25 ଅକ୍ଟୋବର 2022 ସୂର୍ଯ୍ୟଗ୍ରହଣର 3 ରାଶି ଉପରେ ପଡିବ ଅଶୁଭ ପ୍ରଭାବ କରନ୍ତୁ ଏହି ଉପାୟ..

ବନ୍ଧୁଗଣ 25 ଅକ୍ଟୋବର 2022 କୁ ଲାଗିବାକୁ ଯାଉଛି ସୂର୍ଯ୍ୟପରାଗ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ବର୍ଷର ଶେଷ ସୂର୍ଯ୍ୟ ପରାଗ | ବିଦ୍ୱାନ ଙ୍କ ଅନୁଯାୟୀ ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରୁଛନ୍ତି | ଏହିପରି ପରିସ୍ଥିତିରେ କିଛି ରାଶି କୁ ଏହାର ଅଶୁଭ ଫଳ ଦେଖିବାକୁ ମିଳିବ | ଏହା ବ୍ୟତୀତ ତୁଳା ରାଶିରେ ସୂର୍ଯ୍ୟ ସହ ଚନ୍ଦ୍ରମା, ଶୁକ୍ର ଏବଂ କେତୁ ମଧ୍ୟ ପ୍ରବେଶ କରିବେ | ଏହି ଚାରି ଗ୍ରହ ଦ୍ୱାରା ଯେଉ ଯୋଗ ହେଉଛି ତାହାକୁ ଚର୍ତୁଗ୍ରହ ଯୋଗ କୁହାଯାଉଛି |

ଏହାର ପ୍ରଭାବ ଅନେକ ଗ୍ରହ ଉପରେ ପଡ଼ିବାକୁ ଯାଉଛି, ଏହା ମଧ୍ୟରୁ ଏହି 3 ଟି ରାଶିକୁ ବିଶେଷ ଧ୍ୟାନ ଅବଲମ୍ବନ କରିବାକୁ ପଡିବ | ଅନ୍ୟଥା ଆପଣଙ୍କୁ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡିପାରେ | ଦୀପାବଳୀ ରେ ଏହିପରି ସଂଯୋଗ ପ୍ରାୟ 27 ବର୍ଷ ପୂର୍ବେ ହୋଇଥିଲ | ଜ୍ୟୋତିଷ ଶାସ୍ତ୍ର ରେ ସୂର୍ଯ୍ୟ ପରାଗ କୁ ଅଶୁଭ ବୋଲି ବିଶ୍ୱାସ କରାଯାଏ ଏହାର କାରଣ ସୂର୍ଯ୍ୟ ଙ୍କୁ ଶକ୍ତିଶାଳୀ ଏବଂ ଜୀବନଦାତା ବୋଲି କୁହାଯାଏ |

ସୂର୍ଯ୍ୟ ପରାଗ ଯୋଗୁ ସବୁ ଗ୍ରହ ଉପରେ ଏହାର ଅଶୁଭ ପ୍ରଭାବ ପଡିଥାଏ | ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ |ଏହି ସମୟରେ କୌଣସି ମଙ୍ଗଳିକ କାର୍ଯ୍ୟ କରିବା ଉଚିତ ନୁହେଁ | ଏହି ସମୟରେ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଅନିଷ୍ଟ ପ୍ରଭାବ ଦୂର ହୋଇଥାଏ | ପରାଗ ସମୟରେ ଭୋଜନ କରିବା ଏବଂ ତିଆରି କରିବା ବର୍ଜିତ ବୋଲି କୁହାଯାଇଛି | ପରାଗ ସମୟରେ ପାଣି ବି ପିଇବା ଉଚିତ ନୁହେଁ ଏହା ସହିତ ଭଗବାନଙ୍କୁ ଛୁଇଁବା ମନା ହୋଇଥାଏ | ଅନ୍ୟଥା ଆପଣଙ୍କୁ ଏହାର କୁପ୍ରଭାବ ଭୋଗିବାକୁ ପଡି ପାରେ |ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଦୁଷପ୍ରଭାବ ପଡିଥାଏ | ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ଯାହାଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଛି |

1. ବୃଷଭ ରାଶି – ବୃଷଭ ରାଶି ପାଇଁ ସୂର୍ଯ୍ୟ ପରାଗ ର କୁପ୍ରଭାବ ପଡ଼ିବ | ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି | ତେଣୁ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ଉଚିତ | ଧନ ହାନି ର ମଧ୍ୟ ଯୋଗ ବନୁଚି ତେବେ ତାଙ୍କ ପଇସା ଦେଖି ଚାହିଁ ଖର୍ଚ କରନ୍ତୁ |

2.କନ୍ୟା ରାଶି – କନ୍ୟା ରାଶି ଉପରେ ଏହି ସୂର୍ଯ୍ୟ ପରାଗ ର ଭଲ ପ୍ରଭାବ ଦେଖିବାକୁ ମିଳିବା | ଆକସ୍ମିକ ଟଙ୍କା ମିଳିବାର ଆଶଙ୍କା ରହିଛି | ଜମି କିମ୍ଵା କୌଣସି ବିଜନେସ ଅଟକ ରହିଥିବ ଟଙ୍କା ମିଳିଯିବ | ସମ୍ପର୍କୀୟ ଙ୍କ ଠାରୁ ଖୁସି ଖବର ମିଳିପାରେ ଯାହା ଦ୍ୱାରା ଘରେ ଖୁସି ର ପରିବେଶ ରହିବା |

3. ମିଥୁନ ରାଶି – ମିଥୁନ ରାଶି ପାଇଁ ଏହି ପରାଗ ପରିବର୍ତ୍ତନ ଆଣି ଦେଇ ଆସୁଛି | ଯାହା ଫଳ ରେ ଚାକିରୀ ରେ ଅସୁବିଧା ଦେଖ ଦେବ | ଏହି ସମୟରେ ଭାବି ଚିନ୍ତି ନିଷ୍ପତି ନିଅନ୍ତୁ ଲୋଭ ରେ ପଡି ଚାକିରୀ ବଦଳେଇବାକୁ ଚେଷ୍ଟା କରନ୍ତୁ ନାହିଁ | ଏହି ସମୟରେ ଧନ ର ଅଭବ ହେବ କିନ୍ତୁ ଋଣ ନେବା ଉଚିତ ହେବନି |

4.ତୁଳା ରାଶି – ଏହି ରାଶିରେ ସୂର୍ଯ୍ୟ ପରାଗ ହେଉଥିବା ହେତୁ ଏହି ରାଶିକୁ ବିଶେଷ ଯତ୍ନବାନା ହେବ ଉଚିତ | ଏହା ଯୋଗୁ ମାନ ସମ୍ମାନ ରେ ପ୍ରଭବା ଆସିପାରେ | ଦୁଃଖ କଷ୍ଟ ବଢ଼ିଯିବ ଏବଂ ଏକୁଟିଆ ରହିବାକୁ ହେବ | ଯେଉଁଥିପାଇଁ ଆତ୍ମ ବିଶ୍ୱାସ ରେ ପ୍ରଭାବ ପଡ଼ିବ |

5. ଧନୁ ରାଶି – ଏହି ରାଶି ରେ ମଧ୍ୟ ସୂର୍ଯ୍ୟ ପରାଗ ବହୁତ ଖରାପ ପ୍ରଭାବ ପକେଇବାକୁ ଯାଉଛି | ଏହି ରାଶିକୁ ଆର୍ଥିକ ଅସୁବିଧା ଭୋଗିବାକୁ ପଡିବ | ତେଣୁ ଦେଖି ଚାହିଁ ନିବେଶ କରିବା ଉଚିତ | ଏବଂ କରଜ କରିବା ଦ୍ୱାରା ଆହୁରି ଅସୁବିଧା ଆସିପାରେ |

Leave a Reply

Your email address will not be published. Required fields are marked *