ଯଦି ଆପଣଙ୍କର ରଙ୍ଗ ଏହିପରି ଅଟେ ତେବେ ଏହି ପୋଷ୍ଟ କୁ ନିଶ୍ଚିତ ପଢନ୍ତୁ ନହେଲେ ପରେ ବହୁତ ପସ୍ତେଇବେ..

ନବରାତ୍ରିରେ ଆମେ ଗୋଟିଏ ମାଟି ପାତ୍ରରେ ଯଅ ଭରିଥାଉ, ମାଙ୍କୁ ପ୍ରସନ୍ନ କରିବା ପାଇଁ | ଏହା ଦ୍ୱାରା ମା ଆଶୀର୍ବାଦ କରିଥାନ୍ତି ଏବଂ ଘରେ ସୁଖ ସମୃଦ୍ଧି ଭରିଦିଅନ୍ତି | ଯଅ ହାରାଭରା ହେଲେ ସମସ୍ତ ଦେବୀ ଦେବତା ଖୁସି ହୋଇଥାନ୍ତି ଏବଂ ଘରକୁ ସୁଖ ସମୃଦ୍ଧି ରେ ଭରିଦିଅନ୍ତି |

ଏହି ଯଅ ରେ ମାତା ରାଣୀଙ୍କର ବାସ ହୋଇଥାଏ ଏବଂ ଘରେ ସୁଖର ବର୍ଷା ହୋଇଥାଏ | ବନ୍ଧୁଗଣ ଯେତେବେଳେ ଯଅ ହରାଭରା ଥାଏ ସେତେବେଳେ ରୁପା ମୁଦ୍ରା ସେଥିରେ ରଖିବା ଦ୍ୱାରା ଦେବୀ ମା ପ୍ରସନ୍ନ ହୋଇଥାନ୍ତି | ଏହା ସହ ଧନ ମଧ୍ୟ ପ୍ରଚୁର ଆସିଥାଏ ଏବଂ ଯଦି ଆପଣଙ୍କ ଘରେ ଯଅ ଶୁଖିଯାଇଛି ତେବେ ଏହାର ଅର୍ଥ ଆପଣଙ୍କ ଘରେ ଦରିଦ୍ରତା ଆସିବାକୁ ଯାଉଛି | ଦୁଃଖ ଏବଂ କଷ୍ଟ ରେ ଜୀବନ ବିତିବାକୁ ଯାଉଛି |

ତେବେ ବନ୍ଧୁଗଣ ଆପଣ ଯଅ ରେ ରଖିଥିବା ମୁଦ୍ରା କୁ ନବରାତ୍ରୀ ସାରିବା ପରେ ଧନ ରଖିବ ସ୍ଥାନ ରେ ରଖିଦେବେ | ଏହା ଦ୍ଵାରା ଧନ ରେ ବୃଦ୍ଧି ହୋଇଥାଏ ଏବଂ ଯଅ ର ପତ୍ର କୁ ପ୍ରସାଦ ରୂପରେ ଗ୍ରହଣ କରିବା ଦ୍ୱାରା ଘରେ ସୁଖ ଶାନ୍ତି ବନି ରହିଥାଏ | ଏହା ସହ ପୂଜା ସାରିବା ପରେ ଏହି ଯଅ କୁ ନେଇ ନଦୀରେ ପ୍ରବାହିତ କରିବା ଦ୍ୱାରା ପୂଜା ପୂର୍ଣ୍ଣ ହୋଇଥାଏ |

ବନ୍ଧୁଗଣ ଅନେକ ଲୋକ ନବରାତ୍ରୀ ରେ ଅଖଣ୍ଡ ଦୀପ ଜାଳିଥାନ୍ତି | ସେଥିରେ ଥିବା ସଳିତା ଏବଂ ଘିଅ କୁ କିଛି ଲୋକ ଫୋପାଡ଼ି ଦେଇଥାନ୍ତି ତେବେ ଆମେ ଆପଣଙ୍କୁ କହିରଖୁଛୁ ଏହା ସାଧାରଣ ଦୀପ ନୁହେଁ | ଏଥିରେ ସ୍ୱୟଂ ମାତା ଦୁର୍ଗାଙ୍କର ବାସ ହୋଇଥାଏ | ତେବେ ବନ୍ଧୁଗଣ ନବରାତ୍ରୀ ସମାପ୍ତ ହେବା ପରେ ଏହି ଘିଅ କୁ କୌଣସି ଛୋଟ ପିଲା କିମ୍ଵା ନିଜେ ଏହାକୁ ମାଲସ କରନ୍ତୁ କୌଣସି ରୋଗ ହେବ ନାହିଁ |

ଏହାସହିତ ସକାରାତ୍ମକ ଶକ୍ତିର ସଂଚାର ମଧ୍ୟ ହୋଇଥାଏ | ତେବେ ବନ୍ଧୁଗଣ ନବରାତ୍ରୀ ରେ ଅଖଣ୍ଡ ଦୀପ ରେ ଥିବା ବତୀ କୁ ହାତରେ ବାନ୍ଧିବା ଦ୍ଵାରା ଆପଣ ଧନୀ ହୋଇଥାନ୍ତି | ନବରାତ୍ରୀ ରେ କଳସ ସ୍ଥାପନ ସମୟରେ ଆମେ ଚାଉଳ ଏବଂ ନଡ଼ିଆ ର ବ୍ୟବହାର ନିଶ୍ଚିନ୍ତ କରିଥାଉ | ତେବେ ଏହାକୁ ନବରାତ୍ରୀ ସମାପ୍ତ ହେବା ପରେ କଣ କରିବା ଉଚିତ?

ତେବେ ବନ୍ଧୁଗଣ ନଡ଼ିଆ କୁ କନ୍ୟା ପୂଜନ ସମୟ ରେ କନ୍ୟା ମାନଙ୍କୁ ଦେବା ଉଚିତ ହୋଇଥାଏ, ଏବଂ ନିଜେ ମଧ୍ୟ ଭୋଗ କରି ପାଇନେବା ଉଚିତ | ଏହା କରିବା ଦ୍ଵାରା ମାତା ପ୍ରସନ୍ନ ହୋଇଥାନ୍ତି | ଏହା ପରେ କଳସ ତଳେ ଥିବା ଚାଉଳ କୁ ନବରାତ୍ରୀ ସମାପ୍ତ ପରେ ସେଥିରେ ଟିକିଏ ହଳଦୀ ରଖି ନାଲି କପଡା ରେ ବାନ୍ଧି ଧନ ରଖିବା ସ୍ଥାନ ରେ ରଖିଦିଅନ୍ତୁ ଏହା ଦ୍ୱାରା ଧନର ବୃଦ୍ଧି ହୋଇଥାଏ |

ଏଥି ସହିତ ଆପଣ ବଳକା ଜିନିଷ କୁ ଗଙ୍ଗା ରେ କିମ୍ଵା କୌଣସି ନଦୀ ରେ ପ୍ରଭାବୀତ କରିପାରିବେ | କିନ୍ତୁ ଧ୍ୟାନ ରଖନ୍ତୁ କେବେ ବି ଗଙ୍ଗରେ ଖରାପ ଜିଣିଷ କିମ୍ଵା ଏଣୁ ତେଣୁ ଜିଣିଷ ପକେଇବେ ନାହଁ | ଏହା କରିବା ଦ୍ୱାରା ମାତା ରାଣୀ କ୍ରୋଧିତ ହୋଇଥାନ୍ତି | ତେବେ ବନ୍ଧୁଗଣ ଉପହାର ରେ ମିଳିଥିବା ମାତା ରାଣୀଙ୍କର ଓଢଣୀ ବହୁତ ଶୁଭ ହୋଇଥାଏ | ଏହାକୁ ବିବାହ ବ୍ରତଘର କିମ୍ଵା କୌଣସି ଧାର୍ମିକ କାର୍ଯ୍ୟ ରେ ପାଖରେ ରଖିବା ଉଚିତ |ତେବେ ବନ୍ଧୁଗଣ ନବରାତ୍ରୀ ସମୟ ରେ ଏହି ସଂକେତ ମିଳିବା ଦ୍ୱାରା ଜଣା ପଡେକି ମାତା ରାଣୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି |

ତେବେ ଆସନ୍ତୁ ଜାଣିବ ସେହି ସଂକେତ ଗୁଡିକ ବିଷୟରେ :-

1. ଯଦି ନବରାତ୍ରି ସମୟରେ ଆପଣଙ୍କ ନିଦ ଶୀଘ୍ର ଭାଙ୍ଗିଯାଏ କିମ୍ବା ବ୍ରହ୍ମ ମୁହୂର୍ତ୍ତ ରେ ଖୋଲିଯାଏ | ତେବେ ଏହାକୁ ଅତ୍ୟନ୍ତ ଶୁଭ ସଂକେତ ବୋଲି କୁହାଯାଏ | ମା ଏହି ସମୟରେ ନିଜର ଉତ୍ତମ ଭକ୍ତଙ୍କୁ ହିଁ ନିଦରୁ ଜଗାଈ ଥାନ୍ତା | ଏହି ସଂକେତ ଅତ୍ୟନ୍ତ ଶୁଭ ହୋଇଥାଏ |

2.ପୂଜା କରିବା ସମୟ ରେ ଅଧିକ ଧ୍ୟାନ ଲାଗିବା ଏବଂ ପୂଜା କରିବା ସମୟ ରେ ଭକ୍ତି ରେ ହଜିଯିବାକୁ ମଧ୍ୟ ଅତ୍ୟନ୍ତ ଶୁଭ ସଂକେତ ବୋଲି କୁହାଯାଏ | ଏହା ହେବାର କାରଣ ଆପଣଙ୍କଜୀବନ ରେ କିଛି ଉତ୍ତମ ହେବାକୁ ଯାଉଛି | 3. ନବରାତ୍ରୀ ସମୟ ରେ ମାଙ୍କ ମଥାରୁ ଫୁଲ ଝରିଯିବ ମଧ୍ୟ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ | ଏହାକୁ ବହୁତ ଶୁଭ ବୋଲି ବିଚାର କରାଯାଏ | ମାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ହୋଇଥାଏ |4.ପୂଜା କରିବ ସମୟ ରେ ଯଦି ଅଧିକ ଧୂଆଁ ହୁଏ ତେବେ ବୁଝିଯାନ୍ତୁ ଆପଣଙ୍କୁ ମାଙ୍କ ଆଶୀର୍ବାଦ ମିଳିବାକୁ ଯାଉଛି |5. ଯଦି ନବରାତ୍ରି ସମୟ ରେ କୌଣସି ଗାଈ ଆପଣଙ୍କ ଦ୍ୱାରା କୁ ବାର ବାର ଆସୁଛି ତେବେ ଏହାର ଅର୍ଥ ଆପଣଙ୍କୁ ନିକତ ଭବିଷ୍ୟତ ରେ କିଛି ଭଲ ଖବର ମିଳିବାକୁ ଯାଉଛି |

6. ନବରାତ୍ରି ସମୟ ରେ ସକାଳୁ ଯଦି କୌଣସି ଛୋଟ କନ୍ୟା କୁ ନାଲି ପୋଷାକ ରେ ଦେଖୁଛନ୍ତି ତେବେ ଏହା ମଧ୍ୟ ଶୁଭ ହୋଇଥାଏ | 7. ଯଦି ନବରାତ୍ରୀରେ କୌଣସି ସିଂହ କିମ୍ଵା ମାତାଙ୍କ ସ୍ୱପ୍ନ ଆସେ ତେବେ ଏହାର ଅର୍ଥ ମାତା ରାଣୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି | 8. ନବରାତ୍ରୀ ସମୟ ରେ ପେଚା ଯଦି ଆସି ଆପଣଙ୍କ ଘର ପାଖା ରେ ବସୁଛି ତେବେ ଏହାର ଆର୍ଥ ମାତା ଲକ୍ଷ୍ମୀ ଆପଣଙ୍କୁ ଉପରେ ପ୍ରସନ୍ନ ଅଛନ୍ତି |

Leave a Reply

Your email address will not be published. Required fields are marked *