ମାର୍ଚ୍ଚ ୨୨ ଚୈତ୍ର ନବରାତ୍ରୀରେ ଘରକୁ ନେଇ ଆସିବା ମାତ୍ରେ ହୋଇଯିବେ କୋଟିପତି , ଆସିବେ ଧନଲକ୍ଷ୍ମୀ ଏବଂ ବଢ଼ିବ ବ୍ୟାଙ୍କ ବାଲାନ୍ସ ।

ଦୁନିଆରେ ଏପରି ବୃକ୍ଷ ରହିଛି ଯାହାର ଫାଇଦା ଅନେକ କିଛି ଥାଏ ମାତ୍ର ସେ ବିଷୟରେ କିଛି ଜଣା ନଥିବା କାରଣରୁ ସେହି ସବୁ ଗଛ କିମ୍ବା ଫୁଲ ନିରର୍ଥକ କିମ୍ୱା ସାମାନ୍ୟ ଗଛ କିମ୍ବା ଫୁଲ ଭାବରେ ଦୃଶ୍ୟମାନ ହୋଇଥାଏ । ମାତ୍ର ସେହିସବୁ ଲାଭ ବିଷୟରେ ଜାଣିଲେ ମନୁଷ୍ୟର ଜୀବନ ମଧ୍ୟ ବଦଳି ପାରିବ । ଆଜି ଆମେ ମନ୍ଦାର ବିଷୟରେ କହିବୁ । ଖାସକରି ମନ୍ଦାରର ତିନୋଟି ପ୍ରଜାତି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେସବୁ ହେଉଛି ନାଲି ମନ୍ଦାର , ଧଳା ମନ୍ଦାର ଏବଂ ଗୋଲାପୀ ମନ୍ଦାର । ଏହି ସବୁ ଫୁଲର ଉଭୟ ଧାର୍ମିକ ଏବଂ ଆୟୁର୍ବେଦରେ ଅନେକ ମହତ୍ତ୍ୱ ରହିଛି ।

ଏହି ଗଛକୁ ଯେଉଁ ସ୍ଥାନରେ ଲଗାଯାଏ ସେଠାରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ , ଯାହାକି ନକରାତ୍ମକ ଶକ୍ତିକୁ ହଟାଇବାରେ ସାହାଯ୍ୟ କରିଥାଏ । ଏହାକୁ ଘରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ ଠିକ ନାହାଁନ୍ତି ସେମାନେ ଖୁବ ଭୟଭୀତ ରହନ୍ତି । ତେଣୁ ସେହି ବ୍ୟକ୍ତି ଘରେ ଏହି ଗଛ ଲଗାଇବା ଉଚିତ । ଏପରି କରିବା ଦ୍ୱାରା ଭୟ ଦୂର ହୋଇଥାଏ । ଏହାବ୍ୟତୀତ ଯଦି ଆପଣଙ୍କର ମଙ୍ଗଳ ଦୋଷ ତେବେ ଆପଣଙ୍କର ମଙ୍ଗଳ ଦୋଷ ଦୂର ହୋଇଯିବ । ଆୟୁର୍ବେଦରେ ପେଟ ବ୍ୟଥା ଦୂର କରିବା ପାଇଁ ଏହାର ପତ୍ରକୁ ଫୁଟାଇ ଛାଣି ପିଇବାକୁ କୁହାଯାଇ ଥାଏ ।

ଏହାର ଶୁଖିଲା ପତ୍ରକୁ ଚା ଭଳି ପାଣିରେ ଫୁଟାଇ ପିଇଲେ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ଦୀର୍ଘ ସମୟ ହେବ ଷ୍ଟନ ସମସ୍ୟାରେ ପୀଡ଼ିତ ହେଉଥିବା ବ୍ୟକ୍ତିକୁ ମଧ୍ୟ ଏହା ଠିକ କରିଥାଏ । ଏହି ଉପାୟ ଖାଲି ପେଟରେ କରିବା ଉଚିତ । କେବଳ ୧୫ ଦିନରେ ଏହି ଉପାୟ ଲାଭଦାୟକ ହେବ । ଏହାର ସେବନ କରିବା ଦ୍ୱାରା ଆଇରନ ସମସ୍ୟା ଦୂର ହୋଇଥାଏ । ମନ୍ଦାର ଫୁଲର ଚା’ ରେ ସାମାନ୍ୟ ଗୁଡ଼ ମିଶାଇ ପିଇଲେ ଅନେକ ଲାଭ ମିଳିଥାଏ । ଏହାଦ୍ବାରା ଆଇରନର ଅଭାବ କମ ହୋଇଥାଏ । ଏହାଦ୍ବାରା ରକ୍ତ ହୀନତା ଭଳି ସମସ୍ୟା ମଧ୍ୟ ଦୂର ହୋଇଯାଏ । ଏହି ଫୁଲରେ ଚା’ ବନାଇ ପିଲାର ଭୋକ ଲାଗି ନଥାଏ ଯେଉଁ କାରଣରୁ ଓଜନ କମିଥାଏ ।

ମାତା ଲକ୍ଷ୍ମୀ ଏବଂ ମାତା ଦୁର୍ଗାଙ୍କୁ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ଅଟେ । ଏହାବ୍ୟତୀତ ଭଗବାନ ହନୁମାନଙ୍କୁ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ଅଟେ । ବିଶେଷ ମନସ୍କାମନା ପାଇଁ ଏହି ଫୁଲକୁ ଭଗବାନଙ୍କୁ ଅର୍ପିତ ହୋଇଥାଏ । ମଙ୍ଗଳ ଦୋଷ ଦୂର କରିବା ପାଇଁ ଘରେ ମନ୍ଦାର ଗଛ ନିଶ୍ଚୟ ଲଗାନ୍ତୁ । ତିନି ମାସ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଫୁଲ ଭଗବାନ ହନୁମାନଙ୍କୁ ଅର୍ପିତ କରନ୍ତୁ । ମଙ୍ଗଳ ଦୋଷ କାରଣରୁ ବ୍ୟକ୍ତିର ଆଧ୍ୟାତ୍ମିକ ଉନ୍ନତି ହୋଇପାରେ ନାହିଁ । ମଙ୍ଗଳ ଦୋଷ କାରଣରୁ ବୈବାହିକ ଜୀବନରେ ଅନେକ ସମସ୍ୟା ଆସିଥାଏ । ଏହାଦ୍ବାରା ଯେଉଁ ବ୍ୟକ୍ତିଙ୍କ ଜୀବନରେ ବିବାହ ସମ୍ବନ୍ଧୀୟ କୌଣସି ସମସ୍ୟା ଆସୁଛି ତାହା ଦୂର ହୋଇଯିବ । ହନୁମାନଙ୍କୁ ପ୍ରତ୍ୟେକ ଦିନ ଏହି ଫୁଲ ଅର୍ପିତ କଲେ ହନୁମାନଙ୍କ କୃପା ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *