ତୁଳସୀ ଗଛରେ ଏହି ଗୋଟିଏ ଜିନିଷ ରଖି ଦିଅନ୍ତୁ ସବୁ କାର୍ଯ୍ୟ ସଫଳ ହେବ! ଏହି ଉପାୟ ସମସ୍ତେ ଆପଣେଇଛନ୍ତି! ଜୟ ମା ତୁଳସୀ..

କଣ ଆପଣମାନେ ଜାଣିଛନ୍ତି କି ତୁଳସୀ ଗଛରେ ଏହି ଗୋଟେ ଜିନିଷ ବାନ୍ଧିବା ଦ୍ୱାରା ଆପଣ ରାତା-ରାତି ମାଲାମାଲ ହୋଇପାରିବେ | ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇପାରିବ| ଆପଣଙ୍କୁ ସେହି ସବୁ ସୁଖ ମଧ୍ୟ ମିଳିଯାଏ ଯାହା ଆପଣଙ୍କୁ ଦରକାର ଥାଏ | କିନ୍ତୁ ଏହିସବୁ ପାଇଁ ଆପଣଙ୍କୁ ତୁଳସୀ ଗଛ ତଳେ ଏହାକୁ ବାନ୍ଧିବା ଜରୁରୀ ଅଟେ |

ବନ୍ଧୁଗଣ କେବଳ ଆମ ଭାରତ ବର୍ଷରେ ନୁହେଁ ବରଂ ସମଗ୍ର ପୃଥିବୀରେ ଅଧିକାଂଶ ଦେଶରେ ତୁଳସୀଙ୍କୁ ଅତ୍ୟନ୍ତ ଶୁଭ ଏବଂ ପବିତ୍ରତା ଦୃଷ୍ଟିରୁ ଦେଖାଯାଏ | ଅନେକ ଔଷଧୀୟ ଗୁଣ ଥିବା ତୁଳସୀଙ୍କର ଧାର୍ମିକ ଗୁଣ ମଧ୍ୟ ଅଛି | ଅନେକ ଧାର୍ମିକ କାର୍ଯ୍ୟ ଏବଂ ତାନ୍ତ୍ରିକ କାର୍ଯ୍ୟରେ ତୁଳସୀଙ୍କର ବ୍ୟବହାର ହୋଇଥାଏ | ପୁରାଣରେ ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କର ପତ୍ନୀ ହେବାର ଗୌରବ ମିଳିଛି | ଏହି କାରଣରୁ ତୁଳସୀ ଗତତଜନନୀ ମଧ୍ୟ ଅଟନ୍ତି |

ତୁଳସୀଙ୍କ ଭିତରେ ଥିବା ଅନେକ ଭଲ ଗୁଣ ଏବଂ ଔଷଧୀୟ ଗୁଣ ପାଇଁ ତାଙ୍କୁ ଅମୃତ ସହ ମଧ୍ୟ ତୁଳନା କରାଯାଇଛି | ଯେଉଁଠାରେ ତୁଳସୀ ଗଛ ଲଗାହୋଇଥାଏ ସେହିଠାରେ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ଅର୍ଥାତ ତ୍ରି-ଦେବ ସେହିଠାରେ ହିଁ ବାସ କରନ୍ତି | ତୁଳସୀଙ୍କର ପୂଜା କରିବାରୁ ପାପ ଶକ୍ତିଙ୍କର ମଧ୍ୟ ବିନାଶ ହୋଇଯାଏ | ଯେମିତି ସୂର୍ଯ୍ୟ ଉଦୟ ହେବା ପରେ ଅନ୍ଧାରର ହୋଇଥାଏ |

ପୁରାଣ ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ତୁଳସୀ ହରା-ଭରା ହୋଇଥାନ୍ତି ସେହି ଘରେ ସର୍ବଦା ସୁଖ, ଶାନ୍ତି ଲାଗିରହିଥାଏ | ଭଗବାନ ବିଷ୍ଣୁଙ୍କର ପ୍ରଶାଦରେ ତୁଳସୀ ପତ୍ର ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ | ଏବଂ ଏହା ବିନା ପୂଜା ଅସମ୍ପୂର୍ଣ ବୋଲି ବିବେଚନା କରାଯାଏ | ବନ୍ଧୁଗଣ କିଛି ଲୋକ ତୁଳସୀ ଗଛକୁ ପୂଜା ତ କରନ୍ତି କିନ୍ତୁ ସେମାନେ ମାତା ତୁଳସୀଙ୍କୁ ଚୁନୁରୀ ଘୋଡାନ୍ତି ନାହିଁ | ଯେଉଁଥି ପାଇଁ ସେମାନଙ୍କୁ କୋୖଣସି ପ୍ରକାରର ବି ଶୁଭ ଫଳ ପ୍ରାପ୍ତ ହୋଇନଥାଏ |

ସବୁବେଳେ ମାନେ ରଖିବେ ମାତା ତୁଳସୀଙ୍କୁ ଚୁନୁରୀ ନିଶ୍ଚୟ ଚଢେଇବେ | ତୁଳସୀରେ ଚୁନୁରୀ ନିଶ୍ଚିତ ବାନ୍ଧିବା ଅବଶ୍ୟକ ହୋଇଥାଏ | ତୁଳସୀ ମାତା ଆମ ମାଙ୍କ ପରି ହୋଇଥାନ୍ତି | ଏବଂ କିଛି ଲୋକ ମାତା ତୁଳସୀଙ୍କୁ ଚୁନୁରୀ ତ ଚଢ଼ାନ୍ତି କିନ୍ତୁ କିଛି ହିଁ ଲୋକ ଏହାର ଠିକସେ ଧ୍ୟାନ ନିଅନ୍ତି ନାହିଁ | ପ୍ରାୟତଃ ଲୋକମାନେ ତୁଳସୀ ମାତାଙ୍କୁ ଲାଲ ରଙ୍ଗର ଚୁନୁରୀ ଚଢେଇ ଥାନ୍ତି | ଲାଲ ରଙ୍ଗର କାରକ ହେଉଛନ୍ତି ମଙ୍ଗଳ ଏବଂ ତୁଳସୀ ମାତାଙ୍କର କାରକ ହେଉଛନ୍ତି ବୁଧ | ବୁଧ ଏବଂ ମଙ୍ଗଳ ମିତ୍ର ନୁହନ୍ତି | ଏଥିପାଇଁ ମାତା ତୁଳସୀଙ୍କୁ ଧଳା କିମ୍ଵା ନେଳି ରଙ୍ଗର ଚୁନୁରୀ ହିଁ ବାନ୍ଧନ୍ତୁ |

ଅନେକ ଲୋକ ଏହି ଭୁଲ ମଧ୍ୟ କରନ୍ତି କି ମାତାଙ୍କୁ ଚୁନୁରୀ ତ ଚଢେଇଦିଅନ୍ତି କିନ୍ତୁ କିଛି ଦିନ ପରେ ଯେବେ ସେ ଅସନା, ଏବଂ ଚିରିଯାଏ ସେମାନେ ତାକୁ କୋୖଣସି ଶୁଭଦିନ ଅର୍ଥାତ କୋୖଣସି ଏକାଦଶୀ କିମ୍ଭା ଅନ୍ୟ ଶୁଭ ଦିନରେ ବାହାର କରିଦିଅନ୍ତି | ଆମେ ଆପଣଙ୍କୁ କାହିରଖୁଛୁ କି ଆପଣ ସେହି ଅସନା ଚୁନୁରୀ କାଢ଼ିବା ପରେ ଏକ ନୂଆ ଏବଂ ସୁନ୍ଦର ଚୁନୁରୀ ଚେଢେଇବା ନିହାତି ଆବଶ୍ୟକ ହୋଇଥାଏ | ଏମିତି ନ କରିଲେ ମାତା ତୁଳସୀ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି ଏବଂ ଆପଣଙ୍କ ଜୀବନରେ ଅନେକ ସମୟ ଉପୁଜେ

ବନ୍ଧୁଗଣ ତୁଳସୀ ମାତାଙ୍କ ପାଖରେ ଏହି ସବୁ ଜିନିଷ କେବେ ବି ରଖନ୍ତୁ ନାହିଁ | କାରଣ ଏମିତି କରିବା ଦ୍ୱାରା ମାତା ତୁଳସୀ ରୁଷ୍ଟ ହୋଇଥାନ୍ତି | ଆପଣ ପ୍ରଥମତଃ ମନେ ରଖିବେ କି ମାତା ତୁଳସୀ ଥିବା ସ୍ଥାନରେ କେବେ ବି ନିଜ ମୁଁହରୁ ଖରାପ କଥା ବାହାର କରିବେ ନାହିଁ | ମାତା ତୁଳସୀଙ୍କ ଆଖ ପାଖରେ କୋୖଣସି ଝାଡୁ କିମ୍ଵା ଚପଲ ରଖିବାକୁ ପାପ ବୋଲି ବିବେଚନା କରାଯାଏ |

ତୁଳସୀଙ୍କ ଆଖପାଖରେ ଛିପ ପକେଇବା ମଧ୍ୟ ଅତ୍ୟନ୍ତ ଖରାପ ହୋଇଥାଏ | ତୁଳସୀଙ୍କ ପାଖରେ ଜଳ ଭରା କୋୖଣସି ପତ୍ର ରଖିବା ଉଚିତ ହୋଇନଥାଏ | ଏବଂ ଏଥିସହ ଯେବେ ବି ଆପଣ ତୁଳସୀ ମାତାଙ୍କ ପାଖରେ ଦୀପ ଜଳୁଛନ୍ତି ଧ୍ୟାନ ଦେବେ କି ସେହି ଦୀପ ଜଳେଇ ସଙ୍ଗେ ସଙ୍ଗେ ସେଠାରୁ ଆପଣ ସେହି ଦୀପକୁ ହଟେଇ ଦିଅନ୍ତୁ | କାହିଁକି ନା ମାତା ତୁଳସୀଙ୍କ ତଳେ ପୂଜା ହେଇଥିବା ଦୀପ ରଖିବା ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଛି |

Leave a Reply

Your email address will not be published. Required fields are marked *