ଅକ୍ଟୋବର ୯ ବଡ଼ ରବିବାର ‘ ଶରତ ପୂର୍ଣ୍ଣିମା ‘ ରେ ଚୁପଚାପ ଏହି ତିନୋଟି ଜାଗାରେ ରଖି ଦିଅନ୍ତୁ ଲୁଣ , ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ :-

ଆମ ଜୀବନରେ ଏବଂ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଲୁଣର ଅନେକ ମହତ୍ତ୍ୱପୁର୍ଣ୍ଣ ଭୂମିକା ରହିଥାଏ । ବାସ୍ତୁକୁ ଠିକ କରିବା ପାଇଁ ମଧ୍ୟ ଲୁଣର ଉପଯୋଗ ହୋଇଥାଏ । ଲୁଣ ଆମର ଆୟୁଷ କମ କରିପାରେ କିମ୍ବା ଅଧିକ ମଧ୍ୟ କରିପାରେ । ସାଧରଣତଃ ଲୁଣ ଦୁଇ ପ୍ରକାରର । ଗୋଟିଏ ହେଉଛି ସମୃଦ୍ରୀ ଲୁଣ ଏବଂ ଅନ୍ୟଟି ହେଉଛି ପାହାଡ଼ି ଲୁଣ ।

ଆଜିକାର ଏହି ଲେଖାରେ ଆମେ କହିବୁ ଯେ ବଡ଼ ରବିବାର ଦିନ ଲୁଣର କେଉଁ ବିଶେଷ ଉପଯୋଗ କରି ଆମେ ଜୀବନକୁ କିପରି ବଦଳାଇ ପାରିବା । ଲୁଣ ମନୁଷ୍ୟର ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ । ଏହା ଶରୀରରେ ଅଧିକ ହୋଇଗଲେ କ୍ଷତି କରିଥାଏ ଏବଂ ଅତି କମ ହୋଇଗଲେ ମଧ୍ୟ କ୍ଷତି କରିଥାଏ । ଏହାଦ୍ବାରା ଜୀବନରୁ ନକରାତ୍ମକତା ଦୂର ହୋଇଥାଏ ଏବଂ ମନୁଷ୍ୟ କୋଟିପତି ମଧ୍ୟ ହୋଇଥାଏ ।

ତେବେ ସେହି ଉପାୟକୁ କରିବା ପାଇଁ ଆବଶ୍ୟକୀୟ ଜିନିଷ ହେଉଛି ଶହେ ଗ୍ରାମ ବିରି ଡାଲି , ପଚାଶ ଗ୍ରାମ ଚାଉଳ , ଶହେ ଗ୍ରାମ ନାଲି ଲଙ୍କା , ଏକ ଗ୍ରାମ ଲୁଣ , ପଚାଶ ଟଙ୍କା ଏବଂ ସୋରିଷ ତେଲ । ଏହାକୁ ଏକ ଥଳିରେ ନେଇ କୌଣସି ବୟସ୍କ ବ୍ୟକ୍ତିଙ୍କୁ ଦାନ କରି ଦିଅନ୍ତୁ । ଏହାପରେ ଘରକୁ ଫେରି ଆସନ୍ତୁ । ଏପରି କଲେ ଚମତ୍କାର ହୋଇଥାଏ । ଏହାଦ୍ବାରା ଧନ ସମ୍ବନ୍ଧୀୟ ଏବଂ ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ ।

ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି , ଶନିଦେବଙ୍କ କୃପା ଦୃଷ୍ଟି ବର୍ଷିଥାଏ ଏବଂ ବୃହସ୍ପତି ମଧ୍ୟ ମଜବୁତ ହୋଇଥାନ୍ତି । ଏହାଦ୍ବାରା ଶୁକ୍ର ମଧ୍ୟ ମଜବୁତ ହୋଇଥାନ୍ତି ଏବଂ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ମାତ୍ର ଏହି ଉପାୟକୁ କରିବା ସମୟରେ କାହାକୁବି କୁହନ୍ତୁ ନାହିଁ । ମାତ୍ର ଏହିସବୁ ଉପାଦାନ ମଧ୍ୟରୁ କୌଣସି ଗୋଟିଏବି ମିସ ହେବା ଉଚିତ ନୁହେଁ । ଏହାର ଅତ୍ୟନ୍ତ ଭଲ ଫାଇଦା ମିଳିଥାଏ ।

