ନବରାତ୍ରୀର କୌଣସି ବି ଦିନ ପାନ ପତ୍ରରେ କରନ୍ତୁ ଏହି ଉପାୟ?2ମିନିଟ ରେ ଦେଖନ୍ତୁ ଚମତ୍କାର..

ନବରାତ୍ରୀର 9 ଦିନ ମା ଦୁର୍ଗାଙ୍କର 9 ଅଲଗା ଅଲଗା ଅବତାର ଙ୍କୁ ପୂଜା କରାଯାଇଥାଏ | ଏହି 9 ଦିନ ରେ ମାଙ୍କର 9 ମନ୍ତ୍ର ଜପ କରିବା ଦ୍ୱାରା ଜୀବନ ରେ ସୁଖ ଶାନ୍ତି ଏବଂ ଧନ ଦୌଲତ ଆସିଥାଏ | ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ, ବିଦ୍ୟାର୍ଥୀ ଭଲ ଫଳ ପାଇଥାନ୍ତି ଘର ପରିବାର ସୁଖ ସମୃଦ୍ଧି ରେ ଭରିଯାଏ | ବିଜନେସ ରେ ଲାଭ ହୁଏ, ରୋଗ ବ୍ୟାଧି ଉନ୍ନତି ହୋଇଥାଏ | ଆଜି ଆମେ ଆପଣଙ୍କୁ ଏହିପରି 9 ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଏହି ନବରାତ୍ରୀ ରେ କରିବା ଦ୍ୱାରା ମାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେହି 9 ଉପାୟ ବିଷୟରେ..

1. ଗୋଟିଏ ପନ ପାତ୍ର ନିଅନ୍ତୁ ସେଥିରେ କେଶର ରଖନ୍ତୁ ଏହାକୁ ମାଙ୍କୁ ଅର୍ପଣ କରନ୍ତୁ ଏବଂ ଏଥି ସହ ମା ଙ୍କର 32 ମନ୍ତ୍ର କୁ ଜପ କରନ୍ତୁ | ଏହିପରି କରିବା ଦ୍ୱାରା ସକାରାତ୍ମକ ଉର୍ଜା ର ପ୍ରବାହ ହୋଇଥାଏ | ଜୀବନ ରେ ଅଶାନ୍ତି ଦୂର ହୋଇଥାଏ, ସୁଖ ସମୃଦ୍ଧି ବଢିଥାଏ |

2. ଆକର୍ଷଣ ବଢେଇବା ପାଇଁ,ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ବାଣୀ ଲୋକଙ୍କୁ ପ୍ରଭାବିତ କରୁ ତେବେ ଆପଣ ଏହି ଛୋଟ ଉପାୟ ନବରାତ୍ରୀ ରେ କରନ୍ତୁ | ପାନ ପତ୍ର ର ଚେର ଆଣନ୍ତୁ ଏବଂ ଏହାକୁ ନବରାତ୍ରିର 9 ଦିନ ଘୋରିକି ତିଳକ କରି ମଥାରେ ଲଗାନ୍ତୁ | ଶୁଭ ଫଳ ମିଳିବ |

3.ଧନ ପ୍ରାପ୍ତି ପାଇଁ ଏହି ସରଳ ଉପାୟ କରନ୍ତୁ ନବରାତ୍ରୀ କୌଣସି ବି 5 ଦିନରେ ଏହି ଉପାୟ କରନ୍ତୁ ଅଶେଷ ଧନର ପ୍ରାପ୍ତି ହୋଇଥାଏ |5 ପାନ ପତ୍ର ନିଅନ୍ତୁ ସେଥିରେ ସିନ୍ଦୁର ରେ ଲେଖନ୍ତୁ ହିଂ ଏହାକୁ ମା ଙ୍କୁ 5 ଦିନ ଯାଏ ଅର୍ପଣ କରନ୍ତୁ |

4.ନବରାତ୍ରୀ ସମୟ ରେ କିନ୍ନର ଙ୍କ ଠାରୁ ପାଇଥିବା ମୁଦ୍ରା କୁ ଆପଣ ଧନ ରଖିବା ସ୍ଥାନ ରେ କିମ୍ଵା ଆପଣଙ୍କ ତିଜୋରୀ ରେ ରଖନ୍ତୁ | ଏହିପରି କରିବା ଦ୍ୱାରା ମାଙ୍କ କୃପା ରୁ ଅଶେଷ ଧନ ପ୍ରାପ୍ତି ହୋଇଥାଏ |

5. ବିଜନେସ ରେ ଲାଭ କରିବା ପାଇଁ ଏହି ଉପାୟ କରନ୍ତୁ ଆପଣ ଏହାକୁ 9ଦିନ ମଧ୍ୟ କରିପାରିବେ ଯଦି ସମୟ ନାହିଁ ତେବେ କୌଣସି ଗୋଟେ ଦିନ ମଧ୍ୟ କରିପାରିବେ | ପାନ ପତ୍ର ନିଅନ୍ତୁ ସେଥିରେ ଗୋଲାପ ପାଖଡ଼ା ରଖି ମା ଙ୍କୁ ଅର୍ପଣ କରନ୍ତୁ | ଏହା ବ୍ୟତୀତ ଆପଣ ଶ୍ରୀଙ୍ଗାର ର ସେଟ ମଧ୍ୟ ମାଙ୍କୁ ଅର୍ପଣ କରିପାରିବେ |

6. ଜୀବନ ରେ ଅଧିକ କରଜ ହେଇଯାଇଛି ବହୁତ ଅସୁବିଧା ହେଉଛି | ତେବେ ଏହି ଉପାୟ ନବରାତ୍ରୀ ରେ ନିଶ୍ଚିନ୍ତ କରନ୍ତୁ କରଜ ରୁ ମୁକ୍ତି ମିଳିଯିବ ଗୋଟିଏ ପାନ ପତ୍ର ନିଅନ୍ତୁ ସେଥିରେ ଲବଙ୍ଗ ଏବଂ ଗୁଜୁରାତି ରଖି ଖିଲ କରିଦିଅନ୍ତୁ | ଏହାକୁ ମଙ୍ଗଳବାର ଦିନ ହନୁମାନ ଜୀ ଙ୍କୁ ଅର୍ପଣ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ |

7.ନବରାତ୍ରୀ କୌଣସି ବି ଗୋଟିଏ ଦିନ ଏହି ଉପାୟ କରିପାରିବେ | ଆପଣ ଗୋଟିଏ ପାନ ପତ୍ର ନିଅନ୍ତୁ ସେଥିରେ ଦୁଇଟି ଲବଙ୍ଗ ରଖି ନଦୀରେ ପ୍ରବାହିତ କରିଦିଅନ୍ତୁ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବା |

8.ଚାକିରୀ ପାଇ ଉତ୍ସାହ ରଖିଥିବା ବ୍ୟକ୍ତି ଏହି ଉପାୟ କରନ୍ତୁ ଗୋଟିଏ ପାନ ପତ୍ର ନିଅନ୍ତୁ ସେଥିରେ ସୋରିଷ ତେଲ ଲଗେଇ ମାଙ୍କୁ ଅର୍ପଣ କରନ୍ତୁ ଆପଣଙ୍କ ସମସ୍ତ ଇଛା ପୂର୍ଣ୍ଣ ହେବା |

9.ନବରାତ୍ରୀ ର ମଙ୍ଗଳବାର ଦିନ ଗୋଟିଏ ପାନ ପତ୍ର ନିଅନ୍ତୁ, ସେଥିରେ ସିନ୍ଦୁରରେ ଶ୍ରୀ ରାମ ଲେଖି ହନୁମାନ ଜିଙ୍କ ମସ୍ତକ ରେ ରଖନ୍ତୁ | ଏହିଁ ଉପାୟ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ଏବଂ ସଫଳତା ମିଳିଥାଏ |

Leave a Reply

Your email address will not be published. Required fields are marked *