ତୁଳସୀ ଗଛରେ ଏହି ଗୋଟିଏ ବସ୍ତୁ ରଖିଦିଅ ସବୁ କାର୍ଯ୍ୟ ସଫଳ ହେବ! ଏହି ଉପାୟ ସମସ୍ତେ ଆପଣେଇଛନ୍ତି! ଜୟ ମା ତୁଳସୀ

ବନ୍ଧୁଗଣ ହିନ୍ଦୁଧର୍ମ ରେ ମା ତୁଳସୀକୁ ଅତ୍ୟନ୍ତ ପୂଜନୀୟ ବୋଲି ବିବେଚନା କରାଯାଏ | ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଗଛ ହରାଭରା ଥାଏ ସେହି ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବନି ରହିଥାଏ |ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ | ଭଗବାନ ବିଷ୍ଣୁ ଙ୍କ ପୂଜା ରେ ତୁଳସୀ ନଥିଲେ ପୂଜା ଅପୂର୍ଣ୍ଣ ରହିଥାଏ ତେଣୁ ଏହି କାରଣ ରୁ ସମସ୍ତଙ୍କ ଘରେ ତୁଳସୀ ଗଛ ନିଶ୍ଚିନ୍ତ ରହିଥାଏ | ତୁଳସୀ ରେ ନାଲି ଓଢଣୀ ଅର୍ପଣ କରନ୍ତୁ ଏହା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିଥାଏ |

ତୁଳସୀ କୁ ଆମ ହିନ୍ଦୁ ଶାସ୍ତ୍ର ରେ ମା ବୋଲି କୁହାଯାଇଥାଏ | ତୁଳସୀ ରେ ଅନେକ ଦିବ୍ୟ ଶକ୍ତି ରହିଛି,ଯେଉଁ ବ୍ୟକ୍ତି ତୁଳସୀ କୁ ପୂଜା କରନ୍ତି ସେ ସ୍ୱର୍ଗ ପ୍ରାପ୍ତି କରିଥାନ୍ତି | ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ତୁଳସୀ ଗଛର ଚମତ୍କାରୀତା ବିଷୟରେ କହିବୁ ଯାହା ଆପଣଙ୍କ ଭାଗ୍ୟ କୁ ବଦଳେଇ ଦେବ | ତେବେ ବନ୍ଧୁଗଣ ଏହି କାର୍ଯ୍ୟ କରନ୍ତୁ ନାହିଁ ନହେଲେ ତୁଳସୀ ମା କ୍ରୋଧିତ ହୋଇଯିବେ | ତେବେ ଆସନ୍ତୁ ଜାଣିବା..

ତୁଳସୀ ଗଛରେ ଖରାପ କିମ୍ଵା ମଇଳା ପାଣି ଢାଳନ୍ତୁ ନାହିଁ ଏହା ଦ୍ୱାରା ଘୋର ପାପ ଲାଗିଥାଏ | ଯେଉଁ ପାତ୍ର ରେ ଆପଣ ଜଳ ଅର୍ପଣ କରୁଛନ୍ତି ତାଙ୍କୁ ମଧ୍ୟ ସଫା କରନ୍ତୁ | ଅପରିଷ୍କାର ପାଣି କିମ୍ଵା ପାତ୍ର ରେ ପାଣି ଆଣି ଅର୍ପଣ କରନ୍ତୁ ନାହିଁ ନହେଲେ ତୁଳସୀ ମା କ୍ରୋଧିତ ହୋଇଯିବେ | ଏବଂ ଏହା ଦ୍ୱାରା ଜୀବନ ରେ ବହୁତ ଅଶାନ୍ତି ଆସିବାର ଆଶଙ୍କା ମଧ୍ୟ ରହିଛି |

ଧ୍ୟାନ ରଖନ୍ତୁ ପରିଷ୍କାର ଜଳ ସହ ଫୁଲ ଏବଂ ଗଙ୍ଗା ଜଳ ମିଶେଇକି ତୁଳସୀ ମା ଙ୍କୁ ଅର୍ପଣ କରନ୍ତୁ | ଏବଂ ସପ୍ତାହ ରେ ଥରେ ପାଣି ରେ କ୍ଷୀର ମିଶେଇ ତୁଳସୀଙ୍କୁ ଅର୍ପଣ କରନ୍ତୁ | ଏହା ଦ୍ୱାରା ତୁଳସୀ ହରାଭରା ହୋଇଯାଏ | ଜୀବନ ରେ ସୁଖ ସମୃଦ୍ଧି ଏବଂ ଶାନ୍ତି ଆସିଥାଏ | ତୁଳସୀ ମାଙ୍କ ଆଶୀର୍ବାଦ ରୁ ଆପଣଙ୍କର ଉନ୍ନତି ହୋଇଥାଏ |

ତେବେ ବନ୍ଧୁଗଣ ମାସିକ ଧର୍ମ ସମୟ ରେ ତୁଳସୀ ରେ ଜଳ ଅର୍ପଣ କରିବା ଉଚିତ ନୁହେଁ | ଏହା ଦ୍ୱାରା ମାତା ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ତୁଳସୀ ଶୁଖିଯାଇଥାଏ | ଶାସ୍ତ୍ର ଅନୁସାରେ ଯେତେବେଳେ ଆପଣ ତୁଳସୀ ଲଗେଇବେ ସେହି ମାଟି ଖରାପ ହୋଇନଥିବ ଆବଶ୍ୟକ | ଏବଂ ସେହି ମାଟି କଳା ମାଟି ହୋଇନଥିବା ଉଚିତ | ଏକଦମ ସଫା ଏବଂ ପରିଷ୍କାର ହେବା ଉଚିତ |

ତୁଳସୀ ଭିତରେ ଶାଳଗ୍ରାମ ପ୍ରତିମା ରଖିବା ଉଚିତ,ଭଗବାନ ଶିବଙ୍କର ମୂର୍ତ୍ତି, ମା ଲକ୍ଷ୍ମୀଙ୍କ ଫୋଟୋ, ଗଣେଶ ଜିଙ୍କ ମୂର୍ତ୍ତି ଅବା କୌଣସି ବି ଦେବୀ ଦେବତାଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ | କେବଳ ଶାଳଗ୍ରାମ ରଖିବା ଉଚିତ ଏହା ଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି,ବୃହସ୍ପତି ଗ୍ରହ ମଧ୍ୟ ଠିକ ହୋଇଯାଏ |ଏବଂ ଜୀବନ ରେ ସୁଖ ଶାନ୍ତି ଭରି ହୋଇଯାଏ | ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ତୁଳସୀ ଘରେ ଲଗେଇବା ଉଚିତ ନୁହେଁ..

ବନ୍ଧୁଗଣ ଶୁଖିଯାଇଥିବା ତୁଳସୀକୁ ଘରେ ଲଗେଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ | ତେବେ ବନ୍ଧୁଗଣ 5 ପ୍ରକାରର ତୁଳସୀ ରହିଥାଏ ରାମ ତୁଳସି, ଶ୍ୟାମ ତୁଳସୀ, ସ୍ୱତ ବିଷ୍ଣୁ ତୁଳସୀ,ଲେମ୍ବୁ ତୁଳସୀ ଏବଂ ବନ୍ଦ ତୁଳସୀ | କିନ୍ତୁ ଶାସ୍ତ୍ର ଅନୁସାରେ ଘରେ କେବଳ ରାମ ତୁଳସୀ ଶ୍ୟାମ ତୁଳସୀ ହିଁ ରଖାଯାଇଥାଏ | ଏହା ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ | ଏହା ବ୍ୟତୀତ ଅନ୍ୟ କୌଣସି ତୁଳସୀ ଭୁଲ ରେ ମଧ୍ୟ ଘରେ ଲଗେଇବା ଉଚିତ ନୁହେଁ |

ତୁଳସୀ ଏବଂ ଶାଳଗ୍ରାମ ବିବାହ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ, ମନୁଷ୍ୟ କୁ ମୋକ୍ଷ ପ୍ରାପ୍ତି ହୋଇଥାଏ | ତୁଳସୀ ମାଳା ପିନ୍ଧିବା ଦ୍ୱାରା ମଧ୍ୟ ଅନେକ ଲାଭ ମିଳିଥାଏ,ଜୀବନ ରେ ସବୁ ବାଧା ବିଘ୍ନ ରୁ ମୁକ୍ତି ମିଳିଯାଏ କିନ୍ତୁ ଧ୍ୟାନ ରଖିବେ ଏହି ମାଳା କୁ ପକେଇ ଆମିଷ ଖାଇବେ ନାହିଁ | ମନରେ ଖରାପ ଆଚାରଣ କିମ୍ଵା ବ୍ୟବହାର କରିବେ ନାହିଁ | ଏହା ଦ୍ୱାରା ଭଗବାନ କ୍ରୋଧିତ ହୋଇଯାନ୍ତି | ଏହି 15 ଟି ଫାଇଦା ମିଳିଥାଏ ମିଳିଥାଏ ତୁଳସୀ ରୁ..

1.ରିସର୍ଚ୍ଚ ଅନୁସାରେ ଚା ରେ ପିଇବା ଦ୍ୱାରା ଅବା ଗୋଟିଏ ପତ୍ର ତୁଳସୀର ଖାଇବା ଦ୍ୱାରା କ୍ୟାନ୍ସର ରୋଗ କେବେ ବି ହୋଇ ନଥାଏ |

2.ତୁଳସୀ ସବୁବେଳେ ସକାରାତ୍ମକ ରେ ଭରି ରହିଥାଏ ଏବଂ ଘରେ ଗୋଟିଏ ନୂଆ ଉର୍ଜାର ସଂଚାର କରିଥାଏ | ମାତା ଲକ୍ଷ୍ମୀ ଙ୍କ ପ୍ରଭାବ ସବୁବେଳେ ଆପଣଙ୍କ ସହ ରହିଥାଏ |

3.ଖାସ କରି ତୁଳସୀ ମୁହଁ ପାଇଁ ବହୁତ ହିଁ ଫଳପ୍ରଦ ହୋଇଥାଏ ଏହାର ବ୍ୟବହାର ଦ୍ୱାରା ବ୍ରଣ ଆଦି ମୁହଁରେ ହେଉଥିବା ଚର୍ମ ରୋଗ ଭଲ ହୋଇଯାଇଥାଏ ଏବଂ ଚେହେରା ଏକଦମ ସଫା ହେଇଯାଏ | କାରଣ ତୁଳସୀ ରେ ଆଣ୍ଟିବାୟୋଟିକ ଗୁଣ ରହିଥାଏ

4.ତୁଳସୀ କୁ ସବୁଦିନ ହାତ ଯୋଡି ପ୍ରଣାମ କରିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ମିଳିଥାଏ | ତୁଳସୀ କୁ ପ୍ରଣାମ କରିବା ଦ୍ୱାରା ସକାରାତ୍ମକ ଉର୍ଜା ମଧ୍ୟ ଶରୀରରେ ଭରିଯାଇଥାଏ | ଏହା ଦ୍ୱାରା ଅନେକ ଫାଇଦା ମିଳିଥାଏ |

5.ଯଦି ଆପଣଙ୍କର ଖଣ୍ଡିଆ ହୋଇଯାଏ ତେବେ ଏଥିରେ ତୁଳଦୀ ଲଗେଇବା ଦ୍ୱାରା ତାହା ଶୀଘ୍ର ଠିକ ହୋଇଯାଇଥାଏ | କାରଣ ଏଥିରେ ଆଣ୍ଟିବ୍ୟାକଟେରିଆଲ ଗୁଣ ରହିଥାଏ ଯାହା ଘା କୁ ଶୀଘ୍ର ଭରିଦେଇଥାଏ |

6.ତୁଳସୀ ଯାହାଙ୍କ ଉପରେ ପ୍ରସନ୍ନ ହୋଇଯାନ୍ତି ତ ସେ ରଙ୍କ ରୁ ରାଜା ହୋଇଯାଇଥାଏ | ବନ୍ଧୁଗଣ ଯଦି ମାତା ଲକ୍ଷ୍ମୀଙ୍କର କୃପା କାହା ଉପରେ ରହିଥାଏ ତ ସେ ବହୁତ ଧନବାନ ହୋଇଯାଇଥାଏ |

7. ଯଦି ଆପଣଙ୍କୁ ଥଣ୍ଡା କିମ୍ବା କାଶ ହେଉଛି ତେବେ ଆପଣ ତୁଳସୀର କାଢ଼ା କରି ପିଇପାରିବେ | ଏହା କରିବା ଦ୍ୱାରା ଶୀଘ୍ର ଥଣ୍ଡା କାଶ ଭଲ ହୋଇଯାଇଥାଏ |

8.ତୁଳସୀ ରେ ପ୍ରତିଦିନ ଯଦି ପୂଜା ପାଠ କରାଯାଏ ଏବଂ ସନ୍ଧ୍ୟା ରେ ଦୀପ ଜଳାଯାଏ ତେବେ ତୁଳସୀ ମାତା ଅନେକ ଫାଇଦା ଦେଇଥାନ୍ତି |

9.ଯଦି ଆପଣଙ୍କ ବ୍ୟବସାୟ ରେ ଅଧିକ ମାତ୍ରା ରେ କ୍ଷତି ହେଉଛି ତେବେ ଶୁକ୍ରବାର ଦିନ ତୁଳସୀ ରେ କ୍ଷୀର ଢ଼ାଳିବା ଦ୍ୱାରା ସବୁ ସମସ୍ୟା ର ସମାଧାନ ହୋଇଥାଏ | ଏବଂ ବ୍ୟାପାର ରେ ଅନେକ ପ୍ରଗତି ହୋଇଥାଏ |

10.ଯେଉଁ ଘର ପାଖରେ ତୁଳସୀ ଗଛ ମୂଳରେ ଦୀପ ଜଳିଥାଏ, ସେଇଠି ଭୁତ ପ୍ରେତ କେବେ ବି ପ୍ରବେଶ କରିପାରନ୍ତି ନାହିଁ |କାରଣ ତୁଳସୀ ରହୁଥିବା ଜାଗାରେ କୌଣସି ବି ନକାରାତ୍ମକ ଶକ୍ତି ଆସିପାରି ନଥାଏ |

11.ଯଦି ଆପଣଙ୍କ ଘରେ ଧନର ଅଭାବ ହେଉଛି ଏବଂ ପୁଞ୍ଜି ରୁ ଧୀରେ ଧୀରେ ପଇସା ସରିଯାଉଛି ତେବେ ଏଭଳି ପରିସ୍ଥିତିରେ ଆପଣ ତୁଳସୀକୁ ଘରକୁ ଆଣନ୍ତୁ ଏବଂ ପୂଜା କରନ୍ତୁ | ଏହା କରିବା ଦ୍ୱାରା ସବୁ ସମସ୍ୟା ଆପେ ଆପେ ସମାପ୍ତ ହୋଇଯାଏ |

12. ଯଦି ଆପଣ ଅନେକ ଫାଇଦା ଚାହୁଁଛନ୍ତି ତେବେ ତୁଳସୀ ପତ୍ର କୁ ଭଗବାନ ଶ୍ରୀହରି ଙ୍କ ପୂଜା ରେ ଭୋଗ ଲଗାନ୍ତୁ | କୁହାଯାଏ କେବଳ ତୁଳସୀ ଅର୍ପଣ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଯାନ୍ତି | ଏମିତିରେ ତ ସବୁ ଦେବି ଦେବତାଙ୍କୁ ତୁଳସୀ ଅର୍ପଣ କରାଯାଏ କିନ୍ତୁ ଶିବ ଏବଂ ଗଣେଶ ଙ୍କୁ କରାଯାଏ ନାହିଁ |

13. ଯଦି ଆପଣଙ୍କ ପିଲା ଉପରେ କାହାର ଖରାପ ନଜର ପଡିଛି ତେବେ ଆପଣ ତୁଳସୀର 7ଟି ପତ୍ର ଏବଂ 7ଟି ଗୋଲମରୀଚ ନେଇ ପିଲାଟିର ପାଦରୁ ମୁଣ୍ଡ ଯାଏଁ ସାତ ଥର ବୁଲେଇ ଆଣି ତାକୁ ଘରକୁ ପଛ ପଟେ ପିଙ୍ଗିଦିଅନ୍ତୁ | ଏହା କରିବା ଦ୍ୱାରା ନଜର ହଟିଯାଇ ଥାଏ |

14.ସମସ୍ୟା ରୁ ମୁକ୍ତିପାଇବା ପାଇଁ ପ୍ରତିଦିନ ସନ୍ଧ୍ୟା ରେ 5ଟି ପତ୍ର ତୁଳସୀର ନିଅନ୍ତୁ ଏବଂ ଶୋଇଲା ସମୟରେ ତକିଆ ତଳେ ରଖି ସୋଇପଡ଼ନ୍ତୁ ଏବଂ ସକାଳୁ ଏହାକୁ ଖାଆନ୍ତୁ ସବୁ ସମସ୍ୟା ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *