ନୂଆ ବର୍ଷ ରେ ଆଖି ବୁଜି ଘରକୁ ନେଇ ଆସନ୍ତୁ, ଛପର ଫାଡିକି ଘର କୁ ଆସିବ ଧନ ମାତା ଲକ୍ଷ୍ମୀ ପୁରା ଘରକୁ ଅନ୍ନ ଧନ ରେ ଭରିଦେବେ |

ବନ୍ଧୁଗଣ ଯେଉଁ ପ୍ରକାର ରେ ମନୁଷ୍ୟ ନିଜର ପୁରୁଣା ବସ୍ତ୍ର କୁ ତ୍ୟାଗ କରି ନୂଆ ବସ୍ତ୍ର ପରିଧାନ କରେ ଠିକ ସେହି ପରି ଏ ସଂସାର ରେ ଅନେକ ଜୀବ ଜନ୍ତୁ ବି ସେହିପରି କରିଥାନ୍ତି | ଯେଉଁ ଥିରେ ସାପ ମଧ୍ୟ ଅନ୍ତର୍ଭୁକ୍ତ,ସାପ ଅର୍ଥାତ ସର୍ପ ନିଜର ତ୍ୱଚା ବାହାର କରିଦେଇ ଥାଏ | ଯାହାକୁ ଆମେ ସାପ କାତି ବୋଲି କହିଥାଉ | ଗୋଟିଏ ସମୟ ଥିଲା ଯେତେବେଳେ ସାପ କାତି ସବୁ ଜାଗାରେ ମିଳିଯାଉ ଥିଲା | କାରଣ ସାପ ଅଧିକ ପରିମାଣ ରେ ଥିଲେ, କିନ୍ତୁ ବର୍ତ୍ତମାନ ସମୟ ରେ ଏହା ମିଳିବା ବହୁତ କଷ୍ଟକର, କାରଣ ଜଙ୍ଗଲ ହ୍ରାସ ହୋଇଗଲାଣି ଏହା ସହ ପକ୍କା ଘର ବି ବନି ଗଲାଣି | ଯାହା ଫଳ ରେ ସାପ ଙ୍କ ସଂଖ୍ୟା ମଧ୍ୟ କମିବାକୁ ଲାଗିଲାଣି | ସେଥିପାଇଁ ସାପ କାତି ମିଳିବା ମଧ୍ୟ ଅସମ୍ଭବ ହୋଇଗଲାଣି କିନ୍ତୁ ଯଦି ଏହା ଆପଣ ଙ୍କୁ ମିଳିଯାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଫଳପ୍ରଦ ହେବ

ଏହା ଆପଣଙ୍କ ଘରକୁ ଧନ ଆକର୍ଷିତ କରିଥାଏ, ଆଜି ଆମେ ଆପଣଙ୍କୁ ସାପ କାତି ସହ ଜଡିତ କିଛି ଉପାୟ ବିଷୟରେ କହିବୁ | ଯାହାକୁ କରି ଆପଣ ଧନବାନ ହୋଇପାରିବେ ଏହା ସହିତ ଯଦି ଆପଣ ମା ବନିପାରୁନାହାନ୍ତି ତେବେ ମଧ୍ୟ ଏହାର ପ୍ରୟୋଗ କରି ଆପଣ ଏହି ସୁଖ ପାଇପାରିବେ | ଏବଂ ସାପ କାତି ଆପଣଙ୍କ ଘରକୁ ଚୋର ଖଣ୍ଟ ଠାରୁ ମଧ୍ୟ ବଂଚେଇଥାଏ |

ବନ୍ଧୁଗଣ ସାପ କୌଣସି ସାଧାରଣ ଜନ୍ତୁ ନୁହେଁ ଏହାକୁ ଧାର୍ମିକ ଜୀବ ସହ ବି ଯୋଡ଼ାଯାଇଛି କାରଣ ଏହା ଭଗବାନ ଶିବ ଙ୍କ ଗଳା ରେ ରହିଛି | ଆମ ହିନ୍ଦୁ ଧର୍ମ ରେ ସାପ କୁ ମରିବା ପାପ ବୋଲି କୁହାଯାଏ, ଆମ ସଂସ୍କୃତି ରେ ଏହାକୁ ପୂଜା ମଧ୍ୟ କରାଯାଏ | ବିଶେଷ ରୂପ ରେ ନାଗ ପଞ୍ଚମୀ ଦିନ ସାପ କୁ ପୂଜା କରାଯାଏ ଏବଂ ତାଙ୍କୁ କ୍ଷୀର ପିଇବାକୁ ଦିଆଯାଏ | ସାପ କୁ ଆମ ହିନ୍ଦୁ ଧର୍ମ ରେ ବହୁତ ମହତ୍ୱପୂର୍ଣ କୁହାଯାଏ | ମାନ୍ୟତା ରହିଛି ଯାହାଙ୍କ ପାଖ ରେ ସାପ ମଣି ଥାଏ ତାଙ୍କୁ ଦେବତା ଙ୍କ ପରି ସୁଖ ପ୍ରାପ୍ତ ହୋଇଥାଏ |

ଏହି ପ୍ରକାର ରେ ସାପ କାତି ବହୁତ କାର୍ଯ୍ୟ ରେ ଫଳପ୍ରଦ ହୋଇଥାଏ | ପ୍ରାଚୀନ ସମୟ ରେ ଏହି କାତି କୁ ବ୍ୟବହାର କରି ଲୋକ ମାନେ ବହୁତ ଫାଇଦା ପ୍ରାପ୍ତ କରୁଥିଲେ | ସାପ ର କାତି କୁ ତିଯୋରୀ ରେ ରଖିବା ଦ୍ୱାରା ଧନର ସୁରକ୍ଷା ହୋଇଥାଏ | ବନ୍ଧୁଗଣ ଘରର ମୁଖ୍ୟ ଦ୍ୱାରା ରେ ସାପ କାତି ଟାଙ୍ଗିବା ଦ୍ୱାରା ଘରେ ଚୋରି ହୋଇନଥାଏ | ଅନେକ ଲୋକ ଙ୍କୁ ସାପ ର ସ୍ବପ୍ନ ଆସିଥାଏ କିମ୍ବା ପ୍ରତ୍ୟେକ ସମୟ ରେ ସାପ ର ଭୟ ରହିଥାଏ |

ଏହିପରି ସ୍ଥିତି ରେ ଯଦି ସାପ କାତି କୁ ତାବିଜ ରେ ରଖି ହାତ ରେ ବାନ୍ଧିବା ଦ୍ୱାରା ଏହି ସମସ୍ୟା ରୁ ମୁକ୍ତି ମିଳିଥାଏ | ବନ୍ଧୁଗଣ ଏହିପରି ମାନ୍ୟତା ରହିଛି କି ସାପ କାତି କୁ ସୁନା କିମ୍ବା ରୁପାର ମୁଦ୍ରା ସହ କଥା ବାକ୍ସ ରେ ରଖିବା ଦ୍ୱାରା ଧନର ସମସ୍ୟା ଦୂର ହୋଇଥାଏ | ଏହା ବ୍ୟତୀତ ଯାହା ଙ୍କ ଘରେ ଯେତେ ଚେଷ୍ଟା କଲେ ବି ଧନର ଅଭାବ ରହୁଛି ସେ ମଧ୍ୟ ଏହି ଉପାୟ କରିବା ଦ୍ୱାରା ଘରକୁ ଧନ ଆସିଥାଏ |

ଯଦି ଆପଣଙ୍କର ସନ୍ତାନ ହେଉନାହିଁ ତେବେ ଆପଣ ଏହି ସାପ କାତି କୁ ତାବିଜ ରେ ଭରି ଅଣ୍ଟା ରେ ବାନ୍ଧିବା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ | ଏହା ବ୍ୟତୀତ ଯଦି ଆପଣଙ୍କର କୋର୍ଟ କଚେରୀ ମାମଲା ରହିଛି ତେବେ ମଧ୍ୟ ଏହି ସାପ କାତି କୁ ପକେଟ ରଖି କୋର୍ଟ କୁ ଯିବା ଦ୍ୱାରା ଆପଣଙ୍କ ସପକ୍ଷରେ ନିଷ୍ପତି ରହିଥାଏ | ଯଦି ଆପଣଙ୍କୁ କୌଣସି କାରଣ ରୁ ସାପ କାତି ମିଳୁନାହିଁ ତେବେ ମଧ୍ୟ ଚିନ୍ତିନ୍ତ ହୁଅନ୍ତୁ ନାହିଁ | ଆପଣଙ୍କ ପାଇଁ ବାସ୍ତୁ ଶାସ୍ତ୍ର ର ଅନେକ ଉପାୟ ରହିଛି ଯାହାକୁ କରି ଆପଣ ମଧ୍ୟ ଆର୍ଥିକ ସଙ୍କଟ ରୁ ରକ୍ଷା ପାଇପାରିବେ | ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁଯାଇ କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ର ସମସ୍ତ ସମସ୍ୟା ଦୂର ହୋଇଥାଏ | ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବିଷୟରେ

ଘର କିମ୍ବା ଅଫିସ ରେ ଆକ୍ଵାରିୟମ ରଖିବା ଦ୍ୱାରା ଧନ ଏବଂ ଭାଗ୍ୟ ରେ ବୃଦ୍ଧି ହୋଇଥାଏ | ଏହା ମଧ୍ୟ ରେ 8 ସୁନେଲି ମାଛ ଏବଂ ଗୋଟିଏ କଳା ରଙ୍ଗର ମାଛ ରଖିବା ଦ୍ୱାରା ଏହା ଆପଣଙ୍କୁ ବିପତ୍ତି ରୁ ରକ୍ଷା କରିଥାଏ | ଏହା ବ୍ୟତୀତ ଆପଣଙ୍କ ତିଯୋରୀ ରେ ହଳଦୀ ଗଣ୍ଠି ଏବଂ ଡ଼ାଳଚିନି ଛାଲ ରଖିବା ଦ୍ୱାରା ଘରକୁ ଧନ ଆସିଥାଏ |

ଧ୍ୟାନ ରଖନ୍ତୁ ଶୋଇକି ଉଠିବା ସମୟ ରେ ଆପଣଙ୍କ ମୁଖ ଉତ୍ତର ପୂର୍ବ କୋଣ କୁ ରହିବା ଉଚିତ | ଏହା ଦ୍ୱାରା କୁବେର ଦେବ ପ୍ରସନ୍ନ ହୋଇଥାନ୍ତି | କିନ୍ତୁ ମନେ ରଖନ୍ତୁ ଶୋଇକି ଉଠିବା ସମୟ ରେ କେବେ ବି ମୁଖ ଦକ୍ଷିଣ ଦିଗ କୁ ରହିବା ଉଚିତ ନୁହେଁ | ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଆପଣଙ୍କ ପ୍ରତ୍ୟେକ ମନୋକାମନା ପୂର୍ଣ୍ଣ ହୋଇଥାଏ |

ଉତ୍ତର ପୂର୍ବ ଦିଗ କୁ ମୁଖ କରି ଖାଦ୍ୟ ଖାଇବା ଦ୍ୱାରା କେବେ ବି ରୋଗ ବ୍ୟାଧି ହୋଇନଥାଏ | ଏହା ସହ ପୂଜା ଘରେ ପଦ୍ମ ରେ ବସିଥିବା ଲକ୍ଷ୍ମୀ ଏବଂ ଦୋକାନ ରେ ଛିଡା ହୋଇଥିବା ଲକ୍ଷ୍ମୀ ଙ୍କ ମୂର୍ତ୍ତି କିମ୍ବା ଫୋଟୋ ରଖିବା ଦ୍ୱାରା ଧନ ଏବଂ ବୈଭବ ପ୍ରାପ୍ତି ହୋଇଥାଏ | ଘରର ଈଶାଣ କୋଣ ରେ ତୁଳସୀ ରଖିବା ଉଚିତ, ପୂଜା ଘରେ ସର୍ବଦା ଗଙ୍ଗାଜଳ ରଖନ୍ତୁ | ଏହା ସହ ପ୍ରତ୍ୟେକ ଦିନ ଭାଗବତ ଗୀତ ଶେଷ ଶ୍ଳୋକ ର 21 ଥର ପାଠ କରନ୍ତୁ ଏହା ଦ୍ୱାରା ଆତ୍ମବଳ ମିଳିଥାଏ | ଶନିବାର ଦିନ ଓସ୍ତ ଗଛ କୁ ପୂଜା କରିବା ଦ୍ୱାରା ସମସ୍ତ ଗ୍ରହ ଜନିତ ଦୋଷ ରୁ ମୁକ୍ତି ମିଳିଥାଏ | ନିତ୍ୟ ତୁଳସୀ କୁ ପୂଜା କରିବା ଦ୍ୱାରା ଐଶଯ୍ୟ ପ୍ରାପ୍ତି ହୋଇଥାଏ | ସନ୍ଧ୍ୟା ସମୟ ରେ ଭଂଜନ କୀର୍ତନ କରିବା ଦ୍ୱାରା ସକାରାତ୍ମକ ଉର୍ଜା ଘରେ ପ୍ରବେଶ କରିଥାଏ |

Leave a Reply

Your email address will not be published. Required fields are marked *