ଧନ ସମ୍ପତି ନିଜେ ଆପଣଙ୍କ ପାଖକୁ ଧାଇଁକି ଆସିବ,ଦୁଃଖ ପରେ ସୁଖ ମାଡି ଆସିବ,ଜାଣି ନିଅନ୍ତୁ ଚାଣକ୍ୟଙ୍କର ଏହି ନିୟମ

ଜୀବନରେ ଯେକିହିବି ଚାହାଁନ୍ତି ଯେ ସେମାନଙ୍କ ଜୀବନ ଭଲ ଭାବରେ କଟୁ ବୋଲି । କେହିବି ନିଜ ଜୀବନରେ ସମସ୍ୟା ଚାହାଁନ୍ତି ନାହିଁ । କିନ୍ତୁ ଅନେକ ସମୟରେ କିଛି ଏଭଳି ଥାଏ ଯାହାକି ମନୁଷ୍ୟକୁ ନିଜର ଅନ୍ତ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ମାନସିକ ଭାବରେ ଦୃଢ଼ ଏବଂ ଭାବନାରେ ରୁକ୍ଷ ସେପରି ବ୍ୟକ୍ତି ଭାବନା ଠାରୁ ବହୁତ ଦୂରରେ ବୋଲି ମାନା ଯାଏ । ସେମାନେ ସାଧରଣତଃ ଜୀବନରେ ହେଉଥିବା କିଛି ଘଟଣା କାରଣରୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ବିଷୟରେ କହିବାକୁ ଯାଉଛୁ ଯାହା ବିନା କିଛି କାରଣରେ ମଧ୍ୟ ନିଆଁ ଲଗାଇ ପାରେ ।

କୌଣସି କାରଣ ବଶତଃ ଯଦି ଜଣେ ସ୍ୱାମୀକୁ ନିଜ ସ୍ତ୍ରୀ ଠାରୁ ଦୂରରେ ରହିବାକୁ ପଡ଼ିଥାଏ ତେବେ ତାହା ଅତ୍ୟନ୍ତ କଠିନ ହୋଇଥାଏ । ମୃତ୍ୟୁ ଭଳି ସମୟରେ ସ୍ୱାମୀର ମାନସିକ ସ୍ଥିତି ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ ଏବଂ ସେହି ସମୟରେ ସ୍ତ୍ରୀ ର ସ୍ୱାମୀକୁ ଛାଡ଼ି ଯିବା ଆହୁରି ଅଧିକ କଷ୍ଟଦାୟକ ହୋଇଥାଏ । ଯେତେବେଳେ ସମାଜରୁ ମାନ ସମ୍ମାନ ମିଳିବା ବନ୍ଦ ହୋଇଯାଏ ଏବଂ ନିଜ ଲୋକ ଶତ୍ରୁ ହୋଇଯାଏ

ସେତେବେଳେ ପୁରୁଷକୁ ସବୁଠାରୁ ଅଧିକ ଯନ୍ତ୍ରଣା ହୋଇଥାଏ । ଅତ୍ୟନ୍ତ କଟୁ ବ୍ୟବହାର କେବେବି ଜଣେ ପୁରୁଷ ସହ୍ୟ କରିପାରେ ନାହିଁ । ଶତ୍ରୁତା ହୋଇପାରେ ଅଫିସର ହେଉ କିମ୍ବା ନିଜ ଘରର ଯଦି ଜଣେ ପୁରୁଷ ନିଜ ଶତ୍ରୁକୁ ବଞ୍ଚାଇବାକୁ ଚେଷ୍ଟା କରେ ତେବେ ତାହା ସବୁଠାରୁ ବଡ଼ ମୂର୍ଖାମୀ ହୋଇଯାଏ ।

ଯଦି ଆପଣଙ୍କର କେହି ଖରାପ କରୁଛନ୍ତି ତେବେ ତାଙ୍କୁ ଦଣ୍ଡ ଭୋଗିବା ପାଇଁ ଛାଡ଼ିଦେବା ଉଚିତ । ଜୀବନରେ ଯଦି ଖରାପ ମଣିଷର ସାଥ ଜଣେ ପୁରୁଷ ଦିଏ ତେବେ ତାକୁ ଖୁବ କଷ୍ଟ ସହ୍ୟ କରିବାକୁ ପଡ଼ିପାରେ । ଯଦି କେହି ପୁରୁଷ ଧୃତ ରାଜାର ସପକ୍ଷରେ ଥାଏ ତେବେ ଏହା ତା ଜୀବନର ସବୁଠାରୁ ବଡ଼ ଅଭିଶାପ ହୋଇଯାଏ ।

ସବୁବେଳେ ସେହି ବ୍ୟକ୍ତି ସହିତ ରହିବା ଉଚିତ ଯେଉଁ ବ୍ୟକ୍ତି ସଚୋଟ ଏବଂ ମନ ପରିଷ୍କାର ହୋଇଥାଏ । ପୁରୁଷ ସେତେବେଳେ ଅତ୍ୟନ୍ତ ଭାଙ୍ଗି ପଡ଼ିଥାଏ ଯେତେବେଳେ ସେ ମନକୁ ଏହି ଚିନ୍ତା ଆଣିଥାଏ ଯେ ସେ ନିଜ ପରିବାରର ପ୍ରତିପୋଷଣ ଠିକ ଭାବରେ କରି ପାରୁ ନାହିଁ । ଯାହାକି ଅବସାଦର କାରଣ ସାଜିଥାଏ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ସହିତ ଏଭଳି କେବେ ନହେଉ ବୋଲି ତେବେ ପୂର୍ବରୁ ହିଁ ଧନ ସଞ୍ଚିତ କରି ରଖନ୍ତୁ ।

ଯଦି ଆପଣଙ୍କ ତଳେ କାମ କରୁଥିବା ବ୍ୟକ୍ତି ଠିକ ନହୁଅନ୍ତି ତେବେ ଆପଣଙ୍କୁ ହିଁ କ୍ଷତି ଭୋଗିବାକୁ ପଡ଼ିପାରେ । ତେଣୁ ସବୁବେଳେ ଏହା ମନେ ରଖିବା ଉଚିତ ଯେ ଯେତେ ଲୋକ ବି ଆପଣଙ୍କ ସହିତ କାମ କରୁଛନ୍ତି ସେମାନେ ସବୁ ଦିଗରୁ ଯୋଗ୍ୟ ହେବା ଉଚିତ । ଜଣେ ପୁରୁଷ ସବୁଠାରୁ ଅଧିକ ପ୍ରେମ ନିଜ ଝିଅକୁ କରିଥାଏ ।

ଯଦି ତାର ଝିଅ ବିବାହ ପରେ ଖୁସିରେ ରହେ ନପାରେ ତେବେ ସେ ଅତ୍ୟନ୍ତ କଷ୍ଟରେ ପୀଡ଼ିତ ହୋଇଥାଏ ଯାହାଦ୍ୱାରା କି ସେ ଭିତରୁ ଭାଙ୍ଗି ପଡ଼ିଥାଏ । ତେଣୁ ଝିଅର ବିବାହ ପୂର୍ବରୁ ହିଁ ସତର୍କତା ରଖିବା ଉଚିତ । ଯାହାଦ୍ୱାରା ଏଭଳି ସମସ୍ୟା ହେବ ନାହିଁ । ନିଜ ସନ୍ତାନକୁ ଖୁସିରେ ଦେଖିବା ଜଣେ ପୁରୁଷ ପାଇଁ ସବୁଠାରୁ ବଡ଼ ଇଚ୍ଛା ହୋଇଥାଏ ଏବଂ ବଡ଼ ସ୍ୱପ୍ନ ହୋଇଥାଏ ।

Leave a Reply

Your email address will not be published. Required fields are marked *