ଭଗବାନ ଶିବଙ୍କ ଏହି ରୂପ ସ୍ୱପ୍ନ ରେ ଦେଖିବା ଦ୍ୱାରା ଦୁନିଆ ର କୌଣସି ଶକ୍ତି ଆପଣଙ୍କୁ ଧନୀ ହେବାରୁ ରୋକି ପାରିବ ନାହିଁ |

ବନ୍ଧୁଗଣ ସବୁ ମନୁଷ୍ୟ ଙ୍କୁ ସ୍ବପ୍ନ ଆସିଥାଏ କେବେ ଭଲ ତ କେବେ ଖରାପ ଆଉ ପୁଣି କେବେ ଭୟଙ୍କର ଆସିଥାଏ | ସ୍ବପ୍ନ ର ଦୁନିଆ ଏମିତି ଏକ ଦୁନିଆ ହୋଇଥାଏ ଯାହା ରହସ୍ୟ ମୟ କଥା ରେ ଭରି ହୋଇ ରହିଥାଏ | ସ୍ବପ୍ନ ଅନେକ ପ୍ରକାର ହୋଇଥାଏ, ଗୋଟିଏ ତ ତାହା ଯାହାକୁ ଆମେ ଦେଖି ଡରିଯାଇଥାଉ,ଏବଂ ଅନ୍ୟଟି ସୁନ୍ଦର ଦେବୀ ଦେବତା ଙ୍କ ସହ ଜଡିତ ହୋଇଥାଏ |

ଖାସ କରି ଯେବେ ଭୋଲେନାଥ ନିଜ ର ଏହି ଅବତାର କୌଣସି ବ୍ୟକ୍ତି ଙ୍କ ସ୍ବପ୍ନ ରେ ଆସିଥାନ୍ତି | ତେବେ ସେହି ବ୍ୟକ୍ତି ଭାଗ୍ୟଶଳି ହୋଇଥାନ୍ତି, ଏବଂ ସେହି ବ୍ୟକ୍ତି ସବୁ କ୍ଷେତ୍ର ରେ ବିଜୟ ପ୍ରାପ୍ତ କରିଥାଏ | ତେବେ ଆସନ୍ତୁ ଜାଣିବା କି ଭୋଲେନାଥ ଙ୍କ ସେ କେଉ ଅବତାର ଯାହାକୁ ଦେଖିବା ଦ୍ୱାରା ଭାଗ୍ୟ ବଦଳିଯାଇଥାଏ | ତେବେ ଆସନ୍ତୁ ଜାଣିବା ;

1.ଅର୍ଦ୍ଧନାରଶ୍ୱର – ବନ୍ଧୁଗଣ ଭୋଲେନାଥ ଙ୍କୁ ଅର୍ଦ୍ଧ ନାରୀଶ୍ୱର ରୂପ ରେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ | ଶାସ୍ତ୍ର ରେ ଏହା କୁହାଯାଇଛି କି ଏହି ସ୍ବପ୍ନ ସେହି ବ୍ୟକ୍ତି କୁ ଆସିଥାଏ ଯିଏ ଏ ସଂସାର ରେ ସବୁଠୁ ଶ୍ରେଷ୍ଟ ହୋଇଥାଏ | ଏହି ରୂପ ଦେଖିବା ଦ୍ୱାରା ମନୁଷ୍ୟ ର ଭାଗ୍ୟ ଚମକି ଯାଇଥାଏ |

2.ଶିବଲିଙ୍ଗ – ସ୍ବପ୍ନ ରେ ଶିବ ଲିଙ୍ଗ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ |କାରଣ ଏହି ସ୍ୱପ୍ନ ପୂର୍ବ ଜନ୍ମ ର ଇଶାରା ଦେଇଥାଏ,ଏହା ମାନ୍ୟତା ଅଛି କି ଆପଣ ପୂର୍ବ ଜନ୍ମ ରେ ଶିବ ଙ୍କ ଭକ୍ତ ଥିଲ | ଏବଂ ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଶେଷ ହେବାକୁ ଯାଉଛି | ଏହା ଦ୍ଵାରା ଆପଣ ବହୁତ ଭାଗ୍ୟବାନ ହୋଇଯାନ୍ତି |

3.ଡମ୍ବୁରୁ – ସ୍ବପ୍ନ ରେ ଯଦି ଭଗବାନ ଙ୍କ ଡମ୍ବୁରୁ ଦେଖାଯାଏ ତେବେ ଆପଣଙ୍କୁ ଏହା ବୁଝୁଯିବା ଦରକାର କି ଆପଣଙ୍କ ବ୍ୟକ୍ତିଗତ ଏବଂ ପ୍ରଫେସନାଲ ଜୀବନ ବହୁତ ସକାରାତ୍ମକ ହେବାକୁ ଯାଉଛି | ଆପଣଙ୍କ ଭାଗ୍ୟ ଡମ୍ବୁରୁ ପରି ଚମକି ବାକୁ ଯାଉଛି |

4.ତ୍ରିଶୂଳ – ଏହା ମନୁଷ୍ୟ ର ଭୁତ, ଭବିଷ୍ୟତ ଏବଂ ବର୍ତମାନ କାଳ କୁ ଦର୍ଶଇଥାଏ | ସ୍ବପ୍ନ ରେ ତ୍ରିଶୂଳ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ ଏହା ଜୀବନ ଏବଂ ମୁତ୍ୟୁ ର ସଂକେତ ଦେଇଥାଏ | ଏହା ମନୁଷ୍ୟ ର ସମସ୍ତ ସମସ୍ୟା ଦୂର କରିବାର ସଂକେତ ହୋଇଥାଏ |

5. ନୃତ୍ୟମୁଦ୍ରା – ସ୍ବପ୍ନ ରେ ଯଦି ଶିବ ଭଗବାନ ଙ୍କୁ ନାଚୁଥିବା ର ଦେଖନ୍ତି ତ ଏହା ସଂକେତ ହୋଇଥାଏ ଆପଣଙ୍କ ସମସ୍ତ ସମସ୍ୟା ର ଅନ୍ତ ହେବାକୁ ଯାଉଛି | ଏହା ଆପଣଙ୍କ ସଫଳତା ପାଇବାର ସଂକେତ ହୋଇଥାଏ |

Leave a Reply

Your email address will not be published. Required fields are marked *