ମହାଦେବଙ୍କ ଅନୁସାରେ ଏହି ୫ଟି ପା-ପ କରୁଥିବା ମନୁଷ୍ୟ ଜୀବନ ସାରା ଗରିବ ହୋଇକି ହିଁ ରହିଥାଏ !

ବନ୍ଧୁଗଣ ଶିବ ପୁରାଣ ଅନୁସାରେ ଏହି ୫ ଟି ପା-ପ କର୍ମ କରୁଥିବା ମନୁଷ୍ୟ ଜୀବନ ସାରା ଗରିବ ହୋଇ ରୁହନ୍ତି। ସ୍ୱୟଂ ମହାଦେବବି ଏହି ପା-ପକୁ କ୍ଷମା କରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଭଗବାନ ଶିବ ଯେତେବେଳେ ପ୍ରସନ୍ନ ଥାନ୍ତି ତେବେ ସେ କାହାକୁ ବି ବର ପ୍ରଦାନ କରିଦେଇଥାନ୍ତି। କିନ୍ତୁ ଯଦି ସେ କ୍ରୋ-ଧି-ତ ହୋଇଯାନ୍ତି ତେବେ ସଂସାରରେ ପ୍ରଳୟ ଆସିଯାଇଥାଏ। ଶାସ୍ତ୍ରରେ କୁହାଯାଇଛି କି ଏମିତି କିଛି ପା-ପ କର୍ମ ଅଛି ଯାହାକୁ ମହାଦେବ କେବେବି କ୍ଷ-ମା କରନ୍ତି ନାହିଁ। ସେଥିପାଇଁ ଯଦି ଆପଣ ମହାଦେବଙ୍କର କ୍ରୋ-ଧରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି ତ ତେବେ ସମସ୍ତ ପା-ପ କର୍ମ ଠାରୁ ଦୂରେଇ ରୁହନ୍ତୁ। ଜୀବନ ସାରା ଦୁଃଖ ଏବଂ ଦରିଦ୍ରରେ ଜୀବନ କା-ଟି-ବାକୁ ପଡିବ। ତେବେ ଆସନ୍ତୁ ସେହିସବୁ ପା-ପ କର୍ମ ବିଷୟରେ ଜାଣିନେବା। ଯାହାକୁ ଭଗବାନ ଶିବ କେବେବି ପସନ୍ଦ କରନ୍ତି ନାହିଁ।

ଅନ୍ୟର ସ୍ୱାମୀ ବା ପତ୍ନୀ ଉପରେ କେବେବି ଖରାପ ନଜର ରଖିବା ଉଚିତ ନୁହେଁ। ତାହାକୁ ପାଇବାକୁ ଇଛା ରଖୁଥିବା ବ୍ୟକ୍ତିକୁ ସବୁଠୁ ବଡ଼ ପା-ପୀ କୁହାଯାଏ। ଏହିଭଳି କରିବା ଦ୍ୱାରା ସେହି ମନୁଷ୍ୟ କେବେବି ସାଂସାରିକ ଜୀବନ ଉପଭୋଗ କରିପାରିନଥାଏ।

ଅନ୍ୟର ଟଙ୍କାକୁ ପାଇବା କିମ୍ବା ତାହାକୁ ନିଜର କରିବାର ଇଛା ରଖୁଥିବା ବ୍ୟକ୍ତି ଭଗବାନ ଶିବଙ୍କର ନଜରରେ ଅକ୍ଷମ ଓ ଅ-ପରା-ଧୀ ହୋଇଥାଏ। ତେଣୁ ଅନ୍ୟର ଟଙ୍କାକୁ କେବେହେଲେ ମାଟି ସମାନ ଭାବିବା ଉଚିତ ନୁହେଁ। ଏପରି କରୁଥିବା ମନୁଷ୍ୟ କେବେବି ଧନର ଅଧିକାରୀ ହୋଇପାରିନଥାଏ।

କୌଣସି ବି ନି-ର୍ଦୋ-ଷ ବା କମଜୋର ଲୋକଙ୍କୁ କଷ୍ଟ ଦେବା ତାହାର କ୍ଷ-ତି କରିବା କିମ୍ଵା ତାହାର ଟଙ୍କା ଲୋ-ଟି ନେବା ତାହାର କାମରେ ବାଧା ଦେବାର ଯୋଜନା କରିବା କିମ୍ବା ଏହିଭଳି ଚିନ୍ତା ରଖୁଥିବା ବ୍ୟକ୍ତି ବି ଭଗବାନ ଶିବଙ୍କ ନଜରରେ ତଳକୁ ଖସି ଯାଇଥାଏ। ତେଣୁ ସବୁବେଳେ ସମସ୍ତଙ୍କୁ ସମ୍ମାନ ଦେବା ଉଚିତ।

କଥା କହିପାରୁନଥିବା ଜୀବ ଜନ୍ତୁ ମାନଙ୍କୁ ଆ-ଘା-ତ କରିବା ସବୁଠାରୁ ବଡ଼ ପା-ପ ହୋଇଥାଏ। କାରଣ କଥା କହିପାରୁନଥିବା ଜୀବ ଛୋଟ ଶିଶୁ ସହିତ ସମାନ।ତେଣୁ ଏହି ପାପ କରୁଥିବା ମନୁଷ୍ୟ ଭଗବାନ ଶିବଙ୍କ କୃପାରୁ ବଞ୍ଚିତ ହୋଇଥାଏ।

ମାତା ପିତାଙ୍କୁ କ୍ଷ-ତି ପହଂଚାଉ ଥିବା ବ୍ୟକ୍ତି କିମ୍ବା ତାଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି ମଧ୍ୟ ଭଗବାନ ଶିବଙ୍କ ନଜରରେ କ୍ଷମାର ଉପଯୋଗୀ ହୋଇନଥାଏ। ଏହିଭଳି କରିବା ଈଶ୍ୱରଙ୍କୁ ଦୁଃ-ଖ କରିବା ସଙ୍ଗେ ସମାନ ହୋଇଥାଏ। ତେଣୁ ସବୁବେଳେ ମାତା ପିତାଙ୍କୁ ପ୍ରଣାମ କରିବା ଉଚିତ।ଯାହା ଫଳରେ ଇଶ୍ଵର ପ୍ରା-ପ୍ତି ହୋଇଥାଏ। ତେଣୁ ବନ୍ଧୁଗଣ ଭଗବାନ ଶିବଙ୍କର କୃପା ପାଇବା ପାଇଁ ଏହିସବୁ ପାପ କର୍ମ ଠାରୁ ଦୂରେଇ ରୁହନ୍ତୁ

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *