ସବୁ ରାତିରେ ପତ୍ନୀଙ୍କ ସହ କରନ୍ତୁ ଏହି କାମ ସଫଳତା ନିଶ୍ଚିନ୍ତ ମିଳିବ..

ଚାଣକ୍ୟ ନୀତି ଚାଣକ୍ୟ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ | ଯେଉଁ ଥିରେ ଜୀବନ କୁ ସଫଳ ଏବଂ ସୁଖମୟ କରିବା ପାଇଁ ଉପଯୋଗୀ ବାର୍ତା ଦିଆ ଯାଇଛି | ଏହି ଗ୍ରନ୍ଥର ବିଶେଷତ୍ୱ ହେଉଛି ମନୁଷ୍ୟ ସମାଜ କୁ ଉଚିତ ଏବଂ ବ୍ୟବହାରିକା ଶିକ୍ଷା ଦେବା | ଚାଣକ୍ୟ ଜଣେ ମହାନ ବିଦ୍ୱାନ ଅଟନ୍ତି ଯିଏ ତାଙ୍କ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ମୌର୍ୟ ଙ୍କୁ ରାଜଗାଦି ରେ ବସେଇ ଦେଇଥିଲେ | ଜାଣନ୍ତୁ ଚାଣକ୍ୟ କହିଥିବା ଏମିତି କିଛି କଥା ଯାହା ଜୀବନ ରେ ଆପଣଙ୍କୁ ମଧ୍ୟ ସାହାଯ୍ୟ କରିପାରେ |

ବନ୍ଧୁଗଣ ଭାରତୀୟ ସଂସ୍କୃତି ରେ ମହିଳାଙ୍କୁ ପୂଜ୍ୟ ର ମାନ୍ୟତା ଦିଆଯାଇଛି | ତାଙ୍କୁ ସବୁଠାରୁ ଉଚ୍ଚ ସମ୍ମାନ ଦିଆଯାଇଛି | ଏହା ହିଁ କାରଣ ଅଟେ କି ଆମର ଏଠାରେ କନ୍ୟା ମାନଙ୍କର ପୂଜା କରାଯାଏ | ବନ୍ଧୁଗଣ ଗରୁଡ ପୂରାଣ,ସମୁଦ୍ର ଶାସ୍ତ୍ର ବିଷୟରେ କହିବାକୁ ଗଲେ ଏଥିରେ ମହିଳାଙ୍କ ଅଙ୍ଗ ବିଷୟରେ ସମ୍ପୂର୍ଣ ଭାବରେ କୁହାଯାଇଛି | ବନ୍ଧୁଗଣ ପ୍ରତ୍ୟେକ ମହିଳାଙ୍କର ନିଜ ନିଜର ଗୋଟିଏ ବଶେଷତ୍ୱ ରହିଥାଏ | ତାଙ୍କର କେଉଁ ଗୁଣ, କେଉଁ ଲକ୍ଷଣ କେଉଁ ପୁରୁଷଙ୍କ ପାଇଁ ଲାଭଦାୟକ ହେବ ତାହା ସାମୁଦ୍ରିକ ଶାସ୍ତ୍ର ରେ କୁହାଯାଇଛି | ଏଥିରେ ମହିଳାଙ୍କ କେଶ ଠୁ ନେଇକି ଗୋଡର ନଖ ଯାଏଁ ସବୁର ଲକ୍ଷଣ ବିଷୟରେ ବର୍ଣନା କରା ଯାଇଛି | ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ଲମ୍ବା ଏବଂ ବଡ କେଶ – ବନ୍ଧୁଗଣ ଶାସ୍ତ୍ର ରେ ବର୍ଣ୍ଣିତ ଅଛି ଲମ୍ବା କେଶ ଥିବା ମହିଳା ପଦ୍ମିନୀ ହୋଇଥାନ୍ତି ଅର୍ଥାତ ଉଚ୍ଚ କୋଟିର ହୋଇଥାନ୍ତି | ଲମ୍ବା ଏବଂ ରେଶମୀ କେଶ ଶୁଭ ଏବଂ ସୌନ୍ଦର୍ଯ୍ୟ ର ପ୍ରତୀକ ଅଟେ | ଲମ୍ବା କେଶ ଥିବା ମହିଳା ସ୍ୱାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି |

ଲମ୍ବା ବେକ – ସମୁଦ୍ର ଶାସ୍ତ୍ର ରେ କୁହାଯାଇଛି କି ଯେଉଁ ମହିଳାଙ୍କ ବେକ ଲମ୍ବା ହୋଇଥାଏ ସେମାନେ ମଙ୍ଗଳକାରୀ ହୋଇଥାନ୍ତି | ସେମାନଙ୍କ ପାଖରେ ଐଶଯ୍ୟ ଏବଂ ବୈଭବ ରହିଥାଏ ଏବଂ ସେମାନେ ଥିବା ଯାଏଁ ସ୍ୱାମୀଙ୍କର କୌଣସି ଅସୁବିଧା ହେବ ନାହିଁ

ଉଚା ବକ୍ଷସ୍ଥଳ – ସାମୁଦ୍ରିକ ଶାସ୍ତ୍ର ରେ ଲେଖା ଯାଇଛି କି ଉଚ୍ଚ ବକ୍ଷସ୍ଥଳ ଥିବା ମହିଳା ସୌଭାଗ୍ୟଶାଳୀ ହୋଇଥାନ୍ତି | ଏହି ପରି ମହିଳା ବହୁତ ଲକି ହୋଇଥାନ୍ତି, ସେମାନେ ଥିବା ଯାଏଁ ଘରେ ଧନ ସମ୍ପତ୍ତି ର କୌଣସି ଅଭାବ ହୁଏ ନାହିଁ |

ମାଂସଳ ଏବଂ ପୁଷ୍ଟ ଜଙ୍ଘ -ସମୁଦ୍ର ଶାସ୍ତ୍ର ରେ କୁହାଯାଇଛି କି ଯେଉଁ ମହିଳାଙ୍କ ମାଂସଳ ଏବଂ ପୁଷ୍ଟ ଜଙ୍ଘ ଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି | ସେମାନଙ୍କ ପାଇଁ ସ୍ୱାମୀ ଘର,ବାହାନ ର ସୁଖ ଭୋଗ କରିପାରନ୍ତି | ପାତଳା ଏବଂ ବିକୃତ ଜଘ ମହିଳା ଲକି ହୋଇନଥାନ୍ତି |

ବଡ ବଡ଼ ଆଖି – ବନ୍ଧୁଗଣ ବଡ଼ ବଡ଼ ଆଖି ଥିବା ମହିଳା ମାନେ ବହୁତ ବିବେକ ଆଉ ବୁଦ୍ଧିମତି ହୋଇଥାନ୍ତି | ସେମାନେ ଥିବା ଯାଏଁ ଘରେ ସବୁବେଳେ ଧନ ସମ୍ପତ୍ତି ଭରି ହୋଇ ରହିଥାଏ |ସେମାନେ ଘରର ସମସ୍ତ ସ୍ତିତିକୁ ଭଲ ଭାବରେ ବୁଝି ଥାନ୍ତି | ସମୁଦ୍ର ଶାସ୍ତ୍ର ଅନୁସାରେ ଏହିପରି ମହିଳା ବହୁତ ଭାଗ୍ୟବତୀ ହୋଇଥାନ୍ତି |

ଲମ୍ବା ନାକ – ଯେଉଁ ମହିଳାଙ୍କ ନାକ ଲମ୍ବା ହୋଇଥାଏ, ସେମାନେ ପ୍ରାୟତଃ ଶାନ୍ତ ଗମ୍ଭୀର ପ୍ରକୃତି ର ହୋଇଥାନ୍ତି | ସେମାନେ ସବୁ ବିପତ୍ତି ସହ ଲଢ଼ିବା ଜାଣିଥାନ୍ତି, ସେମାନେ ଥିବା ଯାଏଁ ଘରେ କୌଣସି ଅସୁବିଧା ଆସିପାରେ ନାହିଁ | ଏଥି ସହିତ ସାଧାରଣ ଲମ୍ବା କାନ ଥିବା ମହିଳା ମଧ୍ୟ ବହୁତ ଭାଗ୍ୟମତି ହୋଇଥାନ୍ତି |

ପାଦ ଏବଂ ହାତର ଆଙ୍ଗୁଠି – ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ପାଦ ଏବଂ ହାତର ଆଙ୍ଗୁଠି ମଧ୍ୟମ ଏବଂ ଚିକ୍କଣ ହୋଇଥାଏ ସେମାନେ ବହୁତ ଭାଗ୍ୟଶଳି ହୋଇଥାନ୍ତି |

ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଲେଖିଛନ୍ତି କି ପ୍ରତ୍ୟେକ ରାତିରେ ଶୋଇବା ପୂର୍ବରୁ ଏହି କାମ କରିବା ଦ୍ୱାରା ଆପଣଙ୍କ ଜୀବନ ଧନ ରେ ଭରି ଯାଇଥାଏ | ତେବେ ପ୍ରତ୍ୟେକ ରାତିରେ ସ୍ୱାମୀ ସ୍ତ୍ରୀ ଙ୍କୁ ପ୍ରେମ କରିବା ଉଚିତ, ଏମିତି କରିବା ଦ୍ୱାରା ଜୀବନ ସ୍ୱର୍ଗ ଵନିଯାଇ ଥାଏ | ଯଦି ଆପଣ ପ୍ରେମ କରୁନାହାନ୍ତି ତେବେ ଆପଣଙ୍କ ଜୀବନ ନର୍କ ବନିପାରେ |

Leave a Reply

Your email address will not be published. Required fields are marked *