ବନ୍ଧୁଗଣ ଏହି ଭଳି ରୁଟି କେବେ ବି ଖାନ୍ତୁ ନାହିଁ କାରଣ ଏହି ରୁଟି ଆପଣଙ୍କ ପାଇଁ ଜୀବନ ନେବା ଵାଲା ରୁଟି ହୋଇପାରେ | ଏହି ଭଳି ରୁଟି ଖାଇଲେ ଆପଣଙ୍କର ମୃତ୍ୟୁ ମଧ୍ୟ ହୋଇଯାଇପାରେ | ବନ୍ଧୁଗଣ ଏମିତି କୁହାଯାଏ ଯେ ଘରେ ତିଆରି ହେଉଥିବା ରୁଟି ଭଳି ରୁଟି ବାହାରେ କେଉଁଠାରେ ମଧ୍ୟ ମିଳିପାରିବ ନାହିଁ | ବନ୍ଧୁଗଣ ଏହି କଥାରେ ମଧ୍ୟ ଜମା ବି ସନ୍ଦେହ ନାହିଁ ଯେ ଘରର ଖାଦ୍ୟ ବାହାର ଖାଦ୍ୟ ଠାରୁ ବହୁତ ଗୁଣରେ ଭଲ ଏବଂ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ | ଏବେ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ | କିନ୍ତୁ କିଛି ଲୋକ ବର୍ତ୍ତମାନ ସମୟରେ ଘରର ଖାଦ୍ୟ ଛାଡି ବାହାରେ ମିଳୁଥିବା ଖାଦ୍ୟ ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି |
ଏବେ ସେମାନେ ବାହାର ଖାଦ୍ୟ ଖାଉଛନ୍ତି ମଧ୍ୟ | ବନ୍ଧୁଗଣ ଏହି କଥାତ ରହିଲା ସ୍ୱାଦିଷ୍ଟ ଖାଦ୍ୟର କିନ୍ତୁ ଆମେ ଆଜି ଆପଣଙ୍କୁ ରୁଟି ବିଷୟରେ କହିବୁ | ହଁ ଆଜ୍ଞା ଯଦି ଆପଣ ମଧ୍ୟ ଏହିଭଳି ରୁଟି ଖାଉଛନ୍ତି ତେବେ ଆପଣଙ୍କ ଜୀବନ ମଧ୍ୟ ଚାଲିଯାଇପାରେ | ଏମିତି ଦେଖା ଯାଉଥିବା ରୁଟି ଏବଂ ଏହି ସଂଖ୍ୟାର ରୁଟି ଖାଇବା ଆପଣଙ୍କ ପାଇଁ ଭରି ହୋଇପାରେ | ଏବଂ ଏହି ସଂଖ୍ୟାର ରୁଟି ଖାଇବା ଦ୍ୱାରା ଆପଣଙ୍କର ଅନେକ କ୍ଷତି ମଧ୍ୟ ହୋଇପାରେ | ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଏହି ରୁଟି ବିଷୟରେ |
1- ଖାଇବା ଥାଳିରେ କେବେ ବି 3ଟି ରୁଟି ପରସିବେ ନାହିଁ |
ଆପଣ ପ୍ରାୟତଃ ଏହା ଦେଖିଥିବେ ଯେ କେହି କେହି ଏକା ବେଳେ ନିଜ ଥାଳିରେ 3ଟି ରୁଟି ନେଇଯାଆନ୍ତି | ତେବେ କଣ ଆପଣ ମନେ ଜାଣିଛନ୍ତି ଥାଳିରେ ଏକା ସାଙ୍ଗରେ 3ଟି ରୁଟି ରଖିବା ଅଶୁଭ ବୋଲି ମାନଯାଇ ଥାଏ | ଏହା ପୂର୍ବରୁ ଉଲେଖ ହୋଇଛି କି କେବେ ବି କାହାରି ଥାଳିରେ ଏକା ସମୟରେ 3ଟି ରଖିବା ଉଚିତ ନୁହେଁ | କିନ୍ତୁ ଯଦି କାହାକୁ 3ଟି ରୁଟି ଖାଇବାର ଇଛା ଥାଏ ତେବେ ଆପଣ ତୃତୀୟ ରୁଟିକୁ 2ଖଣ୍ଡ କରି ତାଙ୍କୁ ଦେଇପାରିବେ |
ବନ୍ଧୁଗଣ ଆପଣମାନେ ନିଶ୍ଚିତ ଭାବେ ଏହା ଭାବୁଛନ୍ତି ନା କି କଣ ପାଇଁ ଏମିତି 3ଟି ଏକା ସାଙ୍ଗରେ ଖାଇବା ଅଶୁଭ ହୋଇଥାଏ ତେବେ ବନ୍ଧୁଗଣ ଚାଲନ୍ତୁ ଆମେ ଆପଣଙ୍କୁ ଏହି ବିଷୟରେ ସମ୍ପୂର୍ଣ ବିସ୍ତାର ଭାବେ ବର୍ଣନା କରି କହିବୁ |
ବନ୍ଧୁଗଣ ହିନ୍ଧୁ ଧର୍ମରେ 3 ସଂଖ୍ୟାକୁ ବହୁତ ଅଶୁଭ ବୋଲି ବିବେଚନା କରାଯାଏ | ଏହି କାରଣରୁ ଯେବେ ବି କୋୖଣସି ଶୁଭ କାର୍ଯ୍ୟ କରାଯାଏ କିମ୍ଭା କୋୖଣସି ଶୁଭ କାମ ହେଉଥାଏ ଏହି ସଂଖ୍ୟାର ବିଶେଷ ଧ୍ୟାନ ଦିଆଯାଇଥାଏ | ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ କୋୖଣସି ବି ଧାର୍ମିକ କାର୍ଯ୍ୟରେ ଏକା ସହ 3 ଟି ଜିନଷ କୁ ଏକାଠି କରାଯାଏ ନାହିଁ |ଏଠି ପାଇଁ ଖାଇବା ଖାଇଲା ବେଳେ ଏବଂ ଖାଇବା ପରାଶିବା ସମୟରେ ମଧ୍ୟ ଏହି କଥାର ଧ୍ୟାନ ରଖିବା ନିହାନ୍ତି ଜରୁରୀ ହୋଇଥାଏ |
ଆମେ ଆପଣଙ୍କୁ କହିରଖୁଛୁ ଯେ ଘରର ମହିଳା ମାନଙ୍କୁ ପ୍ରଥମତଃ ଏହା ମାନେ ରଖିବା ଉଚିତ ଯେ ଛୋଟ ହୁଅନ୍ତୁ କିମ୍ବା ବଡ଼ କାହାରିକୁ ବି କେବେ ବି ଏକା ସହ 3ଟି ରୁଟି ପରଷିବା ଉଚିତ ନୁହେଁ | କାରଣ 3ଟି ରୁଟି ସେତେବଳେ ପରଷା ଯାଇଥାଏ ଯେତେବଳେ କୌଣସି ମଣିଷଙ୍କର ମୃତ୍ୟୁ ହୋଇଯାଇଥାଏ | ଯଦି ଆପଣଙ୍କୁ 3ଟି ରୁଟି ଖାଇବାର ଅଛି ତେବେ ଆପଣ ଗୋଟେ ଗୋଟେ କରି ଅଣି ଖାଇପାରିବେ ହେଲ କେବେ ବି ଏକା ସହ 3ଟି ରୁଟି ଅଣି ଖାଇବେ ନାହିଁ |
ଏବଂ ଏହା ସହ 3ଟି ରୁଟି ନା ଖାଇବାର କେବଳ ଧାର୍ମିକ ନୁହେଁ ବରଂ 3ଟି ରୁଟିକୁ ନେଇ ବୈଜ୍ଞାନିକ କାରଣ ମଧ୍ୟ ଅଛି | ଯଦି ଆମେ ଖାସ ବିଶେଷତାକୁ ମାନିବା ତେବେ ଆମକୁ ଖାଦ୍ୟରେ 2ଟି ରୁଟି, ଗୋଟେ କପ ଡାଲି, ଅଳ୍ପ ଭାତ, ଏବଂ ଅଳ୍ପ ଶାଖା ଖାଇବା ଅନିର୍ଭଯ୍ୟ ହୋଇଥାଏ | ଏବଂ ଏହି ଖାଦ୍ୟ ହିଁ ଜଣେ ବ୍ୟକ୍ତିଙ୍କ ପାଇଁ ସନ୍ତୁଳିତ ଖାଦ୍ୟ ହୋଇଥାଏ |
ଏହି ଭଳି ଖାଇବା ଖାଇଲେ ଆମକୁ ବହୁତ ଭଲ ଉର୍ଜା ପ୍ରାପ୍ତ ହୋଇଥଏ ଏବଂ ଏହା ସହ ଏହି ଖାଦ୍ୟ ବ୍ୟତୀତ ଆମେ ଅନ୍ୟ ଯେଉଁ ବି ଖାଦ୍ୟ ଖାଉ ସେଥିରୁ ମଧ୍ୟ ଆମକୁ ଭଲ ପୋଷକ ତତ୍ୟୋ ପ୍ରାପ୍ତ ହୋଇଥାଏ | ତେବେ ବନ୍ଧୁଗଣ ଯଦି ଆପଣ ଏହା ଠାରୁ ବେଶୀ ମାତ୍ରାର ଖାଦ୍ୟ ଖାନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହୋଇନଥଏ | ଏବେ ଏମିତି ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିନଥାଏ |
ଏବଂ ବନ୍ଧୁଗଣ ବହୁତ ସମୟ ଧରି ରଖାଯାଇଥିବା ରୁଟି ଜମା ବି ଖାଇବା ଉଚିତ ନୁହେଁ | କାରଣ ଲମ୍ଭା ସମୟରୁ ରଖା ଯାଇଥିବା ରୁଟିକୁ ଖାଇବା ଦ୍ୱରା ତାହା ଆମ ଶରୀର ଆମ ମାତିଷ୍କ ପାଇଁ ଜମା ବି ଭଲ ହୋଇନଥାଏ | ଏବଂ ଯାହା ସୂଚନା ମିଳିଛି ବାସି ରୁଟି ଖାଇ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି | ଏବଂ ଯଦି ଆପଣ ଏହି ଭଳି ରୁଟି ଖାଉଛନ୍ତି ତେବେ ଏହାକୁ ପ୍ରଥମେ ଭଲରେ ଦେଖିଦିଅନ୍ତୁ |
ଯଦି ସେହି ରୁଟି ବେଶୀ ମାତ୍ରାରେ ଖରାପ ହୋଇଯାଇଥାଏ | ତେବେ ଏହାକୁ ନ ଖାଇ ଏହାକୁ ଫିଙ୍କି ଦିଅନ୍ତୁ | ନଚେତ ଏହି ଭଳି ରୁଟି ଆପଣଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇପାରେ | ଏବଂ ଆପଣଙ୍କ ଜୀବନ ମଧ୍ୟ ଚାଲିଯାଇପାରେ | ସବୁବେଳେ ଧ୍ୟାନ ଦେବେ କି ଆମେ ବାସି ରୁଟି ଖାଇତ ପରିବା କିନ୍ତୁ ସେହି ରୁଟି କୁ ଭଲରେ ଦେଖି ଖାଇବା ଉଚିତ |