ନବରାତ୍ରୀରେ ନେଇ ଆସନ୍ତୁ ରୋଡ଼ପତି ରୁ କୋଟିପତି ହେବାକୁ ସମୟ ଲାଗିବ ନାହିଁ | ପରେ ପସ୍ତେଇବେ ନାହିଁ..

ବନ୍ଧୁଗଣ ବନସ୍ପତି ଜଗତ ମାନବ ସମାଜର ସର୍ବଦା ରକ୍ଷା କରିଆସିଛି | ଧର୍ମ ଗ୍ରନ୍ଥ ରେ ମଧ୍ୟ ଏହି କଥାର ପ୍ରମାଣ ସମୟ ସମୟରେ ଦେଖିବାକୁ ମିଳିଛି | ସଂଜୀବନୀ ଯୋଗୁ ଲକ୍ଷ୍ମଣଙ୍କୁ ପୁର୍ନଜନ୍ମ ମିଳିଥିଲା | ରାମାୟଣ କଥା ଅନୁଯାୟୀ ହନୁମାନ ଜୀ ହିମାଳୟରୁ ସଂଜୀବନୀ ବୁଟି ନେଇକି ଆସିଥିଲେ ପ୍ରଭୁ ଲକ୍ଷ୍ମଣ ଙ୍କୁ ବଞ୍ଚେଇବା ପାଇଁ | ପୃଥିବୀରେ ବୃକ୍ଷ କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ବୋଲି ବିଶ୍ୱାସ କରାଯାଏ | କିଛି ବୃକ୍ଷ ରେ ଦେବୀ ଦେବତାଙ୍କ ବାସ ହୋଇଥାଏ, ତେଣୁ ଗଛ ଲତା ଆମର ଜୀବନର ଅଙ୍ଗ ହେବା ସହ ଆମ ଆସ୍ଥା ସହିତ ମଧ୍ୟ ଜଡିତ | ତୁଳସୀ, ଓସ୍ତ, ବରଗଛ,ବେଲ, କଦଳୀ ଆଦି ଏହିପରି ଅନେକ ବୃକ୍ଷ ସେମାନଙ୍କ ମଧ୍ୟରେ ଅନେକ ଦୈବୀକ ଗୁଣ ରଖିଥାନ୍ତି |

ତେବେ ଏହି ଗଛ ସବୁର ଉପାୟ ବିଷୟରେ କିଛି ଲୋକ ଜାଣିନଥାନ୍ତି ସେହିପାଇଁ ଅନେକ ଲୋକ ଏହାର ଚମତ୍କାରୀତା ଲାଭ ରୁ ବଂଚିତ ହୋଇଥାନ୍ତି | ଆମ ଚାରିପାଖରେ ଥିବ ଗଛ ର ପତ୍ର, ଫଳ, ଫୁଲ ଆଦି ର ମହାଉପାୟ ରହିଥାଏ ଯାହାକୁ କରିବା ଦ୍ୱାରା ଜୀବନ ରେ ସୁଖ, ସମୃଦ୍ଧି ବଢିଥାଏ |ଗଛ ଲତା ଅନେକ ଆଲୌକିକ ଶକ୍ତି ରହିଥାଏ, ଯାହା ଆମ ଜୀବନକୁ ବଦଳେଇ ଦେଇଥାଏ | ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହିପରୀ କିଛି ଗଛର ଚେରର ଉପାୟ ବିଷୟରେ କହିବୁ | ତେବେ ଆପଣ ଏହି ନବରାତ୍ରିର ପାବନ ପର୍ବ ରେ କୌଣସି ବି ଉପାୟ କରି ସମସ୍ତ ସମସ୍ୟା ରୁ ମୁକ୍ତି ପାଇ ପାରିବେ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

1.ଚାମେଲୀ ଚେର – ଏହି ଫୁଲ ଅତ୍ୟନ୍ତ ସୁନ୍ଦର ଏବଂ ସୁଗନ୍ଧିତ ହୋଇଥାଏ | ଏହି ଫୁଲରୁ ତେଲ ଏବଂ ଅତର ମଧ୍ୟ ପ୍ରସ୍ତୁତ କରାଯାଏ କିନ୍ତୁ ଏହା ଏକ ଜଡ଼ିବୁଟି ଅଟେ | ଏହାର ଚେର କୁ କାଢ଼ା ବନେଇ ପିଇବା ଦ୍ଵାରା କୁଷ୍ଠ ରୋଗ ପରି ବେମାରୀ ଠିକ ହୋଇଯାଏ |ଏହି ଗଛ ରେ ଦୈବୀୟ ଶକ୍ତି ମଧ୍ୟ ସମାହିତ ଅଛି ଏହାର ତେଲ କୁ ବଜରଙ୍ଗବାଲି ଙ୍କୁ ଦିଆଯାଇଥାଏ | ତେବେ ଜଡ଼ି ଆପଣ ବି ଚାହୁଁଛନ୍ତି ଜୀବନ ରେ ଦୁଃଖ କଷ୍ଟ ଚାଲଯାଉ, ଧନ ଜନ ବଢିଯାଉ, ରୋଗ ବ୍ୟାଧି କମିଯାଉ ତେବେ ଏହି ଗଛର ଚେରକୁ ଏହି ନବରାତ୍ରୀ ରେ ଘରକୁ ନେଇଆସନ୍ତୁ | ଏବଂ ମା ଦୁର୍ଗାଙ୍କ ପାଖରେ ପୂଜା କରି ତମ୍ଭା ତାବିଜ ରେ ଭରି ପିନ୍ଧନ୍ତୁ | ଶତ୍ରୁ ବିରୋଧୀ କାମ ହୋଇଯିବେ |

2.ଅପମାର୍ଗ ଚେର – ଏହାକୁ ପାଖରେ ରଖିବା ଦ୍ୱାରା ଧନ ଦୌଲତର ଅଭାବ ହୁଏନାହିଁ | ଏହାକୁ ତପସ୍ୟା କରୁଥିବ ରୁଷି ମୁନି ମନେ ଅଧିକ ବ୍ୟବହାର କରିଥାନ୍ତି | ତେବେ ଏହାକୁ ନବରାତ୍ରି ରେ ଘରକୁ ଆଣିବା ଦ୍ୱାରା ଶତ୍ରୁ ବିରୋଧୀ କମି ଯାନ୍ତି |ଏହାକୁ ପିନ୍ଧିବା ପରେ ଗୃହ ଜନିତ ଦୋଷ ମଧ୍ୟ ଦୂର ହୋଇଯାଏ | ଏହାର ଚେର କୁ ତିଳକ ବନେଇ ମଥା ରେ ଲଗେଇବା ଦ୍ୱାରା ବ୍ୟକ୍ତି ପ୍ରଭାଵଶାଲି ବାନିଥାଏ |

3. ବରଗଛ ଓହଳ – ହିନ୍ଦୁ ଧର୍ମ ରେ ବରଗଛ ଦେବ ବୃକ୍ଷ ବୋଲି କୁହାଯାଏ | ବୈଜ୍ଞାନିକ, ପୌରାଣିକ ଏବଂ ଆଧ୍ୟାତ୍ମିକ ଅନୁଯାୟୀ ବରଗଛ ଜୀବନ ରକ୍ଷକ ଅଟେ | ଏହାକୁ ଅମ୍ଳଜାନ ର ଫାକ୍ଟ୍ରି ବୋଲି କୁହାଯାଏ | ଏହି ଗଛ ରେ ତ୍ରି ଦେବଙ୍କର ବାସ ହୋଇଥାଏ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ଚେର ରେ ଉପାୟ କହିବା ଦ୍ୱାର ଘରେ ଧନ ଦୌଲତ ସହ ସକାରାତ୍ମକ ଉର୍ଜା ମଧ୍ୟ ଆସିଥାଏ | ତେବେ ନବରାତ୍ରୀ ରେ ନିଶ୍ଚିନ୍ତ ଏହି ଗଛର ଚେର କୁ ଘରକୁ ଅନନ୍ତୁ ସବୁ ସମସ୍ୟର ସମାଧାନ ହୋଇଯିବ |

4.ଅରଖ ଚେର – ଏହି ଗଛର ଚେରକୁ ରଖିବା ଦ୍ୱାରା ପ୍ରତିଦିନ ଜୀବନ ରେ ଉନ୍ନତି ହେବା ଏବଂ ଭାଗ୍ୟ ବଦଳିଯିବ | ଏହାର ଚେର କୁ ଡାହାଣ ହାତରେ ବାନ୍ଧିବା ଦ୍ୱାରା ଜବଦସ୍ତ ଧନର ଆଗମନ ହୋଇଥାଏ | ସୁଖ ସମୃଦ୍ଧି ଏବଂ ଉନ୍ନତି ହୋଇଥାଏ | ଏହି ଗଛର ଚେର କୁ ଧାରଣା କରିବା ଦ୍ୱାରା ସମସ୍ତ ବାଧା ବିଘ୍ନ ହାରିଯାଇଥାଏ | କାରଣ ଏହା ପ୍ରଭୁ ଗଣେଶଙ୍କର ଅତି ପ୍ରିୟ ହୋଇଥାଏ | ଏହାକୁ ନବରାତ୍ରୀ ରେ ଘରକୁ ଆଣିବା ଦ୍ୱାର ସମସ୍ତ ବିଘ୍ନ ଦୂର ହୋଇଯାଇଥାଏ |

5.ଅପରାଜିତା ଚେର – ଯେପରି ନାମ ସେହିପରି ଏହାକୁ ଧାରଣ କରିଥିବା ବ୍ୟକ୍ତି କୁ କେହି ବି ହରେଇ ପାରିବେ ନାହିଁ | ସେ ସବୁବେଳେ ଅପରାଜିତ ରହିବେ | ଅପରାଜିତା ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ତେଣୁ ଏହାକୁ ମା ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟବହାର କରାଯାଇଥାଏ | ଏହାକୁ ଧାରଣା କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କୁ ଉପରେ କୃପା ଢାଳି ଥାନ୍ତି ଏବଂ ଧନ ରତ୍ନ ରେ ଆପଣ ଙ୍କ ଜୀବନ ଭରି ଦେଇଥାନ୍ତି | ତେବେ ଏହି ନବରାତ୍ରୀ ରେ ଏହି ଶୁଭ ଗଛର ଚେର ନିଶ୍ଚନ୍ତ ଘରକୁ ଆଣନ୍ତୁ |

Leave a Reply

Your email address will not be published. Required fields are marked *