ଚନ୍ଦ୍ର ଏବଂ ଶୁକ୍ର ଲୁଣର ପ୍ରତିନିଧିତ୍ୱ କରିଥାଏ । ଯଦି ଆପଣ ଏହାକୁ କୌଣସି ଷ୍ଟିଲ ପାତ୍ରରେ ରଖନ୍ତି ତେବେ ଏହାଦ୍ବାରା ଚନ୍ଦ୍ର ଏବଂ ଶନିଙ୍କ ମିଳନ ହୋଇଥାଏ , ଯାହା ଅତ୍ୟନ୍ତ ଘାତକ ହୋଇଥାଏ । ତେଣୁ ଏହାକୁ ଷ୍ଟିଲ କିମ୍ବା ପ୍ଲାଷ୍ଟିକରେ ମଧ୍ୟ ରଖନ୍ତୁ ନାହିଁ । ଏହାକୁ କେବଳ କାଚ ପାତ୍ରରେ ରଖିବା ଉଚିତ । ଲୁଣକୁ ଲୁହା ପାତ୍ରରେ ରଖିଲେ ଶନି ଏବଂ ଚନ୍ଦ୍ର କ୍ରୋଧିତ ହୁଅନ୍ତି । ଲୁଣକୁ ଫିଙ୍ଗିବା ମଧ୍ୟ ଦାରିଦ୍ର୍ୟତାର କାରଣ ହୋଇଥାଏ ।

ଲୁଣ ଫିଙ୍ଗିବା ଦ୍ୱାରା ଚନ୍ଦ୍ର ଏବଂ ଶୁକ୍ର ଦୁର୍ବଳ ହୋଇଥାଏ । କୌଣସି ବ୍ୟକ୍ତିକୁ ଧାର କରି ଲୁଣ ଖାଇବା ଉଚିତ ନୁହେଁ । କାରଣ ଏହାଦ୍ବାରା ମନୁଷ୍ୟର ଖରାପ ଦିନର ପ୍ରାରମ୍ଭ ହୋଇଥାଏ । ଯଦି ଆପଣ କାହାଠାରୁ ଲୁଣ ଧାର ନେଉଛନ୍ତି କିମ୍ବା କାହାଠାରୁ ନେବା ପରେ ଭୁଲି ଯାଇଛନ୍ତି ତେବେ ମଧ୍ୟ ଶନିଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ସନ୍ଧ୍ୟା ସମୟରେ କାହାଠାରୁ ଲୁଣ ନେବା କିମ୍ବା କାହାକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ଚାଲିଯାଏ ଏବଂ ଦାରିଦ୍ର୍ୟତା ଆସିଥାଏ । ସପ୍ତାହରେ ୨ରୁ ତିନି ଥର ଲୁଣ ମିଶା ପାଣିରେ ପୋଛା ଲଗାଇବା ଉଚିତ । ଏହାଦ୍ବାରା ନକରାତ୍ମକତା ଦୂରେଇ ଯାଏ ।

ମାତ୍ର ଦ୍ୱିପ୍ରହର ସମୟରେ ଏହି ଲୁଣ ମିଶା ପାଣିରେ ପୋଛା ଲଗାଇଲେ ଘରୁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଚାଲି ଯାଆନ୍ତି । ଯେଉଁ ଘରେ ସକାଳ ସମୟରେ ସଫାସୁତୁରା ହୋଇଥାଏ ସେହି ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ଘରର ମୁଖ୍ୟଦ୍ୱାରକୁ ଖୋଲିଦେବା ଉଚିତ ନଚେତ ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରି ପାରିବେ ନାହିଁ । ଏହାପରେ ଘରକୁ ସଫାସୁତୁରା କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *