଁ ଗୋମାତା ଅଇଁଠା କହିବାର ଅଭିଶାପ ପାଇଛନ୍ତି । ଯାହାକି ସ୍ବୟଂ ମାତା ସୀତା ଗୋମତାଙ୍କୁ କ୍ରୋଧିତ ହୋଇ ଦେଇଥିଲେ । ସେହିଠାରୁ ହିଁ ଗୋମାତାଙ୍କୁ ଅଇଁଠା ଖାଇବାକୁ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *