ପତ୍ନୀଙ୍କ ଆଗରୁ ସ୍ୱାମୀ କାହିଁକି ମରିଯାଆନ୍ତି ଭଗବାନ ଶ୍ରୀକୃଷ୍ଣ ଗୀତାରେ ଦେଇଛନ୍ତି ଏହି ପ୍ରଶ୍ନର ଉତ୍ତର |

ବନ୍ଧୁଗଣ ସ୍ତ୍ରୀଙ୍କର ଏହି 3ଟି ଭୁଲ ପାଇଁ ସ୍ୱାମୀଙ୍କର ଆଗ ମୃତ୍ୟୁ ହୋଇଯାଇଥାଏ | ଭଗବାନ କରନ୍ତୁ ଏହି 3ଟି ଭୁଲ କୋୖଣସି ବି ମହିଳା କେବେ କରନ୍ତୁ ନାହିଁ | ନଚେତ ସ୍ୱାମୀଙ୍କର ମୃତ୍ୟୁ ବହୁତ ଜଲ୍ଦି ହୋଇଥାଏ | ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ପରସ୍ପରର ପରିପୂରକ ବୋଲି ବିବେଚନା କରାଯାଇଛନ୍ତି | ଧର୍ମ ଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ସେପର୍ଯ୍ୟନ୍ତ ଅଧା ବୋଲି ବିବେଚନା କରାଯାଏ ଯେବେଯାଏ ସେ ବିବାହ କରିନାହାନ୍ତି |

ଆମେ ଆପଣକୁ କହିରଖୁଛୁ ଯେ ଅର୍ଦ୍ଧାଙ୍ଗିନୀ କହୁଥିବା ମହିଳାମାନେ ଅନେକ ପ୍ରକାରର ଚେଷ୍ଟା କରନ୍ତି ଯାହା ଦ୍ୱାରା ତାଙ୍କ ସ୍ୱମୀ ମୃତ୍ୟୁ ଠାରୁ ବଞ୍ଚିକି ରହିପାରିବେ | ଯେମିତିକି ସାବିତ୍ରୀ ବ୍ରତ କରିବା, ଅନେକ ପୁଜା ପାଠ କରିବା | କିନ୍ତୁ ଯଦି କୋୖଣସି ମହିଳା ଏହି 3ଟି ଭୁଲ କରନ୍ତି ତେବେ ତାଙ୍କ ସ୍ୱାମୀ ମୃତ୍ୟୁକୁ ପ୍ରାପ୍ତ ହୋଇଯାଆନ୍ତି | ଅର୍ଥାତ ପତ୍ନୀଙ୍କ ଠାରୁ ତାଙ୍କର ଯୌବନ ଅବସ୍ଥାରେ ହିଁ ସ୍ୱାମୀ ମରିଯାଆନ୍ତି | ଆସନ୍ତି ଜାଣିବା ଏହି 3ଟି ଭୁଲ କଣ |

ଯଦି ଆପଣ ନିଜ ସ୍ୱାମୀଙ୍କ ପାଇ ସାବିତ୍ରୀ କିମ୍ବା ଅନ୍ୟ କୋୖଣସି ବ୍ରତ ରଖିଛନ୍ତି ଏବଂ ସେହିଦିନ ଉପାସ ରହିବା ଜାଗାରେ ଆପଣ ଖାଦ୍ୟ ଗ୍ରହଣ କରୁଛନ୍ତି କିମ୍ବା ଜଳ ବି ପିଉଛନ୍ତି ତେବେ ଏହାର ପ୍ରଭାବ ଆଗାମୀ ଭବିଷ୍ୟତରେ ଆପଣଙ୍କ ଜୀବନରେ ନିଶ୍ଚୟ ପଡ଼ିଥାଏ | ବ୍ରତ କରିବା ସମୟରେ ଖାଇବା ପ୍ରତି ଟିକେ ବି ଲୋଭ କରିବା ଉଚିତ ନୁହେଁ | ଏମିତି କରୁଥିବା ମହିଳା ମାନଙ୍କୁ ଅନେକ ବର୍ଷ ଧରି ସ୍ୱାମୀଙ୍କ ସୁଖର ବଞ୍ଚିତ ରହିବାକୁ ପଡ଼ିଥାଏ |

ନାରୀଙ୍କର ଦ୍ୱିତୀୟ ଭୁଲ, ଛୋଟ ଛୋଟ କଥାରେ ସ୍ୱାମୀଙ୍କ ରାଣ ଖାଇବା ମିଛରେ ବି ରାଣ ପକେଇଦେବା | ଛୋଟ ଛୋଟ କଥାରେ ଝଗଡା କରିବା | ସ୍ୱାମୀଙ୍କ ସହ ଭଲରେ ନ ରହିବା | ସବୁବେଳେ ନିଜ ମୁହଁରୁ ଖରାପ ଶବ୍ଦର ଉଚ୍ଚାରଣ କରିବା | ଏବଂ ଏହାକୁ ସବୁଠାରୁ ବଡ଼ ପାପ ବୋଲି କୁହାଯାଏ | ଏମିତି କରିଲେ ନିକଟ ଭବିଷ୍ୟତରେ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥାଏ | ଏବଂ ସ୍ୱାମୀଙ୍କ ମୃତ୍ୟୁ ସ୍ତ୍ରୀଙ୍କ ଆଗରୁ ହୋଇଯାଏ |

ନାରୀର ତୃତୀୟ ଭୁଲ, ବନ୍ଧୁଗଣ ଗରୁଡ଼ଶାସ୍ତ୍ରରେ ଏହା କୁହାଯାଇଛି ଯେ ଯେତେବେଳେ କୋୖଣସି ମହିଳା ମାଂସର ସେବନ କରିଥାନ୍ତି ସେତେବେଳେ ତାଙ୍କ ସ୍ୱାମୀଙ୍କୁ ଅନେକ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ | ଏବଂ ଯାହା କାରଣରୁ ସ୍ୱାମୀ ହୁଏତ ସ୍ତ୍ରୀ ଆଗରୁ ହିଁ ମରିଯାଇଥାନ୍ତି | ଏବଂ ଏହା ସହ ଯେଉଁ ସ୍ତ୍ରୀ ପରପୁରୁଷ ସହ ସମ୍ପର୍କ ରଖିଥାନ୍ତି ଏବଂ ସ୍ୱାମୀଙ୍କୁ ସବୁବେଳେ ମିଛ କୁହନ୍ତି ତାଙ୍କ ସ୍ୱାମୀ ମାନେ ବେଶୀ ଦିନ ତାଙ୍କ ପାଖରେ ରହିନଥାନ୍ତି |

Leave a Reply

Your email address will not be published. Required fields are marked *