ଶରଦ ପୁର୍ଣିମା ପୁରୁଣା ଝାଡୁରେ କରନ୍ତୁ ଏହି କାମ, ଆସିଯିବ ଆପେ ଆପେ ଧନ ସମ୍ପତ୍ତି |

ବନ୍ଧୁଗଣ ଏମିତିରେ ତ ସମସ୍ତ ପୁର୍ଣିମାକୁ ଲାଭ ଦାୟୀ ହୋଇଥାଏ କିନ୍ତୁ ବର୍ଷର କିଛି ଏପରି ବେଶେଷ ପୁର୍ଣିମା ମଧ୍ୟ ଥାଏ ଯେଉଁ ପୁର୍ଣିମା ଗୁଡିକ ଅତ୍ୟନ୍ତ ଶୁଭ ଏବଂ ସମୃଦ୍ଧ ଶାଳି ବୋଲି ବେବେଚନା କରାଯାଏ | ଏହି ମଧ୍ୟରୁ ଗୋଟେ ପୁର୍ଣିମା ହେଉଛି ଶରଦ ପୁର୍ଣିମା | ଏହି ପୁର୍ଣିମା ଧନଦାୟକ ବୋଲି ବେବେଚନା କରାଯାଏ | ବନ୍ଧୁଗଣ ଶରଦ ପୁର୍ଣିମା 9ଅକ୍ଟୋବର 2022 ରବିବାର ଦିନ ଅଟେ | ଧାର୍ମିକ ମାନ୍ୟତା ଅନୁଯାୟୀ ଏହିଦିନ ରାତିରେ ଜହ୍ନଙ୍କ ଠାରୁ ଆସୁଥିବା କିରଣ ଅମୃତ ସହ ସମାନ ହୋଇଥାଏ |

ଏହା ସହ କିଛି ଉପାୟ କରି ଆପଣ ନିଜ ଜୀବନର ସମସ୍ତ ଇଚ୍ଛାକୁ ପ୍ରାପ୍ତ କରିପାରିବେ | ବନ୍ଧୁଗଣ ଅଶ୍ଵିନ ମାସର ଯେଉଁ ଶୁକ୍ଲପକ୍ଷ ପୁର୍ଣିମା ତଥା ରାସ ପୁର୍ଣିମା ମଧ୍ୟ କୁହାଯାଏ | କହିରଖୁଛୁ ଯେ ଶରଦ ପୁର୍ଣିମା ତିଥି 9 ଅକ୍ଟୋବର 2022 ସକାଳ 3.48ରୁ ଆରମ୍ଭ ହେବ ଏବଂ ପୁର୍ଣିମା ଦିନ 10 ଅକ୍ଟୋବର 2022 ସକାଳ 2.25ରେ ସମାପ୍ତ ହେବ | ଏହି ଦିନ ଚନ୍ଦ୍ର ଉଦୟ ହେବାର ସମୟ ହେଉଛି 6ବାଜି 18ମିନଟ ରେ | ଚାଲନ୍ତୁ ଜାଣିବା ସେହି ସବୁ ବିବେଷ ଉପାୟ ବିଷୟରେ |

ଏହା କୁହାଯାଏ ଯେ ଏହି ସମାୟରେ ଚନ୍ଦ୍ରଙ୍କ କିରଣ ପୁରା ପୃଥିବି ଉପରେ ପଡିଥାଏ ଏବଂ ଏହି ସମୟରେ ଚନ୍ଦ୍ରଙ୍କ କିରଣ ଅମୃତ ସହ ସମାନ ହୋଇଥାଏ | ଏବଂ ଏଥିପାଇଁ ଶରଦ ପୁର୍ଣିମା ଦିନ କ୍ଷୀର ନେଇ ଚନ୍ଦ୍ରଙ୍କ କିରଣରେ ରଖି ସେହି କ୍ଷୀରିକୁ ସକାଳେ ପ୍ରସାଦ ଭାବେ ଗ୍ରହଣ କରିବାର ପରମ୍ପରା ପ୍ରଚଳିତ ଅଟେ | ସମ୍ପୂର୍ଣ ରାତିରେ ଚନ୍ଦ୍ରଙ୍କ କିରଣରେ କ୍ଷୀରି ରଖି ସକାଳେ ସେହି କ୍ଷୀରିକୁ ପ୍ରସାଦ ଭାବେ ଗ୍ରହଣ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ରହିଥାଏ |

ଏହି କ୍ଷୀରିକୁ ଖାଇବା ଦ୍ୱାରା ଆପଣଙ୍କ ତ୍ୟୋଚା, ଶ୍ୱାସ, ଏବଂ ଅନ୍ୟାୟ ରୋଗ ମଧ୍ୟ ଅନେକ ମାତ୍ରାରେ ଭଲ ହୋଇଯାଇଥାଏ | ଶରଦ ପୁର୍ଣିମା ଦିନ ମାତା ଲଷ୍ମୀ ଏବଂ ଚନ୍ଦ୍ର ଦେବଙ୍କର ପୂଜାର ବିଧାନ ରହିଛି | ଏହି ପୁର୍ଣିମାରେ ମାତା ଲଷ୍ମୀଙ୍କୁ କ୍ଷୀରି ଭୋଗ କରିଲେ ମାତା ଲଷ୍ମୀଙ୍କ ଆଶ୍ରିବାଦ ପ୍ରାପ୍ତ ହୋଇଥାଏ | ଏବଂ ଶରଦ ପୁର୍ଣିମାରେ କ୍ଷୀରି ଭୋଗ କରି ଯଦି ଆପଣ ମନେ ଗରିବ ଲୋକଙ୍କୁ ବାଣ୍ଟିବେ ତେବେ ଆପଣଙ୍କ ଘରେ ଥିବା ସମସ୍ତ କ୍ଳେଶ, ସମସ୍ତ ଦୋଷ ଦୂର ହୋଇଯିବ | ଆମେ ଆଜି ଏହି ଭିଡ଼ିଓରେ ଆପଣଙ୍କୁ ଶରଦ ପୁର୍ଣିମାରେ କରାଯାଉଥିବା କିଛି ସହଜ ଏବଂ କାର୍ଯ୍ୟକାରୀ ଉପାୟ ବିଷୟରେ କହିବୁ |

ଏହି ଦିନଟିକୁ ମାତା ଲଷ୍ମୀଙ୍କଏ ଜନ୍ମ ଦିନ ବୋଲି ମଧ୍ୟ ବିବେଚନା କରାଯାଏ ଏବଂ ଏହି ଦିନ ଯଦି ଆପଣ ଜାଗରଣ ଏବଂ ମାତା ଲଷ୍ମୀଙ୍କ ମନ୍ତ୍ର ଜପ କରିବେ ତେବେ ଆପଣଙ୍କ ଘରକୁ ଧନର ଆଗମନ ହୋଇଥାଏ | ଶରଦ ପୁର୍ଣିମା ଦିନ ମାତା ଲଷ୍ମୀଙ୍କୁ ଗୋଲାପୀ ରଙ୍ଗର ଫୁଲ ଏବଂ ଅତର ନିଶ୍ଚିତ ଭାବେ ଚଢେଇବା ଉଚିତ ଏମିତି କରିବା ଦ୍ୱାରା ମାତା ଲଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ଶୀଘ୍ର ପ୍ରଶନ ହୋଇଥାନ୍ତି |

ପୁର୍ଣିମାର ଦିନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ଏବଂ ଏଥିପାଇଁ କେବେ ବି ଆପଣ ଏହି ପୁର୍ଣିମାରେ ଜମା ବି ଆମିଷ ଜିନିଷ ସେବନ କରନ୍ତୁ ନାହିଁ | ଏହିଦିନ କୋୖଣସି ବି କଳହରୁ ଦୂରେଇ ରୁହନ୍ତୁ | ଏବଂ ଏହି ସମୟରେ ବ୍ରହ୍ମଚାରି ଭାବେ କାଟନ୍ତୁ | ଏହିଦିନ ନିଜ ଘରକୁ ଆସିଥିବା ଗରିବକୁ ଜମା ବି ଫେରେଇଦିଅନ୍ତୁ ନାହିଁ | ଆପଣଙ୍କ ସାମର୍ଥ୍ୟ ଅନୁଯାୟୀ ଦାନ ଧର୍ମ ନିଶ୍ଚିତ କରନ୍ତୁ |

ମାତା ଲଷ୍ମୀଙ୍କର ନିଜ ଘରେ ବାସ କରିଏବା ପାଇଁ ସବୁବେଳେ ନିଜ ଗୁରୁଜନ ମାନଙ୍କୁ ସଂମାନ ଦିଅନ୍ତୁ | କେବେ ବି କୋୖଣସି ଲୋକଙ୍କ ସହ ଅନ୍ୟାୟ କରନ୍ତୁ ନାହିଁ | କେବେ ବି କାହାରି ପାଇଁ ଖରାପ ଚିନ୍ତା କରନ୍ତୁ ନାହିଁ | କିମ୍ଭା କାହା ସହ ଖରାପ ଆଚରଣ କରନ୍ତୁ ନାହିଁ | କାରଣ ମାତା ସେଭଳି ଘରେ ଜମା ବି ରୁହନ୍ତି ନାହିଁ | ଯେଉଁ ଘରେ ସାନ ମନେ ବଡ଼ ମାନଙ୍କୁ ସଂମାନ ଦିଅନ୍ତି ନାହିଁ | ଯେଉଁ ଲୋକ ସବୁବେଳେ ଆମିଷ ଗ୍ରହଣ କରନ୍ତି | ଯେଉଁମାନେ ସବୁବେଳେ ମଦ୍ୟପାନ କରନ୍ତି | ସେଥିପାଇଁ ସବୁବେଳେ ନିଜ ଗୁରୁଜନ ନିଜ ପରିଜନଙ୍କୁ ସାହାଯ୍ୟ ଏବଂ ସଂମାନ କରନ୍ତୁ |

Leave a Reply

Your email address will not be published. Required fields are marked *