ଚଳିତ ବର୍ଷ ମକର ସଂକ୍ରାନ୍ତିରେ ନିଶ୍ଚୟ ଖାଇ ଦିଅନ୍ତୁ ଏହି ପାଞ୍ଚଟି ଜିନିଷ । ଦେଖିବେ ବର୍ଷ ସାରା ଜମିକି ଆସିବ ପଇସା ।

ପ୍ରତିବର୍ଷ ପୌଷ ମାସରେ ସୂର୍ଯ୍ୟଙ୍କର ମକର ରାଶିରେ ଗୋଚରକୁ ମକର ସଂକ୍ରାନ୍ତି ଭାବରେ ପାଳନ କରାଯାଏ । ଚଳିତ ବର୍ଷ କଥା କହିଲେ ମକର ସଂକ୍ରାନ୍ତି ଜାନୁୟାରୀ ୧୪ ରାତି ୮.୧୪ ରେ ଆରମ୍ଭ ହେବ । ଏହିଦିନ ସ୍ନାନ ଦାନ ଏବଂ ଧର୍ମର ବିଶେଷ ମହତ୍ତ୍ୱ ରହିଛି । ଏହାବ୍ୟତୀତ ଏହିଦିନ ଯଦି ଆପଣ କିଛି ଖାସ ଉପାୟ କରି ଦିଅନ୍ତି ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ନିଶ୍ଚୟ ମିଳିବ ।

ଏହି ମକର ସଂକ୍ରାନ୍ତିରେ କିଛି ଖାସ ପାଞ୍ଚଟି ଜିନିଷ ଖାଇଲେ ବର୍ଷ ସାରା ପଇସା ଆସିବ । ଚଳିତ ବର୍ଷ ମକର ସଂକ୍ରାନ୍ତିରେ ଅନେକ ଶୁଭ ଯୋଗ ସୃଷ୍ଟି ହେବ । ତେଣୁ ଏହିଦିନ ସୁନା ଚାନ୍ଦିର ପ୍ରୟୋଗ ସହିତ ଝାଡ଼ୁ କିଣି ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।ଏହିଦିନ ଯଦି ଆପଣ ଘରକୁ ମୟୁର ପର ଏବଂ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା ନେଇ ଆସନ୍ତି ତେବେ ତାହା ଅଧିକ ଉତ୍ତମ ହୋଇଥାଏ । ଯଦି ଆପଣ ଏହିଦିନ କିଛି ମିଠା

୧ . ଜିନିଷ ବନାଇ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରିବା ସହିତ ନିଜେ ପ୍ରସାଦ ଆକାରରେ ସେବନ କରନ୍ତି ତେବେ ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହେବେ । ଏହିଦିନ ରାଶିଆ ଗୁଡ଼ର ଲଡୁ ବନାଇ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ବର୍ଷସାରା ଧନ ପ୍ରାପ୍ତି ହୋଇଥାଏ । ରାଶି ଗୁଡ଼ର ସେବନ ଏବଂ ଦାନ ଦ୍ୱାରା ଅନେକ ଧନ ପ୍ରାପ୍ତି ହୋଇଥାଏ ।

୨ . ଦ୍ୱିତୀୟ ଜିନିଷଟି ହେଉଛି ଚାଉଳ ଏବଂ ବିରି ଡାଲିର ଖିଚୁଡ଼ି । ମକର ସଂକ୍ରାନ୍ତି ଦିନ ଖୁଚୁଡ଼ି ବନାଇ ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରିବା ସହିତ ଗରିବ ଲୋକଙ୍କୁ ଦାନ କରନ୍ତୁ ଏବଂ ନିଜ ପରିବାର ସହିତ ମଧ୍ୟ ସେବନ କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଆପଣଙ୍କର ସବୁ ମନସ୍କାମନା ମଧ୍ୟ ପୂରଣ ହେବ ।

୩ . ମକର ସଂକ୍ରାନ୍ତି ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କଦଳୀ ଏବଂ ଅଙ୍ଗୁର ନିଶ୍ଚୟ ଅର୍ପିତ କରନ୍ତୁ । ପରିବାରରେ କେହି ରୋଗରେ ପଡ଼ିଥିଲେ ଏହି ଫଳ ସେବନ କରିବାକୁ ଦେଲେ ଶରୀର ସୁସ୍ଥ ହୋଇଥାଏ । ଏହିଦିନ ପିତୃଙ୍କୁ ପୂଜା କରି କଦଳୀ ଅର୍ପିତ କଲେ ମଧ୍ୟ ପିତୃ ପ୍ରସନ୍ନ ହୁଅନ୍ତି ।

୪ . ଏହିଦିନ ଲୁଣ ସେବନ ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ । ତେଣୁ ଆପଣ ଅରିଜିତ ମୁହୂର୍ତ୍ତରେ ଅଳ୍ପ ଲୁଣ ନିହାତି ଖାଇ ଦିଅନ୍ତୁ । ଏହାଦ୍ବାରା ଘରେ ଧନ ଧାନ୍ୟ ବୃଦ୍ଧି ସହିତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହେବ । ଚାକିରୀ ଏବଂ ବ୍ୟବସାୟରେ ଲାଭ ସହିତ ରୋଜଗାରର ନୂଆ ନୂଆ ସ୍ରୋତ ଖୋଲିବ ।

୫ . ମକର ସଂକ୍ରାନ୍ତିରେ କନ୍ଦମୂଳର ସେବନ ଅତ୍ୟନ୍ତ ଜରୁରୀ ଅଟେ । ଏହାକୁ ସୂର୍ଯ୍ୟ ଏବଂ ମାତା ଲକ୍ଷ୍ମୀଙ୍କୁ ଭୋଗ ଲଗାଇବା ସହିତ ପରିବାର ସହିତ ନିଜେ ମଧ୍ୟ ସେବନ କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏବଂ ଘରେ କେବେ ଧନର ଅଭାବ ହୁଏନାହିଁ ।

Leave a Reply

Your email address will not be published. Required fields are marked *