ତୁଳସୀ ପୂଜାରେ 3ଟି ଜିନିଷ କେବେବି ଚଢ଼ାନ୍ତୁ ନାହିଁ ମାତା ହୋଇଯାନ୍ତି କ୍ରୋଧିତ ଘର ନଷ୍ଟ ହୋଇଯାଏ |

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ତୁଳସୀ କୁ ବହୁତ ଶୁଭ ବୋଲି କୁହାଯାଏ | ତୁଳସୀ ରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ, ଏବଂ ସେଥିରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ବାସ ହୋଇ ଥାଏ | ଏହି ବୃକ୍ଷ ମାତା ଲକ୍ଷ୍ମୀ ଏବଂ ପ୍ରଭୁ ଶ୍ରୀହରିଙ୍କର ବହୁତ ପ୍ରିୟ ହୋଇଥାଏ | ତେବେ ବନ୍ଧୁଗଣ ଏହି ଗଛକୁ ପୂଜା କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ | ତେବେ ବନ୍ଧୁଗଣ ଆଜି ଆମେ ତୁଳସୀ ସହ ଜଡିତ ଏମିତି ଅନେକ ଫାଇଦା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ | ତେବେ ଆସନ୍ତୁ ଜାଣିବା ସେହି ଫାଇଦା ବିଷୟରେ..

1.ରିସର୍ଚ୍ଚ ଅନୁସାରେ ଚା ରେ ପିଇବା ଦ୍ୱାରା ଅବା ଗୋଟିଏ ପତ୍ର ତୁଳସୀର ଖାଇବା ଦ୍ୱାରା କ୍ୟାନ୍ସର ରୋଗ କେବେ ବି ହୋଇ ନଥାଏ |

2.ତୁଳସୀ ସବୁବେଳେ ସକାରାତ୍ମକ ରେ ଭରି ରହିଥାଏ ଏବଂ ଘରେ ଗୋଟିଏ ନୂଆ ଉର୍ଜାର ସଂଚାର କରିଥାଏ | ମାତା ଲକ୍ଷ୍ମୀ ଙ୍କ ପ୍ରଭାବ ସବୁବେଳେ ଆପଣଙ୍କ ସହ ରହିଥାଏ |

3.ଖାସ କରି ତୁଳସୀ ମୁହଁ ପାଇଁ ବହୁତ ହିଁ ଫଳପ୍ରଦ ହୋଇଥାଏ ଏହାର ବ୍ୟବହାର ଦ୍ୱାରା ବ୍ରଣ ଆଦି ମୁହଁରେ ହେଉଥିବା ଚର୍ମ ରୋଗ ଭଲ ହୋଇଯାଇଥାଏ ଏବଂ ଚେହେରା ଏକଦମ ସଫା ହେଇଯାଏ | କାରଣ ତୁଳସୀ ରେ ଆଣ୍ଟିବାୟୋଟିକ ଗୁଣ ରହିଥାଏ |

4.ତୁଳସୀ କୁ ସବୁଦିନ ହାତ ଯୋଡି ପ୍ରଣାମ କରିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ମିଳିଥାଏ | ତୁଳସୀ କୁ ପ୍ରଣାମ କରିବା ଦ୍ୱାରା ସକାରାତ୍ମକ ଉର୍ଜା ମଧ୍ୟ ଶରୀରରେ ଭରିଯାଇଥାଏ | ଏହା ଦ୍ୱାରା ଅନେକ ଫାଇଦା ମିଳିଥାଏ |

5.ଯଦି ଆପଣଙ୍କର ଖଣ୍ଡିଆ ହୋଇଯାଏ ତେବେ ଏଥିରେ ତୁଳଦୀ ଲଗେଇବା ଦ୍ୱାରା ତାହା ଶୀଘ୍ର ଠିକ ହୋଇଯାଇଥାଏ | କାରଣ ଏଥିରେ ଆଣ୍ଟିବ୍ୟାକଟେରିଆଲ ଗୁଣ ରହିଥାଏ ଯାହା ଘା କୁ ଶୀଘ୍ର ଭରିଦେଇଥାଏ |

6.ତୁଳସୀ ଯାହାଙ୍କ ଉପରେ ପ୍ରସନ୍ନ ହୋଇଯାନ୍ତି ତ ସେ ରଙ୍କ ରୁ ରାଜା ହୋଇଯାଇଥାଏ | ବନ୍ଧୁଗଣ ଯଦି ମାତା ଲକ୍ଷ୍ମୀଙ୍କର କୃପା କାହା ଉପରେ ରହିଥାଏ ତ ସେ ବହୁତ ଧନବାନ ହୋଇଯାଇଥାଏ |

7. ଯଦି ଆପଣଙ୍କୁ ଥଣ୍ଡା କିମ୍ବା କାଶ ହେଉଛି ତେବେ ଆପଣ ତୁଳସୀର କାଢ଼ା କରି ପିଇପାରିବେ | ଏହା କରିବା ଦ୍ୱାରା ଶୀଘ୍ର ଥଣ୍ଡା କାଶ ଭଲ ହୋଇଯାଇଥାଏ |

8.ତୁଳସୀ ରେ ପ୍ରତିଦିନ ଯଦି ପୂଜା ପାଠ କରାଯାଏ ଏବଂ ସନ୍ଧ୍ୟା ରେ ଦୀପ ଜଳାଯାଏ ତେବେ ତୁଳସୀ ମାତା ଅନେକ ଫାଇଦା ଦେଇଥାନ୍ତି |

9.ଯଦି ଆପଣଙ୍କ ବ୍ୟବସାୟ ରେ ଅଧିକ ମାତ୍ରା ରେ କ୍ଷତି ହେଉଛି ତେବେ ଶୁକ୍ରବାର ଦିନ ତୁଳସୀ ରେ କ୍ଷୀର ଢ଼ାଳିବା ଦ୍ୱାରା ସବୁ ସମସ୍ୟା ର ସମାଧାନ ହୋଇଥାଏ | ଏବଂ ବ୍ୟାପାର ରେ ଅନେକ ପ୍ରଗତି ହୋଇଥାଏ |

10.ଯେଉଁ ଘର ପାଖରେ ତୁଳସୀ ଗଛ ମୂଳରେ ଦୀପ ଜଳିଥାଏ, ସେଇଠି ଭୁତ ପ୍ରେତ କେବେ ବି ପ୍ରବେଶ କରିପାରନ୍ତି ନାହିଁ |କାରଣ ତୁଳସୀ ରହୁଥିବା ଜାଗାରେ କୌଣସି ବି ନକାରାତ୍ମକ ଶକ୍ତି ଆସିପାରି ନଥାଏ |

11.ଯଦି ଆପଣଙ୍କ ଘରେ ଧନର ଅଭାବ ହେଉଛି ଏବଂ ପୁଞ୍ଜି ରୁ ଧୀରେ ଧୀରେ ପଇସା ସରିଯାଉଛି ତେବେ ଏଭଳି ପରିସ୍ଥିତିରେ ଆପଣ ତୁଳସୀକୁ ଘରକୁ ଆଣନ୍ତୁ ଏବଂ ପୂଜା କରନ୍ତୁ | ଏହା କରିବା ଦ୍ୱାରା ସବୁ ସମସ୍ୟା ଆପେ ଆପେ ସମାପ୍ତ ହୋଇଯାଏ |

12. ଯଦି ଆପଣ ଅନେକ ଫାଇଦା ଚାହୁଁଛନ୍ତି ତେବେ ତୁଳସୀ ପତ୍ର କୁ ଭଗବାନ ଶ୍ରୀହରି ଙ୍କ ପୂଜା ରେ ଭୋଗ ଲଗାନ୍ତୁ | କୁହାଯାଏ କେବଳ ତୁଳସୀ ଅର୍ପଣ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଯାନ୍ତି | ଏମିତିରେ ତ ସବୁ ଦେବି ଦେବତାଙ୍କୁ ତୁଳସୀ ଅର୍ପଣ କରାଯାଏ କିନ୍ତୁ ଶିବ ଏବଂ ଗଣେଶ ଙ୍କୁ କରାଯାଏ ନାହିଁ

13. ଯଦି ଆପଣଙ୍କ ପିଲା ଉପରେ କାହାର ଖରାପ ନଜର ପଡିଛି ତେବେ ଆପଣ ତୁଳସୀର 7ଟି ପତ୍ର ଏବଂ 7ଟି ଗୋଲମରୀଚ ନେଇ ପିଲାଟିର ପାଦରୁ ମୁଣ୍ଡ ଯାଏଁ ସାତ ଥର ବୁଲେଇ ଆଣି ତାକୁ ଘରକୁ ପଛ ପଟେ ପିଙ୍ଗିଦିଅନ୍ତୁ | ଏହା କରିବା ଦ୍ୱାରା ନଜର ହଟିଯାଇ ଥାଏ |

14.ସମସ୍ୟା ରୁ ମୁକ୍ତିପାଇବା ପାଇଁ ପ୍ରତିଦିନ ସନ୍ଧ୍ୟା ରେ 5ଟି ପତ୍ର ତୁଳସୀର ନିଅନ୍ତୁ ଏବଂ ଶୋଇଲା ସମୟରେ ତକିଆ ତଳେ ରଖି ସୋଇପଡ଼ନ୍ତୁ ଏବଂ ସକାଳୁ ଏହାକୁ ଖାଆନ୍ତୁ ସବୁ ସମସ୍ୟା ଦୂର ହୋଇଯିବ |

15.ତୁଳସୀ ମାଳା ରେ ବହୁତ ଶକ୍ତିଥାଏ,ଜେଉଁ ବ୍ୟକ୍ତି ଏହାକୁ ଧାରଣ କରେ ତାକୁ ବହୁତ ଶକ୍ତି ମିଳିଥାଏ | ତେବେ ଏହାକୁ ଧାରଣ କରିବା ଦ୍ୱାରା ସୁଖ ଶାନ୍ତି ମଧ୍ୟ ମିଳିଥାଏ | ମାନେ ରଖନ୍ତୁ ତୁଳସୀ ମାଳା ନାଇକି କେବେ ମାଂସ ମଦ ପିଆଜ ରାଶୁଣ ଖାଇବେ ନାହିଁ ପାପ ଲାଗିଥାଏ |

16.ତୁଳସୀ ଚେରକୁ ଗଙ୍ଗା ଜଳ ରେ ଧୋଇ ତାହାର ପୂଜା ପାଠ ସଠିକ ଭାବରେ କଲେ ସବୁ ସମସ୍ୟା ର ସମାଧାନ ହୋଇଯାଇଥାଏ | ତେବେ ଏହାକୁ ହଳଦିଆ କପଡା ରେ ବାନ୍ଧି ଘରେ ରଖିବା ଦ୍ୱାରା ଅନେକ ଫାଇଦା ମିଳିଥାଏ |

17. ଯେଉଁ ବ୍ୟକ୍ତି ତୁଳସୀ ପାଉଡର ଖାଇଥାନ୍ତି,ତାଙ୍କୁ କେବେ କୌଣସି ରୋଗ ଆକ୍ରମଣ କରିପାରେ ନାହିଁ | ତେବେ ଆପଣ ମଧ୍ୟ ତୁଳସୀ ଖାଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ |

18. ତୁଳସୀ ବୃକ୍ଷ କୁ ପୂଜା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ | ତୁଳସୀ ମାତା ଆପଣଙ୍କର ଅନେକ ସମସ୍ୟା କୁ ଦୂର କରିଦେଇଥାନ୍ତି | ଏବଂ ଘରେ ଧନ ଭରି ଦେଇଥାନ୍ତି |

19. ତୁଳସୀ କୁ ଘରର ଉତ୍ତର ପୂର୍ବ ଦିଗରେ ରଖିବା ଦ୍ୱାରା ଅନେକ ଆଶୀର୍ବାଦ ମିଳିଥାଏ | ଏବଂ ଏହା ଆପଣଙ୍କୁ ବହୁତ ଲାଭ ହୋଇଥାଏ | ଏହି ଦିଗରେ ରଖିବା ଉଚିତ ବୋଲି ବାସ୍ତୁ ଶାସ୍ତ୍ର ରେ ବିବେଚନା କରାଯାଇଛି |

20. ତୁଳସୀ କୁ ଘରକୁ ଆଣିବାର ସବୁଠାରୁ ଶୁଭ ଦିନ ହେଉଛି ଗୁରୁବାର ଦିନ | ଏହି ଦିନ ମାତା ଲକ୍ଷ୍ମୀଙ୍କର ବାର ହୋଇଥାଏ ଏହି ଦିନ ତୁଳସୀ କୁ ଆଣିବା ଦ୍ୱାରା ଅନେକ ଫାଇଦା ମିଳିଥାଏ |

Leave a Reply

Your email address will not be published. Required fields are marked *