ଶୋଇବା ସମୟରେ ନିଜ ପାଖରେ ଭୁଲରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ | ଏହାକୁ ରଖିବା ଦ୍ୱାରା ଘଋକୁ ଆସିଯାଏ ଦରିଦ୍ରତା -ବାସ୍ତୁ ଶାସ୍ତ୍ର

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ପ୍ରାୟତଃ ସଵୁବେଳେ ବାସ୍ତୁ ଦୋଷ ଏବଂ ଜ୍ୟୋତିଷଶାସ୍ତ୍ରକୁ ନେଇ ଅନେକ ପ୍ରକାରର ମହତ୍ୱପୁର୍ଣ କଥା ଏବଂ ଉପାୟ ଆପଣଙ୍କ ପାଇଁ ନେଇକି ଆସିଥାଉ | ବାସ୍ତୁ ଶାସ୍ତ୍ର ସଵୁବେଳେ ଆମ ସହ ଜଡିତ କାର୍ଯ୍ୟ ଆମ ପାଇଁ କଣ ରହିଥାଏ ଲାଭ ଏପରି ଅନେକ ପ୍ରକାରର ସୂଚନା ଆମକୁ ଯୋଗାଇଥାଏ |

ଆମେ ସାଧାରଣ ଜୀବନରେ ବ୍ୟବହାର କରୁଥିବା ଜିନିଷ ଆମକୁ କେମିତି କ୍ଷତି କରାଏ ତାହା ଆମକୁ ଜଣାଇଥାଏ | ହୋଇପାରେ ଆମେ ଆମ ଜୀବନରେ କିଛି ଏମିତି ଭୁଲ କରୁଥିବା ଯେଉଁପାଇଁ ଆମେ ସଫଳତାରେ ବାଧା ସୃଷ୍ଟି କରନ୍ତି | ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବୁ ଯାହାକୁ କେବେ ବି ଆପଣ ଶୋଇଲା ବେଳେ ନିଜ ପାଖରେ ରଖି ଶୋଇବେ ନାହିଁ |

ହଁ ଆଜ୍ଞା ଆପଣମାନେ ସମସ୍ତେ ଠିକ ଶୁଣିଲେ କାରଣ ଆମେ ଶୋଇଲା ବେଳେ ଆମ ଶରୀର କାର୍ଯ୍ୟରିତ ଥାଏ | ସେହି ସମୟରେ ଆମ ପାଇଁ ଆମର ପଞ୍ଚତନ୍ତ୍ର ସମସ୍ତ କାର୍ଯ୍ୟ କରିଥାନ୍ତି | ସେହି ସମୟରେ ଯଦି ଆପଣଙ୍କ ମୁଣ୍ଡ ପାଖରେ କିମ୍ଭା ଅଖା ପାଖରେ କୌଣସି ଏପରି ଜିନିଷ ଥାଏ ଯେଉଁଥିରେ ନକାରାତ୍ମକ ଉର୍ଜା ସଞ୍ଜରିତ ହୋଇଥାଏ |

ଯଦି ଏପରି କିଛି ଜିନିଷ ଆପଣଙ୍କ ପାଖରେ ଥାଏ ତେବେ ଏହି ଉର୍ଜା ଆପଣଙ୍କ ଶରୀର ଏବଂ ଆପଣଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇ ପାରେ | ଆମେ ଆଜି ଆପଣଙ୍କୁ ଏହା ତ ଜଣେଇବୁ ଯେ ଶୋଇଲା ବେଳେ କେଉଁ ଜିନିଷ ଆପଣଙ୍କୁ ନିଜ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ |

କେଉଁ ଜିନିଷ ଶୋଇଲା ବେଳେ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ :-

ଯଦି ଆପଣଙ୍କୁ ନିଦ ଲାଗିବାରେ ସମସ୍ୟା ଅଛି ତେବେ ଏହି ଉପାୟ ସମ୍ପୂର୍ଣ ଭାବେ ଆପଣଙ୍କ ପାଇଁ ଅଟେ | ଗୋଟେ ରୁମାଲରେ କର୍ପୁରର କିଛି ଗୁଣ୍ଡ ନିଜ ପାଖରେ ରଖୀନିଅନ୍ତୁ | ଯଦି ସମ୍ଭବ ହୁଏ ତେବେ ଆପଣ ଏହାର ବାସ୍ନାକୁ ଶୁଙ୍ଘନ୍ତୁ | କର୍ପୁର ସକାରାତ୍ମକ ଉର୍ଜାର ସବୁଠାରୁ ବଡ଼ ଉଦାହରଣ ହୋଇଥାଏ | ଏହା ମୁଣ୍ଡ ପାଖରେ ରଖିଲେ ଆପଣଙ୍କ ମୁଣ୍ଡ ପୁରା ଶାନ୍ତ ହୋଇଯାଏ ଏବଂ ଆପଣଙ୍କୁ ନିଦ ବି ବହୁତ ଭଲ ଆସେ |

କେଉଁ ଜିନିଷ ଶୋଇଲା ବେଳେ ଆପଣଙ୍କୁ ନିଜ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ :-

ପ୍ରଥମତଃ ହେଉଛି ମଇଳା ପୋଷାକ ଅନେକ ଲୋକଙ୍କର ଏହା ଅଭ୍ୟାସ ଥାଏ ଯେ ରାତିରେ ଶୋଇବା ପୂର୍ବରୁ ନିଜ ପୋଷାକ ଖୋଲି ନିଜ ରୁମ କିମ୍ଭା ବେଡ଼ ପାଖରେ ଛାଡିଦିଅନ୍ତି | ମଇଳା କପଡାଋ ନକାରାତ୍ମକ ଉର୍ଜା ଘରକୁ ପ୍ରବେଶ କରିଥାଏ | ସେଥିପାଇଁ ତ ପୂଜା ରେ କେହି ବି ମଇଳା କିମ୍ଭା ଖରାପ କପଡା ପିନ୍ଧିକି ଆସନ୍ତି ନାହିଁ | ନିଜ ବେଡ଼ ପାଖରେ ମଧ୍ୟ କେବେ ବି ମଇଳା ପୋଷାକ ରଖନ୍ତୁ ନାହିଁ |

ଦ୍ୱିତୀୟତ ଜୋତା, ଚପଲ,ମୋଜା, ରୁମାଲ, ମାସ୍କ ର ବ୍ୟବହାର ପ୍ରତ୍ୟେକ ଲୋକ କରନ୍ତି ଏବଂ ମନେ ରଖିବେ ଆପଣ ମନେ ଏହି ସବୁ ଜିନିଷର ବ୍ୟବହାର ପୁରା ଦିନରେ କରନ୍ତୁ କିନ୍ତୁ ରାତି ସମୟରେ ଏହି ସବୁକୁ ନିଜଠୁ ଏବଂ ନିଜ ଶେଜ ଠୁ ଦୂରରେ ରଖନ୍ତୁ | ବ୍ୟଜ୍ଞାନିକ ଦୃଷ୍ଟି କୋଣଋ ମଧ୍ୟ ଏହା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ |

Leave a Reply

Your email address will not be published. Required fields are marked *