ନବରାତ୍ରିରେ ଘରକୁ କିଣି ଆଣନ୍ତୁ ଏହି ଜିନିଷ , ଘର ଧନ ଧାନ୍ୟରେ ହୋଇଯିବ ପୁରା

ନବରାତ୍ରି ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ଦିନ ହୋଇଥାଏ । ଏହି ଦିନ ସମସ୍ତେ ଭକ୍ତିରେ ପୁରା ହୋଇ ଯାଇଥାନ୍ତି । ସମସ୍ତେ ମାଆଙ୍କୁ ସ୍ବାଗତ କରିବା ପାଇଁ ପୁରା ପ୍ରସ୍ତୁତ ହୋଇ ଯାଇଥାନ୍ତି । ଆଉ ଧରାପୃଷ୍ଠରେ ପୁରାପୁରି ମହକରେ ଭରପୁର ହୋଇ ଯାଇଥାଏ । ମାଆ ଆସିଲେ ସମସ୍ତେ ଖୁସି ମଧ୍ୟ ହୋଇ ଯାଇଥାନ୍ତି । କାହିଁକି ନା ମାଆଙ୍କ ଆଗମନ ପାଇଁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ। ତେବେ ଏଥରର ନବରାତ୍ରି ପୁରା ୯ ଦିନ ପାଇଁ ପାଳନ କରାଯିବ ।

ଆଉ ଲୋକେ ନିଜ ପରିବାର ପାଇଁ ଅନେକ ଖୁସି ପ୍ରାର୍ଥନା କରିବେ । ତେବେ ଏଥରର ନବରାତ୍ରି ୨୨ ମାର୍ଚ୍ଚ ୨୦୨୩ ରେ ଆରମ୍ଭ ହୋଇ ୩୦ ମାର୍ଚ୍ଚରେ ଶେଷ ହେବ । ତେବେ ଏପରି ପରିସ୍ଥିତିରେ ସକାଳେ କଳସ ସ୍ଥାପନ କରିବାର ଶୁଭ ସମୟ ୨୨ ମାର୍ଚ୍ଚ ସକାଳ ୬ଟା ୨୯ ରୁ ଆରମ୍ଭ ହୋଇ ସକାଳ ୭ଟା ୩୯ ପର୍ଯ୍ୟନ୍ତ ରହିବ ।

ତେବେ ଏପରି ପରିସ୍ଥିତିରେ ଯେଉଁ ଲୋକ ମାନେ ନିଜ ଘରକୁ ଏହି ଜିନିଷ ନେଇ କରି ଆସିବେ , ସେମାନଙ୍କ ଘରେ ଖୁସି ଭର୍ତି ହୋଇଯିବ । ତେବେ ଆସନ୍ତୁ ସେହି ଜିନିଷ ଗୁଡ଼ିକ ବିଷୟରେ ଜାଣି ନେବା । ନବରାତ୍ରିରେ ମାଆଙ୍କ ପାଇଁ ୧୬ ଶୃଙ୍ଗାର ନେଇ ଆସନ୍ତୁ । ତେବେ ଜାଣି ରଖନ୍ତୁ କି , ଏଗୁଡ଼ିକ ମାଆଙ୍କର ଅତି ପ୍ରିୟ ହୋଇଥାଏ ।

ସେଥିପାଇଁ ଏଗୁଡ଼ିକୁ ଆଣି ମାଆଙ୍କୁ ଅର୍ପଣ କଲେ ମାଆ ଖୁସି ହୋଇଯିବେ ଆଉ ଆପଣଙ୍କ ଘରକୁ ଧନ ଧାନ୍ୟରେ ପୁରା କରିଦେବେ । ଅନ୍ୟ ପକ୍ଷରେ ଆଉ ଗୋଟିଏ କଥା ଜାଣି ରଖନ୍ତୁ କି , ମାଆଙ୍କୁ କରଜ ନେଇ ଜିନିଷ ଅର୍ପଣ କରନ୍ତି ନାହିଁ । ଏପରି କରିବା ଦ୍ବାରା ମାଆ ଖୁସି ହେବା ବଦଳରେ ଆହୁରି ଦୁଃଖୀ ହୋଇ ଯାଇଥାନ୍ତି । ତେଣୁ ଭୁଲରେ ମଧ୍ୟ ଏପରି କାମ କରନ୍ତୁ ନାହିଁ । ଯାହା ଫଳରେ ମାଆ ଦୁଃଖୀ ହୋଇଯିବେ ।

ଆପଣ ମାନଙ୍କୁ ଆଉ ଏକ କଥା ମନେ ରଖିବାକୁ ହେବ କି , ଏହି ନବରାତ୍ରିରେ ଅନ୍ୟ ମାନଙ୍କୁ ମାଟିର ଦୀପ ଅର୍ପଣ କରିବା ଦ୍ୱାରା ଘରେ ଧନ ପୁରା ହୋଇଯିବ । ତେବେ ଆହୁରି ଏକ କଥା ମଧ୍ୟ ଜାଣି ରଖନ୍ତୁ କି , ନବରାତ୍ରିରେ ଯଦି ଘରକୁ ସୁନା କିମ୍ବା ରୂପା ଆଣିବେ , ତେବେ ଆପଣଙ୍କ ଘର ଧନରେ ପୁରା ହୋଇଯିବ । ନବରାତ୍ରି ଦିନ ଘରକୁ ପଦ୍ମ ଫୁଲ ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ଭାବରେ ବିବେଚନା କରା ଯାଇଥାଏ । ପଦ୍ମ ଫୁଲର ଅତ୍ୟନ୍ତ ମହତ୍ତ୍ଵ ରହିଛି ।

ତେଣୁ ଏହାକୁ ଆଣି ମାଆ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଆଉ ସେପରି କରିବା ଦ୍ୱାରା ଘରେ ଧନ ଭରିବା ସହିତ ମାଆ ମଧ୍ୟ ଖୁସି ହୋଇ ଯାଇଥାନ୍ତି ଆଉ ପରିବାର ଲୋକଙ୍କ ମଧ୍ୟରେ ମନ ମତାନ୍ତର ଦୂରେଇ ଯାଇଥାଏ । ଶାସ୍ତ୍ରରେ ଦକ୍ଷିଣବର୍ତ ଶଙ୍ଖର ଅତ୍ୟନ୍ତ ମହତ୍ତ୍ଵ ରହିଥାଏ । ଯେଉଁ ଘରେ ପୁରା ବିଧି ବିଧାନ ସହିତ ଏହି ଶଙ୍ଖର ସ୍ଥାପନ କରା ଯାଇଥାଏ , ସେହି ଘରେ ଭୂତ ପ୍ରେତ ବାସ କରନ୍ତି ନାହିଁ ।

ନବରାତ୍ରିରେ ମାତା ଲକ୍ଷ୍ମୀଙ୍କୁ କଉଡ଼ି ଅର୍ପଣ କରନ୍ତୁ । ଏହାକୁ ମାଆ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରା ଯାଇଥାଏ । ନବରାତ୍ରିରେ ସାତୋଟି କଉଡ଼ି ଆଣନ୍ତୁ ଆଉ ତାକୁ ମାଆଙ୍କ ପାଖରେ ରଖି ଦିଅନ୍ତୁ । ଏହାକୁ ମାଆଙ୍କ ପାଖରେ ନଅ ଦିନ ରଖି ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂରେଇ ଯାଇଥାଏ । ନବରାତ୍ରିରେ ମାଆଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଦ୍ୱାରା ଘରେ ଧନ ପୁରା ହୋଇ ଯାଇଥାଏ । ଏହା ବ୍ୟତୀତ ମାଆଙ୍କୁ ବେଲ ପତ୍ର ଅର୍ପଣ କରିବା ଦ୍ୱାରା ମଧ୍ୟ ଘରକୁ ଖୁସି ଆସି ଯାଇଥାଏ ।

ରବିବାର ଆଉ ଏକାଦଶିକୁ ଛାଡି ଦେବା ପରେ ଆଉ ସବୁ ଦିନ ତୁଳସୀ ମାଆଙ୍କୁ ଜଳ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ଘରକୁ ଧନ ଆସିବ ଆଉ ଧନରେ ପୁରି ଉଠିବ । ତେବେ ଦର୍ଶକ ବନ୍ଧୁ ନବରାତ୍ରି ଦିନ ନିଜ ଘରକୁ ଏହି ସବୁ ଜିନିଷ ନେଇ ଆସନ୍ତୁ , ଦେଖିବେ ଆପଣଙ୍କ ଘର ଖୁସିରେ ଭରି ଉଠିବ । ଆଉ ଘରେ କିଛି ଅଭାବ ରହିବ ନାହିଁ ।

Leave a Reply

Your email address will not be published. Required fields are marked *