କଇଁଛ-ଆପଣଙ୍କ ଜୀବନ ବଦଳାଇ ଦେବ | ଏବେ ହେବ ଧନର ବର୍ଷା | କେଉଁ କଇଁଛ କିଣିବେ? କେଉଁଠି ରଖିବେ? ସନାତନ ଧର୍ମର ଉପାୟ

ବନ୍ଧୁଗଣ ଯଦି ଆପଣ ବି ନିଜ ଘରେ ରଖିଛନ୍ତି କଇଁଛ ଏବେ ଏହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ ଏହି କଇଁଛ ଜାଣିନିଅନ୍ତୁ କଇଁଛ ରଖିବାର ଏହି 10ଟି ଲାଭ ଦାୟକ କଥା | ବନ୍ଧୁଗଣ କେବେଳ ଭାରତରେ ହିଁ ନୁହଁ ବରଂ ଅନେକ ଏପରି ଦେଶ ଅଛି ଯେଉଁଠାରେ କଇଁଛ ମୁଦି ପିନ୍ଧିବା କିମ୍ଭା କଇଁଛର ପ୍ରତିମା ନିଜ ଘରେ ରଖିବାକୁ ବହୁତ ଶୁଭ ବୋଲି ମନେ କରିଥାନ୍ତି | ଆମେ ଆପଣଙ୍କୁ କହିରଖୁଛୁ ଯେ କଇଁଛକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ବୋଲି କୁହାଯାଏ |

କାରଣ ଭଗବନ ବିଷ୍ଣୁଙ୍କର ଗୋଟେ ରୂପ କଇଁଛ ଅଟନ୍ତି | ଭଗବାନ କଇଁଛ ରୂପରେ ହିଁ ସମୁଦ୍ର ମନ୍ଥନ ବେଳେ ମଗାରଞ୍ଚଳ ପର୍ବତକୁ ନିଜ କବଚରେ ଧରିଥିଲେ | ଏଥିପାଇଁ ସମୁଦ୍ର ମନ୍ଥନରେ ସବୁ ସମସ୍ୟା ଦୂର ହୋଇଯାଇଥିଲା | ଏମିତିରେ ଶାସ୍ତ୍ର ଅନୁଯାୟୀ ଏହା କୁହାଯାଇଛି ଯେ କଇଁଛର ପ୍ରତିମା ଘରେ ରଖିଲେ କିମ୍ଵା ନିଜ ପାଖରେ ରଖିବେ ତେବେ ସବୁ ସମୟରେ ଆପଣଙ୍କ ପାଖରେ ଭଗବାନ ବିଷ୍ଣୁଙ୍କ ସହ ମାତା ଲଷ୍ମୀଙ୍କର କୃପା ମଧ୍ୟ ପ୍ରାପ୍ତ ହୋଇଥାଏ |

ଆସନ୍ତୁ ଜାଣିବା ଯେ କଇଁଛଙ୍କୁ ପାଖରେ କିମ୍ଭା ଘରେ ରଖିଲେ ଏମିତି କଣ 10ଟି ଲାଭ ମିଳେ ଯାହା ଆପଣ ଜାଣିନାହାନ୍ତି | ଏହା ସହ ଏହା ବି ଜାଣିବା ଯେ କଇଁଛକୁ କେଉଁ ଦିଗରେ ରଖିଲେ ମାତା ଲଷ୍ମୀ ଆମ ଘରକୁ ଆସିଥାନ୍ତି |

1- କୁହାଯାଏ ଯେ ଆପଣ ଯେବେ ବି ଚାହିଁବେ କଇଁଛକୁ ନିଜ ଘରକୁ ଆଣିପାରିବେ କିନ୍ତୁ ସବୁବେଳେ ଧ୍ୟାନ ଦେବେ କି ଗୁରୁବାର ଦିନ ହିଁ ଆପଣ ନିଜ ଘରକୁ କଇଁଛର ପ୍ରତିମା ଆଣନ୍ତୁ କାରଣ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଛି | ଏବଂ ଏହି ଦିନ ଆପଣ ଘରକୁ କଇଁଛ ଆଣିବା ଦ୍ୱାରା ଘରକୁ ମାତା ଲଷ୍ମୀ ମଧ୍ୟ ଆସିଥାନ୍ତି |

2- ବନ୍ଧୁଗଣ କଇଁଛର ପ୍ରତିମା ଘରେ ରଖିଲେ ଘରେ ସବୁବେଳେ ସୁଖ, ଶାନ୍ତି ରହିଥାଏ | ଏବଂ ଏହା ସହ ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ |

3- ବନ୍ଧୁଗଣ କୁହାଯାଏ ଯେ କଇଁଛ ରଖିବା ଦ୍ୱାରା ବହୁତ ଶୀଘ୍ର ଧନର ପ୍ରାପ୍ତି ହୋଇଥାଏ | କାରଣ ଭଗବାନ ବିଷ୍ଣୁଙ୍କ ସହ ମାତା ଲଷ୍ମୀଙ୍କର କୃପା ବି ମିଳିଥାଏ |

4- ବନ୍ଧୁଗଣ କୁହାଯାଏ କଇଁଛ ବହୁତ ଶୁଭ ହୋଇଥାଏ ଏବଂ କଇଁଛକୁ ପାଖରେ ରଖିବା ଦ୍ୱାରା ଭଲ ଚାକିରୀ ସହ ପାଠପଢାରେ ମଧ୍ୟ ଭଲ ଫଳ ମିଳିଥାଏ |

5- ବନ୍ଧୁଗଣ ଯେଉଁ ବ୍ୟକ୍ତି ସବୁବେଳେ କଇଁଛକୁ ଦେଖିଥାଏ ସେହି ବ୍ୟକ୍ତି ଉପରେ ସକାରାତ୍ମକ ଉର୍ଜାର ପ୍ରଭାବ ପଡିଥାଏ | ଏମିତିରେ ଆପଣଙ୍କ ଘର କିମ୍ଭା ଆପଣଙ୍କ ଉପରେ ଲାଗିଥିବା ଖରାପ ନଜର ତୁରନ୍ତ ଚାଲିଯାଇଥାଏ |

6- ବନ୍ଧୁଗଣ ଯେଉଁ ବ୍ୟକ୍ତି କରଜରେ ବୁଡିକି ଥାନ୍ତି ତାଙ୍କୁ କଇଁଛର ପ୍ରତିମାକୁ ଘରକୁ ଆଣିବା ନିହାତି ଆବଶ୍ୟକ ହୋଇଥାଏ | କାରଣ ଏହି ପ୍ରତିମା ସମସ୍ତ ଦୁଃଖକୁ ହରଣ କରିଥାଏ |

7- ଯଦି ଆପଣ କୋୖଣସି ନୂତନ କାମ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ସବୁବେଳେ ଧ୍ୟାନ ଦେବେ କି ସେହି ସମୟରେ ଆପଣ ଘରକୁ କିମ୍ଭା ଅଫିସକୁ ଆଣିଥିବା କଇଁଛ ଚାନ୍ଦିର ହେବା ଦରକାର |

8-ବନ୍ଧୁଗଣ ଘରେ କଇଁଛ ରଖିବା ଦ୍ୱାରା ଘରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସୁଖ, ଶାନ୍ତିର ପରିବେଶ ରହିଥାଏ |

9- କଇଁଛର ପିଠି ବହୁତ ମଜବୁତ ହୋଇଥାଏ | ସେ ନିଜେ ପିଠିରେ ଭାରିରୁ ବି ଭାରି ଜିନିଷ ଉଠେଇପାରେ | ଏଥିସହ ଆମ ଉପରକୁ ଆସୁଥିବା ସମସ୍ତ ଦୁଃଖ, କଷ୍ଟକୁ ହରଣ କରିଥାଏ |

10-ବନ୍ଧୁଗଣ କଇଁଛକୁ ଘରେ ରଖିବା ଦ୍ୱାରା ମାତା ଲଷ୍ମୀ ଏବଂ ଭଗବାନ ବିଷ୍ଣୁ ଦୁହିଁଙ୍କର ଆଶ୍ରିବାଦ ସର୍ବଦା ବ୍ୟକ୍ତି ଙ୍କ ଉପରେ ରଖିଥାନ୍ତି

ଏବେ ଆସନ୍ତୁ ଜାଣିବା କିଛି ଜରୁରୀ କଥା | ବନ୍ଧୁଗଣ ଧ୍ୟାନ ଦେବେ ସବୁବେଳେ ଆପଣ ନିଜ ଘରକୁ ଆଣିଥିବା କଇଁଛ ଚାନ୍ଦି କିମ୍ଭା ପିତଳର ହିଁ ହେବା ଆବଶ୍ୟକ ଅଟେ | ଏବଂ ଏହି କଇଁଛକୁ ଏକ କାଚ ପତ୍ରରେ କିମ୍ଭା କୋୖଣସି ପିତଳ ପତ୍ରରେ ପାଣି ଭରି କରି ଏହାକୁ ସ୍ଥାପନ କରନ୍ତୁ | କିନ୍ତୁ ଧ୍ୟାନ ଦେବେ ଏହାକୁ ପ୍ରଥମେ ପୂଜା କରନ୍ତୁ ଏବଂ ଏହାପରେ ସ୍ଥାପନ କରନ୍ତୁ | କଇଁଛକୁ ସବୁବେଳେ ନିଜ ଘରର ଉତ୍ତର-ପୂର୍ବ କୋଣରେ ହିଁ ରଖନ୍ତୁ | ଏବଂ ସେହି କଇଁଛକୁ ଘରେ କିମ୍ଭା ଅଫିସ୍ ରେ ଘରକୁ ଆସୁଥିବା ସ୍ଥିତିରେ ରଖନ୍ତୁ | ଏମିତି ରଖିବା ଦ୍ୱାରା ମାତା ଲଷ୍ମୀଙ୍କର ଆସିବାର ଆଗମନ ରହିଥାଏ |

Leave a Reply

Your email address will not be published. Required fields are marked *