ଆଜିର ରାଶିଫଳ : ୨୩ ଅଗଷ୍ଟ ୨୦୨୨,ମଙ୍ଗଳବାର : ଆଜି ଏହି ରାଶିର ଲୋକଙ୍କୁ ମିଳିପାରେ ଅଶୁଭ ସୂଚନା

ମେଷ ରାଶି:- ଖାଲି ବସନ୍ତୁ ନାହିଁ କିଛି କାର୍ଯ୍ୟରେ ବ୍ୟସ୍ତ ରୁହନ୍ତୁ। ପାରିବାରିକ ପରିବେଶ ଶାନ୍ତ ରହିବ। ପ୍ରେମ ଜୀବନରେ ବିବାଦ ହୋଇପାରେ କିନ୍ତୁ ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଗାମୀ ସମୟରେ ଆର୍ଥିକ ଲାଭ ସମ୍ଭବ ଅଟେ।

ବୃଷ ରାଶି:- ଚାକିରୀ କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଶୁଭ ଅଟେ। ବ୍ୟବସାୟରେ ନୂତନ ଆୟର ଉତ୍ସ ମିଳିପାରେ। ଜୀବନସାଥୀଙ୍କ ମନ ଅନୁଯାୟୀ କରାଯାଇଥିବା କାର୍ଯ୍ୟ ହେତୁ ସେ ଆପଣଙ୍କ ଉପରେ ଖୁସି ହେବେ।

ମିଥୁନ ରାଶି:- ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ହଠାତ ଧନ ଲାଭ ହୋଇପାରେ। ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ଭଲ ଭାବରେ କାର୍ଯ୍ୟ କରନ୍ତୁ।

କର୍କଟ ରାଶି:- ଆଜିର ଦିନ କର୍କଟ ରାଶିର ଲୋକଙ୍କ ଆୟ ଭଲ ହେବ ଯଦିଓ ଖର୍ଚ୍ଚକୁ ଯତ୍ନର ସହ କରିବାକୁ ପଡିବ। କ୍ୟାରିୟରରେ କିଛି ସମସ୍ୟା ଆସିପାରେ କିନ୍ତୁ ନିଜର କଠିନ ପରିଶ୍ରମର ଶକ୍ତି ଉପରେ ଆପଣ ସେମାନଙ୍କ ପାଇଁ ଏକ ସମାଧାନ ଖୋଜିନେବେ।

ସିଂହ ରାଶି:- ଆଜି କୌଣସି ଡିଲ କରିବାବେଳେ ସତର୍କ ରୁହନ୍ତୁ। ମନ ଏକ ନୂତନ କାର୍ଯ୍ୟ ପ୍ରତି ଆକର୍ଷିତ ହୋଇପାରେ।କ୍ୟାରିୟରର ଅବସ୍ଥା ଭଲ ହେବାର ସମ୍ଭାବନା ଅଛି।

କନ୍ୟା ରାଶି:- ଆଜି କରାଯାଇଥିବା ବିନିଯୋଗ ଭବିଷ୍ୟତର ଲାଭ ଉଠାଇବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପ୍ରଗତିରେ କିଛି ବାଧା ଆସିପାରେ। ଧର୍ଯ୍ୟ ବନେଇ ରଖନ୍ତୁ।

ତୁଳା ରାଶି:- ଆଜି ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ଯେଉଁ ଲୋକମାନେ ଏକ ନୂତନ ଚାକିରି ଖୋଜୁଛନ୍ତି ସେମାନେ ସଫଳତା ପାଇପାରନ୍ତି। ଆର୍ଥିକ ଅବସ୍ଥା ଭଲ ରହିବ।

ବିଛା ରାଶି:- ଏହି ରାଶିର ଲୋକମାନେ ଆଜି କିଛି ଭଲ ଖବର ପାଇପାରନ୍ତି। ପରିବାର ସହିତ ମଜା ମସ୍ତିରେ ସମୟ ବିତାଇବେ। ଅଫିସରେ କୌଣସି ନୂତନ ଦାୟିତ୍ୱ ଦିଆଯାଇପାରେ ଯାହାକୁ ଆପଣ ଭଲ ଭାବରେ ପୂରଣ କରିବେ।

ଧନୁ ରାଶି:- ଆଜିର ଦିନ ଅଭିଜ୍ଞ ଲୋକଙ୍କୁ ସାକ୍ଷତ କରନ୍ତୁ ଯେଉଁମାନେ ଆପଣଙ୍କ କାମରେ ଆସିବେ। ଦୀର୍ଘ ଦିନର ସମସ୍ୟା ଦୂର ହୋଇପାରେ।

ମକର ରାଶି:- ଆୟ ଭଲ ହେବ। ଯାତ୍ରା ଶୁଭ ରହିବ। ଗଣମାଧ୍ୟମ ଏବଂ ଶିକ୍ଷା ସହିତ ଜଡିତ ଲୋକମାନେ ସଫଳତା ପାଇବେ। କାର୍ଯ୍ୟ କ୍ଷେତ୍ରରେ ନିୟୋଜିତ ଲୋକଙ୍କ ଅବସ୍ଥା ଭଲ ରହିବ।

କୁମ୍ଭ ରାଶି:- ଏହି ରାଶିର ଲୋକଙ୍କୁ ନିଜ ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ହେବ। ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ନୂତନ ଆୟର ଉତ୍ସ ମିଳିବ।

ମୀନ ରାଶି:- ସ୍ୱାସ୍ଥ୍ୟ ଭଲ ରହିବ। ସନ୍ଧ୍ୟା ସମୟରେ ଘରକୁ ଅତିଥିମାନେ ଆସିପାରନ୍ତି ଯାହା ଆପଣଙ୍କୁ ଭଲ ଅନୁଭବ କରିବ। ଆଜି କାରବାର କରିବା ଠାରୁ ଦୂରେଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *