ଶ୍ରୀମଦ ଭାଗବତ ଗୀତାରେ ଲେଖା ହୋଇଛି ବ୍ୟକ୍ତି ବର୍ବାଦ ହେବାର ୪ଟି ମୁଖ୍ୟ କାରଣ,ଜାଣନ୍ତୁ କଣ ସେହି କାରଣ ସବୁ ?

ଶ୍ରୀମଦ ଭାଗବତ ରେ ଅନେକ ରହସ୍ୟ ଲୁ-ଚି ରହିଛି। ଏଥିରେ ବ୍ୟକ୍ତିର 3ଟି ବିନାଶ ହେବାର କାରଣ ବିଷୟରେ କୁହାଯାଇଛି ଯାହାକୁ ଯଦି ଆମେ ଠିକ କରିଦେବା ତାହାଲେ ଆମର କେବେ ବିନା-ଶ ହେବ ନାହିଁ କିନ୍ତୁ ଏଇଭଳି ଏକ କାହାଣୀ ଅଛି ଯାହାକୁ ଆପଣ ଶୁଣିଲେ ସବୁ ବୁଝି ପାରିବେ ତେବେ ଚାଲନ୍ତୁ ସେହି କାହାଣୀ ବିଷୟରେ ଜାଣିବା।

ଏକ ପିଲାର ଜନ୍ମ ଏକ ଭଲ ଧନୀ ପରିବାର ଘରେ ହୁଏ। ଏବଂ ପିଲା ବଡ଼ ହେବା ସହିତ ତାର ପିତା ମାତା ପିଲାର ପଢା ପାଇଁ ଏକ ଆଶ୍ରମ କୁ ପଠାଇ ଦିଅନ୍ତି। ଏବଂ ପିଲା ସେଠି ପଢେ ଏବଂ ଜ୍ଞାନ ଅର୍ଜନ କରେ ଓ ସମସ୍ତ ଗ୍ରନ୍ଥ କୁ ସମାପ୍ତ କରିଦିଏ। କିନ୍ତୁ ତାରି ଭିତରେ ତାଙ୍କ ପିତା ମାତା ଙ୍କ କୌଣସି କାରଣ ବସତ ମୃ-ତ୍ୟୁ ହୋଇଯାଏ। କିନ୍ତୁ ପିଲାଟି ପାଖରେ ଆଉ କିଛି ନଥିଲା କାରଣ ତାର ପରିବାରରେ ଆଉ କେହି ବଞ୍ଚି ନଥିଲେ ସେ ସେଥପାଇଁ ହିମାଳୟ କୁ ପଳେଇଲା। ଏବଂ ସେଠାରେ ସେ ବହୁତ ଖୁସି ଥିଲା। କିନ୍ତୁ ଯେବେ ସେ ସନ୍ୟାସୀ ଗ୍ରହଣ କରି ଫେରିଲା ତାର ବହୁତ ଶିଷ୍ୟ ହେଲେ ଏବଂ ସେ ପଢେଇବାକୁ ଲାଗିଲା। କିନ୍ତୁ ସେ ଯେଉଁଠାରେ ରହୁଥିଲା ସେଠାର ରାଜା ବହୁତ କ୍ରୁର ଏବଂ କଠୋର ଥିଲେ।

ଯେତେବେଳେ ରାଜା ସନ୍ୟାସୀର ଗାରିମା ବିଷୟରେ ଶୁଣିଲା ସେ ସନ୍ୟାସୀଙ୍କୁ ଭେଟିଥିଲା ଏବଂ ସେ ସନ୍ୟାସୀଙ୍କ ଠାରୁ ଏତେ ପ୍ରଭାବିତ ହେଲା ଯେ,ସେ ଭଲ ମାର୍ଗରେ ଚାଲିଲା ଏବଂ ସେ ଭାବିଲା ମୁଁ ଯଦି ସନ୍ୟାସୀଙ୍କ ସହ କିଛି ଦିନ ରହି ଏତେ ପ୍ରଭାବିତ ହୋଇପାରିଳି ତାହାଲେ ସେ ମୋ ସହିତ ରହିଲେ ମୋର ବହୁତ ଉର୍ଣ୍ଣତି ହେବ। ଏଥପାଇଁ ସେ ସନ୍ୟାସୀଙ୍କୁ ଭୋଜନ ପାଇଁ ନିମ-ନ୍ତ୍ରଣ କଲା ଏବଂ ସନ୍ୟାସୀ ଆସିଲେ ଏବଂ ଭୋଜନ କଲେ। ଭୋଜନ କରି ସରିବା ପରେ ବିଦାୟ ମାଗିଲେ କିନ୍ତୁ ରାଜା କହିଲେ ଆପଣ ଏଇଠି ରହିଯାନ୍ତୁ ଏବଂ ଅପଣଙ୍କ ପାଇଁ ଏକ କୁଟୀର ତିଆରି କରି ଦେଉଛି।

ଏଥିରେ ସନ୍ୟାସୀ ରାଜି ହୋଇଗଲେ ଏବଂ ସେ ରହିବାକୁ ଲାଗିଲେ ଏବଂ ତାଙ୍କ ଖାଦ୍ୟ ପାଇଁ ଏକ ସୈନିକ କୁ ନିଯୁକ୍ତି କଲେ କିନ୍ତୁ ଦିନେ ଅସୁବିଧା ହେତୁ ସନ୍ୟାସୀଙ୍କୁ ଖାଦ୍ୟ ମିଳି ପାରି ନଥିଲା ଯେଉଁଥିପାଇଁ ସେ କ୍ରୋଧିତ ହୋଇ ରରଜ ଙ୍କୁ କହିଥିଲେ। ଏବଂ ରାଜା ତାଙ୍କ ସ୍ତ୍ରୀଙ୍କୁ ଏହି ଦାଇତ୍ୱ ଦେଇଥିଲେ ଏବଂ ଥରେ ରାଜା ଶିକାର ପାଇଁ ବାହାରକୁ ଯାଇଥିଲେ ଏବଂ ତାଙ୍କ ସ୍ତ୍ରୀ ଗାଧେଇବା ପାଇଁ ପଳେଇ ଯାଇଥିଲେ ଏବଂ ତାଙ୍କର ସନ୍ୟାସୀଙ୍କୁ ଖାଇବାକୁ ଦେବାକୁ ମନେ ନଥିଲା ଯେଉଁଥି ପାଇଁ ସନ୍ୟାସୀ ରାଜା ଙ୍କ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କ ସୁନ୍ଦରତା ଦେଖି ମୋହିତ ହୋଇଯାଇଥିଲେ ଯେଉଁ କରଣାରୁ ସେ ରାଜାଙ୍କୁ ତାଙ୍କ ସ୍ତ୍ରୀ ତାଙ୍କର ସେବା ପାଇଁ ମାଗିଥିଲେ ଏବଂ ସ୍ତ୍ରୀ ପାଇଁ ଏକ ଘର ମଧ୍ୟ ମାଗିଥିଲେ।

ଏହା ପରେ ସନ୍ୟାସୀଙ୍କୁ ରାଜାଙ୍କ ସ୍ତ୍ରୀ କହିଥିଲେ ଯେ ଆପଣ ଜଣେ ଜ୍ଞାନି ଥିଲେ କିନ୍ତୁ ଆପଣ ଏବେ ବଦଳି ଯାଇଛନ୍ତି। ଏହା ପରେ ସନ୍ୟାସୀ ନିଜ ଭୁଲ ମାଗି ସେଠାରୁ ପଳାଇଲେ। କିନ୍ତୁ ଏହି କାହାଣୀରେ ବ୍ୟକ୍ତିର ସାର ଲୁଚି ରହିଛି। ଯେପରିକି ଯଦି ବ୍ୟକ୍ତିର୍ ଇଛା ପୁରଣ ହୁଏ ନାହିଁ ତେବେ କ୍ରୋଧ ଆସିଥାଏ ଯଦି ଇଚ୍ଛା ପୁରଣ ହୋଇଯାଏ ତେବେ ଲୋଭ ବଢିଯାଏ। ତେବେ ଭଗବାନ ଶ୍ରୀକୃଷ୍ଣ ଭାଗବତ ଗୀତା ଅଧ୍ୟାୟ 16 ରେ କହିଛନ୍ତି ଜଡି ବ୍ୟକ୍ତିର କାମ କ୍ରୋଧ,ଲୋଭ ବଢିଯାଏ ଏହା ବ୍ୟକ୍ତିର ବିନାଶର୍ କାରଣ ହୋଇଥାଏ।

Leave a Reply

Your email address will not be published. Required fields are marked *