5 ଅକ୍ଟୋବର ” ଦୁର୍ଗା ଦଶମୀ ମା ସିଦ୍ଧିଦାତ୍ରୀ ” ଗୁପ୍ତ ମନ୍ତ୍ର ଗୋଟିଏ ଥର ଜପ କରନ୍ତୁ, ତୁରନ୍ତ ସମସ୍ତ ସମସ୍ୟା ସମାପ୍ତ ହୋଇଯିବ..

ଆଜି ଶାରଦୀୟ ନବରାତ୍ରିର ଶେଷ ଦିନ, ଆଜି ମା ସିଦ୍ଧିଦାତ୍ରୀଙ୍କ ପୂଜା କରାଯାଇ ଥାଏ | 9 ଦୁର୍ଗାଙ୍କ ମଧ୍ୟରୁ ମା ସିଦ୍ଧିଦାତ୍ରୀ ଅନ୍ତିମ ଅଟନ୍ତି | ଯଦି 8 ଦେବୀଙ୍କର ଆପଣ ପୂଜା କରିନାହାନ୍ତି ତେବେ କେବଳ ମା ସିଦ୍ଧିଦାତ୍ରୀଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କ ସମସ୍ତ ଇଛା ପୂର୍ଣ୍ଣ ହୋଇଯିବ | ଦେବୀ ପୁରାଣ ହିସାବରେ ଭଗବାନ ଶିବ ସିଦ୍ଧି ଙ୍କୁ ପ୍ରାପ୍ତ କରିଥିଲେ |

ଏହି ମାଙ୍କ କୃପାରୁ ମହାଦେବଙ୍କ ଅଧା ଶରୀର ଦେବୀଙ୍କର ହୋଇଥିଲ | ସେଥିପାଇଁ ତାଙ୍କୁ ଅର୍ଦ୍ଧନାରୀସ୍ବର ମଧ୍ୟ୍ୟ କୁହାଯାଏ | ମା ସିଦ୍ଧିଦାତ୍ରୀ ଙ୍କର ଏମିତି ରେ ତ ଅନେକ ମନ୍ତ୍ର ଅଛି କିନ୍ତୁ ଆମେ ଆପଣଙ୍କୁ ଦୁଇଟି ମନ୍ତ୍ର ବିଷୟରେ କହିବୁ | ଯାହାକୁ ଜପ କରିବା ଦ୍ୱାରା ସବୁ ସମସ୍ୟା ଦୂର ହେବ |

ମା ଦୁର୍ଗାଅଙ୍କ ନବମ ସ୍ୱରୂପ କୁ ମା ସିଦ୍ଧିଦାତ୍ରୀ କୁହାଯାଏ | ମା ସିଦ୍ଧିଦାତ୍ରୀ 4 ଭୁଜ,ତାଙ୍କର ବାହାନ ସିଂହ ଅଟେ ଏବଂ ମା ପଦ୍ମ ଫୁଲରେ ବସିଛନ୍ତି | ଡାହାଣ ଭାଗ ଦୁଇ ହାତରେ ଗଦା, ଚକ୍ର ରହିଛି |ବାମ ହାତରେ ପଦ୍ମ ଫୁଲ ଏବଂ ଶଙ୍ଖ ରହିଛି | ଅନ୍ତିମ ଦିନ ରେ ମଥାରେ ତିଳକ ଲଗେଇ ମା ଙ୍କୁ ପ୍ରଣାମ କରିବା ଉଚିତ | ଏବଂ ମା ଙ୍କୁ ଆଶୀର୍ବାଦ ମାଗିବା ଉଚିତ କି ଜୀବନ ରେ କେବେ କିଛି ଜିନିଷ ର ଅଭାବ ନହେଉ |

ମା ଙ୍କୁ ନଡ଼ିଆ ଅର୍ପଣ କରିବା ଉଚିତ | ମା ଙ୍କୁ ନଡ଼ିଆ ଅର୍ପଣ କରିବା ପରେ ସେହି ନଡ଼ିଆ କୁ ନାଲି କପଡା ରେ ଗୁଡେଇ ନିଜ ପାଖା ରେ ରଖନ୍ତୁ | ସବୁ ସମସ୍ୟା ଦୂର ହୋଇଯିବ |

ମନ୍ତ୍ର :-

“ୟା ଦେବି ସର୍ବଭୁତେଷୁ ସିଦ୍ଧିରୂପେଣ ସଂସ୍ତିତା , ନମତସୈ, ନମତସୈ, ନମତସୈ ନମୋ ନମଃ ।”

Leave a Reply

Your email address will not be published. Required fields are marked *