ଚନ୍ଦ୍ର ଗ୍ରହଣ ଦିନ ଏହି ସବୁ ଦାନ କଲେ ଚାକିରୀ ନିଶ୍ଚିତ…

ଆସନ୍ତା 8 ତାରିଖ ଅର୍ଥାତ କାର୍ତ୍ତିକ ପୁର୍ଣିମାରେ ବୁଡୁଛି ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ | ତେଣୁ ପୂର୍ବଦିନ 7 ନଭେମ୍ବର ସକାଳ 8.29ରୁ ପାକତ୍ୟାଗ ନି-ଷେଧ | ପରାଗକୁ ନେଇ ସାରା ଓଡ଼ିଶାରେ ଅନେକ ବି-ବାଦ ଦେଖିଵାକୁ ମିଳିଥିବା ବେଳେ ଗ୍ରହଣକୁ ନେଇ କିନ୍ତୁ ଏବେ ଠୁ ଆରମ୍ଭ ହୋଇଗଲାଣି ଅନେକ କଳ୍ପନା ଜଳ୍ପନା |

ଯଦି ଆପଣମାନେ ଗ୍ରହଣ ଦିନ ଏହି ସବୁ ଜିନିଷ ଦାନ କରନ୍ତି ତେବେ ଆପଣଙ୍କ ଚାକିରୀରେ ପଦଉନ୍ନତି ଏବଂ ଜୀବନରେ ଅଗ୍ରଗତି କରିବେ ଯାହା ଜ୍ୟୋତିଷବିଦ୍ ମାନେ ପରିକଳ୍ପନା କରିଛନ୍ତି | ଯଦି ଆପଣ କୋୖଣସି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆପଣ ଗ୍ରହଣ ଏହି ସବୁ ନିଶ୍ଚିତ ଦାନ କରନ୍ତୁ | ଦାନ କରିବା ଦ୍ୱାରା ଆପଣଙ୍କର ଅନେକ ସମସ୍ୟାର ସମାଧାନ ହେବ ବୋଲି କୁହାଯାଉଛି |

ଚାକିରୀରେ କିମ୍ଭା କର୍ମକ୍ଷେତ୍ରରେ ସମସ୍ୟା ରହିଛି କି? ତେବେ ଆପଣ ଗ୍ରହଣ ଦିନ ମୋତିର ତିଆରି ଅଳଙ୍କାର ନିଶ୍ଚିତ ଦାନ କରନ୍ତୁ | କେବଳ ଏତିକି ନୁହଁ ଶାସ୍ତ୍ରରେ କୁହାଯାଏ ଯେ ଘରେ ପିଲା ମାନେ ଘରେ ସୌନ୍ଦର୍ଯ୍ୟକୁ ବୃଦ୍ଧି କରନ୍ତି | ତେଣୁ ଯଦି ଆପଣମାନେ ଗ୍ରହଣ ଦିନ କୋୖଣସି ଅଭାବି ପିଲାଙ୍କୁ କ୍ଷୀର, ଖେଳନା କିମ୍ବା ପୋଷାକ ଦାନ କରିବେ ତେବେ ଆପଣ ନିଜ ଜୀବନରେ ନିଶ୍ଚୟ ସଫଳତା ପ୍ରାପ୍ତି କରିବେ |

ଯଦି କୋୖଣସି କାରଣରୁ ଆପଣ ଚିନ୍ତିତ ରହୁଥାନ୍ତି ତେବେ ଆପଣ ଗ୍ରହଣ ଦିନ ଧଳା ରଙ୍ଗର ପୋଷାକ କିଛି ଚିନି ଦାନ କରନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କର ସମସ୍ତ ଚିନ୍ତା ଦୂର ହୋଇଯିବ |

ଯଦି ଆପଣଙ୍କ ପରିବାରରେ ଆର୍ଥିକ ସ-ଙ୍କଟ ଦେଖିବକୁ ମିଳୁଛି ତେବେ ଆପଣ ଗ୍ରହଣ ଦିନ କ୍ଷୀର, ଚାଉଳ କିମ୍ବା ଏହି ପଦାର୍ଥରୁ ତିଆରି କୋୖଣସି ଖାଦ୍ୟ ଦାନ ନିଶ୍ଚୟ କରନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କର ଥିବା ଅର୍ଥ ଜନିତ ସମସ୍ୟା ଦୂର ହୋଇଯିବ |

ଯଦି ଆପଣଙ୍କ ଘରେ କେହି ଅନେକ ଦିନ ହେବ ରୋଗଗ୍ରସ୍ତ ଅଛନ୍ତି ତେବେ ଆପଣ ଗ୍ରହଣ ଦିନ ଏକ ଗ୍ଲାସରେ ପାଣି ଆଣି ସେହିଥିରେ ଏକ ରୂପା ମୁଦ୍ରାକୁ ପକାଇ ଦିଅନ୍ତୁ ଏବଂ ସେହି ପାଣିରେ ସେହି ରୋଗୀଙ୍କୁ କୁହନ୍ତୁ ନିଜ ମୁଁହ ଦେଖିବାକୁ | ଏବଂ ସେ ନିଜ ମୁହଁ ସେହି ପାଣିରେ ଦେଖିବା ପରେ ଆପଣ ସେହି ମୁଦ୍ରାକୁ ବାହାର କରି ଦାନ କରିଦିଅନ୍ତୁ | ଏମିତି କରିବା ଦ୍ୱାରା ରୋଗଗ୍ରସ୍ତ ବ୍ୟକ୍ତି ସୁସ୍ଥ ହେଉଥିବାର ସୂଚନା ଜ୍ୟୋତିଷବିଦ ମାନେ ଦେଇଛନ୍ତି |

Leave a Reply

Your email address will not be published. Required fields are marked *