ବାସ ଶନିବାର ଦିନ ଗୋଟିଏ କର୍ପୁର ଏବଂ ଗୋଟିଏ ଲବଙ୍ଗ ଆପଣଙ୍କୁ ରାତାରାତି କରିଦେବ କୋଟିପତି !

ଶନିବାର ଦିନ ରାତିରେ ଶୋଇବା ପୂର୍ବରୁ କିଛି ବିଶେଷ ଉପାୟ କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କ ମନ ମୁତାବକ ଫଳ ମିଳିଥାଏ | ତେବେ ଜୀବନ ରେ ସମସ୍ୟା ତ ସମସ୍ତଙ୍କ ଜୀବନ ରେ ରହିଛି, କାହା ପାଇଁ ଧନର ତ କାହା ପାଇଁ ସନ୍ତାନ କୁ ନେଇ ସମସ୍ୟା ରହିଛି | ଆଉ କିଛି ଙ୍କ ପାଇଁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ କିନ୍ତୁ ଏହି ସମସ୍ୟା ରେ ହାର ମାନିଯିବା ଉଚିତ ନୁହେଁ | ତେବେ ଜ୍ୟୋତଷ ଶାସ୍ତ୍ର ରେ ପ୍ରତ୍ୟେକ ସମସ୍ୟା ର ସମାଧାନ ପାଇଁ କିଛି ବିଶେଷ ଉପାୟ କୁହାଯାଇଛି, ତେବେ ଆଜି ଆମେ ସେହି ଉପାୟ ବିଷୟରେ ଚର୍ଚ୍ଚା କରିବୁ | ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ;

ସର୍ବପ୍ରଥମେ ସକାଳୁ ଉଠିବା ପରେ ନିଜ ପାପୁଲି ର ଦର୍ଶନ କରନ୍ତୁ, କାରଣ ପାପୁଲି ସମସ୍ତ ଦେବୀ ଦେବତା ଙ୍କ ବାସ ହୋଇଥାଏ | ସର୍ବ ପ୍ରଥମେ ଦୁଇ ହାତ କୁ ଦେଖନ୍ତୁ ଏବଂ ପ୍ରଣାମ କରନ୍ତୁ ଏହା ଦ୍ୱାରା ସକାରାତ୍ମକ ଉର୍ଜା ମିଳିଥାଏ | ଏହା ପରେ ନିଜ ନିଶ୍ୱାସ କୁ ଅନୁଶରଣ କରନ୍ତୁ ଯେଉଁ ନାକ ପୋଡା ରୁ ନିଶ୍ୱାସ ଚାଲୁଥିବ ସେଇ ପାଦ ପ୍ରଥମେ ଭୂମି ରେ ରଖନ୍ତୁ | ଏହା ଦ୍ୱାରା ଆପଣଙ୍କ ସମ୍ପୂର୍ଣ ଦିନ ଶୁଭମୟ ହୋଇଥାଏ | ଏହା ପରେ ଗୋଟିଏ ସରଳ ଉପାୟ କରନ୍ତୁ, ଘରର ମୁଖ୍ୟ ଦ୍ୱାର ଚଉକାଠ ରେ କିଛି ଜଳ ଛିଞ୍ଚି ସଫେଇ କରନ୍ତୁ | ଏହି ପରି ପ୍ରତ୍ୟେକ ଦିନ କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ |

ଗୁଣି ଗାରେଡି ତନ୍ତ୍ର ମନ୍ତ୍ର କ୍ରିୟା ରୁ ମୁକ୍ତି ପାଇବା ପାଇଁ, ଶନିବାର ଦିନ ଓସ୍ତ ଗଛ ର ଚେର ରେ ପାଣି ରେ ତିଲ ମିଶେଇ ଅର୍ପଣ କରନ୍ତୁ | ଏହା ଦ୍ୱାରା ପିତୃଦୋଷ, ରାହୁ କେତୁ ଦୋଷ, ଶନି ଦୋଷ ଏବଂ ଜୀବନ ର ସମସ୍ତ ଦୁଃଖ ଯନ୍ତ୍ରଣା ସମାପ୍ତ ହୋଇଥାଏ | ତେବେ ଯଦି ଆପଣ ଶନିବାର ଦିନ ଫିଟିକିରି କିମ୍ବା ଲୁଣ ମିଶା ପାଣି ରେ ଘରେ ପୋଛା ଲାଗନ୍ତି ତେବେ ଆପଣଙ୍କ ଘରେ ମା ଲକ୍ଷ୍ମୀ ଙ୍କର ସ୍ଥାୟୀ ବାସ ହୋଇଥାଏ | ରୋଗ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଶନିବାର ସଂନ୍ଧ୍ୟା ରେ ସୋରିଷ ତେଲ ରେ ତିଲ ପକେଇ ଓସ୍ତ ଗଛ ତଳେ ଜଳାନ୍ତୁ ଏହା ଦ୍ୱାରା ରୋଗ ଦୂର ହୁଏ | ଏହା ସହ ଘରେ ଜଳାଉଥିବା ଦୀପରେ ଦୁଇଟି ଲବଙ୍ଗ ରଖି ଜଳେଇବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ |

ଘର ତିଆରି ରେ ବାଧା ଆସୁଥିଲେ 8 ଶନିବାର ଏହି ଉପାୟ କରନ୍ତୁ ଏହି ସମସ୍ୟା ରୁ ମୁକ୍ତି ମିଳିଯିବ | ଗୋଟିଏ ମାଟି ର ଦୀପ ନିଅନ୍ତୁ ସେଥିରେ କିଛି ଲୁହା ଗୁଣ୍ଡ ମିଶେଇ ତେନ୍ତୁଳି ଗଛ ତଳେ ଜଳେଇ ଦିଅନ୍ତୁ | ଏବଂ ଏହା ପରେ ଏହାକୁ ଜଳ ରେ ପ୍ରବାହିତ କରିଦିଅନ୍ତୁ ଏହିପରି କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କ ସ୍ବପ୍ନ ର ଘର ଖୁବ ଶୀଘ୍ର ମିଳିଯିବ | କରଜ ସମସ୍ୟା ଲାଗି ରହିଥିଲେ ଶନିବାର ଦିନ ପାନ ପତ୍ର ରେ ଦୁଇଟି ଗୁଆ ରଖି ନିଜ ସମସ୍ୟା ଜଣେଇ ନଦୀ ରେ ପ୍ରବାହିତ କରିଦିଅନ୍ତୁ | ଏହା କରଜ ରୁ ମୁକ୍ତି ଦେବା ସହ ଆପଣଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାଏ | ଶନିବାର ଦିନ ଚାମେଲୀ ତେଲ ରେ ହନୁମାନ ଜୀ ଙ୍କ ମନ୍ଦିର ରେ ଦୀପ ଜାଳିବା ଦ୍ୱାରା ସବୁ କଷ୍ଟ ଦୂର ହୋଇଥାଏ ଏବଂ ଶନିଦେବ ଙ୍କ ମନ୍ଦିରରେ ତିଲ ତେଲର ଦୀପ ଜଳେଇବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ |

3 ଶନିବାର ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ | ତେବେ ବନ୍ଧୁଗଣ ଗୋଟିଏ ଶୁଖିଲା ନଡ଼ିଆ ଆଣନ୍ତୁ ସେଥିରେ ଚିନି ଭରିଦିଅନ୍ତୁ | ଏହା ପରେ ଶନିବାର ଦିନ ସକାଳୁ ଏହାକୁ ଓସ୍ତ ଗଛ ତଳେ ମାଟି ଖୋଲି ପୋତିଦିଅନ୍ତୁ | ଏହିପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ | ଶନିବାର ରାତି ରେ ଦୀପ ରେ ହଳଦିଆ ସୋରିଷ ପକେଇ ଜଳେଇବା ଦ୍ୱାରା ଘରେ ଥିବା ସମସ୍ତ ନକାରାତ୍ମକ ଉର୍ଜା ଦୂର ହୋଇଥାଏ | ଏହା ବ୍ୟତୀତ ଗୋଟିଏ ଲବଙ୍ଗ ଦୀପ ରେ ଶନିବାର ରାତିରେ ଜଳେଇବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇ ଥାଏ |

Leave a Reply

Your email address will not be published. Required fields are marked *