ଧନତେରସ ଦିନ କିଣନ୍ତୁ ଏହି ଗୋଟେ ଜିନିଷ 13 ଗୁଣା ବଢ଼ିଯିବ ପ୍ରଭାବ, ପୁରା ବର୍ଷ ହେବ ଧନର ବର୍ଷା, ପାଖ ମାଡ଼ିବନି ଗରିବି |

କୁହାଯାଏ ଯେ ଏହିଦିନ ଘରକୁ ସୁନା କିମ୍ଭା ରୂପାର ଅଳଙ୍କାର କିମ୍ଭା ଜିନିଷ ଆଣିଲେ ଶୁଭ ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବଢିଥାଏ | ସତରେ କଣ ଏହି ସବୁ ଜିନିଷ ବେଶୀ ପଇସା ଖର୍ଚ କରି ଆଣିବା ନିହାତି ଦରକାର ହୋଇଥାଏ | ଯଦି ଆମ ପାଖେରେ ସେତିକି ସକ୍ଷମ ହିଁ ନଥିବ କି ଆମେ ଏତେ ପଇସା ଖର୍ଚ କରିପାରିବା ତେବେ ଆମେ କଣ କରିବା |

ବନ୍ଧୁଗଣ ଏହା ଜରୁରୀ ନୁହଁ ଯେ କେବଳ ସୁନା ଏବଂ ରୂପା ହିଁ ଆଣିବେ କିନ୍ତୁ ଏମିତି ବି କିଛି ଛୋଟ ଜିନିଷ ଅଛି ଯାହା ଆପଣ ନିଜ ଘରକୁ ଆଣିପାରିବେ ଏବଂ ମାତା ଲଷ୍ମୀଙ୍କର କୃପା ଏବଂ ଆଶ୍ରିବାଦ ମଧ୍ୟ ପ୍ରାପ୍ତ କରିପାରିବେ | ଆସନ୍ତୁ ଜାଣିବା ଏହି ସବୁ ଜିନିଷ କଣ | ଏହି ସବୁକୁ ଘରକୁ ଆଣିବା ବେଳେ କିମ୍ଭା ଆଣିବା ପରେ କିଛି ନିୟମ ମଧ୍ୟ ଥାଏ କରିବାକୁ | ଯାହା କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ |

ଧନତେରସ ଅର୍ଥାତ କାର୍ତିକ ମାସର ତ୍ରୟୋଦଶୀ 22 ଅକ୍ଟୋବର ସନ୍ଧ୍ୟା 6 ଟା ବାଜି 2ମିନିଟ ରୁ ଆରମ୍ଭ ହୋଈ 23 ଅକ୍ଟୋବର ସନ୍ଧ୍ୟା 6 ଟା ବାଜି 3ମିନିଟି ପର୍ଯ୍ୟନ୍ତ ରହିବ | ଧନତେରସରେ ପୂଜା ପାଠ ବ୍ୟତୀତ କିଛି ଶୁଭ ଜିନିଷ କିଣିବାର ମଧ୍ୟ ବିଧାନ ରହିଛି | ଯାହା କୁ ଆପଣ ନିଜ ଘରକୁ କିଣିକି ଆଣିବା ଦ୍ୱାରା ଆପଣଙ୍କ ଘରକୁ ସେହି ଜିନିଷ ସହ ସୁଖ, ସମୃଦ୍ଧି ମଧ୍ୟ ଆସିଥାଏ | ଏହାକୁ ଧନତେରସରେ କିଣିବା ବହୁତ ଶୁଭ ହୋଇଥାଏ |

କିନ୍ତୁ ବନ୍ଧୁଗଣ ଯଦି ଆପଣଙ୍କ ପାଖରେ ଏହି ବର୍ଷ ପଇସା ନାହିଁ ତେବେ ଆପଣ ଏହି 2ଟଙ୍କିଆ ଜିନଷ ନିଜ ଘରକୁ ନେଇ ଆସନ୍ତୁ | ଏହା ମଧ୍ୟ ଆପଣଙ୍କ ଘରକୁ ସୁଖ ଏବଂ ସମୃଦ୍ଧି ନେଇ ଆସିବ | କିନ୍ତୁ ବନ୍ଧୁଗଣ ଆଜି ଆଗ ଆସନ୍ତୁ ଜାଣିନେବା ଏହି ଦୀପାବଳି କିମ୍ଭା ଧନତେରସରେ ଆମକୁ କଣ କରିବା ଅନୁଚିତ ଅଟେ | କାରଣ ବର୍ଜିତ କର୍ମକୁ ଯଦି ଆମେ କରିବା ତେବେ ଆମକୁ କୋୖଣସି ପ୍ରକାରର ବି ଶୁଭ ଫାଳ ପ୍ରାପ୍ତ ହୋଇପାରେ ନାହିଁ |

ଏହି ସମୟରେ ନିଜ ଘରେ କେବେ ବି ଫଟା କ୍ୟାଲେଣ୍ଡର କିମ୍ଭା ଭଙ୍ଗା ଘଣ୍ଟା ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥିବା ବେଳେ ଆମ ଘରେ ନକାରାତ୍ମକ ଉର୍ଜାକୁ ଜାଗ୍ରତ କରିଥାନ୍ତି | ଏବଂ ଆପଣଙ୍କ ଜୀବନରେ କେବେ ବି ଉନ୍ନତି ହେବ ନାହିଁ | ଅନ୍ୟ ଏକ କଥା ଧ୍ୟାନ ଦେବେ କି କେବେ ବି ନିଜ ଘରେ କ୍ୟାଲେଣ୍ଡରକୁ ଘରର କବାଟ ସାମ୍ନାରେ ଟାଙ୍ଗିବେ ନାହିଁ ଏମିତି କରିବା ଦ୍ୱାରା ଏହାର ସିଧା ପ୍ରଭାବ ଆମ ଜୀବନ ଉପରେ ପକାଇଥାଏ | ଏବଂ ଘରେ ଏହି କେବେ ବି ଭାଙ୍ଗିଯାଇଥିବା ଆଇନା ରଖନ୍ତୁ ନାହିଁ |

ବନ୍ଧୁଗଣ ସବୁବେଳେ ଧ୍ୟାନ ଦେବେ ଯେ ଏହିଦିନ ଯେପରି ଆପଣଙ୍କ ଘରେ କୋୖଣସି ବି ପ୍ରକାରର କଳି, ଝଗଡା ଯେପରି ନ ହୁଏ | କୋୖଣସି ବାଦ-ବିବାଦ | କିମ୍ଭା କୋୖଣସି ପ୍ରକାରର ବି ଅଶ୍ରୁଙ୍ଖଳା ନ ହେବା ଉଚିତ | କାରଣ ଘରେ ଏହି ଦିନ ଝଗଡା ହେଲେ ମାତା ଲଷ୍ମୀ ସେହି ଘରେ କେବେ ବି ପ୍ରବେଶ କରନ୍ତି ନାହିଁ ବରଂ ସେ ସେହି ଘରୁ ସବୁଦିନ ପାଇଁ ଚାଲିଯାଆନ୍ତି | ସେ ବି ଅସନ୍ତୁଷ୍ଟ ହୋଈ | ଯାହା ଆପଣଙ୍କ ଜୀବନରେ କେବଳ ଦୁଃଖ କଷ୍ଟ ହିଁ ଭରି ଦେଇଥାଏ |

ଏହି ଦିନ ଆପଣ ନିଜ ଘରକୁ ଗୋଟେ ମାଟିର ମାଠିଆ କିମ୍ଭା ମାଟିର ସୁରା ଆଣିପାରିବେ ଏହାକୁ ଆଣି ଏଥିରେ ପାଣି ଭରି ନେଇ ନିଜ ଘରର ଉତ୍ତର ଦିଗରେ ରଖିଦିଅନ୍ତୁ | ଏହାକୁ ଧନତେରସରେ ଘରକୁ ଆଣିବା ବହୁତ ଶୁଭ ହୋଇଥାଏ | ଏମିତି କରିବା ଦ୍ୱାରା କେବେ ବି ଆପଣଙ୍କୁ ଧନର କମି ହେବ ନାହିଁ | କାରଣ ଉତ୍ତର ଦିଗ ଭଗବାନଙ୍କର ଦିଗ ବୋଲି କୁହାଯାଏ | ଏବଂ ମାଟି ପତ୍ରରେ ପାଣି ଘରେ ଉତ୍ତର ଦିଗରେ ରଖିଲେ ଏହା ଈଶ୍ୱରଙ୍କୁ ପ୍ରାପ୍ତ ହୋଇଥାଏ ଏବଂ ଈଶ୍ୱର ଖୁସି ହୋଈ ପତ୍ରରେ ପାଣି ରଖିଥିବା ବ୍ୟକ୍ତି ଉପରେ ସବୁବେଳେ ନିଜର କୃପା ଦୃଷ୍ଟି ରଖିଥାନ୍ତି |

ଆପଣ ଏହି ଦିନ ଘରକୁ ଶଙ୍ଖ ମଧ୍ୟ ଆଣିପାରିବେ କାରଣ ହେତେବେଳେ ଦେବତା ଏବଂ ଅସୁରଙ୍କ ମଧ୍ୟରେ ଅମୃତ ପାଇଁ ମନ୍ଥନ କରାଯାଇଥିଲା ସେତେବେଳେ ସେଇଥିରୁ ବାହାରିଥିବା 8ଟା ରତ୍ନ ମଧ୍ୟରୁ ଗୋଟେ ରତ୍ନ ଶଙ୍ଖ ଥିଲା | ଆପଣ ଯଦି ଗୋଟେ ଶଙ୍ଖ ଏହିଦିନ ଆଣି ନିଜ ଘରେ ନିଜ ଠାକୁରଙ୍କ ପାଖରେ ରଖିବେ ତେବେ ଏହା ମାତା ଲଷ୍ମୀଙ୍କୁ ପ୍ରାପ୍ତ ହୁଏ ଏବଂ ଏମିତି କରିବା ଦ୍ୱାରା ମାତା ଲଷ୍ମୀ ଖୁସି ହୋଈ କେବେ ବି ଆପଣଙ୍କ ଉପରୁ ନିଜ କୃପା ଦୃଷ୍ଟି ହଟେଇନଥାନ୍ତି |

ମାତା ଲଷ୍ମୀଙ୍କର ନିଜ ଘରେ ବାସ କରିଏବା ପାଇଁ ସବୁବେଳେ ନିଜ ଗୁରୁଜନ ମାନଙ୍କୁ ସଂମାନ ଦିଅନ୍ତୁ | କେବେ ବି କୋୖଣସି ଲୋକଙ୍କ ସହ ଅନ୍ୟାୟ କରନ୍ତୁ ନାହିଁ | କେବେ ବି କାହାରି ପାଇଁ ଖରାପ ଚିନ୍ତା କରନ୍ତୁ ନାହିଁ | କିମ୍ଭା କାହା ସହ ଖରାପ ଆଚରଣ କରନ୍ତୁ ନାହିଁ | କାରଣ ମାତା ସେଭଳି ଘରେ ଜମା ବି ରୁହନ୍ତି ନାହିଁ | ଯେଉଁ ଘରେ ସାନ ମନେ ବଡ଼ ମାନଙ୍କୁ ସଂମାନ ଦିଅନ୍ତି ନାହିଁ | ଯେଉଁ ଲୋକ ସବୁବେଳେ ଆମିଷ ଗ୍ରହଣ କରନ୍ତି | ଯେଉଁମାନେ ସବୁବେଳେ ମଦ୍ୟପାନ କରନ୍ତି | ସେଥିପାଇଁ ସବୁବେଳେ ନିଜ ଗୁରୁଜନ ନିଜ ପରିଜନଙ୍କୁ ସାହାଯ୍ୟ ଏବଂ ସଂମାନ କରନ୍ତୁ |

Leave a Reply

Your email address will not be published. Required fields are marked *