ଜାନୁଆରୀ ୨୬ ” ବସନ୍ତ ପଞ୍ଚମୀ ” ଦିନ ଗାଈକୁ ଚୁପଚାପ ଖୁଆଇ ଦିଅନ୍ତୁ ଏହି ଛୋଟ ଜିନିଷଟିଏ,ଦେଖିବେ ସାତ ପିଢ଼ି ପର୍ଯ୍ୟନ୍ତ ବଢି ଚାଲିବ ବ୍ୟାଙ୍କ ବାଲାନ୍ସ !

ଚଳିତ ବର୍ଷ ଜାନୁଆରୀ ୨୬ ବସନ୍ତ ପଞ୍ଚମୀରେ ସୃଷ୍ଟି ହେବ ଭଲ ଯୋଗ । ଯେଉଁ କାରଣରୁ ଏହି ଦିନ କରାଯାଉଥିବା ସବୁ ଉପାୟ ହେବ ବିଶେଷ ଫଳଦାୟୀ । ଏହିଦିନ କୌଣସିବି ଶୁଭ କାର୍ଯ୍ୟ ବିନା କୌଣସି ଶୁଭ ମୁହୂର୍ତ୍ତରେ ହୋଇ ପାରିବ । ଏହିଦିନ ଦାମ୍ପତ୍ୟ ଜୀବନକୁ ସୁଚାରୁ ରୁପେ ଚାଳିତ କରିବା ପାଇଁ ମାତା ସରସ୍ୱତୀଙ୍କ ଆରାଧନା ନିଶ୍ଚିତ କରନ୍ତୁ । ଏହିଦିନକୁ ଶ୍ରୀପଞ୍ଚମୀ ବୋଲି କୁହାଯାଏ ।

ଏହିଦିନ ମାତା ଲକ୍ଷ୍ମୀଙ୍କ ଜନ୍ମଦିନ ମଧ୍ୟ ହୋଇଥାଏ । ଏପରି କୁହାଯାଏ ଯେ ଯଦି ଏହିଦିନ ଗାଈକୁ ପୂଜା କରାଯାଏ ତେବେ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ଗାଈର ସେବା କରିବା ଦ୍ୱାରା ମନୁଷ୍ୟ ଜୀବନ ବଦଳି ଯାଏ । ମାତ୍ର ଯେଉଁ ଘରେ ଗାଈର ସେବା ହୁଏନାହିଁ ସେହି ଘରେ ଅନେକ ବିଘ୍ନ ବାଧା ଆସିଥାଏ ।

ମାତ୍ର ଗାଈ ପାଳିବାକୁ ସମର୍ଥ ନଥିଲେ ଗାଈକୁ ପ୍ରତ୍ୟେକ ଦିନ କିଛି ନା କିଛି ନିସ୍ଚୟ ଖୁଆଇ ଦିଅନ୍ତୁ । ମାତ୍ର କିଛି ଏପରି ଜିନିଷ ଅଛି ଯାହାକୁ ଗାଈକୁ ଖୁଆଇବା ଉଚିତ ନୁହେଁ । ଯେମିତିକି ବାସୀ ଏବଂ ପଚା ସଢ଼ା ଖାଦ୍ୟ ଗାଈକୁ ଦେବା ଉଚିତ ନୁହେଁ । ଏହାବ୍ୟତୀତ ବଳକା ଖାଦ୍ୟ ଆକାରରେ ଗାଈକୁ ଖାଇବାକୁ ଦେଲେ ତାର ଅପମାନ ହୋଇଥାଏ । ଗାଈକୁ ତ୍ରେତୟା ଯୁଗରୁ ସୀତାଙ୍କ ଅଭିଶାପ କାରଣରୁ ଅଇଁଠା ଖାଇବାକୁ ପଡ଼ିଥାଏ । ତେଣୁ ଗୋମାତାଙ୍କୁ ଅଇଁଠା ଖାଇବାକୁ ପଡ଼ିଥାଏ । ମାତ୍ର ପ୍ରତ୍ୟେକ ଦିନ ଘରର ପ୍ରଥମ ରୁଟି ଖୁଆଇବା ଉଚିତ । ଏହାଦ୍ବାରା ସବୁ ପାପ ନଷ୍ଟ ହୋଇଯାଏ ଏବଂ ପୁଣ୍ୟ ପ୍ରାପ୍ତ ହୋଇଥାଏ ।

ଯଦି ଆପଣ କୌଣସି ସହରରେ ରହୁଛନ୍ତି ଏବଂ ଗାଈ ରଖିବାକୁ ସକ୍ଷମ ନୁହନ୍ତି ତେବେ ପ୍ରତ୍ୟେକ ଦିନ ଗାଈ ନାମରେ ଟଙ୍କା ରଖନ୍ତୁ ଏବଂ ଶେଷରେ କିଛି ବର୍ଷ ପରେ ସେହି ଟଙ୍କାରେ ଗରିବାକୁ ଖାଇବାକୁ ଦିଅନ୍ତୁ । କିମ୍ବା ରୁଟି ବନାଇ ପ୍ରତ୍ୟେକ ଦିନ ଗାଈକୁ ଖାଇବାକୁ ଦିଅନ୍ତୁ ।

ମାତ୍ର ସମ୍ଭବ ନହେଲେ କୌଣସି ଗରିବ କିମ୍ବା ଅନାଥକୁ ମଧ୍ୟ ଦେଇ ପାରିବେ ।ଏହାଦ୍ବାରା ସମାନ ଫଳ ପ୍ରାପ୍ତ ହୋଇଥାଏ । ମାତ୍ର ଗାଈ ପ୍ରତି କେବେ ଅନାଦର କିମ୍ବା ଘୃଣା ଭାବ ଆଣନ୍ତୁ ନାହିଁ କାରଣ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଦେଶ ବାହାରେ ରହୁଥିବା ବ୍ୟକ୍ତି ସାଧରଣତଃ ପ୍ରତ୍ୟେକ ଦିନ ଗାଈକୁ ଖୁଆଇବା ସମ୍ଭବ ନୁହେଁ ।

ତେଣୁ ଏଭଳି ପରିସ୍ଥିତିରେ ଗାଈକୁ ଦାନ ଦେବା ପାଇଁ ତାଙ୍କ ପ୍ରତ୍ୟେକ ଦିନ କିଛି ସଞ୍ଚୟ କରନ୍ତୁ ଏବଂ କିଛି ବର୍ଷ ପରେ କୌଣସି ମନ୍ଦିର କିମ୍ବା କୌଣସି ଧଳା ରଙ୍ଗର ପଶୁକୁ ଖାଇବାକୁ ଦେଇ ଦିଅନ୍ତୁ । ଆପଣ ଚାହିଁଲେ କୌଣସି ଗୋଶାଳାରେ ଦାନ ମଧ୍ୟ କରି ପାରିବେ । ଏପରି କୁହାଯାଏ ଯେ ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୋଟି ଗାଈକୁ ଖୁଆଇବା ଉଚିତ ।

କୁହାଯାଏ ଯେ ପ୍ରଥମ ରୁଟି ଗାଈ ପାଇଁ ଏବଂ ଶେଷ ରୋଟି କୁକୁର ପାଇଁ ରଖି ନେବା ଉଚିତ । ଯାହାଦ୍ୱାରା ଅନେକ ପୁଣ୍ୟ ପ୍ରାପ୍ତ ହୋଇଥାଏ ଏବଂ ସବୁ ପାପ ନଷ୍ଟ ହୋଇଥାଏ । ଏପରି ସବୁଦିନ କଲେ ଜୀବନରେ ଦୁଃଖ କଷ୍ଟ ଦୂର ହୋଇଯାଏ ଏବଂ ଧନ ପ୍ରାପ୍ତିର ଯୋଗ ମଧ୍ୟ ସୃଷ୍ଟି ହୋଇଥାଏ । ଏହାବ୍ୟତୀତ ବସନ୍ତ ପଞ୍ଚମୀ ଦିନ ମଧ୍ୟ ଗାଈକୁ ପୂଜା କରିବାର ଏକ ବିଶେଷ ଯୋଗ ରହିଛି । ଯାହାଦ୍ୱାରା ମନୁଷ୍ୟ ନିହର ଦୁର୍ଭାଗ୍ୟକୁ ସୌଭଗ୍ୟରେ ବଦଳାଇ ପାରିବ ।

Leave a Reply

Your email address will not be published. Required fields are marked *