କାର୍ତ୍ତିକ ମାସ ” ଅଁଳା ନବମୀ ” ଗାଧେଇବା ପାଣି ରେ ପକେଇ ଦିଅନ୍ତୁ ଏହି 1 ଜିନିଷ ଜୀବନ ରେ କେବେ ବି ଧନର ଅଭାବ ହେବ ନାହିଁ…

କାର୍ତ୍ତିକ ମାସ ଶୁକ୍ଲପକ୍ଷର ନବମୀ ତିଥି କୁ ଅଁଳା ନବମୀ ରୂପରେ ଆମେ ପାଳନ କରିଥାଉ | ଏବଂ ଏହି ଦିନ ବହୁତ ବିଧି ବିଧାନ ରହିଛି ଯାହାକୁ କରିବା ଦ୍ୱାରା ପୁର୍ଣ୍ୟ ସହିତ ଜୀବନ ରେ କରଜ ର ସମସ୍ୟା ଦୂର ହୋଇଥାଏ ଏବଂ ଧନ ର ସମସ୍ୟା ରୁ ବି ମୁକ୍ତି ମିଳିଥାଏ | ଏହି ଦିନ ବହୁତ ସାରା ଉପାୟ କରାଯାଏ ତେବେ ଏଥି ମଧ୍ୟ ରୁ ଗୋଟିଏ ଆଜି ଆମେ ଆପଣଙ୍କୁ କହିବୁ | ତେବେ ଆସନ୍ତୁ ଜାଣିବା ସେହି ପ୍ରଭାବଶାଳୀ ଉପାୟ ବିଷୟରେ |

ସର୍ବପ୍ରଥମେ ଯେତେବେଳେ ଆପଣ ସ୍ନାନ କରିବେ ତ ମଥା ରେ ଅଁଳା ଲଗେଇକି ସ୍ନାନ କରିବେ କିମ୍ବା ସ୍ନାନ କରିବା ଜଳ ରେ ଅଁଳା ମିଶ୍ରଣ କରି ସେହି ପାଣିରେ ସ୍ନାନ କରିବେ | ଯଦି ଅଁଳା ମିଳୁ ନାହିଁ ତେବେ ଏହାର ପତ୍ର ମଧ୍ୟ ଆପଣ ବ୍ୟବହାର କରିପାରିବେ | ତେବେ ଏହି ଦିନ କାହାଣୀ ଶୁଣିବାର ମଧ୍ୟ ବିଧାନ ରହିଛି ତେଣୁ ନିଶ୍ଚିନ୍ତ ଶୁଣନ୍ତୁ | ଏବଂ ଅଁଳା ଗଛ ତଳେ ବସି ଖାଦ୍ୟ ଖାଇବେ | ଏବଂ ପୁରା ପରିବାର ସହ ଅଁଳା ନିଶ୍ଚିନ୍ତ ଖାନ୍ତୁ | ଏହି ଦିନ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପୁରା ବର୍ଷ ଉତ୍ତମ ରହିଥାଏ | ତେବେ ଧନ ପାଇଁ କେଉଁ ଉପାୟ କରିବେ ଆସନ୍ତୁ ଜାଣିବା?

ତେବେ ଅଁଳା ନବମୀ ଦିନ ଗୋଟିଏ ସବୁଜ କପଡା ନିଅନ୍ତୁ ଏବଂ ସେଥିରେ ଗୋଟିଏ ଅଁଳା ରଖନ୍ତୁ | ଏବଂ ଭଗବାନ ଙ୍କୁ ପ୍ରାଥନା କରନ୍ତୁ କି ପ୍ରଭୁ କେବେ ବି ଧନ ର ସମସ୍ୟା ନହେଉ ଏବଂ ଆପଣଙ୍କ ଇଛା ପୂର୍ଣ୍ଣ ହେଉ | ଏହା ପରେ ଆପଣ ଏହାକୁ ସମ୍ଭାଳିକି ରଖନ୍ତୁ, ଏହାକୁ ଧନ ରଖିବା ସ୍ଥାନ ରେ ରଖି ପାରିବେ କିମ୍ବା ଆପଣ ଯଦି ବ୍ୟବସାୟୀ ଅଟନ୍ତି ତେବେ ଏହାକୁ କର୍ମ ସ୍ଥଳ ରେ ରଖନ୍ତୁ | ବିଶ୍ୱାସ କରନ୍ତୁ ଧନ ନିୟମିତ ରୂପରେ ଆସିବାକୁ ଲାଗିବ |ବର୍ତ୍ତମାନ ଆମେ ଜାଣିବା କରଜ ସମସ୍ୟା ରୁ କେମିତି ମୁକ୍ତି ପାଇବେ?

ତେବେ ବନ୍ଧୁଗଣ ଅଁଳା ନବମୀ ଦିନ ଅଁଳା ନିଶ୍ଚିନ୍ତ ଦାନ କରନ୍ତୁ | ଏହା ଦ୍ୱାରା ଶୀଘ୍ର ସମାଧାନ ମିଳିଥାଏ | ଏଥି ସହିତ ଏହିଦିନ କୌଣସି ଗରିବ ଲୋକ ଙ୍କୁ ଖାଦ୍ୟ ଖାଇବାକୁ ଦେବା ବହୁତ ପୁର୍ଣ୍ୟ ହୋଇଥାଏ | ବନ୍ଧୁଗଣ ଅଁଳା ନବମୀ ଦିନ ଆପଣ ଭଗବାନ ଙ୍କୁ ପ୍ରାଥନା ନିଶ୍ଚିନ୍ତ କରିବେ ସୁଖୀ ଜୀବନ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ | ଏହା ପରେ ଆପଣ ଅଁଳା ପାଣି ରେ ସ୍ନାନ କରନ୍ତୁ ଏବଂ ସ୍ଵଛ କପଡା ପରିଧାନ କରି ଅଁଳା ଗଛକୁ ପୂଜା କରନ୍ତୁ ଏବଂ 7 ଥର ଏହାର ଚାରି ପାଶ୍ୱ ରେ ପରିକ୍ରମା କରନ୍ତୁ | ଏବଂ ପୂର୍ବ ଦିଗ ରେ ଗୋଟିଏ ଦୀପା ଜଳାନ୍ତୁ |

Leave a Reply

Your email address will not be published. Required fields are marked *