ରୋଷେଇ ଘରେ ଏହି ଉପାୟ କରିବା ଦ୍ୱାରା କେବେବି ଘରକୁ ଆସି ନଥାଏ ଦାରିଦ୍ରତା !

ବନ୍ଧୁଗଣ ରାତିରେ ସମସ୍ତଙ୍କୁ ନିଜ ରୋଷେଇ ଘରେ ଏହି କାମ ନିଶ୍ଚୟ କରିବା ଉଚିତ। ଏହା ଦ୍ୱାରା ବହୁତ ଜଲଦି ଆପଣଙ୍କ ଭାଗ୍ୟ ଚମକି ଉଠିବ। ଆପଣଙ୍କୁ କରୋଡ଼ ପତି ହେବା ପାଇଁ କେହି ଅଟକାଇ ପାରିବେ ନାହିଁ। ରୋଷେଇ ଘରେ ମାତା ଅନ୍ନପୂର୍ଣା ବାସ କରିଥାନ୍ତି। ଶାସ୍ତ୍ରରେ ଏହା କୁହାଯାଇଛି କି ରାତିରେ ରୋଷେଇ ଘରେ ଏହି କାମ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ। ମାତା ଅନ୍ନପୂର୍ଣା ସବୁବେଳେ ଏପରି ଘରେ ବାସ କରିଥାନ୍ତି ଯେଉଁ ଘରେ ଏହି ସବୁ କାମ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ସେହି କାମ ବିଷୟରେ।

ପ୍ରଥମ କଥା। ରାତିରେ ରୋଷେଇ ଘରେ ସବୁ କାମ ସାରିବା ପରେ ରୋଷେଇ ଘରକୁ ଭଲ ଭାବରେ ସଫା କରନ୍ତୁ ଏବଂ ଅଇଁଠା ବାସନ ସଫା କରିଦିଅନ୍ତୁ। ଏହା ପରେ ମାତା ଅନ୍ନପୂର୍ଣାଙ୍କ ନାମ ଧରି ରୋଷେଇ ଘର କବାଟ ବନ୍ଦ କରିଦିଅନ୍ତୁ। ଏବଂ ତା ପରଦିନ ସକାଳେ ରୋଷେଇ ଘର ଖୋଲିବା ସମୟରେ ମାତା ଅନ୍ନପୂର୍ଣାଙ୍କ ନାମ ଧରନ୍ତୁ। ଏହା ଦ୍ୱାରା ଆପଣଙ୍କ ଘରକୁ ଗରିବୀ ଆସିବ ନାହିଁ। ମାତା ଅନ୍ନପୂର୍ଣା ବହୁତ ପ୍ରସନ୍ନ ହୋଇଥାନ୍ତି। ଏବଂ ଆପଣ ଜଲଦି ଧନବାନ ହୋଇଥାନ୍ତି।

ଦ୍ୱିତୀୟ କଥା। ଗୋଟିଏ କାଚ ପାତ୍ରରେ କିଛି ଲୁଣ ନିଅନ୍ତୁ। ସେହି ପାତ୍ରରେ ଲୁଣ ସହିତ କିଛି ଲବଙ୍ଗ ରଖନ୍ତୁ। ତାପରେ ଏହି ପାତ୍ରକୁ ରୋଷେଇ ଘରେ କୌଣସିବି ସ୍ଥାନରେ ରଖି ଦିଅନ୍ତୁ। ଏବଂ ଯେତେବେଳେ ଏହି ଲୁଣ କଳା ରଙ୍ଗ ହେବାକୁ ଲାଗିବ ଏହାକୁ ବଦଳାଇ ପୁଣି ଥରେ ସେହି ଜାଗାରେ ନୂଆ ଲୁଣ ରଖିଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘରକୁ ଧନ ଆସିବାରେ କେହି ଅଟକାଇ ପାରିବେ ନାହିଁ। ଧନ ଆସିବା ଆରମ୍ଭ ହୋଇଯାଇଥାଏ। ଏହି ଉପାୟ କେବେବି କାହାକୁ କହିକି କରିବେ ନାହିଁ।

ତୃତୀୟ କଥା। ଯଦି ଆପଣ ରୋଷେଇ ଘର ତିଆରି ପ୍ରସ୍ତୁତ ପ୍ରଥମ ରୁଟି କୌଣସି ପଶୁକୁ ଖୁଆଇବେ ତେବେ ମାତା ଅନ୍ନପୂର୍ଣା ସବୁବେଳେ ପ୍ରସନ୍ନ ସବୁବେଳେ ପ୍ରସନ୍ନ ରହିଥାନ୍ତି। ଏବଂ ଆପଣଙ୍କୁ ଧନୀ ହେବା ପାଇଁ କେହିବି ଅଟକାଇ ପାରିବେ ନାହିଁ।

ଚତୁର୍ଥ କଥା। ରାତିରେ ରୋଷେଇ ଘରେ ସବୁ କାମ ସରିବା ପରେ ଆପଣ କୌଣସି ପାତ୍ରରେ ଜଳପୁର୍ଣ କରି ରଖିଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଘରେ କେବେବି ଅନ୍ନର ଅଭାବ ରହିବ ନାହିଁ। ଘର ସବୁବେଳେ ଧନଧାନ୍ୟରେ ପୁରି ରହିବ। ଏପରି କରିବା ଦ୍ୱାରା ମାତା ଅନ୍ନପୂର୍ଣା ବହୁତ ପ୍ରସନ୍ନ ହୋଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *