ଆଜି “ପିତୃପକ୍ଷ ଏକାଦଶୀ” ଦୀପରେ ପକେଇ ଦିଅନ୍ତୁ ଏହି ଗୋଟେ ଜିନିଷ ପିତୃଦୋଷ ବଦଳିଯିବ ପିତୃ ଆଶ୍ରିବାଦରେ |

ବନ୍ଧୁଗଣ ଏହି ଭାଦ୍ରବ ମାସର ପୁର୍ଣିମାରୁ ଶ୍ରାଦ୍ଧପକ୍ଷ ଆରମ୍ଭ ହୋଈ ଅଶ୍ୱିନ ମାସ ଅମାବାସ୍ୟାରେ ସମାପ୍ତ ହେଉଛି | ଏହିଥର ଶ୍ରାଧ ପକ୍ଷ ସେପ୍ଟେମ୍ବର 10 ରୁ ଆରମ୍ଭ ହୋଈ ସେପ୍ଟେମ୍ବର 25 ପର୍ଯ୍ୟନ୍ତ ରହିବ | ଏହି ପକ୍ଷ ପିତୃ ମାନଙ୍କୁ ସମର୍ପଣ କରାଯାଏ | ଏହି ଶ୍ରାଧପକ୍ଷକୁ ପିତୃ ପକ୍ଷ କୁହାଯାଏ | ଏହି ପକ୍ଷରେ ପିତୃଙ୍କ ଆତ୍ମର ଶାନ୍ତି ପାଇଁ ତାଙ୍କୁ ଶ୍ରାଧ ଦାନ, ତର୍ପଣ, ଏବଂ ପିଣ୍ଡ ଦାନ ଦିଆଯାଇଥାଏ | ଶାସ୍ତ୍ର ଏବଂ ପୁରାଣ ଅନୁଯାୟୀ ଏହି ସମୟରେ ପିତୃ ମାନଙ୍କର ଶ୍ରାଧ କର୍ମ କିମ୍ଭା ତାଙ୍କୁ ପିଣ୍ଡ ଦାନ ନ କଲେ ପିତୃଦୋଷ ଲାଗିଥାଏ | ପିତୃପକ୍ଷ ନିଜ ପିତୃ ମାନଙ୍କୁ ସନ୍ତୁଷ୍ଟ କରିବାର ଏବଂ ତାଙ୍କ ଠାରୁ ଆଶ୍ରିବାଦ ଆଣିବାର ସବୁଠୁ ସୁନ୍ଦର ସମୟ ହୋଇଥାଏ |

କୁହାଯାଏ କି ଯଦି ଏହି ସମୟରେ ଆପଣ ନିଜ ପିତୃଙ୍କୁ ଖୁସି ହୋଈ କିଛି ଦାନ କରନ୍ତି ତେବେ ସେମାନେ ଅତ୍ୟନ୍ତ ଖୁସି ହୋଈ ଅତି ଶୀଘ୍ର ହି ଚାଲିଯାଆନ୍ତି | ଏବଂ ଗଲା ବେଳେ ଆପଣଙ୍କୁ ନିଜ ଆଶ୍ରିବାଦ ଦେଇଥାନ୍ତି | ପିତୃ ମାନଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି | ଏହା ମଧ୍ୟ କୁହାଯାଏ କି ଯେଉଁ ବ୍ୟକ୍ତିଙ୍କ ଉପରେ ନିଜ ପିତୃ ମାନଙ୍କର ଆଶ୍ରିବାଦ ଥାଏ | ତାଙ୍କୁ ସମସ୍ତ ଦେବା-ଦେବୀ ମାନେ ମଧ୍ୟ ଆଶ୍ରିବାଦ ଦେଇଥାନ୍ତି | ପିତୃପକ୍ଷ ସମ୍ପୂର୍ଣ ରୂପେ ପିତୃପୁରୁଷ ପାଇଁ ସମର୍ପଣ ହୋଇଥାଏ ଏଥିପାଇଁ ଏହି ସମୟରେ ଆପଣ ନିଜ ଘରେ କୋୖଣସି ବି ଶୁଭ କାର୍ଯ୍ୟ କିମ୍ଭା କୋୖଣସି ମଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ | ଏବଂ ଏହି ସମୟରେ ନିଜ ପିତୃଙ୍କ ଆତ୍ମକୁ ଶାନ୍ତି ଦେବା ପାଇଁ ଭଗବାନ ଶ୍ରୀ ମତ ଭାଗବତ ଗୀତା ନିଶ୍ଚିତ ପାଠ କରନ୍ତୁ |

ବନ୍ଧୁଗଣ ସେପ୍ଟେମ୍ବର 21 ତାରିଖ ହେଉଛି ପିତୃପକ୍ଷ ଏକାଦଶୀ ଅଟେ | ବାକୀ ସବୁ ଏକାଦଶୀ ଠାରୁ ଏହି ଏକାଦଶୀ ସବୁଠୁ ବେଶୀ ମହତ୍ୱପୂର୍ଣ୍ଣ ହୋଇଥାଏ | କାରଣ ଏହି ଏକାଦଶୀ ପିତୃପକ୍ଷରେ ପଡିଥାଏ | ଏହାକୁ ଇନ୍ଦ୍ର ବା ଶ୍ରାଦ୍ଧ ଏକାଦଶୀ ମଧ୍ୟ କୁହାଯାଏ | ଏହିଦିନ ଯଦି ଆପଣ ନିଜ ପିତୃଙ୍କୁ ପୂଜା କରନ୍ତି ଭଗବାନ ବିଷ୍ଣୁଙ୍କ ଓଷା ରଖନ୍ତି | ଏବଂ ଆପଣଙ୍କ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିପାରନ୍ତି | ତେବେ ଆପଣଙ୍କ ଜୀବନରେ କେବଳ ସୁଖ ହି ସୁଖ ଥାଏ | ଆପଣଙ୍କ ଜୀବନର ଆବୁ ଦୁଃଖ କଷ୍ଟ ଦୂର ହୋଇଯାଏ |

ପିତୃପକ୍ଷ ଏପରି ସମୟ ହେଇଥାଏ ଯେଉଁ ସମୟରେ ଆମମାନଙ୍କ ପିତୃପୁରୁଷ ମାନେ ପୃଥିବୀରେ ଥାନ୍ତି | ଏବଂ ଆମେ ଶ୍ରାଧ କର୍ମ କରି ସେମାଙ୍କର ଆଶ୍ରିବାଦ ପ୍ରାପ୍ତ କରିଥାନ୍ତି |ହିନ୍ଧୁ ଧର୍ମରେ ମୃତ୍ୟୁ ପରେ ଶ୍ରାଧ କରିବା ଅତ୍ୟନ୍ତ ଜରୁରୀ ବୋଲି ବିବେଚନା କରାଯାଏ | ଏହା କୁହାଯାଏ କି ଯଦି ଆମେ ଆପଣ ପୂର୍ବଜଙ୍କ ଶ୍ରାଧ ଵିଧି ଠିକ ଉପାୟ ନ କରେ ତେବେ ସେମାନଙ୍କ ଆତ୍ମକୁ କେବେ ବି ଶାନ୍ତି ମିଳେ ନାହିଁ | ଏବଂ ସେ ଆମ ଆଖପାଖରେ ବୁଲୁଥାନ୍ତି |

ପୁରାଣ ଅନୁଯାୟୀ ଭଗବାନଙ୍କୁ ପ୍ରଶନ କରିବା ଆଗରୁ ବ୍ୟକ୍ତିଙ୍କୁ ନିଜ ପିତୃ ପୁରୁଷ ମାନଙ୍କୁ ପ୍ରଶନ କରିବା ଉଚିତ | ପିତୃ ଦୋଷ ସବୁଠାରୁ କଠିନ ଏବଂ କଷ୍ଟ ଦାୟକ ଅଭିଶାପରୁ ଅନ୍ୟତମ ହୋଇଥାଏ | ପିତୃ ମାନଙ୍କ ପାଇଁ ସବୁବର୍ଷ ଭାଦ୍ରବ ମାସର ପୁର୍ଣିମା ଠାରୁ ଆରମ୍ଭ କରି ଅଶ୍ୱିନ ମାସର ଅମାବାସ୍ୟା ପର୍ଯ୍ୟନ୍ତ ଏହି ପିତୃପକ୍ଷ ପାଳନ କରାଯାଏ | ଏହି ସମୟରେ ଯାମରାଜ ଆମ ପିତୃ ମାନଙ୍କୁ କିଛି ସମୟ ପାଇଁ ଛାଡିଦେଇଥାନ୍ତି | ତାକି ସେ ନିଜ ପରିଜନଙ୍କ ଠାରୁ ଶ୍ରାଧ ଗ୍ରହଣ କରିପାରିବେ |

କୁହାଯାଏ କି ଯେଉଁ ଘରର ବ୍ୟକ୍ତିଙ୍କ ଉପରେ ତାଙ୍କ ପିତୃ ମାନେ ଖୁସି ଥାନ୍ତି ସେହି ଘରର ବ୍ୟକ୍ତିଙ୍କୁ ଭଗବାନଙ୍କ ଆଶ୍ରିବାଦ ସଦାସର୍ବଦା ପ୍ରାପ୍ତ ହୋଇଥାଏ | ଏବଂ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ଉପରେ ନିଜ ପିତୃ ମାନେ ଆସୁନ୍ତିଷ୍ଟ ଥାନ୍ତି ସେମାନଙ୍କ ଉପରେ ପିତୃଦୋଷ ଲାଗିଥାଏ | କୁହାଯାଏ ଯେଉଁ ଘରେ ପିତୃଦୋଷ ଲାଗିଥାଏ ସେହି ଘରେ କେବେ ବି କୋୖଣସି ବ୍ୟକ୍ତି ଖୁସିରେ ରହିପାରେ ନାହିଁ | ଯଦି ଆପଣମାନେ ଚାହୁଁନାହାନ୍ତି କି ଆପଣଙ୍କ ଉପରେ କେବେ ବି ପିତୃଦୋଷ ଲାଗୂ ତେବେ ଏହି ଉପାୟ ନିଶ୍ଚିତ ଭାବେ କରନ୍ତୁ |

ଏହି ଉପାୟକୁ କରିବା ଦ୍ୱାରା ମାତା ଲଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଅସୀମ କୃପା ପ୍ରାପ୍ତ ହୋଇଥାଏ | ଏହା ସହ ହେଇପାରୁନଥିବା କାର୍ଯ୍ୟ ମଧ୍ୟ ହୋଇଯାଏ | ପିତୃ ମାନଙ୍କ ଆଶ୍ରିବାଦ ମଧ୍ୟ ପ୍ରାପ୍ତ ହୋଇଥାଏ |ଚାଲନ୍ତୁ ଜାଣିବା ଏହି ଉପାୟ ବିଷୟରେ ସବୁକିଛି | ଏହି ଉପାୟ ଏହି 16ଦିନ କରିବାକୁ ହେବ | ଏହି ଉପାୟକୁ ଆପଣଙ୍କୁ ସନ୍ଧ୍ୟା ସମୟ କିମ୍ଵା ରାତି ସମୟରେ କରିବା ଉଚିତ | ଏହି ଉପାୟ କରିବା ପାଇଁ ଆପଣ ପ୍ରଥମେ ନିଜ ଗୋଡ଼, ହାତ, ମୁହଁ ଭଲରେ ସଫା କରି ଭଲ ବସ୍ତ୍ର ପରିଧାନ କରନ୍ତୁ ଏବଂ ଏହା ପରେ ଏକ ଦୀପ ନିଅନ୍ତୁ ସେଇଥିରେ କିଛି କଳା ଲଗାନ୍ତୁ ଏବଂ ସେହିଥିରେ ଗୋଟେ ବତୀ ରଖି ସୁଦ୍ଧ ଘିଅ ଦିଅନ୍ତୁ | ସୁଦ୍ଧ ଘିଅ ନ ଥିଲେ ଆପଣ ଏହି ଦୀପରେ ସୋରିଷ ତେଲ ପକେଇ ପାରିବେ |

ଏହି ଉପାୟ କରିବା ପାଇଁ ଆପଣ ଯେକୌଣସି ପ୍ରକାରର ଦୀପ ନେଇପାରିବେ | ଦୀପ ବନେଇବା ପରେ ଆପଣ ନିଜ ଘରର ଦକ୍ଷିଣ ଦିଗକୁ ସଫା କରନ୍ତୁ ଯଦି ଆପଣ ସମ୍ପୂର୍ଣ ଘର ସଫା କରିପାରିବେ ନାହିଁ ତେବେ ଆପଣ ନିଜର କୋୖଣସି ଏକ ରୁମର ଦକ୍ଷିଣ ଦିଗ ସଫା କରି ସେହିଠାରେ ଆପଣ ଦୀପ ରଖନ୍ତୁ | ଏବଂ ମାନେ ରଖିବେ ଦୀପର ବଳିତା ଦକ୍ଷିଣ ଦିଗକୁ ହି ରହିବ ଆବଶ୍ୟକ ଅଟେ | ଦୀପକୁ ସେମିତି ରଖନ୍ତୁ ନାହିଁ ଦୀପ ରଖିବା ଆଗରୁ ଦୀପ ତଳେ କିଛି କପଡା ରଖିଦିଅନ୍ତୁ | ନଚେତ କିଛି ଚାଉଳ ରଖି ଦୀପ ରଖିଦିଅନ୍ତୁ

କାରଣ ସେମିତି ଦୀପ ମାଟିରେ ରଖିଦେଲେ ତାକୁ ଅସୁମ୍ପର୍ଣ ବୋଲି ମନଜାଏ | ଦୀପ ଜଳେଇବ ପରେ ପ୍ରଥମେ ଆପଣ ଭଗବାନ ଗଣେଶଙ୍କୁ ପ୍ରାଥନା କରନ୍ତୁ ଏବଂ ଏହା ପରେ ଭଗବାନ ବିଷ୍ଣୁ ଏବଂ ମାତା ଲଷ୍ମୀଙ୍କୁ ସ୍ମରଣ କରନ୍ତୁ | ଏବଂ ଏହା ପରେ ନିଜ ପିତୃଙ୍କୁ ପ୍ରଣାମ କରନ୍ତୁ | ଭଗବାନଙ୍କ ଠାରୁ ନିଜ ପିତୃଙ୍କର ଆତ୍ମର ଶାନ୍ତି ଏବଂ ମୁକ୍ତିର ପାର୍ଥନା କରନ୍ତୁ | ଏବଂ ଶେଷରେ ନିଜ ପିତୃଙ୍କୁ ନିଜ ପିତୃଦୋଷ ପାଇଁ କ୍ଷମା ପାର୍ଥନା କରନ୍ତୁ |

Leave a Reply

Your email address will not be published. Required fields are marked *