ବଡ଼ ଚମତ୍କାରୀ ହେଉଛି ଏହି ବର୍ଷା ପାଣିର ୪ ଠୋପା, ଗୋଟିଏ ଥର ଆପଣେଇକି ଦେଖ,ଘରେ ହେବାକୁ ଲାଗିବ ଧନର ବର୍ଷା ।

ମୌସୁମୀ ଆସି ପହଞ୍ଚି ସାରିଛି | ଏହି ବର୍ଷା ଋତୁ ଆସି ଆମ ମାନଙ୍କୁ ଗରମରୁ ଆରାମ ଦେଇଛି | ଏହା ସହିତ ଚାରିଆଡେ ସବୁଜତା ଦେଖାଯିବା ମଧ୍ୟ ଆରମ୍ଭ ହୋଇଛି| ପାଗ ମଧ୍ୟ ଅତ୍ୟନ୍ତ ମନୋରମ ହୋଇଛି | କୃଷକ ଏବଂ ସୁଖଗ୍ରସ୍ତ ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ ଖୁସି ହୋଇଛନ୍ତି | କୌଣସି ପ୍ରକାରେ ଏହି ବର୍ଷା ଅନେକ ଲୋକଙ୍କ ମୁହଁରେ ହସ ଆଣିଦେଇଛି |

କିନ୍ତୁ କଣ ଆପଣ ଜାଣନ୍ତି କି ଏହି ବର୍ଷା ଜଳର ମଧ୍ୟ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବାର ଶକ୍ତି ଅଛି | ଆଜି ଆମେ ଆପଣଙ୍କୁ ବର୍ଷା ପାଣିର କିଛି ବିଶେଷ ଉପାୟ କହିବାକୁ ଯାଉଛୁ | ଏହି ପ୍ରତିକାରଗୁଡିକ ଚେଷ୍ଟା ଆପଣଙ୍କ ଜୀବନରେ ଅନେକ ସମସ୍ୟାର ସମାଧାନ କରିବ | ବିଶେଷକରି ଧନ ସହ ଜଡିତ ସମସ୍ୟା ନିଶ୍ଚିତ ଭାବରେ ଏହା ଦ୍ୱାରା ଦୂର ହେବ |

ବର୍ଷା ପାଣିର ଚମତ୍କାର ଉପାୟ :-

1- ଯଦି ଆପଣଙ୍କର ଧନର ପ୍ରବାହ ହ୍ରାସ ପାଇଛି କିମ୍ବା ଅର୍ଥକୁ ନେଇ କୌଣସି ସମସ୍ୟା ହୋଇଯାଉଛି, ତେବେ ଏହି ଉପାୟ ଆପଣଙ୍କ ପାଇଁ ଲାଭଦାୟକ ହେବ | ଯେତେବେଳେ ବର୍ଷା ହେଉଛି ସେତେବେଳେ ସେହି ବର୍ଷା ପାଣିକୁ ଗୋଟେ ମାଟି ପାତ୍ର ନେଇ ସେଥିରେ ସେହି ଉପର ପାଣିକୁ ଷ୍ଟୋର କରି ରଖନ୍ତୁ | ବର୍ତ୍ତମାନ ଏହି ଜଳକୁ ଐସାନ୍ୟ କିମ୍ବା ଉତ୍ତର ଦିଗରେ ରଖନ୍ତୁ | ଏହା ପରେ ଏହି ଜଳକୁ ଏକ ତମ୍ବା ଢାଳରେ ଭାରିକି ନିଅ | ତା’ପରେ ଘରର ସବୁ ଭଗରେ ବିଶେଷତ କରି ଯେଉଁଠାରେ ଆପଣ ଧନ ରଖନ୍ତି | ଏବଂ ଏହା କରିବା ଦ୍ୱାରା ଆପଣଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଯିବ |

2.ଯଦି ଆପଣ ଆପଣଙ୍କ ଧନର ବାକ୍ସ ଭରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ କରନ୍ତୁ । କୌଣସି ବାସନ ରେ ବର୍ଷାର ପାଣି ଷ୍ଟୋର କରିନିଅନ୍ତୁ । ତାପରେ ଯେତେବେଳେ ମୌସମୀ ସଫା ହୋଇଯିବ ସେତେବେଳେ ଖରାରେ ଏହି ବର୍ଷା ପାଣିକୁ ରଖିଦିଅ । ଏହା ପରେ ଆପଣଙ୍କ ଇଷ୍ଟ ଦେବତାଙ୍କୁ ମନରେ ସ୍ମରଣ କରି ଆମ୍ବ ପତ୍ରରେ ଏହି ପାଣି କୁ ଛିଞ୍ଚି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କର ଧନ ସହ ଜଡିତ ସମସ୍ତ ସମସ୍ୟା ଶେଷ ହୋଇଯିବ । କେବଳ ଏତିକି ନୁହେଁ ପଇସା ରୋଜଗାର କରିବାର ନୂଆ ସାଧନ ଖୋଲି ଯିବ ।

3. ଯଦି ଆପଣ କାହା ଠାରୁ କରଜ ନେଇଛନ୍ତି ଏବଂ ସେ ତାହା ପୁରା ହେଉନାହିଁ ତେବେ ଏହି ଉପାୟ କରନ୍ତୁ । ବର୍ଷା ପାଣିକୁ ତମ୍ଭା ପାତ୍ର ରେ ଏକାଠି ରଖି ହନୁମାନ ଜୀଙ୍କ ସାମ୍ନା ରେ ରଖିଦିଅନ୍ତୁ । ବର୍ତ୍ତମାନ 51 ଦିନ ପର୍ଯ୍ୟନ୍ତ ହନୁମାନ ଚାଲିଶା ପାଠ କରନ୍ତୁ । ଏହା ପରେ ଏହି ପାଣି କୁ ଘରେ ଛିଞ୍ଚି ଦିଅନ୍ତୁ । ଏହା ଦ୍ବାରା ଆପଣଂକୁ କରଜ ରୁ ମୁକ୍ତି ମିଳିଯିବ । କୌଣସି ବଡ଼ ଧନ ଲାଭ ହେବ ଯାହାଦ୍ୱାରା ଆପଣ କରଜ ସହଜ ରେ ସୁଝି ପାରିବେ।

4. ଯଦି କୌଣସି ଉଧାର ର ପଇସା ଦେଇପାରୁ ନାହିଁ କିମ୍ବା ପରିବାରରେ ସମ୍ପତି ରେ ଭାଗ ମିଳୁନାହିଁ ତେବେ ଏହି ଉପାୟ କରନ୍ତୁ । ବର୍ଷା ର ପାଣି କୁ କଳା ମାଟି ର ମାଠିଆ ରେ ଷ୍ଟୋର କରନ୍ତୁ । ତାପରେ ଅମାବାସ୍ୟା ରାତି ରେ ଏହି ପାଣି କୁ ଅଶ୍ୱସ୍ତ ଗଛ ରେ ଚଢେଉ ଦିଅନ୍ତୁ । ଏମିତି କରିବା ସମୟରେ ଭାବବାନ ଙ୍କୁ ପ୍ରାଥନା କରନ୍ତୁ କି ଆପଣଂକୁ ଆପଣଙ୍କର ରୋକି ହୋଇଥିବା ଧନ କିମ୍ବା ସମ୍ପତି ମିଳି ଯିବ । ବାସ ଆପଣଙ୍କ କାମ ହେଇଯିବ ।

Leave a Reply

Your email address will not be published. Required fields are marked *