” ଧନତେରସ ” ସକାଳୁ ଉଠିବା ମାତ୍ରେ ହିଁ କରିନିଅନ୍ତୁ ଲୁଚିକି ଏହି 1 କାମ ମା ଲକ୍ଷ୍ମୀ ଦୌଡ଼ି ଚାଲି ଆସିବେ ଆପଣଙ୍କ ଘରକୁ..

ବନ୍ଧୁଗଣ ଯଦି ଆପଣ ଧନତେରସ ଦିନ ସକାଳୁ ଉଠି ଏହି କାମ କରିଦେବେ ତେବେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବା ସହ ଆପଣଙ୍କର ଆଗକୁ ଆସିବାକୁ ଯାଉଥିବା ପୁରା ବର୍ଷ ମଧ୍ୟ ଖୁସିରେ ଭରିଯିବ | ବନ୍ଧୁଗଣ ଏହା ସମ୍ପୂର୍ଣ ସତ ଅଟେ | ଚାଲନ୍ତୁ ଜାଣିବା ଆମେ କଣ କରିବା | ଏହି ଉପାୟକୁ ଯଦି ମହିଳା କରିବେ ତେବେ ଭଲ ପୁରୁଷ ମାନେ ମଧ୍ୟ କରିଲେ ଚଳିବ କିନ୍ତୁ ମହିଳା ମାନେ କଲେ ବେଶୀ ଶୁଭ ହୋଇଥାଏ କାରଣ ମହିଳାଙ୍କୁ ଘରର ଲଷ୍ମୀ ବୋଲି କୁହାଯାଇଛି |

ସକାଳୁ ଉଠିବା ପରେ ଘରର ମୁଖ୍ୟ ଦ୍ଵାରର ଏରୁଣ୍ଡି ବନ୍ଦର ଦୁଇ ପାର୍ଶ୍ୱରେ ଟିକେ ଟିକେ ଜଳ ଢାଳନ୍ତୁ | ଏବଂ ଧ୍ୟାନ ରଖିବେ ଏହାକୁ ଘର ଭିତରୁ ହିଁ ଢ଼ାଳିବାର ଅଛି ବାହାରୁ ନୁହେଁ | ଏବଂ ଏହିଦିନ ଆପଣଙ୍କ ଘରକୁ ଯେ କେହି ବି ଆସନ୍ତୁ ନା କାହିଁକି ସେ ପକ୍ଷୀ ହଉ କିମ୍ଭା ପଶୁ ଯିଏ ବି ଆସୁଛନ୍ତି ତାଙ୍କୁ କିଛି ନା କିଛି ଖାଇବାକୁ ଦିଅନ୍ତୁ | ଏବଂ ଯଦି ଆପଣଙ୍କ ଘରକୁ ଏହିଦିନ କୋୖଣସି ବ୍ୟକ୍ତି ମାଗିବାକୁ ଆସୁଛନ୍ତି ତେବେ ଆପଣ ତାଙ୍କୁ ନିଶ୍ଚିତ ରୂପେ ଖାଇବାକୁ ଦିଅନ୍ତୁ |

ପଇସା ଦିଅନ୍ତୁ ନାହିଁ ଆପଣ ତାଙ୍କୁ ଖାଇବା ବାସ୍ତୁ ହିଁ ଧନ କରନ୍ତୁ | ପଇସା ଦେବେ ନାହିଁ କାରଣ ସମସ୍ତଙ୍କୁ ଏହା ସୁଟ କରେନାହି | ଏବଂ ଯଦି ଆପଣ ନିଜ ହାତରେ ହିଁ ଏହିଦିନ ଅନ୍ୟଙ୍କୁ ମାତା ଲଷ୍ମୀଙ୍କୁ ଦେଇଦେବେ ତେବେ ଆପଣଙ୍କ ପାଖରେ କଣ ବା ରହିବ | ଯେଉଁ ପର୍ଯ୍ୟନ୍ତ ପାରୁଛନ୍ତି ଖାଇବା ଜିନିଷ ଦାନ କରନ୍ତୁ | ଏହା ଶୁଭ ହୋଇଥାଏ |

ଯଦି ଆପଣ ମହିଳା ଅଟନ୍ତି ତେବେ ଧ୍ୟାନ ଦେବେ କି ଆପଣ ନିଜର ଅଧିକତାର ସମୟ ରୋଷେଇ ଘରେ ହିଁ ବିତେଇଥାନ୍ତି | ଧ୍ୟାନ ରଖିବେ କି ରାତିରେ ଖାଇବା ପରେ ଅଇଁଠା ବାସନକୁ କେବେ ବି ସକାଳ ପର୍ଯ୍ୟନ୍ତ ରଖିବେ ନାହିଁ | ଏବଂ ଏହା ମଧ୍ୟ କରିବେ କି ସଫା କରିବା ପରେ ରାତିରେ ଗୋଟେ ପତ୍ରରେ ପାଣି ନିଶ୍ଚିତ ରୂପେ ରଖି ନିଜ ଶୋଇବା ଘରକୁ ଯିବେ |

ଅନ୍ୟ ଏକ କଥା ଯଦି ଆପଣ ଗ୍ୟାସରେ କ୍ଷୀର ଫୁଟାଉଛନ୍ତି ମନେ ରଖିବେ କ୍ଷୀର ଗ୍ୟାସରେ ବସେଇବା ଆଗରୁ ଚୁଲାରେ କିଛି ବୁନ୍ଦା କ୍ଷୀର ପକାଇ କ୍ଷୀର ଫୁଟାନ୍ତୁ କିମ୍ଭା ଯଦି ଆପଣ ରୁଟି କରୁଛନ୍ତି ତେବେ ସେହି ରୁଟି ଚକଟିଲା ବେଳେ ସେହି ରୁଟିରେ କିଛି କ୍ଷୀର ବୁନ୍ଦା ପକାନ୍ତୁ ଏମିତି କରି ଯେତେବେଳେ ଆପଣ ସେହି ରୁଟିକୁ ଗ୍ୟାସରେ ସେକିବେ ସେତେବେଳେ ସେଥିରୁ ଯେଉଁ ବାସ୍ନା ବାହାରି ଥାଏ ସେହି ବାସ୍ନାରେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯାଇଥାଏ | ମାତା ଲଷ୍ମୀ ମଧ୍ୟ ପ୍ରଶନ ହୋଇଥାନ୍ତି | ଏହା ସହ ଘରେ ଥିବା ନକାରାତ୍ମକ ଶକ୍ତି ମଧ୍ୟ ନଷ୍ଟ ହୋଇଥାଏ |

ଏହା ସହ କେବେ ବି ଆପଣ ନିଜର ପୁରା ଘରକୁ ଅନ୍ଧାର କରି ରଖନ୍ତୁ ନାହିଁ | ଏମିତି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ବଢିଯାଏ | ତେଣୁ କେବେ ବି ନିଜ ଘରର କୁ ସମ୍ପୂର୍ଣ ଅନ୍ଧାର କରନ୍ତୁ ନାହିଁ | ଘରର କେଉଁ ବି ଏକ କୋଣରେ ନାଇଟ ବଲ୍ ଲଗାନ୍ତୁ | ଏହା ପରେ ଆପଣ ଟି ନିଶ୍ଚିତ ରୂପେ ନିଜ ଘରେ ପୂଜା ପାଠ କରୁଥିବେ | ଆପଣ ଯେଉଁ ବି ଧର୍ମର ହୁଅନ୍ତୁ ନା କାହିଁକି ଆପଣ ଭଗବାନଙ୍କୁ ପ୍ରାଥନା ତ ନିଶ୍ଚିତ ରୂପେ କରୁଥିବେ |

ତେବେ ବନ୍ଧୁଗଣ ଏମିତି ବି ଥାଏ ଯେ ଯଦି ଭଗବାନ ବ୍ରହ୍ମ ଦେବ ରାଗିଯିବେ ତେବେ ଆମକୁ ନା ସନ୍ତାନ ସୁଖ ମିଳିଥାଏ ନା ପତିଙ୍କ ସୁଖ ନାହିଁ ଆମର କେହି ସଂମାନ କରନ୍ତି | ତେଣୁ ଆପଣ ନିଜର ଏକ ନିୟମ କରନ୍ତୁ ପ୍ରତିଦିନ ଗୋଟେ ଢାଳ ଜଳରେ ଗୋଟେ ଚୁଟକୀ ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ | ଏବଂ ହଳଦୀକୁ ନିଜ ବେକ କିମ୍ଭା ନିଜ ମଥାରେ ଲଗାନ୍ତୁ |

ଏହା ପରେ ଆପଣ ନିଜ ଘରକୁ ସମ୍ପୂର୍ଣ ରୂପରେ ସଫା ସୁତୁରା କରନ୍ତୁ ଧ୍ୟାନ ଦେବେ ଘର ସଫା କରିଲା ବେଳେ ଘର ସେହି ପାଣିରେ ଧୋଇବେ ଯେଉଁ ପାଣିରେ ଲୁଣ ମିଶିଥିବ | ଏମିତି କରିବା ଦ୍ୱାରା ମାତା ଲଷ୍ମୀ ଖୁସି ହୋଇଥାନ୍ତି ଏବଂ ଏହା ପରେ ଆପଣ ଭଲରେ ସାନ୍ନ ସାରି ପୂଜା ଗୃହରେ ବସି ମାତା ଲଷ୍ମୀଙ୍କୁ ପୂଜା କରନ୍ତୁ ତାଙ୍କୁ ନିଜ ଘରେ ରହିବାର ଅନୁରୋଧ କରନ୍ତୁ | ଦେଖିବେ ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟା କିପରି ନଷ୍ଟ ହୋଇଯିବ |

Leave a Reply

Your email address will not be published. Required fields are marked *